• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

kamal-naath
ସଚିବାଳୟରେ ବନ୍ଦେ ମାତରମ୍ ଗାନ ଉପରେ ରୋକ

ଭୋପାଳ: ମଧ୍ୟପ୍ରଦେଶ ସଚିବାଳୟରେ ‘ବନ୍ଦେ ମାତରମ୍’ ଗାନକୁ ନେଇ ବିବାଦ ଦେଖାଦେଇଛି। ସଚିବାଳୟରେ ମାସର ପ୍ରଥମ ଦିନ ‘ବନ୍ଦେ ମାତରମ୍’ ଗାନ୍ ଉପରେ ରୋକ ଲାଗିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ। ବନ୍ଦେ ମାତରମ୍‌କୁ ଏକ ନୂଆ ରୂପରେ ବ୍ୟବହାର କରାଯିବାକୁ ତାଙ୍କ ସରକାର ନିଷ୍ପତ୍ତି...

ram-mandir
ରାମ ମନ୍ଦିର ନିର୍ମାଣ ନେଇ ମୋଦିଙ୍କ ବୟାନ ପରେ ଭିଏଚ୍‌ପିର ପ୍ରତିକ୍ରିୟା

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛି ଭିଏଚ୍‌ପି (ବିଶ୍ୱ ହିନ୍ଦୁ ପରିଷଦ)। ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ବୟାନକୁ ବଦଳାଇବା ଜରୁରୀ ବୋଲି ଭିଏଚ୍‌ପିର କାର୍ଯ୍ୟକାରୀ ସଭାପତି ଆଲୋକ ବର୍ମା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଲୋକସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା...

lokshabha
ଏଆଇଏଡିଏମ୍‌କେର ୨୬ସାଂସଦ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ଗୃହରେ ହଟ୍ଟଗୋଳ କରିବା ସାସଂଦଙ୍କୁ ମହଙ୍ଗା ପଡ଼ିଛି । ଲୋକସଭା କାର୍ଯ୍ୟରେ ବାରମ୍ବାର ବ୍ୟାଘାତ ଓ ହଟ୍ଟଗୋଳ ଅଭିଯୋଗରେ ଏଆଇଏଡିଏମ୍‌କେ (ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ରା କାଝାଗମ)ର ୨୬ଜଣ ସାଂସଦଙ୍କୁ ବାଚସ୍ପତି ସୁମିତ୍ରା ମହାଜନ ସସ୍‌ପେଣ୍ଡ କରିଛନ୍ତି। ସେମାନଙ୍କୁ ୫ ଦିନ ଯାଏ ଗୃହ କାର୍ଯ୍ୟରୁ...

photof
ଜଳିଗଲା ୮ ଧାନଗଦା: ୨୫୦ରୁ ଉର୍ଦ୍ଧ୍ୱ ବସ୍ତା ଧାନ ପୋଡ଼ି ପାଉଁଶ

ଭଦ୍ରକ: ବାସୁଦେବପୁର ମନ୍ଦାରୀ ଗାଁରେ ୬ଜଣ ଚାଷୀଙ୍କ ଧାନଗଦାରେ ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ପାଉଁଶ ହୋଇଯାଇଛି। ମନ୍ଦାରୀ ହାଟ ମଳିକ ସାହିରେ ବିଲରୁ ଧାନ ଅମଳ ପରେ ଗୋଟିଏ ଜାଗାରେ ୬ଜଣ ଚାଷୀ କଳେଇ ସହ ଧାନ ରଖିଥିଲେ। ଆଜି ହଠାତ୍ କୌଣସି କାରଣରୁ...

Untitled-1
ରାଫେଲ୍‌ ଡିଲ୍‌ ନେଇ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ରାହୁଲଙ୍କ ସମାଲୋଚନା

ନୂଆଦିଲ୍ଲୀ: ଲୋକସଭାରେ ରାଫେଲ୍‌ ତାତି ଦେଖିବାକୁ ମିଳିଛି। ରାଫେଲ୍ ଡିଲ୍ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ସଂସଦରେ ରାଫେଲ୍‌ ଡିଲ୍ ନେଇ ଉତ୍ତର ଦେବାର ସାହସ ପ୍ରଧାନମନ୍ତ୍ରୀଙ୍କ ନାହିଁ ବୋଲି ରାହୁଲ କହିଛନ୍ତି। କେବଳ ତାହା ନୁହେଁ ଏହି ପ୍ରସଙ୍ଗରେ...

sanitARY
ସାନିଟାରୀ ନାପକିନ୍ ପ୍ରସ୍ତୁତି ଓ ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ୱର: ଉଜ୍ଜ୍ୱଳା ଯୋଜନାରେ ସାନିଟାରୀ ନାପକିନ୍ ପ୍ରସ୍ତୁତି ଓ ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଆଜିଠାରୁ ଶହେଟି ପ୍ରସ୍ତୁତ କେନ୍ଦ୍ର ଆରମ୍ଭ ହୋଇଛି। ଏଥିପାଇଁ ପ୍ରତ୍ୟେକ ୟୁନିଟରେ ୧୦...

pm
ମନ୍ କି ବାତ୍‌ରେ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ୨୦୧୮ର ଅନ୍ତିମ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।    କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି  ପ୍ରଧାନମନ୍ତ୍ରୀ।...

v
ରେଳଧାରଣାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଠାବ

ପୁରୀ: ଡେଲାଙ୍ଗ ବ୍ଲକ୍‌ କଣାସ ରୋଡ୍‌ ଷ୍ଟେସନ ରେଳଧାରଣାରେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହକୁ ନେଇ ସେହି ସ୍ଥାନରେ ଉତ୍ତେଜନା ଦେଖା ଦେଇଛି। ଯୁବକଙ୍କୁ କେହି ହତ୍ୟା କରିଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ କଣାସରେ ପୁରୀ- କଟକ ପାସେଞ୍ଜରକୁ ଦେଢ଼ ଘଣ୍ଟା ଧରି ଅଟକ ରଖିଥିଲେ।...

rajysahba
ତିନ ତଲାକ୍ ବିଲ୍‌ର ଆସନ୍ତାକାଲି ରାଜ୍ୟସଭା ଟେଷ୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ରାଜ୍ୟସଭାରେ ଉପସ୍ଥାପିତ ହେବ ତିନି ତଲାକ୍ ବିଲ୍। ପୂର୍ବରୁ ଲୋକସଭାରେ ଏହି ବିଲ୍ ପାସ୍ ହୋଇସାରିଛି। ତେବେ କେନ୍ଦ୍ର ସରକାରଙ୍କ ପାଇଁ ଏହାକୁ ରାଜ୍ୟସଭାରେ ପାସ୍ କରାଇବା ଚ୍ୟାଲେଞ୍ଜ ହେବ। କଂଗ୍ରେସ ରାଜ୍ୟସଭାରେ ଅନ୍ୟ ବିରୋଧୀ ଦଳର ସମର୍ଥରେ ବିଲ୍‌ର ବର୍ତ୍ତମାନର ରୂପରେଖକୁ ନେଇ ବିରୋଧ...

boomb
ଘର ଉପରକୁ ବୋମାମାଡ଼

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗର ୧୮ ନମ୍ବର ୱାର୍ଡରେ ଦୁର୍ବୃତ୍ତ ବୋମା ମାଡ଼ କରିଛନ୍ତି। ଗତକାଲି ରାତିରେ ସ୍ଥାନୀୟ ବାସିନ୍ଦା ପ୍ରକାଶ ରାଉତରାୟଙ୍କ ଘର ଉପରକୁ ୩ଟି ବୋମା ମାଡ଼ କରାଯାଇଛି। ପୂର୍ବରୁ ମଧ୍ୟ ତାଙ୍କ ବାଜପୁର ଘର ଓ ପାହାଡ଼ରେ ଥିବା ପ୍ରୋକିନ ମେସିନ ଉପରେ ବୋମା...

d
ଭୟାବହ ଅଗ୍ନିକାଣ୍ଡ: ଘର ସହିତ ଜଳିଗଲେ ୨୫ ଛେଳି ୪ ଗୋରୁ

ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ୍ ଜୋରାଗଡ଼ିଆ ଗାଁରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସହ ୨୫ଟି ଛେଳି ଓ ୪ଟି ଗୋରୁ ଜଳିଯାଇଛନ୍ତି। ଏଥିସହିତ ଅଗ୍ନିକାଣ୍ଡରେ ଚାରୋଟି ଧାନ ବଦାଡ଼ି ମଧ୍ୟ ପୋଡ଼ି ଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଗାଁର ଅମରେନ୍ଦ୍ର ପାଲଙ୍କ ଘରେ...

ee
ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ଦେବଗଡ଼: ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଦେବଗଡ଼ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ମହାତୋ। ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ ଠିକାଦାର ଦିଲୀପ କୁମାର ପାଢ଼ୀଙ୍କ ବିଲ୍ ପାସ୍ କରାଇ ଦେବାକୁ ରୀବନ୍ଦ୍ର କୁମାର...

test
ମେଲବୋର୍ଣ୍ଣ ଟେଷ୍ଟ୍: ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ବିଜୟ ହୋଇଛି। ଅଷ୍ଟ୍ରେଲିଆକୁ ୧୩୭ ରନ୍‌ରେ ପରାସ୍ତ କରିଛି ଭାରତ। ଆଜି ଖେଳର ଅନ୍ତିମ ଦିନରେ ୨୫୮ ରନରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ମାତ୍ର ୩ ରନ୍ କରି ୨୬୧ ରନରେ ଅଲ୍‌ ଆଉଟ ହୋଇ...