ରାୟଗ଼ଡା: ଗୁଣପୁର ବ୍ଲକ୍ ଘନାନ୍ତ୍ରୀ ଅଞ୍ଚଳରେ ପାଳିତ ହୋଇଛି ଆଦିବାସୀଙ୍କ ନିଆରା ‘ମିରିଆ’ ପର୍ବ। ଅମଳ ପରେ ବିଭିନ୍ନ ଶସ୍ୟକୁ ପ୍ରଥମେ ଇଷ୍ଟଦେବଙ୍କୁ ଅର୍ପଣ କରିବା ପରେ ଘରେ ଘରେ ନୂଆ ଖାଇଛନ୍ତି ଲୋକେ। ଏହି ସମୟରେ ପିଲାଠୁ ବୟସ୍କ ସମସ୍ତେ ପାରମ୍ପରିକ ଆଦିବାସୀ ବାଦ୍ୟ ବଜାଇ ଗାଁ...
ବଲାଙ୍ଗିର: ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ସ୍ତରରେ ଉଦାସିନତା ଯୋଗୁ ଅନେକ ସ୍ଥାନରେ ଏହା ଫେଲ୍ ମାରୁଥିବା ନଜରକୁ ଆସିଛି। ବଲାଙ୍ଗିର ଜିଲ୍ଲା ତୁରେକୋଲା ବ୍ଲକ୍ ଝରଣି ଆଦର୍ଶ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏଠାରେ...
ଢେଙ୍କାନାଳ: ପରଜଙ୍ଗ ଅଞ୍ଚଳରେ ହାତୀ ଆତଙ୍କରେ ଆତଙ୍କିତ ଲୋକେ। ୫୦ରୁ ଅଧିକ ହାତୀ ଏହି ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି। ହାତୀମାନେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଘର ଦ୍ୱାର ଭାଙ୍ଗୁଥିବା ଅଭିଯୋଗ ହୋଇଛି। କନ୍ଦରଶିଂଘା ପଞ୍ଚାୟତରେ ଘର ଭାଙ୍ଗିବା ସହ ଖାଦ୍ୟ ଶସ୍ୟ ନଷ୍ଟ କରିଛନ୍ତି...
ଭୁବନେଶ୍ୱର:୨୦୧୧ ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ପ୍ରମାଣ ଅଭାବରୁ ଅଭିଯୁକ୍ତ ୨ ଭାଇ ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍। ୨୦୧୧ରେ ପିପିଲିର ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ।...
ଭୁବନେଶ୍ୱର: ଆସନ୍ତାକାଲି ମୋଦିଙ୍କ ଓଡ଼ିଶା ଗସ୍ତ। ଏଥିପାଇଁ ପ୍ରସ୍ତୁତ ହେଉଛି ମଞ୍ଚ। ବରୁଣେଇ ପାହାଡ଼ ତଳେ ଗୈରିକମୟ ହେଲାଣି ଗୋଶାଳା ପଡ଼ିଆ। ଜନସମ୍ବାଦ ସମାବେଶରେ ମୋଦି କର୍ମୀଙ୍କୁ ୧୯ ପାଇଁ ପରିବର୍ତ୍ତନର ଆହ୍ୱାନ ଦେବେ। ଯେହେତୁ ତାଳଚେର ଓ ଝାରସୁଗୁଡ଼ାରେ ପିସି ପ୍ରସଙ୍ଗରେ ମୋଦି ନବୀନ ସରକାରଙ୍କୁ ସିଧା...
ଯାଜପୁର: ଗାଁକୁ ଯାତାୟତ ଲାଗି ରାସ୍ତାଟିଏ ନାହିଁ। ଗ୍ରାମବାସୀଙ୍କ ଦ୍ୱାରା ନିର୍ମାଣ ହୋଇଥିବା ବାଉଁଶପୋଲ ଏକମାତ୍ର ସାହା ଭରସା। ଯାଜପୁର ଜିଲ୍ଲା ବରୀ ବ୍ଲକ କଳାଖଣ୍ଡ ଗାଁରେ ଦୀର୍ଘବର୍ଷ ହେବ ଏହି ସମସ୍ୟା ଲାଗି ରହିଛି। ପୋଲ ନଥିବାରୁ ବିପଦସଂକୁଳ ଅବସ୍ଥାରେ ଲୋକେ ଡଙ୍ଗା ସାହାରାରେ ବ୍ରାହ୍ମଣୀ ନଦୀ...
ଗଜପତି: ବାତ୍ୟା ତିତ୍ଲିକୁ ୨ ମାସରୁ ଅଧିକ ସମୟ ପୂରିଲାଣି, ହେଲେ ଗଜପତି ଜିଲ୍ଲାର ଚାଷୀଙ୍କୁ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ଆର ଉଦୟଗିରିର ଅଗ୍ରଣୀ ଚାଷୀ ଜଗନ୍ନାଥ ଦଳେଇ। ତିତ୍ଲି ବାତ୍ୟା ଓ ବନ୍ୟାରେ ତାଙ୍କର ଲକ୍ଷାଧିକ ଟଙ୍କାର ଛତୁଚାଷ ସମେତ ପରିବା...
ଭୁବନେଶ୍ୱର: କେସିଆର୍ ହେଉଛନ୍ତି ଏନ୍ଡିଏ ଏବଂ ବିଜେପିର ‘ବି’ ଟିମ୍। ଭାରତ ବର୍ଷରେ ଯେଉଁ ମହାଗଠବନ୍ଧନ ହେଉଛି ତାକୁ ଦୁର୍ବଳ କରିବା ପାଇଁ କେସିଆର୍ ଟେଣ୍ଡର୍ ନେଇଛନ୍ତି। କେସିଆର୍ଙ୍କ ଓଡ଼ିଶା ଗସ୍ତ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ନେଇ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ତେଲେଙ୍ଗାନା...
ଭଦ୍ରକ: ଧାମରା ଅବଦୁଲ କଲାମ ଦ୍ୱୀପରୁ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି ୪ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି। ଆଜି ସକାଳ ୮ଟା୩୦ରେ ଏହି ପରୀକ୍ଷଣ କରାଯାଇଥିଲା। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ବାଲାଷ୍ଟିକ ମିଶାଇଲ ଅଗ୍ନୀ-୪ର ଲକ୍ଷ୍ୟଭେଦ କ୍ଷମତା ୪ ହଜାର କିଲୋମିଟର ପର୍ଯ୍ୟନ୍ତ ରହିଛି। ଏହାର...
କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗିରୁ ବିସ୍ଫୋରକ ବୋଝେଇ ଟ୍ରକ୍ ଜବତ ହୋଇଛି। ଏହି ଟ୍ରକରେ ୫୦ଟି ପ୍ୟାକେଟ୍ରେ ଭର୍ତ୍ତି ହୋଇଥିବା ୧୦ ହଜାର ଡେଟୋନେଟର, ୩୮ ବଣ୍ଡୋଲ୍ କୋଟେକ୍ସ ଏବଂ ୧୫ହଜାର ୨ଶହ ଜିଲୋଟିନ୍ ଆଦି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏସବୁ ସାମଗ୍ରୀର ମୂଲ୍ୟ ୩ଲକ୍ଷ ଟଙ୍କା...
ଭୁବନେଶ୍ୱର: ରାଜଭବନ ସାମ୍ନାରେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ଗର୍ଜନ। ଚାଷୀ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା। ଖଣି ଚୋରଙ୍କୁ ୫୦ ହଜାର କୋଟି ମାଫ୍, ଚାଷୀଙ୍କୁ କାହିଁକି ଛାଡ଼ ହେଉନି। ଏଥିସହିତ ଧାନ କ୍ୱିଣ୍ଟାଲ ୨୯ ଶହ ଟଙ୍କା,...
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ କଡ଼ା ଭାଷାରେ ତାଚ୍ଛଲ୍ୟ କରିଛି ନବ ନିର୍ମାଣ କୃଷକ ସଂଗଠନ। ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ସାମାଲୋଚନା କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର। ସେ କହିଛନ୍ତି, ପୁରୁଣା ଡ୍ରେସ୍କୁ ନୂଆ ପ୍ୟାକିଂ ଜରିଆରେ...
ଶ୍ରୀନଗର: ଜମ୍ମୁଓ କାଶ୍ମୀରର ପୁଲୱାମା ଜିଲ୍ଲା ଟ୍ରାଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ପାଖରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଗୁଇନ୍ଦା ସୂଚନା ମିଳିବା ପରେ ଅରମପୋରା ଗାଁକୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ। ତଲାସୀବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି...
ଭୁବନେଶ୍ୱର: ରାଜଧାନୀରେ ବଢ଼ୁଛି ଡ୍ରଗ୍ସ ଓ ଅନ୍ଲାଇନ୍ ସେକ୍ସ କାରବାର। ନୂଆ ବର୍ଷରେ ଜୋରଦାର ସେକ୍ସ କାରବାର ପାଇଁ ଚୋରା ବ୍ୟବସାୟୀ ରଚିଛନ୍ତି ଯୋଜନା। ପୁଲିସ୍କୁ ଚକ୍ମା ଦେବା ପାଇଁ ଅନ୍ଲାଇନ୍ ଟ୍ରେଡିଂ ଉପରେ ଦଲାଲ୍ ଓ ବ୍ରାଉନ୍ ସୁଗାର ବେପାରୀ ନୂଆ କୌଶଳ ଆପଣାଉଛନ୍ତି । ଅଧିକ...
ପାଟନା: ବିହାରରେ ଆସନ ବୁଝାମଣା ନେଇ ଏଲ୍ଜେପି (ଲୋକ ଜନଶକ୍ତି ପାର୍ଟି) ଓ ବିଜେପି ମଧ୍ୟରେ ଅସନ୍ତୋଷ ଦୂର ହୋଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବଂ ଏଲ୍ଜେପି ନେତା ରାମବିଳାଶ ପାଶ୍ୱାନ ଓ ପୁଅ ଚିରାଗ ପାଶ୍ୱାନଙ୍କ ଆଲୋଚନା ପରେ ଦୁଇ ଦଳ...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଦୁମୁକା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ଗଣ୍ଡଗୋଳକୁ ନେଇ ପୁଅ ନିଜ ମାଆକୁ ହତ୍ୟା କରିଛି। ମୃତ ମହିଳାଙ୍କ ନାଁ ତୁଳସୀ ବୋଲି ଜଣାପଡ଼ିଛି। ତୁଳସୀଙ୍କ ବଡ଼ ଝିଅ ଶାଶୁଘର ଛାଡ଼ି ଆସି ବାପଘରେ ରହୁଥିଲେ। ଏହାକୁ ନେଇ ପରିବାରରେ...