• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

axe
ଆର୍ଥିକ ନେଣଦେଣକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଗଞ୍ଜାମ: ପୂର୍ବ ଶତ୍ରୁତା ଓ ଆର୍ଥିକ ନେଣଦେଣକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ ହୋଇଛି। ଟାଙ୍ଗିଆ ଚୋଟରେ ହାଣିବା ପରେ ଫେରାର ହୋଇଯାଇଛି ଆକ୍ରମଣକାରୀ। ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି...

WINTER
୫ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା। କେନ୍ଦୁଝରରୁ କୋରାପୁଟ, ଭବାନୀପାଟଣାରୁ ଭୁବନେଶ୍ୱର, ଚାରିଆଡ଼େ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏଥରର ଶୀତ ୫ ବର୍ଷର ରେକର୍ଡ ଭାଙ୍ଗିଛି। କନ୍ଧମାଳ ଦାରିଂବାଡ଼ିରେ ତାପମାତ୍ରା ୬ ଡିଗ୍ରୀକୁ ଖସି ଆସିବା ସହ ଏଠାରେ ତୁଷାରପାତ ବି ହୋଇଛି। ଏଭଳି ଥଣ୍ଡା ଆଉ...

man
ଶ୍ରୀମନ୍ଦିର ନୀତି ବିଶୃଙ୍ଖଳାରେ ହେବ କାର୍ଯ୍ୟାନୁଷ୍ଠାନ

ପୁରୀ: ଶ୍ରୀମନ୍ଦିରରେ ଗତକାଲି ହୋଇଥିବା ନୀତି ବିଶୃଙ୍ଖଳାରେ ତଦନ୍ତ ହୋଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସେ  ଆହୁରି କହିଛନ୍ତି, ସେବାୟତଙ୍କ ୨ଟି ଦାବି ଗ୍ରହଣୀୟ...

sata
ଖାଁ ଖାଁ ସାତକୋଶିଆ: ସୁନ୍ଦରୀ ଯୋଗୁ ଉଜୁଡ଼ି ଯାଇଛି ସୌନ୍ଦର୍ଯ୍ୟ

ଅନୁଗୁଳ: ଖାଁ ଖାଁ ପରିବେଶ, ଶୁନଶାନ୍ ରାସ୍ତା। ନା ଅଛି ପର୍ଯ୍ୟଟକଙ୍କ ଗହଳି ନା କିଣାବିକାର ଆସର। ଟିକେଟ୍ କାଉଣ୍ଟରରେ ଆଉ ପୂର୍ବପରି ଭିଡ଼ ନାହିଁ କି ନେଚର୍ କ୍ୟାମ୍ପ ବି ଖୋଲା ହେବାର ଆଶା ଦିଶୁନି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ...

girl
ଶ୍ରୀମନ୍ଦିର ଭିତରେ ନାବାଳିକାକୁ ଅସଦାଚରଣ ଅଭିଯୋଗ

ପୁରୀ: ଶ୍ରୀମନ୍ଦିରରେ କାଲିର ଅବ୍ୟବସ୍ଥା ପରେ ଆଜି ମନ୍ଦିର ଭିତରେ ନାବାଳିକାକୁ ଅସଦାଚରଣ ଅଭିଯୋଗ ହୋଇଛି। ବାହାରକାଠ ନିକଟରେ ଜଣେ ପୁଲିସ୍ କର୍ମଚାରୀ ଅସଦାଚରଣ କରିଥିବା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ନାବାଳିକା ଜଣକ ତାଙ୍କ ବାପା ଓ ମାଆଙ୍କ ସହ ଦର୍ଶନ କରୁଥିବା ବେଳେ ଅସଦାଚରଣର...

incall
ଜାନୁଆରୀ ୩୧ରୁ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଆଲୁମିନିୟମ୍‌ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୩୧ ତାରିଖରୁ ଫେବୃଆରୀ ୩ ତାରିଖ ପର୍ଯ୍ୟନ୍ତ ‘ଇନ୍‌କାଲ୍ ୨୦୧୯’ ନାମରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ହେବ ସପ୍ତମ ଅନ୍ତର୍ଜାତୀୟ ଆଲୁମିନିୟମ୍‌ ସମ୍ମିଳନୀ। ଏଥିରେ୨୦ରୁ ଅଧିକ ଦେଶର ୭୦୦ ପ୍ରତିନିଧି ସାମିଲ୍ ହେବେ । ସମ୍ମିଳନୀରେ ବିଶ୍ୱର ଅଗ୍ରଣୀ ଆଲୁମିନିୟମ୍ ଉଦ୍ୟୋଗୀ କାନାଡାର ଆଲକନ,...

peddy
ଚାଷୀଙ୍କୁ ଘାରିଛି ଅଭାବୀ ଧାନ ବିକ୍ରି ଚିନ୍ତା

ଭଦ୍ରକ: ଭଦ୍ରକ ଜିଲ୍ଲାର ଚାଷୀଙ୍କୁ ଏବେ ଘାରିଛି ଧାନ ବିକ୍ରି ଚିନ୍ତା। ଧାନକିଣା ପ୍ରକ୍ରିୟା ଆରମ୍ଭ ହେବାର ୨୦ଦିନ ବିତିଯାଇଥିଲେ ବି ଜିଲ୍ଲାର ଅଧିକାଂଶ ସ୍ଥାନରେ ଧାନ ମଣ୍ଡି ବନ୍ଦ ପଡ଼ିଛି। ଫଳରେ ଖୋଲା ଆକାଶ ତଳେ ଶୀତ କାକରରେ ଧାନକୁ ଜଗି ପଡ଼ିରହିଛନ୍ତି ଚାଷୀ। ବିକ୍ରି ବ୍ୟବସ୍ଥା...

testt
ମେଲ୍‌ବୋର୍ଣ୍ଣ ବକ୍ସିଂ ଡେ ଟେଷ୍ଟ ଦ୍ୱିତୀୟ ଇଂନିସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ମେଲ୍‌ବୋର୍ଣ୍ଣ ବକ୍ସିଂ ଡେ ଟେଷ୍ଟର ଦ୍ୱିତୀୟ ଇଂନିସରେ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଦୃଢ଼ ସ୍ଥିତିରେ ଅଛି ଭାରତ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୩୪୬ରନ୍‌ର ଅଗ୍ରଣୀ ହାସଲ କରିଛି ଟିମ୍ ଇଣ୍ଡିଆ। ଆଜି ଅଷ୍ଟ୍ରେଲିଆକୁ ୧୫୧ରନ୍‌ରେ ଅଲଆଉଟ କରିବା ପରେ ଇଣ୍ଡିଆ ଦ୍ୱିତୀୟ ଇଂନିସ...

c23
୧୩୪ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି କଂଗ୍ରେସ

ଭୁବନେଶ୍ୱର: ଆଜି ୧୩୪ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି କଂଗ୍ରେସ। ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଜାତୀୟ ପତାକା ଉତ୍ତୋଳନା ସହ ଜାତୀୟ ସଂଗୀତ ଗାନ କରି ପ୍ରତିଷ୍ଠା ଦିବସ ପାଳନ କରିଛି ରାଜ୍ୟ କଂଗ୍ରେସ। ଏହି ଉତ୍ସବରେ ପିସିସି ସଭାପତି...

puri
ଘଣ୍ଟା ଘଣ୍ଟା ଅପେକ୍ଷା ପରେ ତାତିଲେ ଭକ୍ତ, ଶ୍ରୀମନ୍ଦିରକୁ ଧସେଇ ପଶିଲେ

ପୁରୀ: ଲୁହା ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ। ଶ୍ରୀମନ୍ଦିର ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଅସନ୍ତୋଷ ପ୍ରକାଶ କରି ଭକ୍ତ ଭିତରକୁ ଧସେଇ ପଶିଛନ୍ତି। ତେବେ ଏହି ସମୟରେ ପୁଲିସ ଓ ଭକ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଛି। ଶ୍ରୀମନ୍ଦିର ବାହାରେ ଉତ୍ତେଜନା ପ୍ରକାଶ ପାଇଛି।...

cold-wav
୨୯ରୁ ୩୧ ଯାଏ ପ୍ରବଳ ଶୀତ

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତ ଲହରୀ ସହ ସ୍ଥାନେ ସ୍ଥାନେ କୋହଲା ପାଗ ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ପଶ୍ଚିମ ଓଡ଼ିଶାରେ ବି ପ୍ରବଳ ଜାଡ଼ ହେଉଛି। ଡିସେମ୍ବର ୨୯ତାରିଖରୁ ୩୧ ଯାଏ ପ୍ରବଳ ଶୀତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ...

MODI
ବଲାଙ୍ଗିର ଆସିବେ ମୋଦି

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୬ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗିର ଗସ୍ତରେ ଆସିବେ । ବଲାଙ୍ଗିରରେ ହେବାକୁ ଥିବା ସ୍ୱାଭିମାନ ସମାବେଶରେ ସେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। ଏହାପୂର୍ବରୁ ଆସନ୍ତା ଜାନୁଆରୀ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ...

Capture
ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ କ୍ଷମା ପ୍ରାର୍ଥନା ପ୍ରାୟୋଜିତ: କଂଗ୍ରେସ

ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ଘଟଣାରେ ବିବାଦୀୟ ମନ୍ତବ୍ୟ ପରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ କ୍ଷମା ପ୍ରାର୍ଥନାକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ। ମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ପ୍ରାୟୋଜିତ ବୋଲି କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଅଭିଯୋଗ କରିଛନ୍ତି। ମନ୍ତ୍ରୀ ଇସ୍ତଫା ନଦେବା ଯାଏ ମହିଳା କଂଗ୍ରେସର ଆନ୍ଦୋଳନର...

winter
ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ୱର: ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଣିପାଗ ଶୁଖିଲା ରହିବା ସହ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡିରେ ସାମାନ୍ୟ ମେଘୁଆ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।...

trippal
ତର୍କ ବିତର୍କ ପରେ ତିନ୍ ତଲାକ୍ ବିଲ୍ ଲୋକସଭାରେ ପାସ୍

ନୂଆଦିଲ୍ଲୀ: ସରଗରମ ଆଲୋଚନା ପରେ ସଂଶୋଧିତ ତିନ୍ ତଲାକ୍ ବିଲ୍‌ ଲୋକସଭାରେ ପାସ୍‌ ହୋଇଛି। ତେବେ ପାସ୍‌ ହେବା ପୂର୍ବରୁ କକ୍ଷ୍ୟତ୍ୟାଗ କରିଥିଲେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ। ତିନ୍ ତଲାକର ଅପରାଧୀକରଣ ଦିଗକୁ ବିରୋଧୀ ଜୋରଦାର ବିରୋଧ କରିଥିଲେ। ତିନି ଥର ତଲାକ୍ କହି ପତ୍ନୀଙ୍କ...