• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

saho---
ଆଜି ରିଲିଜ୍‌ ହେଲା ବଲିଉଡ୍ ମୁଭି 'ସାହୋ'

ମୁମ୍ୱାଇ : ଆଜି ପରଦାକୁ ଆସିଛି ‘ବାହୁବଳି’ ପ୍ରଭାସଙ୍କ ପ୍ରଥମ ବଲିଉଡ୍ ମୁଭି ‘ସାହୋ’। ବଡ଼ ବଜେଟ ଓ ବଡ଼ ଷ୍ଟାରକାଷ୍ଟକୁ ନେଇ ନିର୍ମିତ ଏହି ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ସିନେପ୍ରେମୀ  ଓ ପ୍ରଯୋଜନା ସଂସ୍ଥା। ସାଉଥ୍‌ ଷ୍ଟାର ପ୍ରଭାସଙ୍କ ଏହା ପ୍ରଥମ ବଲିଉଡ୍ ମୁଭି। ଏହାକୁ ସୁଜିତ ରେଡ୍ଡି ନିର୍ଦ୍ଦେଶନା ଦେଇଛନ୍ତି। ବି-ଟାଉନ ଡିଭା ଶ୍ରଦ୍ଧା କପୁରଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି ପ୍ରଭାସ। ପୂର୍ବରୁ ଏହି ଆକ୍ସନ ଥ୍ରୀଲର ଫିଲ୍ମର ଟିଜର, ଟ୍ରେଲର […]

pipin rawat
ଆଜି ଶ୍ରୀନଗର ଯିବେ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ

ନୂଆଦିଲ୍ଲୀ :  ଆଜି ଶ୍ରୀନଗର ଯିବେ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ। ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରରେ କଣ ରହିଛି ସୁରକ୍ଷା ବ୍ୟବସ୍ଥା ଏବଂ ଏଥିପାଇଁ ମୁତୟନ ସୁରକ୍ଷାକର୍ମୀ କିପରି ପ୍ରସ୍ତୁତ ଅଛନ୍ତି, ତାର ସମୀକ୍ଷା କରିବେ। ୩୭୦ ଉଚ୍ଛେଦ ପରେ ଏହା ହେଉଛି ସେନା ମୁଖ୍ୟ ବିପିନ ରାୱତଙ୍କ ପ୍ରଥମ ଜମ୍ମୁ କାଶ୍ମୀର ଗସ୍ତ। ଧାରା ୩୭୦ ଉଚ୍ଛେଦ ହେବାର ୨୫ ଦିନ ପରେ ମଧ୍ୟ ସୁରକ୍ଷା ଦୃଷ୍ଟିକୋଣରୁ କାଶ୍ମୀରରେ ଅନେକ ସ୍ଥାନରେ […]

cricket
ଆଜିଠୁ ଆରମ୍ଭ ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ

କିଙ୍ଗଷ୍ଟନ  : ଆଜିଠୁ ଜାମାଇକାର କିଙ୍ଗଷ୍ଟନ ଠାରେ ଆରମ୍ଭ ହେଉଛି ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ। ପ୍ରଥମ ଟେଷ୍ଟକୁ ଜିତିନେଇ ୧-୦ରେ ଆଗୁଆ ଥିବା ଭାରତ ସିରିଜକୁ କ୍ଲିନ୍  ସୁଇପ୍  କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ଏହି ମ୍ୟାଚ୍  ଘରୋଇ ୱେଷ୍ଟଇଣ୍ଡିଜ ପାଇଁ ଶେଷ ସୁଯୋଗ ହେବ।  ଏହା ପୂର୍ବରୁ ଖେଳାଯାଇଥିବା ଟି-ଟ୍ୱେଣ୍ଟି ଶୃଙ୍ଖଳାକୁ ଭାରତ ୩-୦ରେ ଏବଂ ଦିନିକିଆ ଶୃଙ୍ଖଳାକୁ ୨-୦ରେ ଜିତିନେଇଥିଲା। କିଙ୍ଗଷ୍ଟନରେ ଭାରତ ବିଜୟୀ ହେଲେ କୋହଲି ବାହିନୀ ଲଗାତାର […]

std
ଦେଶରେ ଖୋଲିବ ଆଉ ୭୫ଟି ମେଡିକାଲ କଲେଜ

ନୂଆଦିଲ୍ଲୀ: ଦେଶରେ ଆଗାମୀ ୩ ବର୍ଷରେ ୭୫ଟି ନୂଆ ମେଡିକାଲ କଲେଜ୍‌ ଖୋଲିବ। ଯେଉଁ ସବୁ ସ୍ଥାନରେ ସ୍ୱାସ୍ଥ୍ୟସେବାର ଅଧିକ ଆବଶ୍ୟକତା ରହିଛି ସରକାର ସେସବୁ ସ୍ଥାନରେ ୨୪,୩୭୫ କୋଟି ଟଙ୍କାର ନିବେଶ କରାଯିବା ନେଇ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ପରିବେଶ, ଜଙ୍ଗଲା ଏବଂ ଜଳବାୟୁ ପରିବର୍ତ୍ତନ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା […]

rahul
ରାହୁଲଙ୍କୁ ଖୁସିରେ ଚୁମ୍ବନ କଲେ ! ଭିଡିଓ ଭାଇରାଲ୍

କେରଳ  : ରାହୁଲଙ୍କୁ ଖୁସିରେ ଚୁମ୍ବନ କଲେ କଂଗ୍ରେସ କର୍ମୀ। କେରଳ ବନ୍ୟା କ୍ଷତିଗସ୍ତ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ ରାହୁଲ। ଏହି ଅବସରରେ ଭିଡ଼ ଭିତରରୁ ଜଣେ କର୍ମୀ ରାହୁଲଙ୍କୁ ଜାବୁଡ଼ି ଧରି ଚୁମ୍ବନ କରିଥିଲେ। #WATCH A man kisses Congress MP Rahul Gandhi during his visit to Wayanad in Kerala. pic.twitter.com/9WQxWQrjV8 — ANI (@ANI) August 28, 2019 ଗାଡ଼ି ଭିତରେ ଥିବା ରାହୁଲ ଏଥି ପାଇଁ ସମ୍ମତି […]

sashi
ମୋଦିଙ୍କୁ ପ୍ରଶଂସା କରି ଅଡ଼ୁଆରେ ଶଶି ଥରୁର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଥିବା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏବେ ଅଡ଼ୁଆରେ ପଡ଼ିଛନ୍ତି। ଏନେଇ କେରଳ କଂଗ୍ରେସ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବାର ଅଛି ବୋଲି ସୂଚନା ମିଳିଛି। ଶଶି ତାଙ୍କ ଦଳର ଅନ୍ୟତମ ବରିଷ୍ଠ ନେତା ଜୟରାମ ରମେଶଙ୍କ ସମର୍ଥନରେ ଏହି କଥା କହିଥିଲେ। ଶଶି ଜୟରାମଙ୍କୁ ସମର୍ଥନ ଦେବା ସହ ଗଠନମୂଳକ ସମାଲୋଚନା କଥା କହିଥିଲେ। ଜୟରାମ କହିଥିଲେ, ମୋଦିଙ୍କ ଶାସନ ‘ସମ୍ପୂର୍ଣ୍ଣ ନକାରାତ୍ମକ’ […]