• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

bjp
ବିଜେପି ଫୋକସ୍‌ରେ ଓଡ଼ିଶା ଓ ବେଙ୍ଗଲ

ଭୁବନେଶ୍ୱର: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପରାଜୟ ସତ୍ତ୍ୱେ ୧୯ ନିର୍ବାଚନରେ ପୂର୍ବ ଭାରତରେ ଭଲ ପ୍ରଦର୍ଶନ ନେଇ ବେଶ୍ ଆଶାବାଦୀ ବିଜେପି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ପୂର୍ବ ଅପେକ୍ଷା ସ୍ଥିତି ଦୃଢ଼ ହେଉଛି ଓ ଦଳ ଏଠାରୁ ଅଧିକ ସିଟ୍ ପାଇବ ବୋଲି ଆଶା ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ...

cottpon
ପେତାଇ ପ୍ରଭାବରେ ଫସଲ ନଷ୍ଟ ସହ ୫୦ରୁ ଅଧିକ ଗୋରୁ ମୃତ

ରାୟଗଡ଼ା/ଗଞ୍ଜାମ: ସାମୁଦ୍ରିକ ଝଡ଼ ପେତାଇ ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ରାୟଗଡ଼ା ଜିଲ୍ଲାରେ କପା ଚାଷ ବହୁଳ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ଜିଲ୍ଲାର ରାୟଗଡ଼ା ଓ କୋଲନରା ଅଞ୍ଚଳରେ କପାଚାଷ ଉଜୁଡ଼ି ଯାଇଥିବା ଅଭିଯୋଗ ହୋଇଛି। କିଛି ଦିନ ପରେ ଚାଷୀ କପା ଅମଳ କରିବାକୁ...

vegtable
ସାମୁଦ୍ରିକ ଝଡ଼ ପେତାଇ ବର୍ଷାରେ ବ୍ୟାପକ ଫସଲ ନଷ୍ଟ

କୋରାପୁଟ: ସାମୁଦ୍ରିକ ଝଡ଼ ପେତାଇ ଚାଷୀଙ୍କ ଉପରେ ବେଶ୍ ପ୍ରଭାବ ପକାଇଛି। ବର୍ଷା ଯୋଗୁ କୋରାପୁଟ ଜିଲ୍ଲାରେ ବ୍ୟାପକ ଧାନ ଫସଲ ସହ ପନିପରିବା ଚାଷ ବି ନଷ୍ଟ ହୋଇଛି। ଧାନ ଅମଳ ସାରି କାଟିବା ବେଳକୁ ଦାଉ ସାଜିଲା ପ୍ରକୃତି। ଅମଳ ଧାନ ବର୍ଷାରେ ଭିଜିଗଲା। ଆଉ...

puri
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ:ଶ୍ରୀମନ୍ଦିରରେ ଆଜି ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଦ୍ୱିପ୍ରହର ଧୂପ ଓ ପଛ ଭୋଗମଣ୍ଡପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହରେ ପ୍ରବେଶ କରି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଆଜି ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା...

amareika
କୋଣାର୍କ ବୁଲି ଦେଖିଲେ ଆମେରିକା ରାଷ୍ଟ୍ରଦୂତ

ପୁରୀ: ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କେନଥ୍ ଆଇ. ଜଷ୍ଟର୍‌ ଓ ହାଇଦ୍ରାବାଦରେ ଅବସ୍ଥାପିତ ଆମେରିକାର କନ୍ସଲ୍‌ ଜେନେରାଲ କାଥେରିନ୍ ହାଡା ପ୍ରମୁଖ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ୧୫ ଜଣ ଆମେରିକା ଆମ୍ବାସି କର୍ମଚାରୀମାନଙ୍କ ସହ ସେମାନେ ୪୦ ମିନିଟ୍ ଧରି...

kushwaha
ମହାମେଣ୍ଟରେ ସାମିଲ୍ ହେବେ ଉପେନ୍ଦ୍ର କୁଶଓ୍ୱାହ !

ନୂଆଦିଲ୍ଲୀ: ବିରୋଧୀ ମହାମେଣ୍ଟରେ ସାମିଲ୍‌ ହୋଇପାରନ୍ତି ଏନ୍‌ଡିଏରୁ ଇସ୍ତଫା ଦେଇଥିବା ଉପେନ୍ଦ୍ର କୁଶଓ୍ୱାହ। ଏନେଇ ସୂଚନା ଦେଇଛନ୍ତି ବିହାର ବିରୋଧି ଦଳ ନେତା ତେଜସ୍ୱୀ ଯାଦବ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି କରିବାରେ ଲାଗିଛନ୍ତି RJD(ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜସ୍ୱୀ ଯାଦବ। ଆଜି ଦିଲ୍ଲୀରେ...