• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

love
ପ୍ରେମ ପାଇଁ ବିଷ ପିଇଲେ !

ମୟୂରଭଞ୍ଜ: ତିରିଂ ଥାନା ହେସେଲଡିହ ଗାଁ ନିକଟ ଜଙ୍ଗଲରୁ ଆଜି ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପୁଲିସ୍ ଏହି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ହେଲେ ବାଙ୍କୀ ସାହିର ୨୨ ବର୍ଷୀୟ ଯୁବକ ଲକ୍ଷ୍ମଣ ସୋରେନ୍ ଏବଂ ସାତଡିହି ଗାଁର ୨୦ ବର୍ଷୀୟ...

Capture
ବିଜେଡି ପ୍ରତିଷ୍ଠା ଦିବସ ବନାମ କଂଗ୍ରେସ କଳା ଦିବସ

ଭୁବନେଶ୍ୱର: ଆଜି ବିଜେଡି ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ପ୍ରତି ପଞ୍ଚାୟତରେ କଳା ଦିବସ ପାଳୁଛି କଂଗ୍ରେସ। ଏହି ଅବସରରେ ରାଜ୍ୟ ସରକାଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନବୀନ କେବଳ ବିକାଶର ଚିତ୍କାର କରୁଛନ୍ତି ବୋଲି କହିଛନ୍ତି ନିରଞ୍ଜନ। ଏହାସହ ରାଜ୍ୟ ସରକାରଙ୍କ ବିଫଳତାର...

farmwer
ସରକାରଙ୍କ କାଳିଆ ଯୋଜନାକୁ ଭର୍ତ୍ସନା କଲା କୃଷକ ସଂଗଠନ

ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ଭର୍ତ୍ସନା କଲା ଚାଷୀ ସଂଗଠନ। ରାଜ୍ୟ ସରକାରଙ୍କର ଏହି ଯୋଜନାକୁ ନିର୍ବାଚନୀ ଥୋପ ବୋଲି କହିଛି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି। ଏହା ନକରି ଧାନ ଉପରେ ବୋନସ୍ ଓ ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ କରିବାକୁ ଦାବି କରିଛି...

cong
ବିଜେଡିର ପାଣ୍ଠି ଯୋଗାଡ଼କୁ ସମାଲୋଚନା କଲା କଂଗ୍ରେସ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ସମସ୍ତ ସାଂସଦ ଓ ବିଧାୟକଙ୍କୁ ମାସକର ଦରମା ଦଳୀୟ ପାଣ୍ଠିକୁ ଦେବା ପାଇଁ ଅନୁରୋଧ କରାଯିବା ଘଟଣାକୁ ନେଇ ରାଜନୀତି। ଏହା ବିଜେଡିର ଏକ ଲୋକ ଦେଖାଣିଆ କାର୍ଯ୍ୟକ୍ରମ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ତା’ସହ ସେ କହିଛନ୍ତି,...

maviin
ପ୍ରତିଷ୍ଠା ଦିବସରେ ଭୋଟ୍ ବିଗୁଲ୍ ବଜାଇବ ବିଜେଡି

ଭୁବନେଶ୍ୱର: ପ୍ରତିଷ୍ଠା ଦିବସରେ ସାଧାରଣ ନିର୍ବାଚନ ପାଇଁ କାଲି ବିଗୁଲ୍‌ ବଜାଇବ ବିଜେଡି। ତେବେ ଏହି ଅବସରରେ କେଉଁ ପ୍ରସଙ୍ଗ ସାମ୍ନାକୁ ଆଣି କାର୍ଡ ଖୋଲିବେ ନବୀନ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଦଳର ୨୧ତମ ଜନ୍ମଦିନ ପାଳିବାକୁ ଜିଲ୍ଲା ପରିଷଦ ଜୋନ୍‌ରୁ ରାଜଧାନୀ ଯାଏ ଚଳଚଞ୍ଚଳ...

modi1
ଓଡ଼ିଶା ରାଜନୀତିକୁ କେତେ ପ୍ରଭାବିତ କରିବ ମୋଦିଙ୍କ ଗସ୍ତ ?

ଭୁବନେଶ୍ୱର: ମୋଦିଙ୍କ ଗସ୍ତ ପରେ ରାଜ୍ୟ ରାଜନୀତିରେ ଏହାର ପ୍ରଭାବକୁ ନେଇ ଜୋର୍‌ଦାର ଚର୍ଚ୍ଚା ହେଉଛି। ଝାରସୁଗୁଡ଼ାରେ ନବୀନଙ୍କ ନାଁ ନେଇ ମୋଦି ଦୁର୍ନୀତିର ବାଣ ମାରିଥିଲେ, ଆଉ ଖୋର୍ଦ୍ଧାରେ ସେଇ ଭ୍ରଷ୍ଟାଚାର ଦାନବ କଥା କହିଲେ, କିନ୍ତୁ କିଏ ସେ ଦାନବକୁ ଦାନା ଦେଉଛି ସେ ନାଁ...

sewmilio
ସାଂସଦ ଆଦର୍ଶ ଗ୍ରାମ ଯୋଜନା ଫେଲ୍

କୋରାପୁଟ: ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ସାମିଲ୍‌ ହୋଇଥିଲା କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ୍‌ର ପିତଗୁଡ଼ା ଗାଁ। ହେଲେ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ସାଂସଦଙ୍କ ପୋଷ୍ୟ ଗ୍ରାମର ଚିତ୍ର ବଦଳି ପାରିନାହିଁ। ବିକାଶ କଥା ଦୂରରେ ଥାଉ ସାଂସଦ ଦିନେ ହେଲେ ବି ଏ ଗାଁରେ...

bogi
ବୋଗିବିଲ୍ ଡବଲ୍ ଡେକର୍ ବ୍ରିଜ୍ ଉଦ୍‌ଘାଟିତ

ଦିସପୁର: ଆସାମରେ ଉଦ୍‌ଘାଟିତ ହେଲା ବହୁ ପ୍ରତିକ୍ଷୀତ ବୋଗିବିଲ୍‌ ବ୍ରିଜ୍‌। ଆଜି ଏହି ବ୍ରିଜର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିବ୍ରୁଗଡ଼ ନିକଟ ବୋଗିବିଲରେ ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଏହି ଡବଲ ଡେକର୍ ବ୍ରିଜର ଲମ୍ବ ହେଉଛି ୪ କିଲୋମିଟର ୯୪୦ ମିଟର। ୫ ହଜାର...

3rd
ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚ୍

ମେଲ୍‌ବର୍ଣ୍ଣ: ଆସନ୍ତାକାଲି ମେଲ୍‌ବର୍ଣ୍ଣରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ୧୧ଜଣିଆ ଖେଳାଳି ତାଲିକା ଘୋଷଣା କରାଯାଇଛି। ନବାଗତ ମୟଙ୍କ ଅଗ୍ରୱାଲ ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡେଜା...

Capture
ପିପିଲି ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଲେ ପ୍ରଦୀପ ମହାରଥୀ

ପୁରୀ: ପିପିଲି ନାବାଳିକା ଦୁଷ୍କର୍ମ, ହତ୍ୟା ମାମଲାର ରାୟ ନେଇ ପ୍ରତିକ୍ରିୟା ରଖିଛନ୍ତି ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ। ସେ କହିଛନ୍ତି, ପୀଡ଼ିତା ପାଇଁ ମୁଁ ଦୁଃଖିତ। ଏବଂ ରାୟକୁ ସମ୍ମାନ ଦେଉଛି। ସତ କେବେ ଲୁଚି ରହେନି, ଆଜି ସତ୍ୟର ବିଜୟ ହୋଇଛି  ସତ...

naveen
ସୂର୍ଯ୍ୟଙ୍କୁ ଦୁଃଖ ଜଣାଇଲେ ସୂର୍ଯ୍ୟ

ଗଞ୍ଜାମ: ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଆଗରେ ଦୁଃଖ ବଖାଣିଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ କୁଶପଡ଼ା ଗାଁର ବାସିନ୍ଦା ସୂର୍ଯ୍ୟ ପାତ୍ର। ନିକଟରେ ଗାଁରେ ପିଠା ଯୋଜନା କାର୍ଯ୍ୟକ୍ରମ ହେଉଥିବା ବେଳେ ନିଜର ଦୁଃଖ ବଖାଣିଲେ ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତ ସୂର୍ଯ୍ୟ ପାତ୍ର। ପ୍ରଥମେ ନବୀନ ଦେଶର...

indo
ଇଣ୍ଡୋନେସିଆ ସୁନାମିରେ ମୃତ୍ୟୁ ସଂଖ୍ୟା ୩୭୩ରେ ପହଞ୍ଚିଲା

ଜାକର୍ତା: ଇଣ୍ଡୋନେସିଆରେ ଆସିଥିବା ପ୍ରଳୟଙ୍କାରୀ ସୁନାମି କାରଣରୁ ଏବେ ଯାଏ ୩୭୩ ଜଣଙ୍କ ମୃତ୍ୟୁ ହୋଇଛି। ଏବଂ ୧୪୦୦ ଲୋକ ଗୁରତର ଆହତ ହୋଇଥିବା ବେଳେ ୧୨୮ଜଣ ଏବେବି ନିଖୋଜ୍‌ ଅଛନ୍ତି। ଏହି ସୂଚନା ଦେଇଛନ୍ତି ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ। ଏହି ସଂଖ୍ୟା ଆଗକୁ ବଢ଼ିବ ବୋଲି...

nase
ନାସିରୁଦ୍ଦିନ ଶାହାଙ୍କ ମନ୍ତବ୍ୟକୁ ନେଇ ରାଜନୀତି

ମୁମ୍ବାଇ: ବୁଲନ୍ଦଶହର ଘଟଣା ଉପରେ ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହାଙ୍କ ମନ୍ତବ୍ୟ ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ନାସିରୁଦ୍ଦିନଙ୍କ ମନ୍ତବ୍ୟକୁ ନେଇ ବିରୋଧୀ କଂଗ୍ରେସ ସରକାରଙ୍କୁ ଘେରିଛି। ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମଧ୍ୟ ମୋଦିଙ୍କୁ ସମାଲୋଚନା କରିବା ପରେ ସାରା ଦେଶରେ...

accidnet
ଘନ କୁହୁଡ଼ି ଯୋଗୁ ସିରିଜ୍‌ ଦୁର୍ଘଟଣା: ୮ ମୃତ୍ୟୁ, ୫୦ରୁ ଅଧିକ ଗାଡ଼ି ନଷ୍ଟ

ଚଣ୍ଡିଗଡ଼: ହରିୟାଣାର ରୋହତକରେ ଘନ କୁହୁଡ଼ି ଯୋଗୁ ସିରିଜ୍ ଦୁର୍ଘଟଣା ହୋଇ ୮ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଆହତ ମଧ୍ୟ ହୋଇଛନ୍ତି। ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଗାଡ଼ି ନଷ୍ଟ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି। ସକାଳେ ଘନ କୁହୁଡ଼ି ଯୋଗୁ ରୋହତକ-ରେବାରୀ...

sc
ରଥଯାତ୍ରା ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ବିଜେପି

କୋଲକାତା: ପଶ୍ଚିମବଙ୍ଗରେ ସମ୍ବିଧାନ ସୁରକ୍ଷା ଓ ଗଣତନ୍ତ୍ର ବଞ୍ଚାଅ ରଥଯାତ୍ରା କରିବା ନେଇ ବିଜେପି ନଛୋଡ଼ବନ୍ଧା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ରଥଯାତ୍ରା ଉପରେ କୋଲକାତା ହାଇକୋର୍ଟର ଡିଭିଜନାଲ୍‌ ବେଞ୍ଚ୍ ରହିତାଦେଶ ଜାରି କରିବା ପରେ  ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଦଳ। ଆଜି ବିଜେପି ପକ୍ଷରୁ କୋଲକାତା ହାଇକୋର୍ଟଙ୍କ ରାୟକୁ...

Untitled-1
ସବରିମାଳାରେ ମହିଳାଙ୍କ ପ୍ରବେଶକୁ ବିରୋଧ ଜାରି

ଥିରୁଭନନ୍ତପୁରମ୍: ସବରିମାଳାରେ ନିର୍ଦ୍ଦିଷ୍ଟ ବୟସ ବର୍ଗର ମହିଳାଙ୍କ ପ୍ରବେଶକୁ ବିରୋଧ ଜାରି ରହିଛି। ଆଜି ୧୦ରୁ ୫୦ ବର୍ଷ ବୟସ ଭିତରର ୨ ଜଣ ମହିଳା ମନ୍ଦିରରେ ପ୍ରବେଶ ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି। ମାଲାପୁରମର ବିନ୍ଦୁ ଏବଂ କୋଜେକୋଡେର ଦୁର୍ଗା ମନ୍ଦିରକୁ ଯିବା ଲାଗି ମହିଳା...

gehelot
ଶପଥ ନେଲେ ଅଶୋକ ଗେହଲୋଟ୍‌ଙ୍କ ମନ୍ତ୍ରୀମଣ୍ଡଳ

ଜୟପୁର: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌ଙ୍କ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛି। ସହଯୋଗୀ ଦଳରୁ ଜଣେ ଏବଂ ଜଣେ ପୂର୍ବତନ ରାଜା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ମୋଟ୍ ୨୩ ଜଣ ମନ୍ତ୍ରୀଙ୍କୁ ରାଜ୍ୟପାଳ କଲ୍ୟାଣ ସିଂହ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜଭବନରେ ଆୟୋଜିତ ଶପଥ...

kcr
ମମତାଙ୍କୁ ସାକ୍ଷାତ କଲେ କେସିଆର୍

କୋଲକାତା: ପଶ୍ଚିମବଙ୍ଗ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି। ୨୦୧୯ ନିର୍ବାଚନ ପୂର୍ବରୁ କେସିଆର୍‌ଙ୍କ ଅଣବିଜେପି ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ରାଜ୍ୟ ସଚିବାଳୟରେ...