ଆଜିକାଲି ନା ଅଛି ରୋଗର ଅଭାବ ନା ଔଷଧର । କିନ୍ତୁ ଏମିତି କିଛି ରୋଗ ଅଛି ଯାହା ଅନେକ ଉପଚାର ପରେ ବି ଭଲ ହେଉନି। ନପୁଂସକତା ଏମିତି ଏକ ରୋଗ । ଏହାକୁ ନେଇ ପୁରୁଷମାନେ ଖୁବ୍ ମର୍ମାହତ ଥାଆନ୍ତି। ନିଜର ବୈବାହିକ ଜୀବନକୁ ନେଇ ଆଶା ଆଶଙ୍କାରେ ଦିନ କାଟନ୍ତି। ଏହି ସମସ୍ୟାରୁ ଆପଣ ଚାହିଲେ ବିନା ଔଷଧରେ ମୁକ୍ତି ପାଇପାରିବେ ଓ ଏକ ସୁନ୍ଦର ବୈବାହିକ ଜୀବନ ଅତିବାହିତ କରିପାରିବେ। କେବଳ […]
ମୋହାଲି: ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସାଙ୍ଗକୁ କ୍ୟାପଟେନ୍ ବିରାଟ୍ କୋହଲି ଓ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ହୋଇଛି। ଏହାଛଡ଼ା ସ୍ୱଦେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଏହା ପ୍ରଥମ ବିଜୟ। ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ଆଇଏସ୍ ବିନ୍ଦ୍ରା […]
ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ମୋଦି-ମମତା ଭେଟାଭେଟି। ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟି ପଶ୍ଚିମବଙ୍ଗର ନାଁ ପରିବର୍ତ୍ତନ ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏ ନେଇ ପ୍ରଧାନମନ୍ତ୍ରୀଙ୍କଠାରୁ ସକାରାତ୍ମକ ଉତ୍ତର ମିଳିଥିବା କହିଛନ୍ତି ମମତା। ଏଥିସହ ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗରେ ମଧ୍ୟ ମୋଦିଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି। ମୋଦି ସରକାରଙ୍କ ବିଭିନ୍ନ ନିଷ୍ପତ୍ତିକୁ ସମାଲୋଚନା କରିଆସୁଥିବା ମମତା, ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନରେ ଟ୍ୱିଟ୍ କରି ଶୁଭେଚ୍ଛା ବାର୍ତ୍ତା […]
ମୋହାଲି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୪୯ ରନ୍ କରିଛି । ଫଳରେ ଭାରତକୁ ମୁକାବିଲା ଜିତିବା ପାଇଁ ଭାରତକୁ ୧୫୦ ରନ୍ କରିବାକୁ ପଡ଼ିବ। ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମ ୧୦ ଓଭରରେ ଭଲ ବ୍ୟାଟିଂ କରିଥିଲେ ହେଁ, ଶେଷ ୧୦ ଓଭରରେ ରନ୍ […]
ସିମ୍ଲା: ପୁଣି ହିମାଚଳ ପ୍ରଦେଶରେ ଭୂମିକମ୍ପର ଝଟ୍କା। ରାତି ପ୍ରାୟ ୨ଟା ୩୭ ମିନିଟ୍ରେ ଏହା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩ ରହିଥିଲା। ତେବେ ଏହି ଭୂମିକମ୍ପରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଏହାର କେନ୍ଦ୍ରସ୍ଥଳ ଚାମ୍ବା ଅଞ୍ଚଳ ବୋଲି ଜଣାପଡ଼ିଛି। ହିମାଚଳ ପ୍ରଦେଶରେ ଗତ ୧୫ ଦିନ ମଧ୍ୟରେ ଏହା ହେଉଛି ୩ୟ ଭୂମିକମ୍ପ। ଏହାପୂର୍ବରୁ ଜୁନ୍ ୧୭ ଓ ୧୪ରେ ଭୂମିକମ୍ପ ଅନୁଭୂତ ହୋଇଥିଲା।
ନୂଆଦିଲ୍ଲୀ : ଦୀର୍ଘ ୨୦ ବର୍ଷ ଧରି ନ୍ୟାୟ ପାଇଁ ପ୍ରାର୍ଥନା। ଓଡ଼ିଶାରୁ ଯାଇ ଦିଲ୍ଲୀରେ ବୁଲି ବୁଲି ବାପାଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେବା ଲାଗି ଆକୁଳ ନିବେଦନ କରୁଛନ୍ତି ଯୁବତୀ। ୧୯୯୯ମସିହାରେ ଜମିବାଡ଼ି ବିବାଦରୁ ବାପାଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲେ ବି ଆଜିଯାଏ ହତ୍ୟାକାରୀଙ୍କୁ ଦଣ୍ଡ ମିଳିନାହିଁ। ହତ୍ୟାକାରୀଙ୍କୁ ଦଣ୍ଡ ଦେବା ଲାଗି ଜିଲ୍ଲା ପୁଲିସ ଓ ରାଜ୍ୟ ପୁଲିସ ପାଖରେ ନିବେଦନ କରି ବିଫଳ ହେବା ପରେ ଦିଲ୍ଲୀରେ ପହଞ୍ଚିଛନ୍ତି କଳାହାଣ୍ଡି ଜିଲ୍ଲା […]
ନୂଆଦିଲ୍ଲୀ : ନୂଆ ଟ୍ରାଫିକ୍ ନିୟମ ଓ ଜୋରିମାନା ଆଦାୟକୁ ନେଇ ସାରା ଦେଶରେ ହାହାକାର ସୃଷ୍ଟି ହୋଇଛି। କିଛି ରାଜ୍ୟ ନୂଆ ଟ୍ରାଫିକ୍ ନିୟମ ଲାଗୁ କରିବାକୁ ମଧ୍ୟ ଚାହୁଁନାହାନ୍ତି। ତେବେ ଟ୍ରାଫିକ୍ ଉଲ୍ଲଙ୍ଘନର ଭୟଙ୍କର ସ୍ଥିତି କ’ଣ ହୋଇପାରେ, ତାହା ୨୦୧୮ରେ ଘଟିଥିବା ସଡ଼କ ଦୁର୍ଘଟଣା ତଥ୍ୟ ବୟାନ କରୁଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ୨୦୧୮ରେ ୪୩,୬୦୦ ଜଣ ବିନା ହେଲମେଟ୍ରେ ଗାଡ଼ି ଚଳାଇ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୨୦୧୭ରେ ବିନା ହେଲମେଟ୍ରେ ୩୫,୯୭୫ […]
ସ୍ମାର୍ଟଫୋନର ବ୍ୟବହାର ଏବେ ଦୃତ ଗତିରେ ବଢିଚାଲିଛି । ଛୋଟ ଠାରୁ ବଡ ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ସ୍ମାର୍ଟଫୋନ୍ । ଏକଥା ନିରାଟ ସତ । କିନ୍ତୁ ଏହା ବହୁତ ଖରାପ ପ୍ରଭାବ ପକାଇଥାଏ ଆମର ସ୍ୱାସ୍ଥ୍ୟ ଉପରେ । ଆପଣଙ୍କୁ ସ୍ମାର୍ଟଫୋନ୍ ରେଡିଏସନ କଥା କହୁଛି । ଯାହା ଦ୍ୱାରା ଅନେକ ଗୁଡିଏ ରୋଗରେ ପଡିଥାନ୍ତି ଲୋକମାନେ । ଏଣୁ ଆପଣ ଏବେ କୁହନ୍ତୁ ଏହାର ପ୍ରତିକାର କରିବା ନା ନାହିଁ । ନିଶ୍ଚୟ […]