ସବୁ ସେଲିବ୍ରିଟିଙ୍କ ପରି ଅଭୟ ଦେଓଲ ମଧ୍ୟ ସୋସିଆଲ୍ ମିଡିଆରେ ସକ୍ରିୟ ରହିବା ସହିତ ଅନେକ ପ୍ରସଙ୍ଗକୁ ନେଇ ନିଜର ମତ ଦିଅନ୍ତି। ଅଭୟ ଦେଓଲ ସାଧରଣତଃ ଅଧିକ କଥା ହେବାକୁ ପସନ୍ଦ କରନ୍ତି ନାହିଁ। ଅଭୟଙ୍କ ରୋମାନ୍ସ ଲାଇଭକୁ ନେଇ ଯଦି ଚର୍ଚ୍ଚା କରାଯାଏ ତେବେ ପୂର୍ବରୁ ସେ ଦୀର୍ଘ ଦିନ ଧରି ପ୍ରୀତି ଦେସାଇଙ୍କ ସହିତ ରିଲେସନ୍ସିପ୍ରେ ଥିଲେ। କିନ୍ତୁ ପରେ କୌଣସି କାରଣରୁ ସେମାଙ୍କର ବ୍ରେକ୍ଅପ୍ ହୋଇଥିଲା। ଏବେ ତାଙ୍କୁ ନୂଆ ପ୍ରେମିକା ମିଳିଯାଇଥିବା ଚର୍ଚ୍ଚା ଧରିଛି।
ଅଧିକାଂଶ ଘରେ ପାଣି ପଶି ବହୁ ଆସବାବପତ୍ର ନଷ୍ଟ ହୋଇଥିବା ସୂଚନା ମିଳିଛି। ତେବେ ସୂଚନା ପାଇ ବିଶାଖାପାଟଣା ଜିଲ୍ଲାପାଳ, ମେୟର ଘଟଣାସ୍ଥଳ ପରିଦର୍ଶନ କରି ଲୋକଙ୍କୁ ସ୍ଥାନାନ୍ତର କରିବା ସହ ପାଣି ନିଷ୍କାସନର ବ୍ୟବସ୍ଥା କରୁଛନ୍ତି।
ଚପଲର ଦାମ ୬ ଲକ୍ଷ ! ଏତେ ଦାମି ଚପଲ କେବେ ଦେଖିଛନ୍ତି ? ବଜାରରେ ଏମିତି ଦାମୀ ଚପଲ ମିଳୁଥିବା କେବେ ଶୁଣିଛନ୍ତି ? ବୋଧହୁଏ ନା । ହେଲେ ଏମିତି ଚପଲ ବଜାରରେ ବିକ୍ରି ହେଉଛି ଏବଂ ବର୍ତ୍ତମାନ ସୁଦ୍ଧା ୨୫ ଜଣ ଲୋକ ଏହି ଚପଲକୁ କିଣିଥିବା ପୋଲିସ କହିଛି।
ଆଫଗାନିସ୍ତାନ ଦଖଲ ପରେ ତାଲିବାନ କହିଥିଲା ଯେ, କଶ୍ମୀର ପ୍ରସଙ୍ଗ ହେଉଛି ଭାରତର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ। ହେଲେ ଏବେ ତାଲିବାନ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ, କଶ୍ମୀରରେ ଅବହେଳିତ ମୁସଲମାନଙ୍କ ପାଇଁ ସ୍ୱର ଉତ୍ତୋଳନ ଜାରି ରହିବ।
ସ୍ମାର୍ଟଫୋନ ସେନସର ତଥ୍ୟକୁ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ନିଶା ଅଭ୍ୟାସ ସମ୍ପର୍କରେ ମୂଲ୍ୟାଙ୍କନ କରାଯାଇଥିଲା, ଯାହା ୯୦ ପ୍ରତିଶତ ଠିକ୍ ବୋଲି ଜଣାପଡ଼ିଛି । କୌଣସି ବି ବ୍ୟକ୍ତିଙ୍କ ଫୋନରେ ସେନ୍ସର ବ୍ୟବହାର କରି ସେ କେତେବେଳେ ନିଶା ଖାଇବା ପାଇଁ ଚାହୁଁଛନ୍ତି, ସେ ସମ୍ପର୍କରେ ମଧ୍ୟ ଜାଣିହେବ ।
ଦାଢି କାଟିଲେ ଦଣ୍ଡାଦେଶ । ଆଫ୍ଗାନରେ ଏପରି ଏକ ନୂଆ ନିୟମ ଲାଗୁ କରିଛି ତାଲିବାନ୍ । ଧିରେ ଧିରେ ତାଲିବାନ୍ ଏବେ ନିଜ ଅସଲ ଚେହେରା ଦେଖାଇବାରେ ଲାଗିଲାଣି । ଆଫଗାନିସ୍ତାନ ଜବରଦଖଲ ପରେ ତାଲିବାନ ଏବେ କୋଡିଏ ବର୍ଷ ପୁରୁଣା ନିୟମ ଲାଗୁ କରିଛି । ମହିଳା ହେଉ କି ଶିଶୁ ହେଉ ଅବା ପୁରୁଷ ଗୋଟେ ଗୋଟେ କରି ସମସ୍ତଙ୍କ ପାଇଁ ନୂଆ ନିୟମ ଜାରି କରୁଛି ତାଲିବାନ୍ ।
ଭାରତ-ଚୀନ୍ ସୀମାରେ ଚୀନ୍ ତାର କାର୍ଯ୍ୟକଳାପକୁ ବଢାଇବାରେ ଲାଗିଛି । ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ନିକଟରେ ଚୀନ୍ ପ୍ରାୟ ୫୦ ହଜାରରୁ ଅଧିକ ସେନାଙ୍କୁ ନିୟୋଜିତ କରିଛି । ଏହାସହ ଭାରତୀୟ ସୀମା ନିକଟରେ ଡ୍ରୋନ୍ ଉଡୁଥିବାର ମଧ୍ୟ ଦେଖିବାକୁ ମିଳିଛି ।
ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ Union Public Service Commission (UPSC) ଅନ୍ଲାଇନ୍ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ପ୍ରାର୍ଥୀ UPSC ଅଫିସିଆଲ୍ ୱେବ୍ସାଇଟ୍- www.upsconline.nic.in କୁ ଯାଇ ଆବେଦନ କରିପାରିବେ।
ପ୍ରତିଦିନ ସକାଳୁ ସାଇକେଲ ଚଲାଇବା ଏକ ବଡ଼ ବ୍ୟାୟାମ୍ ଅଟେ । ଶରୀର ପାଇଁ ଏହା ବହୁତ ଲାଭଦାୟକ ଅଟେ । ପ୍ରତିଦିନ ୩୦ ମିନିଟରୁ ଅଧିକ ସାଇକେଲ ଚଲାଇବା ଦ୍ୱାରା ଶରୀରରେ ଓଜନ କମ୍ ହେବା ସହିତ ବିଭିନ୍ନ ରୋଗ ମଧ୍ୟ ଭଲ ହୋଇଯାଇଥାଏ ।
ବିଶ୍ୱସ୍ତରୀୟ ହେବ ରାଜଧାନୀ ଦିଲ୍ଲୀର ରେଳ ଷ୍ଟେସନ୍ । ଭାରତୀୟ ରେଳ (Indian Railways) ପକ୍ଷରୁ ପ୍ରମୁଖ ରେଳ ଷ୍ଟେସନ ଗୁଡ଼ିକୁ ପୁନଃବିକାଶ କାମ ଆରମ୍ଭ ହୋଇଛି । ବିଶ୍ୱସ୍ତରୀୟ ସମସ୍ତ ସୁବିଧା ସହିତ ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟ ଚାଲିଛି ।
କୃଷକ ସଂଗଠନ ପକ୍ଷରୁ ଡକାଯାଇଥିବା ଏହି ଭାରତ ବନ୍ଦ ଡାକରା ସମୟରେ ତାମିଲନାଡୁର ଚେନ୍ନାଇରେ ହଙ୍ଗାମା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି। ଫଳରେ ପୋଲିସ୍ ଅନେକ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।
ଲଗାତାର ଭାବେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ହେଲେ ଆସନ୍ତା କିଛି ସପ୍ତାହରେ ସୁନା ଦର ବୃଦ୍ଧି ହୋଇପାରେ। ଆଗକୁ ଫେଷ୍ଟିଭ୍ ସିଜନ୍ ଅର୍ଥାତ୍ ଅନେକ ପର୍ବପର୍ବାଣୀ ଆସୁ ଥିବାରୁ ସୁନା ଦର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।
ବାସ୍ତୁଶାସ୍ତ୍ରରେ ଆମ ରୋଷେଇ ଘରର ଅନେକ ମହତ୍ୱ ରହିଛି କାରଣ ରୋଷେଇ ଘର ହେଉଛି ମା ଲକ୍ଷ୍ମୀଙ୍କର ସ୍ଥାନ । ଏଥିରେ ସାମାନ୍ୟ ଧ୍ୟାନ ଦେଲେ ଭାଗ୍ୟ ମଧ୍ୟ ବଦଳି ଯାଇପାରେ । କେବଳ ରୋଷେଇ ଘରେ କିଛିଟା ଜିନିଷକୁ ସଠିକ ସ୍ଥାନରେ ରଖିବା ଆବଶ୍ୟକ । ବାସ୍ତୁ ଅନୁଯାୟୀ ବିଭିନ୍ନ ପଦକ୍ଷେପ ଗ୍ରହଣ କଲେ ବହୁ ସମସ୍ୟାର ସମାଧାନ ହୋଇପାରିବ ।
ସାରା ଦେଶରେ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ ନେଇ ନେଇ ଗତ ବର୍ଷ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଘୋଷଣା କରିଥିଲେ ମୋଦି । ବର୍ତ୍ତମାନ ୬ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ପାଇଲଟ୍ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରାଯାଉଛି । ଆଜିଠାରୁ ଏହା ସାରା ଦେଶରେ ଲାଗୁ ହୋଇଛି ।
ସାମ୍ପଖଡା ନିବାସୀ ବନଜାରା ସମାଜର ନାରାୟଣ ସିଂ ରାଥୋଡ । ପତ୍ନୀ ଏବଂ ପୁଅମାନଙ୍କ ସହ ହସଖୁସିରେ ଦିନ କାଟୁଥିଲେ । ପରିବାରରେ ସବୁକିଛି ସ୍ୱାଭାବିକ ଚାଲିଥିଲା । ନାରାୟଣ ସିଂଙ୍କ ପତ୍ନୀ ଗୀତାବାଇ ଧାର୍ମିକ କାର୍ଯ୍ୟକ୍ରମରେ ଅଧିକ ଜଡିତ ଥିଲେ । ସେ ପ୍ରତିଦିନ ଭଜନ-କୀର୍ତ୍ତନ ଯିବାବେଳେ ଭଗବାନଙ୍କ ଭକ୍ତିରେ ବ୍ୟସ୍ତ ଥିଲେ ।
ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ନିଜ ସମ୍ବୋଧନର ଏକ ଭିଡିଓ ଟ୍ୱିଟ୍ କରିଛନ୍ତି। ଭୁଲ୍ ତଥ୍ୟ ପ୍ରଦାନ କରି ସୁଶୀଲ ମୋଦି ଏବେ ଅଡ଼ୁଆରେ ପଡ଼ି ଯାଇଛନ୍ତି।
ରାତାରାତି ଭାଗ୍ୟ ବଦଳାଇଦେଲା ଆଇପିଏଲ୍ । ଗୋଟିଏ କ୍ଷଣେ ୫୭ ଲକ୍ଷର ଲଟେରୀ ଜିତି କୋଟିପତି ହୋଇଗଲେ ଗୋପାଲ୍ । ଝାଡ଼ଖଣ୍ଡ ଲାତେହାର ଜିଲ୍ଲାରେ ଏପରି ଘଟଣା ଘଟିଛି । ଜଣେ ଚାଉମିନ୍ ବିକ୍ରେତା ଅନଲାଇନ୍ ବେଟିଂ ଡ୍ରିମ୍ - ୧୧ରେ ଲକ୍ଷାଧିକ ଟଙ୍କା ଜିତିଛନ୍ତି । ଡ୍ରିମ୍ ୧୧ ରେ ଅଂଶଗ୍ରହଣ କରୁଥିବା ଅଂଶଗ୍ରହଣକାରୀମାନେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ସମ୍ଭାବ୍ୟ ଦଳ ବାଛିବାକୁ ପଡ଼ିଥାଏ ।
ଅଭିନେତା ଅର୍ଜୁନ ବିଜଲାନି ଷ୍ଟଣ୍ଟ ଆଧାରିତ ରିଅଲିଟି ଶୋ’ 'ଖତରୋଁ କେ ଖିଲାଡି ୧୧' ର ବିଜେତା ହୋଇଛନ୍ତି। ତେବେ କାହିଁକି ସେ ଶୋ’ର ବିଜେତା ହେବାକୁ ଚାହୁଁଥିଲେ, ତା’ର ଖୁଲାସା କରିଛନ୍ତି।
ଅକ୍ଟୋବର ମାସରେ ଗାନ୍ଧୀ ଜୟନ୍ତୀ, ବାଲ୍ମୀକି ଜୟନ୍ତୀ, ନବରାତ୍ରୀ, ଦୁଶହରା, ଇଦ୍-ଏ-ମିଲାଦ ଭଳି ଅନେକ ଦିନରେ ବ୍ୟାଙ୍କ ଛୁଟି ରହିବ । ଏମାସରେ ପଡୁଥିବା କିଛି ଛୁଟି / ପର୍ବ ଏକ ନିର୍ଦ୍ଦିଷ୍ଟ ରାଜ୍ୟ କିମ୍ବା ଅଞ୍ଚଳ ସହିତ ଜଡିତ । ଅକ୍ଟୋବରରେ ୫ ଟି ରବିବାର ଛୁଟି ରହିବ । ଏହା ବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡ଼ିକ ମଧ୍ୟ ବନ୍ଦ ରହିବ ।
ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୭ ତାରିଖ, ସୋମବାର, କନ୍ୟା ୧୧ ଦିନ, ଆଶ୍ୱିନମାସ,, କୃଷ୍ଣପକ୍ଷ, ଷଷ୍ଠୀ ତିଥି ରୋହିଣୀ ନକ୍ଷତ୍ର। ବୃଷ ରାଶିରେ ଚନ୍ଦ୍ର। ମିଥୁନ ରାଶିର ଘାତବାର, ବିଛା ରାଶିର ଘାତଚନ୍ଦ୍ର । ଜାଣନ୍ତୁ, କେମିତି କଟିବ ଆଜି ଆପଣଙ୍କ ଦିନ...
ରବିବାର ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟ୍ରେ ହରାଇ ୧୬୫ ରନ କରିଥିଲା। ଦଳ ପକ୍ଷରୁ ଗ୍ଲେନ ମ୍ୟାକ୍ସେଓ୍ବଲ ୩୭ ବଲରେ ୫୬ ରନ କରିଥିଲେ । ଜାବବରେ ମୁମ୍ବାଇ ଇଣ୍ଡିଆନ୍ସ ୧୧୧ରନରେ ଅଲ ଆଉଟ୍ ହୋଇଥିଲା ।
ମହିଳାଙ୍କ ଶିକ୍ଷା ସପକ୍ଷରେ ନାହିଁ ତାଲିବାନ୍ ସରକାର । ତେଣୁ ବିଶ୍ୱବିଦ୍ୟାଳୟ ଗୁଡ଼ିକରତ ଶ୍ରେଣୀକୁ ଡାକ୍ତରଖାନା ପରି ଛୋଟ ଛୋଟ କୋଠରୀରେ ବିଭାଜନ କରାଯାଇଛି । ଗୋଟିଏ ଶ୍ରେଣୀ ଗୃହରେ ପରଦା, ଜାଲି ଲଗାଇ ଶିକ୍ଷାର ମନ୍ଦିରରକୁ ଭାଗ ଭାଗ କରିଦିଆଯାଉଛି । ସେହିପରି ଝିଅଙ୍କ ପାଠପଢ଼ା ପାଇଁ ଭିନ୍ନ ସିଫ୍ଟ ବ୍ୟବସ୍ଥା କରାଯାଇଛି ।
ଦେଶରେ ପୁଣି ଥରେ ବଢିଛି ତୈଳ ଦର । ସେପ୍ଟେମ୍ବର ୨୭ ଅର୍ଥାତ୍ ସୋମବାର ତୃତୀୟ ଦିନ ପାଇଁ ପୁଣି ଥରେ ବଢିଛି ଡିଜେଲ ଦର ।
ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ।
ଚୀନ, ପାକିସ୍ତାନ, ତାଲିବାନ ନିଜ ପଡୋଶୀଙ୍କୁ ଠାରୁ ଭାରତ ସମ୍ମୁଖୀନ ହେଉଥିବା ବିଭିନ୍ନ ଚ୍ୟାଲେଞ୍ଜ ସଂପର୍କରେ ସାରା ବିଶ୍ୱକୁ ଅବଗତ କରିଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି ନିଜ ୩ ଦିନିଆ ଆମେରିକା ଗସ୍ତ ଅବସରରେ ଆମେରିକା ସହ ସଂପର୍କ ବୃଦ୍ଧି ନେଇ ସେ ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହ ଆଲୋଚନା କରିଛନ୍ତି ।