ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Posts by
ବିଜେଡି ବିରୋଧରେ ହେବ ମହାମେଣ୍ଟ !
ଠକ ବିଦେଶୀକୁ ଧରିଲା ପୁଲିସ୍
ରୁଚିକା ଓପନ ସେଲଟରରୁ ୫ ନାବାଳକ ଫେରାର
ଆଜି ପୁଣି ୨୧ ସାଂସଦ ସସ୍ପେଣ୍ଡ
ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ୭ରୁ ୯ ତାରିଖରୁ ଅର୍ଥନୈତିକ ଅବରୋଧ ପାଇଁ ଓକିଲ ସଂଘର ନିଷ୍ପତ୍ତି, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ଅର୍ଥନୈତିକ ଅବରୋଧ କରାଯିବ, କେବଳ ପରିବହନକାରୀ ଟ୍ରକ ଗୁଡ଼ିକୁ ଅଟକ ରଖାଯିବାକୁ ନିଷ୍ପତ୍ତି
ଗୋଲଡେନ ବାବା ସହ ବହୁ ବିଜେଡି ନେତାଙ୍କ ସହ ସଂପର୍କ ରହିଛି, ଗୋଲଡେନ ବାବା-ନେତା ଲିଙ୍କର ତଦନ୍ତ କରାଯାଉ, ପୁରୀ ପାରା ଗୁଳିକାଣ୍ଡ ଅଭିଯୁକ୍ତ ବିଜୁ ଯୁବ ବାହିନୀ ସଦସ୍ୟ, ୨ଟି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ନବୀନ ନିବାସ ଘେରାଉ କରାଯିବ: ଇତୀଶ ପ୍ରଧାନ
ନନ୍ଦନକାନନରେ ପକ୍ଷୀ ଗଣନା ଶେଷ: ଗତବର୍ଷ ତୁଳନାରେ ଚଳିତବର୍ଷ ନନ୍ଦନକାନନକୁ କମ୍ ପକ୍ଷୀ ଆସିଛନ୍ତି, ଚଳିତବର୍ଷ ଆସିଛନ୍ତି ୨୮ ପ୍ରଜାତିର ୨୪୬୮ ପକ୍ଷୀ, ଗତବର୍ଷ ଏହି ସମୟ ମଧ୍ୟରେ ଆସିଥିଲେ ୨୯ ପ୍ରଜାତିର ୨୫୧୪, ଚଳିତବର୍ଷ ତାପମାତ୍ରା କମିଥିବାରୁ ପକ୍ଷୀ ସମାଗମ କମିଥିବା ସୂଚନା
ବାତ୍ୟା ‘ପାବୁକ’ର ପ୍ରଭାବ ଓଡ଼ିଶା ଉପରେ କିପରି ରହିବ ତାହା ସ୍ପଷ୍ଟ ହୋଇନି, ତଥାପି ୭ଟି ଜିଲ୍ଲା- ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧାର ଜିଲ୍ଲାପାଳମାନଙ୍କୁ ଆଲର୍ଟ କଲେ ଏସ୍ଆର୍ସି, ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ
ଆସୁଛି ଆଉ ଏକ ବାତ୍ୟା ‘ପାବୁକ’: ଏବେ ଆଣ୍ଡାମାନଠାରୁ ୧୫ଶହ କିମି ଦୂରରେ ଅଛି, ୫ ତାରିଖ ସୁଦ୍ଧା ଆଣ୍ଡାମାନ ସାଗର ଛୁଇଁବା ସମ୍ଭାବନା, ୬ ତାରିଖ ସୁଦ୍ଧା ଉତ୍ତରପଶ୍ଚିମ ଦିଗରେ ଆଣ୍ଡାମାନ ପାରି କରି ମିଆଁମାର ଆଡ଼କୁ ଗତି କରି ୮ ତାରିଖ ସୁଦ୍ଧା ଦୁର୍ବଳ ହେବ
ଡଙ୍ଗାବୁଡ଼ି ଘଟଣାରେ ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ: ପରିବହନ ମନ୍ତ୍ରୀ
କେନ୍ଦ୍ରାପଡ଼ା ମହାନଦୀ ମୁହାଣରେ ଡଙ୍ଗା ବୁଡ଼ି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନକୁ ଦେଲେ ନିର୍ଦ୍ଦେଶ
ପରଲୋକରେ ସଚିନ୍ଙ୍କ ଗୁରୁ
ଏପ୍ରିଲ ସୁଦ୍ଧା ମିଶିବେ ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କ
ଅନୁଗୋଳ: ଟଙ୍କା ଠକେଇ ଅଭିଯୋଗରେ ଘାନାର ନିକୋଲାସ୍ କରଜାଇ ଗିରଫ, ୧୮ ଲକ୍ଷ ୫୦ ହଜାର ଟଙ୍କା ଜବତ, ଶିଶୁଭବନ ଡାକ୍ତର ମଙ୍ଗଳ ଚରଣ ମୁର୍ମୁଙ୍କ ସହ ତାଙ୍କର ଜଣେ ସଂପର୍କୀୟଙ୍କ ଠାରୁ ଟଙ୍କା ଠକିଥିବା ଅଭିଯୋଗ, ବୌଦ୍ଧରୁ ଟଙ୍କା ନେଇ ଯାଉଥିବା ବେଳେ ଅନୁଗୋଳ ଷ୍ଟେସନ୍ରୁ ଧରିଲା ପୁଲିସ
ଡଙ୍ଗା ବୁଡ଼ି ୧ ମୃତ, ୮ ନିଖୋଜ
MPLAD ପାଣ୍ଠି ଖର୍ଚ୍ଚ କରୁନାହାଁନ୍ତି ସାଂସଦ
କେନ୍ଦ୍ରାପଡ଼ା: ମହାନଦୀ ମୁହାଣର ନିପାଣିଆ ନିକଟରେ ବୁଡ଼ିଗଲା ଡଙ୍ଗା, ଜଣେ ମୃତ, ୮ ନିଖୋଜ, ହୁକିଟୋଲା ବତୀଘରଠାରୁ ପିକ୍ନିକ୍ ସାରି ଡଙ୍ଗାରେ ଫେରୁଥିଲେ, ପାରାଦୀପର କୁଜଙ୍ଗ ଅଞ୍ଚଳରୁ ଯାଇଥିଲେ ପିକ୍ନିକ୍ କରିବାକୁ ଯାଇଥିଲେ
ନିର୍ବାଚନ ପୂର୍ବରୁ ଛକାପଞ୍ଝା ରାଜନୀତି
ପୂର୍ବତନ ଜେଡିୟୁ ବିଧାୟକ ରାଜୁ ସିଂହ ଗିରଫ
ସରକାରୀ ଡାଏରୀରେ ତ୍ରୁଟି ପାଇଁ ଦୁଃଖ ପ୍ରକାଶ କଲା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ: କହିଲା- ତ୍ରୁଟି ଅନିଚ୍ଛାକୃତ, ଦ୍ୱେଷରହିତ, ପ୍ରାକ୍ ମୁଦ୍ରଣ ସଂଶୋଧନ ଜନିତ ତ୍ରୁଟି, ଡାଏରୀରେ ଉତ୍କଳମଣିଙ୍କ ଲେଖା କବିବରଙ୍କ ନାଁରେ ପ୍ରକାଶ ପାଇଥିଲା
First
Prev
358
359
360
361
362
363
364
365
366
367
368
Next
Last
© 2022 - Odisha Television Limited. All Rights Reserved.