Advertisment

ଲକଡାଉନ୍ କାରଣରୁ ଘରକୁ ଫେରିଲେ ସନ୍ନୀ

ମୁମ୍ବାଇ: ନିକଟରେ ବଲିଉଡର ସବୁଠାରୁ ସେନ୍ସୁଆଲ୍ ଅଭିନେତ୍ରୀ ସନ୍ନୀ ଲିଓନ୍ ତାଙ୍କ ଟ୍ୱିଟର୍ ପେଜରେ ଏକ ଫଟୋ ସେୟାର୍ କରିଛନ୍ତି ଏବଂ ଲେଖିଛନ୍ତି, ଲକଡାଉନ୍ କାରଣରୁ ସେମାନେ ଘରକୁ ଫେରିଯିବାକୁ ବାଧ୍ୟ ହେଉଛନ୍ତି। ସନ୍ନୀ ସେୟାର୍ କରିଥିବା ଫଟୋରେ ସେ ଏକ କାଜୁଆଲ୍ ପୋଷାକ ଓ ମାସ୍କ୍ ପିନ୍ଧିବା ସହିତ କାନ୍ଧରେ ଏକ ହ୍ୟାଣ୍ଡବ୍ୟାଗ୍ ପକେଇଥିବା ଦେଖାଯାଏ। ସେ ସମ୍ପୂର୍ଣ୍ଣ କାମ ଉପରେ ଥିବା ଏହି ଫଟୋ କହୁଛି। ସନ୍ନୀ ସବୁବେଳେ ସୋସିଆଲ୍ ମିଡିଆରେ ଚଳଚଞ୍ଚଳ ଥାଆନ୍ତି। […]

ଲକଡାଉନ୍ କାରଣରୁ ଘରକୁ ଫେରିଲେ ସନ୍ନୀ

Sunny

Advertisment

ମୁମ୍ବାଇ: ନିକଟରେ ବଲିଉଡର ସବୁଠାରୁ ସେନ୍ସୁଆଲ୍ ଅଭିନେତ୍ରୀ ସନ୍ନୀ ଲିଓନ୍ ତାଙ୍କ ଟ୍ୱିଟର୍ ପେଜରେ ଏକ ଫଟୋ ସେୟାର୍ କରିଛନ୍ତି ଏବଂ ଲେଖିଛନ୍ତି, ଲକଡାଉନ୍ କାରଣରୁ ସେମାନେ ଘରକୁ ଫେରିଯିବାକୁ ବାଧ୍ୟ ହେଉଛନ୍ତି।

Advertisment

ସନ୍ନୀ ସେୟାର୍ କରିଥିବା ଫଟୋରେ ସେ ଏକ କାଜୁଆଲ୍ ପୋଷାକ ଓ ମାସ୍କ୍ ପିନ୍ଧିବା ସହିତ କାନ୍ଧରେ ଏକ ହ୍ୟାଣ୍ଡବ୍ୟାଗ୍ ପକେଇଥିବା ଦେଖାଯାଏ। ସେ ସମ୍ପୂର୍ଣ୍ଣ କାମ ଉପରେ ଥିବା ଏହି ଫଟୋ କହୁଛି। ସନ୍ନୀ ସବୁବେଳେ ସୋସିଆଲ୍ ମିଡିଆରେ ଚଳଚଞ୍ଚଳ ଥାଆନ୍ତି।

ସେ ଯେତେବେଳେ ଯେଉଁଠି ଥାଆନ୍ତୁ ତାଙ୍କ ପ୍ରଶଂସକଙ୍କୁ ସେୟାର କରିବାକୁ ଭୁଲନ୍ତି ନାହିଁ। ଫଟୋ ହେଉ ବା ଭିଡିଓ ହେଉ ସେ ସୋସିଆଲ୍ ମିଡିଆରେ ସେୟାର୍ କରି ଜଣେଇ ଦିଅନ୍ତି।

Advertisment

ସନ୍ନୀ ଯେ କେବଳ ଜଣେ ଭଲ ଅଭିନେତ୍ରୀ ତାହା ନୁହେଁ, ଏହା ସହିତ ସେ ଜଣେ ଭଲ ପତ୍ନୀ ଓ ମା ମଧ୍ୟ। ସେ ତାଙ୍କ ସ୍ୱାମୀ ଡାନିଏଲ୍ ୱେବରଙ୍କ ସହିତ ଏକ ଉତ୍ତମ ଦାମ୍ପତ୍ୟ ଜୀବନ ବିତାଉଥିବା ବେଳେ ତାଙ୍କର ତିନି ପିଲାଙ୍କୁ ମଧ୍ୟ ଲାଳନ ପାଳନ କରିବାରେ ହେଳା କରନ୍ତି ନାହିଁ। ନିଶା, ନୋହା ଓ ଆଶେର୍ ନାମରେ ତାଙ୍କର ତିନୋଟି ପିଲା ଅଛନ୍ତି।

ଆଗକୁ ଆପଣ ବିକ୍ରମ ଭଟ୍ଟଙ୍କ ୱେବ୍ ସିରିଜ୍ “ଅନାମିକା”ରେ ସନ୍ନୀଙ୍କୁ ଦେଖିବାକୁ ପାଇବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ