• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

kapil
ଇସ୍ତଫା ଦେଲେ କପିଲ ଦେବ

ନୂଆଦିଲ୍ଲୀ: ଶାନ୍ତା ରଙ୍ଗାସ୍ୱାମୀଙ୍କ ପରେ କପିଲ୍ ଦେବ ମଧ୍ୟ କ୍ରିକେଟ୍ ଆଡଭାଇଜରି କମିଟି (ସିଏସି)ରେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ଏଥିକ୍ସ ଅଫିସର୍ ଡିକେ ଜୈନ୍ ସିଏସିର ତିନିଜଣ ସଦସ୍ୟଙ୍କୁ ନୋଟିସ୍ ପଠାଇଥିଲେ, ଯାହାର ଦିନକ ପରେ ଶାନ୍ତ ରଙ୍ଗାସ୍ୱାମୀ ନିଜ ପଦରୁ ଇସ୍ତଫା ଦେଇଥିଲେ ଏବଂ ଏବେ କପିଲ୍ ମଧ୍ୟ ତାଙ୍କ ପଥ ଅନୁସରଣ କରି ଇସ୍ତଫା ଦେଇଛନ୍ତି। ସିଏସିର ତିନିଜଣିଆ ସଦସ୍ୟରେ ଅଂଶୁମାନ ଗାଏକ୍ୱାଡ୍ ମଧ୍ୟ ଅଛନ୍ତି। […]

rohit
ଚମକିଲେ ରୋହିତ୍‌

ନୂଆଦିଲ୍ଲୀ: ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଶତକୀୟ ଇନିଂସ୍ ଖେଳିଥିବା ରୋହିତ୍ ଶର୍ମା ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ଶତକ ସହ ଭାରତ ମାଟିରେ ରୋହିତଙ୍କର ବ୍ୟାଟିଂ ଆଭରେଜ୍ ୯୮.୨୨ ହୋଇଛି। ସେ ଭାରତରେ ଖେଳିଥିବା ୧୫ ଇନିଂସରୁ ଏପର୍ଯ୍ୟନ୍ତ ୮୮୪ ରନ୍ କରିଛନ୍ତି। ସେ ଭାରତରେ ୪ ଶତକ ଓ ୫ ଅର୍ଦ୍ଧଶତକ ମାରିଛନ୍ତି। ତାଙ୍କର ଏହି ଆଭରେଜ୍ ୧୦ରୁ ଅଧିକ ଇନିଂସ୍ ଖେଳିଥିବା ସବୁ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଯୁଗ୍ମ […]

temple
'ପୂର୍ବରୁ ଏଠାରେ ରାମ ମନ୍ଦିର ଥିଲା'

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମିକୁ ନେଇ ସୁପ୍ରିମ୍‌କୋର୍ଟ ଲଗାତାର ଶୁଣାଣି କରୁଥିବାବେଳେ ଆସନ୍ତା ନଭେମ୍ବର ୧୮ରେ ଏହାର ଚୂଡ଼ାନ୍ତ ରାୟ ଆସିବାର ଅଛି। ତେବେ ଏଭଳି ସମୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ପୂର୍ବତନ ଆଞ୍ଚଳିକ ମୁଖ୍ୟ କେକେ ମହମ୍ମଦ ବଡ଼ ତଥ୍ୟ ସାମ୍ନାକୁ ଆଣିଛନ୍ତି। ୧୯୭୬-୭୭ ମସିହାରେ ଏହି ବିବାଦୀୟ ଜମିର ଖନନ କରାଯିବା ସମୟରେ ସେ ଏଏସ୍‌ଆଆଇ ଟିମ୍‌ର ସଦସ୍ୟ ଥିଲେ। ମୁସଲିମ୍‌ ପକ୍ଷ ସ୍ୱତଃପ୍ରବୃତ୍ତ ଭାବେ ରାମ ମନ୍ଦିର ପାଇଁ ଏହି ଜମି ଦେଇଦେବାକୁ […]

relation
ବାଲକୋନିରେ ପ୍ରେମ ନେଇଗଲା ଜୀବନ

ନୂଆଦିଲ୍ଲୀ : ସମ୍ଭୋଗ ନେଲା ଜୀବନ । ଏମିତି ଏକ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟ ପତି-ପତ୍ନୀ ଘରର ୩ୟ ମହଲାରେ ଦୈହିକ ସଂପର୍କରେ ଲିପ୍ତ ଥିଲେ । ଉଭୟ ଏଥିରେ ଏତେ ମାତ୍ରାରେ ହଜିଯାଇଥିଲେ ଯେ, ଶେଷରେ ପରିଣାମ ଭୟଙ୍କର ହୋଇଗଲା। ସେହି ୩ୟ ମହଲା ବାଲକୋନିରୁ ପଡ଼ି ଚାଲିଗଲା ଦମ୍ପତିଙ୍କ ଜୀବନ । ସୂଚନା ମୁତାବକ, ମହିଳା ଜଣକର ବୟସ ୨୮ ବର୍ଷ ହୋଇଥିବା ବେଳେ ପୁରୁଷ ଜଣକର ବୟସ ୩୫ […]

lata-modi
ଲତା ଦିଦି, ପ୍ରଣାମ ! ମୁଁ ନରେନ୍ଦ୍ର ମୋଦି କହୁଛି

ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ୯୦ ବର୍ଷରେ ପଦାର୍ପଣ କରିଛନ୍ତି। ଗତକାଲି ଥିଲା ତାଙ୍କ ଜନ୍ମଦିନ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଯିବା ପୂର୍ବରୁ ତାଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଥିଲେ। ଆଉ ସେମାନଙ୍କ ମଧ୍ୟରେ ଯାହା କଥାବାର୍ତ୍ତା ହୋଇଥିଲା, ତାହା ପ୍ରଧାନମନ୍ତ୍ରୀଙ୍କ ‘ମନ୍‌କୀ ବାତ୍‌’ରେ ଶୁଣିବାକୁ ମିଳିଥିଲା। ତା’ହେଲେ ପଢ଼ନ୍ତୁ ସେମାନଙ୍କ ମଧ୍ୟରେ କ’ଣ ସବୁ କଥାବାର୍ତ୍ତା ହୋଇଥିଲେ। ମୋଦି: ଲତା ଦିଦି, ପ୍ରଣାମ! ମୁଁ ନରେନ୍ଦ୍ର ମୋଦି କହୁଛି । ଲତା: ପ୍ରଣାମ! […]

diabetics
ଡାଇବେଟିସ୍‌ରୁ ମୁକ୍ତି ଚାହୁଁଛନ୍ତି କି ? ତେବେ ବିଳମ୍ବ କରନ୍ତୁନି....

ଆଜିକାଲି ଡାଇବେଟିସ୍ ସମସ୍ୟା ଅଧିକ ଦେଖାଯାଉଛି। ବିଶେଷଜ୍ଞଙ୍କ ମତରେ ବହୁ ପୂର୍ବରୁ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ମାଧ୍ୟମରେ ଡାଇବେଟିସ୍ ହେବାର ସଂକେତ ଦେଖାଯାଇଥାଏ। ଏହି ଲକ୍ଷଣ ଉପରେ ଧ୍ୟାନ ଦେଇ ଉପଯୁକ୍ତ ସମୟରେ ଚିକିତ୍ସା ହେଲେ ରୋଗ ନିୟନ୍ତ୍ରଣରେ ରହିପାରିବ। ଯଦି ଡାଇବେଟିସ୍‌ରେ ଆପଣ ଆକ୍ରାନ୍ତ ତ ଚିନ୍ତା ମୁକ୍ତ ରୁହନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ନେବା ସହ ପ୍ରତିଦିନ ‘ମଣ୍ଡୁକାସନ’ କରନ୍ତୁ । ଏ ଆସନଟି ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବାସହ ଡାଇବେଟିସ୍‌ ଆକ୍ରାନ୍ତ ବ୍ୟକ୍ତିଙ୍କ […]

sea
ଦ୍ରୁତ ଗତିରେ ଉପରକୁ ଉଠୁଛି ସମୁଦ୍ର ଜଳସ୍ତର

ଭୁବନେଶ୍ୱର : ହିମାଳୟରୁ ଆରମ୍ଭ କରି ଆଣ୍ଟାର୍କଟିକା ଯାଏଁ ତରଳୁଛି ବରଫ ଭଣ୍ଡାର। ପୂର୍ବ ଆକଳନ ତୁଳନାରେ ଅଧିକ ଦ୍ରୁତ ଗତିରେ ଉପରକୁ ଉଠୁଛି ସମୁଦ୍ର ଜଳ ସ୍ତର। ଏହାର ପ୍ରଭାବରେ ନିଉ ୟର୍କରୁ ସାଙ୍ଘାଇ ଯାଏଁ ଅନେକ ସହରରେ ହେବ ନିୟମିତ ବନ୍ୟା। ଏବଂ କୋଟିକୋଟି ଲୋକଙ୍କ ପୁଷ୍ଟି ଓ ଖାଦ୍ୟ ଆବଶ୍ୟକତା ପୂରଣ କରୁଥିବା ମତ୍ସ୍ୟ ସଂପଦ ମଧ୍ୟ ଦ୍ରୁତଗତିରେ କ୍ଷୟମାଣ। ଏମିତି କିଛି ଚିନ୍ତାଜନକ କଥା ଉଲ୍ଲେଖ ରହିଛି ମିଳିତ ଜାତିସଂଘର ପାଗ […]