• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

ac
‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର’ର ଟ୍ରେଲର୍‌ ରିଲିଜ୍

ମୁମ୍ବାଇ: ଗତ କିଛି ଦିନ ଧରି ଚର୍ଚ୍ଚାରେ ଥିବା ବଲିଉଡ୍‌ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର’ର ଅଫିସିଆଲ୍ ଟ୍ରେଲର୍ ରିଲିଜ ହୋଇଛି। ଟ୍ରେଲରଟି ରିଲିଜ୍ ହେବା ପରେ ୩ଲକ୍ଷରୁ ଅଧିକ ଭିୟୁଜ୍‌ ହୋଇଥିବା ଜଣାପଡ଼ିଛି। ଫିଲ୍ମର କାହାଣୀ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ମିଡିଆ ପରାମର୍ଶଦାତା ସଂଜୟ...

cong
କଂଗ୍ରେସ ଉପରେ ଅସନ୍ତୁଷ୍ଟ ସମାଜବାଦୀ ପାର୍ଟି ମୁଖ୍ୟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କଂଗ୍ରେସ ନେତୃତ୍ୱାଧୀନ ସରକାରରେ ସମାଜବାଦୀ ପାର୍ଟି ବିଧାୟକଙ୍କୁ ମନ୍ତ୍ରୀ ନ କରାଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦଳ ଅଧ୍ୟକ୍ଷ ଅଖିଳେଶ ଯାଦବ। ମଧ୍ୟପ୍ରଦେଶରେ କଂଗ୍ରେସ ତାଙ୍କ ବିଧାୟକଙ୍କୁ ମନ୍ତ୍ରୀ ନ କରି ୨୦୧୯ ନିର୍ବାଚନ ପାଇଁ ରାସ୍ତା ସଫା କରିଦେଲା ବୋଲି ଅଖିଳେଶ କହିଛନ୍ତି।...

anu
ବିଜେପିକୁ ‘ଅପନା ଦଲ’ର ଚେତାବନୀ

ଲକ୍ଷ୍ନୌ: ତିନି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ଗୋଟିଏ ପରେ ଗୋଟିଏ ଦଳ ବିଜେପିକୁ ଚେତାବନୀ ଦେବାରେ ଲାଗିଛନ୍ତି। ଆଜି ଉତ୍ତରପ୍ରଦେଶରୁ ଏନ୍‌ଡିଏର ଅଂଶୀଦାର ଥିବା ‘ଅପନା ଦଲ’ର ସାଂସଦ ତଥା ମନ୍ତ୍ରୀ ଅନୁପ୍ରିୟା ପଟେଲ ବିଜେପିକୁ ଚେତାଇ ଦେଇଛନ୍ତି। ବିଜେପି ଏହାର ଛୋଟ ଛୋଟ...

tractor
ବିଲରେ ଧାନ ପିଟୁଥିବାବେଳେ ଜଳିଗଲା ଟ୍ରାକ୍ଟର୍‌

ଭଦ୍ରକ: ବିଲରେ ଧାନ ପିଟୁଥିବାବେଳେ ଜଳିଗଲା ଟ୍ରାକ୍ଟର୍। କେବଳ ଟ୍ରାକ୍ଟର୍‌ ନୁହେଁ ପାଖରେ ଥିବା ପାଳ ଗଦାରେ ନିଆଁଲାଗି ପାଖାପାଖି ୧୫ କୁଇଣ୍ଟାଲ ଧାନ ବି ଜଳିଯାଇଛି। ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଲୁଙ୍ଗା ଗାଁରେ। ସୂଚନା ମୁତାବକ, ଲୁଙ୍ଗା ଗାଁର ଚାଷୀ ଉପେନ୍ଦ୍ର ମଳିକ ଆଜି...

ele
ହାତୀ ମୃତ୍ୟୁ ଘଟଣା: ୨ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ

ଦେବଗଡ଼: ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁ ଘଟଣାରେ ୱେସ୍କୋ ଯନ୍ତ୍ରୀ, ଜୁନିୟର ଇଂଜିନିୟର ଏବଂ ୨ କର୍ମଚାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ବନବିଭାଗ। ବିଦ୍ୟୁତ ବିଭାଗର ଅବହେଳାରୁ ହାତୀ ମୃତ୍ୟୁ ଘଟିଥିବା ଦର୍ଶାଇ ୱେସ୍କୋର ଦେବଗଡ଼ ଏସଡିଓ, ଇଂ.ଆନନ୍ଦ କାଲୋ, ଜୁନିୟର ଇଂ. ଜିତେନ୍ଦ୍ର ସାହୁ, ଲାଇନ୍‌...

cricket
ମେଲ୍‌ବୋର୍ଣ୍ଣ ଟେଷ୍ଟ: ୪୪୩ ରନ୍‌ରେ ପାଳି ଘୋଷଣା କଲା ଭାରତ

ମେଲ୍‌ବୋର୍ଣ୍ଣ: ଅଷ୍ଟ୍ରେଲିଆର ମେଲ୍‌ବୋର୍ଣ୍ଣ ଟେଷ୍ଟରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ୪୩୫ରନରେ ଆଗୁଆ ରହିଛି। ଆଜି ଟିମଇଣ୍ଡିଆ ୨୧୫ରନରୁ ଖେଳ ଆରମ୍ଭ କରି ୪୪୩ ରନ୍‌ରେ ପାଳି ଘୋଷଣା କରିଛି। ଦଳ ପକ୍ଷରୁ ଗତକାଲି ୬୬ରନ୍‌ରେ ଅପରାଜିତ ଥିବା ପୂଜାରା ଆଜି ଶତକ ହାସଲ...

nia
ଆଇଏସ୍‌ଆଇଏସ୍‌ ଲିଙ୍କ୍‌ର ଖୋଲୁଛି ଗୁମର

ନୂଆଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନ ISIS ଲିଙ୍କ୍‌ରେ ୧୦ ଜଣ ସନ୍ଦିଗ୍ଧ ଗିରଫ ଘଟଣାର ଧୀରେ ଧୀରେ ଗୁମର ଫିଟୁଛି। ଗିରଫଙ୍କ ମଧ୍ୟରେ ଅଛନ୍ତି ଇଞ୍ଜିନିୟର, ଉଚ୍ଚ ଶିକ୍ଷିତ ଯୁବକ ଏବଂ ବ୍ୟବସାୟୀ। ISISର ମଡ୍ୟୁଲ୍ ‘ହରକତ୍ ଉଲ୍ ହର୍ବ ଏ ଇସଲାମ୍’ ୪ରୁ ୫ ମାସ ହେଲା ସକ୍ରିୟ...

lokshava
ଲୋକସଭାରେ ଆଗତ ହେଲା ସଂଶୋଧିତ ଟ୍ରିପଲ୍ ତଲାକ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହୋଇଛି ସଂଶୋଧିତ ଟ୍ରିପଲ୍ ତଲାକ ବିଲ୍। କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହି ବିଲକୁ ଆଗତ କରିବା ପରେ ଆଲୋଚନା ଆରମ୍ଭ ହୋଇଛି। ବିଲ୍‌କୁ ନେଇ ଆଜି ଭୋଟିଂ ମଧ୍ୟ ହୋଇପାରେ। ଏନେଇ ବିଜେପି ନିଜ ଦଳୀୟ ସାଂସଦଙ୍କ ପାଇଁ ହ୍ୱିପ୍ ଜାରି...

Capture
ପିପିଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଘରେ ପହଞ୍ଚିଲା ବିଜେପି

ପୁରୀ: ପିପିଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଗାଁରେ ପହଞ୍ଚିଲା ବିଜେପି ଟିମ୍। ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ାଙ୍କ ନେତୃତ୍ୱରେ ଏକ ଟିମ୍ ପୀଡ଼ିତାଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ଏହି ଟିମ୍‌ରେ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ, ଦଳର ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟଙ୍କ...

deha
ରାଜଧାନୀରେ ସକ୍ରିୟ ସେକ୍ସ ମାଫିଆ, ଅନ୍‌ଲାଇନ୍‌ରେ ଚାଲିଛି ଦେହ ବ୍ୟବସାୟ

ଭୁବନେଶ୍ୱର: ରାଜଧାନୀରେ ସକ୍ରିୟ ହୋଇପଡ଼ିଛନ୍ତି ସେକ୍ସ ମାଫିଆ। ଭୁବନେଶ୍ୱରରେ କାୟା ବିସ୍ତାର କରୁଛି ଦେହ ବ୍ୟବସାୟ। ଇଣ୍ଟରନେଟ୍ ଓ ହ୍ୱାଟ୍‌ସଆପ୍ ଭଳି ସୋଶାଲ୍ ମିଡିଆକୁ ବ୍ୟବହାର କରି ସେକ୍ସ ଦଲାଲ ଧନ୍ଦା ବଢ଼ାଇ ଚାଲିଛନ୍ତି।  ୱେବ୍‌ସାଇଟ୍‌ରେ ଆଡ୍‌ଭାଟାଇଜମେଣ୍ଟ, ହ୍ୱାଟ୍‌ସଆପ୍‌ରେ ଡିଲ୍ ହେଉଛି। ସୋଶାଲ୍ ମିଡିଆ ଦେହ ଦଲାଲ୍‌ଙ୍କ ପାଇଁ...

pipili
ପିପିଲି ଗଣଦୁଷ୍କର୍ମ ଏବଂ ମୃତ୍ୟୁ ଘଟଣାରେ କାହିଁକି ଧରାପଡ଼ିଲେନି ଅଭିଯୁକ୍ତ ?

ଭୁବନେଶ୍ୱର: ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଏବଂ ମୃତ୍ୟୁ ମାମଲାର ଅଭିଯୁକ୍ତ କାହିଁକି ଖଲାସ ହେଲେ ? କେଉଁ ତଥ୍ୟ ପ୍ରମାଣ ଆଧାରରେ କୋର୍ଟ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କଲେ ? ଅଦାଲତଙ୍କ ଜଜ୍‌ମେଣ୍ଟ କପି ଓଟିଭିର ହସ୍ତଗତ ହୋଇଛି। ଯାହା କ୍ରାଇମ୍‌ବ୍ରାଞ୍ଚ ବିଫଳତାର ଗୁମର ଖୋଲିଛି। ଅନ୍ୟପଟେ ମାମଲାର ବିଚାର...

s2
ବିନା ବିଦ୍ୟୁତ୍ ସଂଯୋଗରେ ଚାଲିଲା ମୋଟର, କୂଅରୁ ଉଠିଲା ପାଣି

ବଲାଙ୍ଗିର: ତିଆରି ହୋଇଛି ବିଦ୍ୟୁତ୍ ବିହୀନ ଉଠା ଜଳସେଚନ ଯନ୍ତ୍ର। ଦୁଇଟି ପୁରୁଣା ସାଇକେଲ୍‌ ରିଙ୍ଗ୍, ପୁରୁଣା ଟୁଲୁ ପମ୍ପ, ତିନୋଟି କାଠ ଦଣ୍ଡ ଓ ପାଇପ୍, ଏତିକିରେ ଚାଲିଛି ଏହି ଯନ୍ତ୍ର। ନା ଖର୍ଚ୍ଚ ଅଧିକ ନା କୌଣସି ବିଜୁଳିର ଦରକାର ପଡ଼ୁଛି। ଗାଧୁଆ ପାଇଁ ହେଉ...

school
ବିଦ୍ୟାଳୟ ପରିସର ପାଲଟିଛି ଗୋରୁଙ୍କ ବାସସ୍ଥଳୀ

କଟକ: ସ୍ୱାସ୍ଥ୍ୟକର ପରିବେଶରେ ପିଲାଙ୍କ ପାଠପଢ଼ାକୁ ନେଇ ସରକାରଙ୍କ କେତେ କ’ଣ ଯୋଜନା ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ସୁସ୍ଥ ପରିବେଶ ସାଙ୍ଗକୁ ଉନ୍ନତମାନର ଖାଦ୍ୟ ଯୋଗାଇ ଦେଉଛନ୍ତି ସରକାର। ହେଲେ ଏହାର ବାସ୍ତବ ଚିତ୍ର କିନ୍ତୁ ପୂରା ଓଲଟା। ଖୋଲା ଆକାଶ ତଳେ ପିଲା ମଧ୍ୟାହ୍ନ ଭୋଜନ ଖାଉଥିବାବେଳେ,...