• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

naveen
ନବୀନଙ୍କୁ ଭେଟିବା ପାଇଁ ୨୩ରେ ଭୁବନେଶ୍ୱର ଆସୁଛନ୍ତି କେସିଆର୍

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ଭୁବନେଶ୍ୱର ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ। ଏବଂ ନବୀନ ନିବାସରେ ସେ ରାତ୍ରିଯାପନ କରିବେ ବୋଲି କୁହାଯାଉଛି। କିନ୍ତୁ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ କିମ୍ବା କେସିଆର୍‌ଙ୍କ ତରଫରୁ...

Laxmi-Narayan-Chaud
ପୁଣି ଥରେ ହନୁମାନଙ୍କ ଜାତିକୁ ନେଇ ରାଜନୀତି

ଲକ୍ଷ୍ନୌ: ପୁଣି ଥରେ ହନୁମାନଙ୍କ ଜାତିକୁ ନେଇ ତେଜିଛି ରାଜନୀତି। ପ୍ରଥମେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଉ ଏବେ ତାଙ୍କ ମନ୍ତ୍ରୀ ମଣ୍ଡଳର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ବୟାନକୁ ନେଇ ରାଜନୀତି ସରଗରମ ହୋଇଛି। ଉତ୍ତରପ୍ରଦେଶ ମନ୍ତ୍ରୀ ଚୌଧୁରୀ ଲକ୍ଷ୍ମୀ ନାରାୟଣ ହନୁମାନଙ୍କ ଜାତି ଜାଠ ବୋଲି କହିଛନ୍ତି।...

hindustan-times
କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଝଟକା

ନୂଆଦିଲ୍ଲୀ: କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଝଟକା ଲାଗିଛି। ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ସଜ୍ଜନ କୋର୍ଟରେ ଆତ୍ମ ସମର୍ପଣ ହେବା ଲାଗି ମାଗିଥିବା ୩୦ ଦିନର ସମୟକୁ ଆଜି ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଫଳରେ ଆସନ୍ତା ୩୧ ତାରିଖ ସୁଦ୍ଧା ତାଙ୍କୁ...

baijayanta
ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ବୈଜୟନ୍ତଙ୍କ ଖଣ୍ଡନ

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତବେଳେ ବୈଜୟନ୍ତଙ୍କ ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ନିଜେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ମୋଦିଙ୍କ ଗସ୍ତବେଳେ ବିଜେପିରେ ଯୋଗଦେବାର କୌଣସି ଯୋଜନା ନାହିଁ। ଆଜି କଟକ ଗୋପାଳପୁରରେ ଏକ କ୍ରିକେଟ୍ ମ୍ୟାଚରେ ଯୋଗଦେବା...

cbi
ଚିଟ୍‌ଫଣ୍ଡ୍ ଦୁର୍ନୀତି ମାମଲାରେ ସାମ୍ବାଦିକ ଗିରଫ

ଭୁବନେଶ୍ୱର: ଆଇ-କୋର୍ ଗ୍ରୁପ୍ ଚିଟ୍‌ଫଣ୍ଡ୍ ଦୁର୍ନୀତି ମାମଲାରେ ସାମ୍ବାଦିକ ସୁମନ ଚଟୋପାଧ୍ୟାୟଙ୍କୁ ସିବିଆଇ ଗିରଫ କରିଛି। ଦୁର୍ନୀତିରେ ସଂପୃକ୍ତି ନେଇ ୨୦୧୪ରେ ଆଇ କୋର୍ ଗ୍ରୁପ୍ ବିରୋଧରେ ମାମଲା ରୁଜୁ ହୋଇଥିଲା। ଲୋଭନୀୟ ସୁଧ ହାର ଦେବାର ଲୋଭ ଦେଖାଇ ସଂସ୍ଥା ଲୋକଙ୍କ ପାଖରୁ ୩ ହଜାର କୋଟି...

jcb
ମାଲକାନଗିରିରେ ଲାଲ୍ ଆତଙ୍କ

ମାଲକାନଗିରି: ମାଲକାନଗିରିରେ ଲାଲ୍ ଆତଙ୍କ ଦେଖିବାକୁ ମିଳିଛି। ବଣ୍ଡାଘାଟି ନିକଟ ଆନ୍ଧ୍ର ଓଡ଼ିଶା ସୀମା ପାତ୍ରପୁଟରେ ରାସ୍ତା କାମରେ ନିୟୋଜିତ ଜେସିବି ଜାଳି ଦେଇଛନ୍ତି ମାଓବାଦୀ। ଗୋଇଗୁଡ଼ାରୁ ଭୋଜିଗୁଡ଼ା ଯାଏ ଚାଲିଥିବା ରାସ୍ତାକାମରେ ଜେସିବି ନିୟୋଜିତ ଥିଲା। ବଣ୍ଡାଘାଟିରେ ରାସ୍ତା ନିର୍ମାଣକୁ ବିରୋଧ କରି ମାଓବାଦୀମାନେ ଏଭଳି କରିଥିବା...

dbisa
ଆଜି ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଂରେଜ ଶାସନ ବିରୋଧରେ ସଂଗ୍ରାମ କରି ସହିଦ ହୋଇଥିବା କୁରୁଣାକର ସିଂହଙ୍କୁ ସହିଦ ମାନ୍ୟତା ଦାବିରେ ଗଣ୍ଡୱାନା ସମାଜ ପକ୍ଷରୁ କରାଯାଉଥିବା କାର୍ଯ୍ୟକ୍ରମରେ ନବୀନ ଯୋଗଦେବେ। ୧୮୬୧ ମସିହାରେ ଇଂରେଜମାନେ କରୁଣାକରଙ୍କୁ ଫାଶୀ ଦେଇଥିଲେ। ପ୍ରତିବର୍ଷ ଏଠାରେ ସହିଦ...

women-burn
ଘର ଭିତରୁ ଉଦ୍ଧାର ହେଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

କଟକ: ବାଙ୍କୀ ଥାନା ସୁନାଦେଇ ମୁଣ୍ଡିଆ ନିକଟରେ ଏକ ଘରୁ ମହିଳାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କୁ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ବାଙ୍କୀ ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ...

vigilance
ଧନୀ ହାଇସ୍କୁଲ୍ ଶିକ୍ଷକ ଘରେ ଚଢ଼ଉ କଲା ଭିଜିଲାନ୍ସ

କେନ୍ଦ୍ରାପଡ଼ା: ଜମପଡ଼ା ହାଇସ୍କୁଲ୍ ଶିକ୍ଷକ ରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଶିକ୍ଷକ ରଞ୍ଜନ ନାୟକଙ୍କ ପୈତୃକ ଘର ସମେତ ୪ଟି ସ୍ଥାନରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ସହ...

bjd
ବିଜୁ ଯୁବ ବାହିନୀ ନାଁରେ ସଂଗୀନ ଅଭିଯୋଗ

କୋରାପୁଟ: କୋରାପୁଟ ଜିଲ୍ଲା ମାନବର ପଞ୍ଚାୟତର ମାଳିଗୁଡ଼ା ଓ ଗୌଡ଼ଗୁଡ଼ା ଗାଁରେ ଗୋଚର ଜମି ହଡ଼ପ ଅଭିଯୋଗ ହୋଇଛି। ବିଜୁ ଯୁବ ବାହିନୀର ସଦସ୍ୟ ରାଜସ୍ୱ ବିଭାଗ ଅଧିକାରୀଙ୍କୁ ହାତ କରି ଗୋଚର ଜମି ନିଜ ନାଁରେ କରିନେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଦୁଇ ଗାଁର ଲୋକେ...

victim
ଡାକ୍ତରଖାନାରେ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ

କୋରାପୁଟ: ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି। ଗତ ୫ତାରିଖରେ ପୀଡ଼ିତାଙ୍କୁ ୨ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ପ୍ରଥମେ ଜୟପୁର ହସ୍ପିଟାଲ୍‌ ଓ ପରେ କୋରାପୁଟ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ...

collage
ବେସରକାରୀ ଅନୁଦାନପ୍ରାପ୍ତ କଲେଜ୍ କର୍ମଚାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଚେତାବନୀ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ସହଯୋଗ ନକରିବାକୁ ରାଜ୍ୟର କିଛି ବେସରକାରୀ ଅନୁଦାନପ୍ରାପ୍ତ କଲେଜର କର୍ମଚାରୀ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏହା ବିରୋଧରେ ପଦକ୍ଷେପ ଲାଗି ଉଚ୍ଚଶିକ୍ଷା ବିଭାଗକୁ ଗୃହ ବିଭାଗ ଚିଠି ଲେଖିଛି। ନିର୍ବାଚନ କାର୍ଯ୍ୟରେ ଅସହଯୋଗ ଲାଗି କିଛି କର୍ମଚାରୀ ଲିଖିତ ଭାବେ ଜଣାଇଥିବା ନେଇ...

Capture
ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥା ମଣ୍ଟେକାର୍ଲୋକୁ ଝଟକା     

କେନ୍ଦୁଝର: ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥା ମଣ୍ଟେକାର୍ଲୋକୁ ଶକ୍ତ ଝଟକା ଲାଗିଛି। ସଂରକ୍ଷିତ ଜଙ୍ଗଲ ଓ ଆଦିବାସୀଙ୍କ ଜମି ହଡ଼ପ ଅଭିଯୋଗ ପରେ ଗ୍ରୀନ ଟ୍ରିବ୍ୟୁନାଲ ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୟୂରଭଞ୍ଜ ସିଙ୍ଗଡ଼ାଠାରୁ କେନ୍ଦୁଝରର ବିଞ୍ଚବାହାଳ ପର୍ଯ୍ୟନ୍ତ ୪୯ ନମ୍ବର୍...

khuswaha
ବିଜେପି ଛାଡ଼ି ମହାମେଣ୍ଟରେ ସାମିଲ୍ ହେଲେ ଉପେନ୍ଦ୍ର କୁଶଓ୍ୱାହା

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରସ୍ତାବିତ ବିରୋଧୀ ମହାମେଣ୍ଟକୁ ଆଉ ଏକ ଫାଇଦା ହୋଇଛି। କାରଣ ଆଜି ବିହାରରେ ବିରୋଧୀ ମେଣ୍ଟରେ ସାମିଲ ହୋଇଛନ୍ତି ନିକଟରେ ଏନ୍‌ଡିଏରୁ ଇସ୍ତଫା ଦେଇଥିବା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ବା RLSPର ମୁଖ୍ୟ ଉପେନ୍ଦ୍ର କୁଶଓ୍ୱାହା। ନୂଆଦିଲ୍ଲୀସ୍ଥିତ AICC କାର୍ଯ୍ୟାଳୟରେ...

modi
୨୪ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଡିସେମ୍ବର ୨୪ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦିନ ରାଜ୍ୟବାସୀଙ୍କୁ ସେ ପ୍ରାୟ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉପହାର ଦେବେ। ଏନେଇ ଆଜି ଦିଲ୍ଲୀରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପାଇକ ବିଦ୍ରୋହର ୨୦୦ ବର୍ଷ...

sc
ଦେଶରେ ବିଚାର ନହୋଇ ପଡ଼ି ରହିଛି ୨ କୋଟି ୯୧ ଲକ୍ଷ ମାମଲା

ନୂଆଦିଲ୍ଲୀ: ନ୍ୟାୟପାଳିକା ଉପରେ ବଢ଼ିଚାଲିଛି ମାମଲା ବୋଝ। ଦେଶରେ ବିଭିନ୍ନ କୋର୍ଟରେ ବିଚାର ନ ହୋଇ ପଡ଼ି ରହିଛି ୨ କୋଟି ୯୧ ଲକ୍ଷ ମାମଲା। ଲୋକସଭାରେ ଏକ ତାରକା ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏଭଳି ଚିନ୍ତାଜନକ ତଥ୍ୟ ରଖିଛନ୍ତି।...

peetha
ପିଠା କାର୍ଯ୍ୟକ୍ରମରେ ପଦାକୁ ଆସିଲା କଳି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପିଠା ଯୋଜନାକୁ ନେଇ ବିବାଦ ସାଙ୍ଗକୁ ବିରୋଧ ଦେଖିବାକୁ ମିଳିଛି। ନୟାଗଡ଼ ଲକ୍ଷ୍ମୀପ୍ରସାଦରେ ପିଠା କାର୍ଯ୍ୟକ୍ରମବେଳେ ସ୍ଥାନୀୟ ସରପଞ୍ଚ ଓ ତାଙ୍କ ସମର୍ଥକଙ୍କୁ ଶାସକଦଳ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ଆସିଛି। ସେହିଭଳି ଦେବଗଡ଼ ଜିଲ୍ଲା ରିଆମାଳରେ ବି ଲୋକେ ବିରୋଧ କରି କିଛି...