ସେ ୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କର ଅଭିନୀତ ପ୍ରତିଟି ଫିଲ୍ମ ଆଜିବି ଅଭୁଲା...
ପ୍ରତିନିଧି ଦଳର ପ୍ରତିଟି ସଦସ୍ୟ ନିଜ ମତ ରଖିଥିଲେ। ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅନୁଭୂତିରୁ ମତାମତ ପ୍ରଦାନ କରିଥିଲେ।
ଭାରତୀୟ ଡାକ ବିଭାଗ ଜବରଦସ୍ତ ନିଯୁକ୍ତି ବାହାରିଛି। ଡାକ ବିଭାଗ ଗ୍ରାମିଣ ଡାକ ସେବକ ପାଇଁ ୧୨ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ଏହି ଫଛୁଆ ଫେରି ଆସିଥିବା ଟ୍ରେନ୍ଟି ହେଉଛି ସେହି ଟ୍ରେନ୍, ଯାହାକୁ ଟିକଟ କରି ଯାତ୍ରୀମାନେ ଷ୍ଟେସନ୍ରେ ଅପେକ୍ଷା କରିଥିଲେ ।
ବର୍ତ୍ତମାନ ଅନୁପମ ଖେର ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବିଜୟ ୬୯' ପାଇଁ ବ୍ୟସ୍ତ ଅଛନ୍ତି ଆଉ ଏହି ସମୟରେ ସେ ଆହତ ହେବା ଖବର ଆସିଛି। ଏହି ଚଳଚ୍ଚିତ୍ରରେ ଅନୁପମ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।
ନାବାଳିକା ଜଣକ ଉଭୟ ସାମାଜିକ ଓ ମାନସିକ ଉପରେ ଯଥେଷ୍ଟ ସମସ୍ୟା ଭୋଗିବାର କାରଣ ହୋଇପାରେ ବୋଲି କୋର୍ଟ କହିଛନ୍ତି।
ପ୍ରଜ୍ୱଳ ଦୁନିଆକୁ ଆସିବା ପୂର୍ବରୁ ତାଙ୍କ ବାପା ଦୁନିଆ ଛାଡ଼ି ଚାଲିଯାଇଥିଲେ । ସେତେବେଳକୁ ପ୍ରଜ୍ୱଳଙ୍କ ବଡ଼ ଭାଇ ଅଢ଼େଇ ବର୍ଷର ଥିଲେ ।
ହିରୋଇନ୍ମାନଙ୍କ ପ୍ରକୃତ ଜୀବନର ପ୍ରେମ କାହାଣୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଅନେକ ନାୟିକାଙ୍କ ପ୍ରକୃତ ପ୍ରେମ କାହାଣୀ ଆଶ୍ଚର୍ଯ୍ୟ କରେ। ବଲିଉଡ୍ର ଏମିତି କିଛି ହିରୋଇନ୍ ଅଛନ୍ତି ଯେଉଁମାନେ ଗ୍ୟାଙ୍ଗ୍ଷ୍ଟର୍ଙ୍କୁ ମନ ଦେଇଛନ୍ତି। ଆସନ୍ତୁ ଜାଣିବା ସେମିତି ୫ ଅଭିନେତ୍ରୀଙ୍କୁ।
ସେ ମା' ତା’ ପିଲାର ଟିକିଏ ହସ.. ଯେମିତି ତାପାଇଁ କୋଟିଏ ଟଙ୍କାର ସମ୍ପତ୍ତି । ତା’ ପିଲାର ଖୁସି ପାଇଁ ସେ ସବୁକିଛି କରିପାରିବ । ଏଠି ସିନା ମା’ ଗରିବ.... ହେଲେ ମମତା ତ ନୁହେଁ ନା ।
ସ୍ୱାମୀଙ୍କ ପାଇଁ ଥିବା ଭଲପାଇବାକୁ ଟାଟୁ କରି ଦର୍ଶାଇଲେ ସ୍ତ୍ରୀ । ହାତ କି ଗୋଡ଼ ନୁହେଁ ବରଂ ନିଜ ମୁଣ୍ତରେ ସ୍ୱାମୀଙ୍କ ନାଁର ଟାଟୁ କଲେ ମହିଳା ।
ବିନୟତୋଷ ମିଶ୍ରଙ୍କ ଠାରୁ କଲେ ଦାୟିତ୍ବ ଗ୍ରହଣ । ଜରୁରୀକାଳିନ ବିଭାଗର ଉନ୍ନତି ପାଇଁ କାର୍ଯ୍ୟ କରିବେ କହିଲେ ।
ପ୍ରତିଦିନ ସନ୍ଧ୍ୟାରେ ପ୍ରାୟ ୨ ଘଣ୍ଟା ଶୁକ୍ରକୁ ପଶ୍ଚିମ ଆକାଶରେ ଦେଖିହେବ । ଆକାଶ ନିର୍ମଳ ଥିଲେ ସନ୍ଧ୍ୟା ୬ଟା ୩୦ରୁ ୯ଟା ୧୫ ଯାଏଁ ଦେଖିହେବ ।
ପଦ୍ମପୁର ଉପନିର୍ବାଚନରେ ବିଜେଡିର ବୃହତ ବିଜୟ ପରେ ସୁଶାନ୍ତଙ୍କୁ ପୁଣିଥରେ ମନ୍ତ୍ରିମଣ୍ଡଳରେ ନିଆଯିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ମନ୍ତ୍ରିମଣ୍ଡଳରେ ତାଙ୍କୁ ନିଆଯାଇନାହିଁ ।
ଅନ୍ତିମ ଲିଗ୍ ମୁକାବିଲାରେ ଗୁଜରାଟ୍ ଟାଇଟନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟ୍ରେ ହରାଇ ପ୍ଲେଅଫ୍ ରେସ୍ରୁ ବାଙ୍ଗାଲୋରକୁ ବିଦା କରିଦେଇଛି। ସେହିପରି ସନ୍ ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟ୍ ରେ ବିଜୟୀ ହୋଇଛି।
ଦେଶ ଏବଂ ଓଡ଼ିଶା ପାଇଁ ବଂଶୀଧରଙ୍କ ଅବଦାନ, ନିଯୁକ୍ତି ସୁଯୋଗ ଓ ଉପାନ୍ତରେ ରହୁଥିବା ହଜାର ହଜାର ଲୋକଙ୍କୁ ବଞ୍ଚିବାର ରାସ୍ତା ଦେଖାଇଥିଲେ ।
କୌଣସି ବ୍ୟକ୍ତି ଯଦି ବ୍ୟାଙ୍କର କୌଣସି ବ୍ରାଞ୍ଚକୁ ୨ ହଜାର ଟଙ୍କିଆ ନୋଟ୍ ଜମା କରିବାକୁ ଆସିଛନ୍ତି ଓ ଏହି ନୋଟ୍ ମଧ୍ୟରୁ ନକଲି ନୋଟ୍(Fake Note) ମିଳେ, ତା’ହେଲେ ଏଭଳି ସ୍ଥିତିରେ ବ୍ୟାଙ୍କ ଉକ୍ତ ନୋଟ୍କୁ ଜବତ କରିବ।
କାହିଁକି ନିର୍ବାଚନ ପୂର୍ବରୁ ମନ୍ତ୍ରୀ ମଣ୍ଡଳରେ ଏହି ପରିବର୍ତ୍ତନ? ୩ ନୂଆ ମନ୍ତ୍ରୀଙ୍କ ଶପଥ ପାଠ ଓ ଦାୟିତ୍ୱ ମିଳିବା ପ୍ରସଙ୍ଗର ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର ।
ଏବେ ଇଣ୍ଟର୍ନେଟ୍ରେ ଏପରି ଏକ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ଜଣେ ପଣ୍ଡିତ ବିବାହ ସମୟରେ ସିନେମା ଗୀତ ଗାଉଥିବା ଦେଖାଯାଏ। ମାର୍କେଟ୍କୁ ନୂଆ ପଣ୍ଡିତ ଆସିଛନ୍ତି ବୋଲି କୁହାଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ବରୁ ଏପରି ସମ୍ମାନ ଅନେକ ମିଳିସାରିଛି । ଏବେ ଏହି ତାଲିକା ବଢ଼ି ବଢ଼ି ଚାଲିଛି ।
ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ସ୍ଥିର ରହିଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୪୧୦ ଟଙ୍କା ହୋଇଛି।
RBI ଗଭର୍ଣ୍ଣର କହିଛନ୍ତି, ଏଥର ଲୋକଙ୍କ ପାଖରେ ୪ ମାସ ସମୟ ଅଛି। ତେଣୁ ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ ଓ ବ୍ୟାଙ୍କକୁ ଯାଇ ନୋଟ୍ ବଦଳାଇବା ପାଇଁ ଭିଡ଼ କରନ୍ତୁ ନାହିଁ।
ଷ୍ଟାଡିୟମର ଏକ ପ୍ରବେଶ ଦ୍ୱାରରେ ଉଭୟ ଟିମ୍ର ପ୍ରଶଂସକ ମୁହାଁମୁହିଁ ହେବା ପରେ ଦଳାଚକଟା ଆରମ୍ଭ ହୋଇଥିଲା
ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଘଣ୍ଟେ ନୁହେଁ କି ଦୁଇ ଘଣ୍ଟା ନୁହେଁ ଦୀର୍ଘ ୧୫ ଘଣ୍ଟାରୁ ଅଧିକ ସମୟ ଧରି ୨ ଶିଶୁ କାର୍ ଭିତରେ ସେମିତି ହିଁ ଥିଲେ। ୧୫ ଘଣ୍ଟା ପରେ ଯେତେବେଳେ ସମ୍ପୃକ୍ତ ମହିଳାଙ୍କ ନିଦ ଭାଙ୍ଗିଥିଲା ଓ ଛୁଆଙ୍କ କଥା ତାଙ୍କର ମନେ ପଡ଼ିଥିଲା, ସେତେବେଳକୁ ସେ ଜଣେ ଛୁଆକୁ ସେ ସବୁଦିନ ପାଇଁ ହରାଇ ସାରିଥିଲେ।
ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।