• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

tragic incident
ବାହା ମଣ୍ଡପରେ ବିଷ ପିଇଦେଲେ ବରକନ୍ୟା : ଜଣେ ମୃତ, ଆଉ ଜଣେ . .

ବାହାଘର ଚାଲିଥିବା ବେଳେ ଏମିତି କ’ଣ ହେଲା, ବିଷ ପିଇଦେଲେ ବରକନ୍ୟା

Matric Supplementary Exam To Be Conduct This Year
ଏବର୍ଷ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ୨୩ରୁ ରିଚେକିଂ

ଗତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇପାରି ନଥିଲା, କିନ୍ତୁ ଏଥର ହେବ। ଫେଲ୍‌ କିମ୍ବା ଡ୍ରପଆଉଟ୍ ହୋଇଥିବା ପିଲାଙ୍କ ପାଇଁ ଏହି ପରୀକ୍ଷା ହେବ।

Youth Killed 17 year Old Girl
ସାନ ଭାଇ ସାମ୍ନାରେ ଯୁବତୀଙ୍କୁ ଜୀଅନ୍ତା ଜାଳିଦେଲା ୱାନ୍ ସାଇଡ୍‌ ଲଭର୍

ଘରେ କେହି ନଥିବାର ସୁଯୋଗ ନେଇ ଯୁବକ ଜଣକ ଘରେ ପଶି ଯୁବତୀଙ୍କ ଉପରେ କିରାସିନ ଢ଼ାଳି ତାଙ୍କୁ ଜାଳି ଦେଇଛନ୍ତି ।

Mother-Daughter Cabin Crew
ଚଳନ୍ତା ବିମାନରେ ଏୟାରହୋଷ୍ଟେସ୍‌ କହିଲେ...ମାଆ ମୋ’ ପ୍ରେରଣା

ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ସେୟାର କରାଯାଇଥିବା ଭିଡିଓକୁ ନେଇ ଏବେ ଭାରି ଚର୍ଚ୍ଚା । ଭିଡିଓରେ ଦେଖିବାକୁ ମିଳିଛି କି, ବିମାନ ଭିତରେ ମାଆଙ୍କୁ ମାତୃ ଦିବସର ଅଭିନନ୍ଦନ ଜଣାଇଥିଲେ ଝିଅ । ଖାଲି ଅଭିନନ୍ଦନ ଜଣାଇଥିଲେ ତାହା ନୁହେଁ ମାଆଙ୍କୁ ନିଜର ପ୍ରେରଣା ବୋଲି କହିଥିଲେ । ବାସ୍‌ ଏତିକି ଶୁଣିବା ପରେ ବିମାନରେ ଥିବା ସବୁ ଯାତ୍ରୀମାନେ ତାଙ୍କୁ ପ୍ରଶଂସା ବି କରିଥିଲେ

IBM employee
କାମ ନକରି ୧୫ ବର୍ଷ ଧରି ଦରମା ନେଉଥିଲେ କର୍ମଚାରୀ, ଇନକ୍ରିମେଣ୍ଟ୍‌ ନହେବାରୁ କମ୍ପାନୀ ନାଁରେ ଠୁଙ୍କିଲେ କେସ୍‌

କାମ ନକରି କମ୍ପାନୀ ଠାରୁ ଦରମା ଦାବି କରିଛନ୍ତି କର୍ମଚାରୀ । ଏବେ ଇନକ୍ରିମେଣ୍ଟ୍‌ ନହେବାରୁ ମାମଲା ଦାଏର୍‌ କରିଛନ୍ତି ।

Girl Working On Laptop While Being Stuck In Traffic Is Viral In Bengaluru
ଟ୍ରାଫିକରେ ଫସିଗଲେ ଯୁବତୀ: ସ୍କୁଟି ପଛରେ ବସି ଅଫିସ୍‌ କାମ କଲେ, ଫଟୋ ଭାଇରାଲ୍‌...

ଟ୍ରାଫିକ ଜାମ୍‌ରେ ଫସିଥିବା ଜଣେ ଯୁବତୀ ରାପିଡୋ ସ୍କୁଟି ପଛରେ ବସି ଲାପ୍‌ଟପ୍‌ରେ ଅଫିସ କାମ କରୁଛନ୍ତି। କାମକୁ ନେଇ ଯେଭଳି ଭାବେ ଯୁବତୀ ସିରିୟସ୍‌ ଅଛନ୍ତି ଓ ତାଙ୍କର ପରିଶ୍ରମକୁ ଲୋକମାନେ ପ୍ରଶଂସା କରିଛନ୍ତି।

viral news
VIDEO : ହାଇୱେରେ ଭୋକିଲା କଲରାପତରିଆ, ଆଖି ପିଛୁଳାକେ ଆସି ବେକକୁ ଧରି ଟାଣିନେଲା

ରାସ୍ତାରେ ବୁଲୁଛି ଭୋକିଲା କଲରାପତରିଆ, ଆଖି ପିଛୁଳାକେ ପାଖରେ ପହଞ୍ଚିଯାଇଛି . .

Sourav Ganguly's
ବଢିଲା ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା...ଏଣିକି Y ବଦଳରେ ମିଳିବ Z କାଟାଗୋରୀ ସୁରକ୍ଷା

ହଠାତ୍‌ ସୌରଭଙ୍କ ସୁରକ୍ଷା ବଢାଯାଇଥିବାରୁ ତାହାକୁ ନେଇ ଚର୍ଚ୍ଚା ଚାଲିଛି । ମଙ୍ଗଳବାର ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଗାଙ୍ଗୁଲିଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ତାଙ୍କୁ ଯେଉଁ ପ୍ରକାର ସୁରକ୍ଷା ମିଳୁଥିଲା ତାହାର ଅବଧି ଶେଷ ହୋଇଥିଲା

Kendu leaf pluckers
କେବେ ସମାଧାନ ହେବ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ?

କେନ୍ଦୁପତ୍ର ସରକାରଙ୍କ ରାଜସ୍ୱ ଆୟର ଏକ ପ୍ରମୁଖ ମାଧ୍ୟମ। ଏହା ନିରୀହ ଆଦିବାସୀଙ୍କ ପାଇଁ ଏକମାତ୍ର ସାହାରା କହିଲେ ଚଳେ । ତଥାପି ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରୁନି

Vande Bharat Starts From Puri In Odisha
ଗଡ଼ିଲା ବନ୍ଦେ ଭାରତ, ହାୱଡ଼ା ଅଭିମୁଖେ ପ୍ରଥମ ଯାତ୍ରା

ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଦାବି କଲେ ମୁଖ୍ୟମନ୍ତ୍ରୀ । ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ବନ୍ଦେ ଭାରତ ଦାବି ।

Container truck carrying Rs 535 crore in cash breaks down
୫୩୫ କୋଟି ଟଙ୍କା ନେଇ ଯାଉଥିବା ଟ୍ରକ୍‌ ରାସ୍ତାରେ ଖରାପ; ଭିଡ଼ ଜମାଇଲେ ଲୋକେ, ତା’ପରେ...

ହଜାରେ ନୁହେଁ କି ଲକ୍ଷ ନୁହେଁ, କୋଟି କୋଟି ଟଙ୍କା ନେଇ ଯାଉଥିବା ଏକ ଟ୍ରକ୍‌ ଅଧା ରାସ୍ତାରେ ଖରାପ ହୋଇଯାଇଥିଲା। ଆଉ ଏହି ଖବର ବିଜୁଳି ବେଗରେ ପ୍ରଚାର ହେବାପରେ ଲୋକଙ୍କ ଭିଡ଼ ଜମିଥିଲା।

millet in Odisha’s
ଦିନେ ଫୁଟୁଥିଲା ଗୁଳି...ଆଜି ମାଣ୍ଡିଆ ଚାଷ କରି ମାଲେମାଲ୍‌ ଲୋକେ

ଓଡିଶା ମିଲେଟ୍ ମିଶନ ଓ ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥାର ଅଧିକାରୀ ଓ କର୍ମଚାରୀ ଏ ଜମିରେ ଖରାଦିନିଆ ମାଣ୍ଡିଆ ଚାଷ ପାଇଁ କହିଲେ । ଲୋକେ କହିଲେ, ଯେଉଁଠି ବର୍ଷା ଦିନେ ଧାନ ହେଉନି, ସେଇଠି ପୁଣି ଖରା ଦିନେ ମାଣ୍ଡିଆ ଚାଷ ଅସମ୍ଭବ । କିନ୍ତୁ ଦୁଇ ବିଭାଗର ଉଦ୍ୟମ ଓ ଲୋକଙ୍କ ପରିଶ୍ରମରେ ଆଜି ଖରାଦିନରେ ମଧ୍ୟ ମାଣ୍ଡିଆ ଚାଷ ହୋଇ ପାରିଛି

New Rule In Home
Viral Video: ପ୍ରତ୍ୟେକ ଘରେ ରହିବା ଦରକାର ଏମିତି ନିୟମ

ଏହି ମୋବାଇଲ ଅଭ୍ୟାସ କେତେ ଯେ, ଖରାପ ତାହା ଆମେ ସମସ୍ତେ ଅଳ୍ପେ ବହୁତେ ଜାଣିଛନ୍ତି । ତଥାପି କିଏ ମାନୁଛି ?

Crafts from waste papers
ଅଦରକାରୀ କାଗଜରୁ ସୁନ୍ଦର ପ୍ରତିମୂର୍ତ୍ତି : ରୋଜଗାର ଜାଣିଲେ ଉଡ଼ିଯିବ ହୋସ୍‌

ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲଦାନି, ପେନ୍ ଷ୍ଟାଣ୍ଡ, ନଟରାଜ ସହ ବିଭିନ୍ନ ପ୍ରକାର ମୄର୍ତ୍ତିରେ ସଜେଇ ହୋଇଛି ପୂରା ଘର । ସମସ୍ତେ ବ୍ୟସ୍ତ ଅଛନ୍ତି କାମରେ । ନିଜ ନିଜର କାରିଗରୀ କୌଶଳ ମାଧ୍ୟମରେ ଅଦରକାରୀ କାଗଜରୁ ନିଖୁଣ ଭାବରେ ମୄର୍ତ୍ତିକୁ ଜୀବନ୍ତ କରିବାରେ ବ୍ୟସ୍ତ ଅଛନ୍ତି ଗାଁର ମହିଳାମାନେ ।

Siddaramaiah
କର୍ଣ୍ଣାଟକ CM ମୁକୁଟ ପିନ୍ଧିବେ ସିଦ୍ଦରମୈୟା

ସାଢ଼େ ୬ କୋଟି କର୍ଣ୍ଣାଟକବାସୀଙ୍କ ମୁଖିଆ ସାଜିବେ ସିଦ୍ଦରମୈୟା ।

Family Kills Son Fed Up With His Alcohol, Marijuana Addiction
ପ୍ରଚୁର ମଦ ପିଇବା ସହ ଗଞ୍ଜେଇ ଟାଣୁଥିଲେ...ବାପା, ଭାଇ ମିଶି ହତ୍ୟା କରି ମୃତଦେହ ଜାଳିଦେଲେ

ପ୍ରଚୁର ମଦ ପିଇବା ସହ ଗଞ୍ଜେଇ ଟାଣୁଥିଲା ପୁଅ। ବାପା, ଭାଇ ଓ ପୁଅ ମିଶି ହତ୍ୟା କରି ମୃତଦେହକୁ ଜାଳିଦେଲେ।

Personal House Maid
ଚାକରାଣୀ ପାଇଁ ରଖିଛନ୍ତି ମୋଟା ଅଙ୍କର ଦରମା, ତଥାପି ମିଳୁନାହାନ୍ତି ! କାରଣ କ’ଣ..?

ଚାକରାଣୀ କାମ ପାଇଁ ସେ ତାଙ୍କୁ ପ୍ରତି ମାସରେ ୧୬ ଲକ୍ଷ ଟଙ୍କାରୁ ଅଧିକ ବେତନ ଦେବାକୁ ପ୍ରସ୍ତୁତ ।

Amazon Jungle
ବିମାନ ଦୁର୍ଘଟଣାର ୨ ସପ୍ତାହ ପରେ ୪ କୁନି ଛୁଆ ଆମାଜନରୁ ଜୀବନ୍ତ ଉଦ୍ଧାର !

କଲମ୍ବିଆର ଘନ ଆମାଜନ ଜଙ୍ଗଲରେ ଚାରିଜଣ ଶିଶୁଙ୍କୁ ଜୀବନ୍ତ ଦେଖିବାକୁ ମିଳିବା ନିହାତି ପକ୍ଷେ ଏକ ବଡ଼ ଉପଲବ୍ଧି । ସେମାନଙ୍କ ମଧ୍ୟରେ ଜଣେ ୧୧ ମାସର ଶିଶୁ ମଧ୍ୟ ରହିଛି ।

Poor internet connectivity
ଗାଁରେ ନେଟୱର୍କ ନାହିଁ : ଖରା ଛୁଟିରେ ପିଲାଏ ପଢିବେ କେମିତି ?

ଜିଲ୍ଲାର କୋରାପୁଟ, ପଟାଙ୍ଗୀ, ନନ୍ଦପୁର, ନାରାୟଣପାଟଣା, ବନ୍ଧୁଗାଁ, ଲମତାପୁଟ, ଦଶମନ୍ତପୁର, ଲକ୍ଷ୍ମୀପୁର ଆଦି ବ୍ଲକର ଦୁର୍ଗମ ଗ୍ରାମାଞ୍ଚଳରେ ମୋବାଇଲ ନେଟୱର୍କ ନାହିଁ । ତେଣୁ ସେହି ଅଞ୍ଚଳକୁ ଇଂରାଜୀ, ଭୂଗୋଳ, ଇତିହାସ, ଓଡ଼ିଆ, ହିନ୍ଦୀ-ସଂସ୍କୃତ, ବିଜ୍ଞାନ ଓ ଗଣିତ ଆଦି ବିଭାଗର ଶିକ୍ଷକମାନେ ଘରକୁ ଘର ବୁଲି ଛାତ୍ରଛାତ୍ରୀଙ୍କ ସନ୍ଦେହ ଦୂର କରିବା ନେଇ ବିଭାଗୀୟ ନିର୍ଦ୍ଦେଶ ରହିଛି

Expensive Milk
ଏହି କ୍ଷୀର ସାଧାରଣ ଲୋକ କିଣିବା ଭାରି କଷ୍ଟ, ଏଥିରେ ରହିଛି ଅଧିକ ଲାକ୍ଟୋଜ

ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କରେ ଏହାର ବହୁତ ଚାହିଦା ଅଛି।

Today Odisha Matric Results Announced
ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ଏଥର ପାସ୍‌ ହାର ୯୬.୪%

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ସକାଳ ୧୦ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରାଯାଇଛି।

MP Anubhav Mohanty lodges complaint at Purighat police station
ପୁଣି ଥାନାର ଦ୍ୱାରସ୍ଥ ହେଲେ ଅନୁଭବ, ଆଣିଲେ ଏମିତି ଅଭିଯୋଗ...

ପୁଣି ଥାନାର ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ ମହାନ୍ତି। ଅନୁଭବଙ୍କ ଏତଲା ପରେ ପୋଲିସ ମାମଲା ରୁଜୁ କରିଛି। 

medical woman sweeper allegedly raped
କଟକ ବଡ଼ ମେଡିକାଲରେ ଲଜ୍ଜା ! ମହିଳା ସ୍ୱିପରଙ୍କୁ ହଷ୍ଟେଲ ରୁମ୍‌ରେ ଦୁଷ୍କର୍ମ କଲେ ସୁପରଭାଇଜର

କଟକ ବଡ଼ ମେଡିକାଲରେ ଲଜ୍ଜା ! ଜଣେ ମହିଳା ସ୍ୱିପରଙ୍କୁ ଏସ୍ଆର୍ ହଷ୍ଟେଲକୁ ରୁମ୍‌ ସଫା କରିବା ବାହାନାରେ ଡାକି ସୁପରଭାଇଜର ଜଣକ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି।

Fruit Price Hike For Savitri Brata
ସାବିତ୍ରୀ ବ୍ରତ ପାଇଁ ଆକାଶ ଛୁଆଁ ଫଳ ରେଟ୍‌, ଆମ୍ବକୁ ଛାଡ଼ିଦେଲେ ସବୁ ମହଙ୍ଗା

କଟକ ଛତ୍ରବଜାର ଫଳ ଗୋଦାମରେ ଫଳ ବିକ୍ରି ଜୋର ସୋରରେ ଚାଲିଛି। ସେଓ, ଅଙ୍ଗୁର, ଆମ୍ବ, କଦଳୀ, ଲିଚୁ, କମଳା ଓ ଡାଳିମ୍ବ ଆଦି ଫଳ କିଣିବାରେ ବ୍ୟସ୍ତ ଗ୍ରାହକ।

Today Panchang
Today Panchang 18th May 2023: ଜାଣନ୍ତୁ ଆଜିର ଶୁଭ ମୁହୂର୍ତ୍ତ, ଗୁରୁବାର କରନ୍ତୁ ଗୃହଶାନ୍ତି ପୂଜା

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...