• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

Capture
ବିଜେଡି ବିରୋଧରେ ହେବ ମହାମେଣ୍ଟ !

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ  ଓଡ଼ିଶାରେ ବିଜେଡି ବିରୋଧରେ ମହାମେଣ୍ଟ ହେବ। ଏ ନେଇ ସୂଚନା ଦେଇଛନ୍ତି ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ। ମହାମେଣ୍ଟ ଲାଗି  ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ଓ ବ୍ରଜ ତ୍ରିପାଠୀଙ୍କ ସହ ଆଲୋଚନା ଜାରି  ରହିଥିବା ସେ କହିଛନ୍ତି।...

k
ଠକ ବିଦେଶୀକୁ ଧରିଲା ପୁଲିସ୍

କଟକ: କଟକ ଶିଶୁଭବନ ଡାକ୍ତର ପ୍ରଫେସର୍‌ ମଙ୍ଗଳ ଚରଣ ମୁର୍ମୁଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିବା ଘଟଣାରେ, ପୁଲିସ ଅଭିଯୁକ୍ତ ବିଦେଶୀ ନିକୋଲାସ କଜ୍‌ୱେଙ୍କୁ ଗିରଫ କରିଛି। ସେ ଘାନାର ନାଗରିକ ନିକୋଲାସ୍ ଫୋନ୍ ଯୋଗେ ଡାକ୍ତର ମୁର୍ମୁଙ୍କ ସହ ଯୋଗାଯୋଗରେ ଥିଲେ।  ତେବେ ଡାକ୍ତର ମୁର୍ମୁ ଶିଶୁରୋଗ ବିଶେଷଜ୍ଞ...

Capture
ରୁଚିକା ଓପନ ସେଲଟରରୁ ୫ ନାବାଳକ ଫେରାର

ଭୁବନେଶ୍ୱର: ରୁଚିକା ଓପନ ସେଲ୍‌ଟରରୁ ୫ ନାବାଳକ ଫେରାର ହୋଇଯାଇଛନ୍ତି। ଜିରୋନାଇଟ ସେଲିବ୍ରେସନ ପରେ ରାତିରେ ଝରକାତାଡ଼ି ଚମ୍ପଟ ମାରିଛନ୍ତି। ସୂଚନାନୁସାରେ କିଛି ମାସ ତଳେ ଏମାନଙ୍କୁ ରୁଚିକା ଓପନ୍ ସେଲ୍‌ଟରକୁ ଅଣାଯାଇଥିଲା। ତେବେ କିଛି ମାସ ରହିବା ପରେ ଗତ ୩୧ ତାରିଖ ରାତିରେ, ଜିରୋ ନାଇଟ୍...

Untitled-1
ଆଜି ପୁଣି ୨୧ ସାଂସଦ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ଲୋକସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୨୧ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ସୁମିତ୍ରା ମହାଜନ। ଏଆଇଏଡିଏମ୍‌କେ ର ୭ଜଣ ସାଂସଦ ନିଲମ୍ବିତ ହୋଇଥିବାବେଳେ ଟିଡିପିର ୧୪ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି। ଡିଟିପିସାସଂଦମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ସାଂସଦ ହଟ୍ଟଗୋଳ କରିଥିବାବେଳେ ଏଆଇଏଡିଏମ୍‌କେ ସାଂସଦ...

mihir
ଡଙ୍ଗାବୁଡ଼ି ଘଟଣାରେ ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ: ପରିବହନ ମନ୍ତ୍ରୀ

କେନ୍ଦ୍ରାପଡ଼ା: ଡଙ୍ଗାବୁଡ଼ି ଘଟଣାରେ ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ମନ୍ତ୍ରୀ ନୃସିଂହ ସାହୁ କହିଛନ୍ତି। ନିୟମ କିଏ ଏବଂ କେଉଁଠି ଉଲ୍ଲଘନ କରିଛି ସେ ନେଇ ଖୋଳତାଡ଼ କରାଯାଉଛି। ଘଟଣାସ୍ଥଳକୁ ଅନୁଧ୍ୟାନ ପାଇଁ ଇନ୍‌ଲ୍ୟାଣ୍ଡ ୱାଟର୍ ଟ୍ରାନ୍ସପୋର୍ଟ ନିର୍ଦ୍ଦେଶକ ଏବଂ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ...

reamn
ପରଲୋକରେ ସଚିନ୍‌ଙ୍କ ଗୁରୁ

ମୁମ୍ବାଇ: ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ୍ ତେନ୍ଦୁଲକରଙ୍କ ଗୁରୁ ରମାକାନ୍ତ ଆଚ୍ରେକର୍‌ଙ୍କ ପରଲୋକ ହୋଇଛି। ୮୬ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ରମାକାନ୍ତ ଅସୁସ୍ଥ ଥିଲୋ ତାଙ୍କ ବିୟୋଗରେ କ୍ରିକେଟ୍ ଜଗତରେ ଶୋକର ଛାୟା ଖେଳିଯାଇଛି। ରମାକାନ୍ତଙ୍କ...

mumbai-live
ଏପ୍ରିଲ ସୁଦ୍ଧା ମିଶିବେ ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ସୁଦ୍ଧା ମିଶ୍ରଣ ହେବ ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କ। ବିଜୟା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଏବଂ ଦେନା ବ୍ୟାଙ୍କର ମିଶ୍ରଣ ନେଇ ଆଜି ବିଧିବଦ୍ଧ ଭାବେ ନିଷ୍ପତ୍ତି ହୋଇଛି। ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ୍‌ରେ ଅର୍ଥନୈତିକ ବ୍ୟାପାର କମିଟିରେ ନିଷ୍ପତ୍ତି ପରେ ଏନେଇ...

boat
ଡଙ୍ଗା ବୁଡ଼ି ୧ ମୃତ, ୮ ନିଖୋଜ

କେନ୍ଦ୍ରାପଡ଼ା: ମହାନଦୀ ମୁହାଣର ନିପାଣିଆରେ ଡଙ୍ଗା ବୁଡ଼ିଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ନିଖୋଜ ଅଛନ୍ତି। ହୁକିଟୋଲା ବତୀଘର ଠାରୁ ପିକ୍‌ନିକ୍ ସାରି ଡଙ୍ଗାରେ ଫେରୁଥିବା ବେଳେ ଡଙ୍ଗା ବୁଡ଼ିଯାଇଥିଲା। ପାରାଦୀପର କୁଜଙ୍ଗ ଅଞ୍ଚଳରୁ କିଛି ବ୍ୟକ୍ତି ପିକ୍‌ନିକ୍ କରିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ହୋଇଛି।...

pmlad
MPLAD ପାଣ୍ଠି ଖର୍ଚ୍ଚ କରୁନାହାଁନ୍ତି ସାଂସଦ

ଭୁବନେଶ୍ୱର: ନିଜ ନିଜ ଅଞ୍ଚଳର ବିକାଶ ଲାଗି ଉଦ୍ଦିଷ୍ଟ MPLADକୁ ଖର୍ଚ୍ଚ କରୁନାହାନ୍ତି ସାଂସଦ। ସାରା ଦେଶରେ ଏବେ ୪ ହଜାର ୪୮୦କୋଟି ୧୪ ଲକ୍ଷ ଟଙ୍କା ବିନିଯୋଗ ନ ହୋଇ ପଡ଼ିରହିଛି। ସେହିପରି ଓଡ଼ିଶାର ସାଂସଦମାନେ ସେମାନଙ୍କ ପାଣ୍ଠିରୁ ୨୪୯ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ...

bjd
ନିର୍ବାଚନ ପୂର୍ବରୁ ଛକାପଞ୍ଝା ରାଜନୀତି

ଭୁବନେଶ୍ୱର: ରାଜ୍ୟରେ ଏବେ ଜୋର୍ ଧରିଛି ଛକାପଞ୍ଝା ରାଜନୀତି। କୌଣସି ଗୋଟିଏ ଦଳ ନିଜ କାର୍ଯ୍ୟକ୍ରମ ଘୋଷଣା କଲେ ପ୍ରତିଦ୍ୱନ୍ଦ୍ୱୀ ଦଳ ବି ସମାନ ଦିନରେ ନିଜସ୍ୱ କାର୍ଯ୍ୟକ୍ରମ ଘୋଷଣା କରୁଛନ୍ତି। ଏପରିକି ସମାନ ଦିନରେ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମ ବି କରାଯାଉଛି।  ଗତ ୨୬ ତାରିଖରେ...

police
ପୂର୍ବତନ ଜେଡିୟୁ ବିଧାୟକ ରାଜୁ ସିଂହ ଗିରଫ

ନୂଆଦିଲ୍ଲୀ: ଜେଡିୟୁର ପୂର୍ବତନ ବିଧାୟକ ରାଜୁ ସିଂହ ଗିରଫ ହୋଇଛନ୍ତି। ଦିଲ୍ଲୀ ବସନ୍ତ କୁଞ୍ଜ ଫାର୍ମ ହାଉସ୍‌ରୁ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ୍। ନୂଆବର୍ଷ ସେଲିବ୍ରେସନ୍ ବେଳେ ରାଜୁ ନିଜ ବନ୍ଧୁକରୁ ଫାଙ୍କା ଗୁଳି ଚଲାଇଥିଲେ। ଏହି ଗୁଳିଟି ନିକଟରେ ଥିବା ଜଣେ ମହିଳାଙ୍କ ଦେହରେ ବାଜିଥିଲା।...