• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

jana
ଚାଷୀଙ୍କୁ ମନେଇବାକୁ କଂଗ୍ରେସର ରଣନୀତି

ବଲାଙ୍ଗିର: ସାଧାରଣ ନିର୍ବାଚନ ପୂର୍ବରୁ ବଲାଙ୍ଗିରରେ କଂଗ୍ରେସର ମେଗା ଶୋ। ଚାଷୀଙ୍କୁ ନିଜ ସପକ୍ଷରେ କରିବା ପାଇଁ  ନୂଆ ରଣନୀତି ଆପଣାଇଛି ଦଳ। ଏଥିପାଇଁ ଆଜି ବଲାଙ୍ଗିରରେ ଜନ ଜାଗରଣ ସମାବେଶର ଆୟୋଜନ କରିଛି କଂଗ୍ରେସ। ରାଜ୍ୟର କୃଷୀ ଋଣ ଛାଡ଼, ଏମ୍ଏସ୍‌ପି ବୃଦ୍ଧି ଏବଂ ସ୍ୱାମିନାଥନ୍ କମିଶନ୍‌ଙ୍କ...

TS_second_in_farmers
ପୁଣି ଜୀବନ ହାରିଲେ ଚାଷୀ

ଝାରସୁଗୁଡ଼ା: ପୁଣି ଜୀବନ ହାରିଲେ ଚାଷୀ। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ସମାସିଙ୍ଘାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ଯୁଧିଷ୍ଠିର ମଲ୍ଲିକ। ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ଋଣଭାର ସହି ନପାରି ଭାଗଚାଷୀ ଯୁଧିଷ୍ଠିର ମଲ୍ଲିକ ଆତ୍ମହତ୍ୟା କରିଥିବା ତାଙ୍କ...

billlllll
ଘରେ ବିଦ୍ୟୁତ ସଂଯୋଗ ନାହିଁ, କିନ୍ତୁ ଆସୁଛି ବିଲ୍‌

ରାୟଗଡ଼ା: ସୌଭାଗ୍ୟ ବିଦ୍ୟୁତକରଣ ଯୋଜନାରେ ଗାଁରେ ପୋତା ଯାଇଛି ବିଦ୍ୟୁତ ଖୁଣ୍ଟ। ଘରେ ଘରେ ସୁଇଚ୍ ବୋର୍ଡ ବି ଲଗାଯାଇଛି। ହେଲେ ନା ଖୁଣ୍ଟରୁ ତାର ସଂଯୋଗ ହୋଇଛି, ନା ମିଟର ବସିଛି। ଏପରିକି ଗାଁରେ ଟ୍ରାନ୍ସଫର୍ମର ମଧ୍ୟ ବସାଯାଇନାହିଁ। ତେବେ ଆଶ୍ଚର୍ଯ୍ୟର କଥା ହେଲା କେବେ ଆଲୁଅ...

vc
କୌରବମାନେ ଟେଷ୍ଟ ଟ୍ୟୁବ୍ ବେବି ଥିଲେ: ଆନ୍ଧ୍ର ବିଶ୍ୱବିଦ୍ୟାଳୟ କୁଳପତି

ଜଳନ୍ଧର: ଭାରତରେ ହିଁ ଷ୍ଟେମ୍‌ ସେଲ୍ ବା କାଣ୍ଡ କୋଷ ଗବେଷଣାର ଜନ୍ମ ହୋଇଛି। ଟେଷ୍ଟ ଟ୍ୟୁବ୍ ବେବି ଭଳି କୌଶଳ ବି ଭାରତରେ ହିଁ ସୃଷ୍ଟି ବୋଲି ଆନ୍ଧ୍ର ବିଶ୍ୱବିଦ୍ୟାଳୟର କୁଳପତି ଜି. ନାଗେଶ୍ୱର ରାଓ କହିଛନ୍ତି। ପଞ୍ଜାବ ଜଳନ୍ଧରରେ ଚାଲିଥିବା ଭାରତୀୟ ବିଜ୍ଞାନ କଂଗ୍ରେସରେ ଏନେଇ...

election
୨୦୧୯ ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ୨୦୧୯ ନିର୍ବାଚନ ପରିଚାଳନା ପାଇଁ ଭୁବନେଶ୍ୱର ସ୍ଥିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ହୋଇଛି। ରାଜ୍ୟରେ ଏକକାଳୀନ ନିର୍ବାଚନକୁ ସାମ୍ନା କରିବାକୁ ଏହି ବୈଠକରେ ପ୍ରସ୍ତୁତି ହୋଇଛି। ଏଥିପାଇଁ ପୁଲିସ୍‌ ଅଧିକାରୀଙ୍କ ସହ ଆଲୋଚନା ହୋଇଥିବା ଗୃହ ବିଭାଗ ଅତିରିକ୍ତ ମୁଖ୍ୟ...

pengoliun
ବଜ୍ରକାପ୍ତା କାତି ଚାଲାଣ ଅଭିଯୋଗରେ ଜଣେ ଗିରଫ

ବ୍ରହ୍ମପୁର: ବଜ୍ରକାପ୍ତା କାତି ଚାଲାଣ ଓ ଶିକାରୀଙ୍କୁ ସହାୟତା କରୁଥିବା ଅଭିଯୋଗରେ ଜଣକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ୍‌ ବ୍ୟକ୍ତି ଜଣକ ହେଲେ ମହମ୍ମଦ ଜମସେଦ। ତାଙ୍କୁ ବ୍ରହ୍ମପୁରରୁ ଗିରଫ କରାଯାଇଛି। ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରର ଶିକାରୀଙ୍କ ସହିତ ମହମ୍ମଦଙ୍କର ଭଲ ଲିଙ୍କ୍ ଥିବା ଜଣା ପଡ଼ିଛି। ଏମାନଙ୍କ...

ରଗତତୋ
ଓଟିଭି ପ୍ରଭାବ: ସୁଧୁରିଲା ଡାକ୍ତରଖାନାର ଅବସ୍ଥା

ଜୟପୁର: ଓଟିଭି ପ୍ରଭାବ। ଜୟପୁର ପୁରୁଣା ଉପଖଣ୍ଡ ଡାକ୍ତରଖାନା ଏବେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ ହୋଇଛି। ଏହାକୁ ଉଦ୍‌ଘାଟନ କରିଛନ୍ତି, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ କମଳା ପୂଜାରୀ। ଏହି ଡାକ୍ତରଖାନାରେ ଜରୁରୀ ଚିକିତ୍ସା ସହିତ ଏକ୍ସରେ, ରକ୍ତ ପରୀକ୍ଷା ଆଦି କରାଯାଇ ପାରିବ। ଆବଶ୍ୟକ ଚିକିତ୍ସା...

jadeja-test
ସିଡ୍‌ନୀ ଟେଷ୍ଟ: ଭାରତର ଦମ୍‌ଦାର ବୋଲିଂରେ ବେହାଲ୍ ଅଷ୍ଟ୍ରେଲିଆ

ସିଡ୍‌ନୀ: ଅଷ୍ଟ୍ରେଲିଆର ସିଡ୍‌ନୀ ଟେଷ୍ଟରେ ଟିମ୍‌ ଇଣ୍ଡିଆର ବିଶାଳ ସ୍କୋର୍‌ ପରେ ଆଜି ବୋଲରମାନେ ୱିକେଟ୍‌ ହାସଲ କରିବାକୁ ଚେଷ୍ଟା କରୁଛନ୍ତି। ଭାରତର ଦମ୍‌ଦାର ବୋଲିଂ ବଳରେ ଅଷ୍ଟ୍ରେଲିଆର ଉସମାନ ଖାୱାଜା ୨୭, ମାର୍ଟିନ୍‌ ହ୍ୟାରିସ୍‌ ୭୯ରନ୍‌ କରି ଆଉଟ୍ ହୋଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଅଷ୍ଟ୍ରେଲିଆ ୬...

naveeen
ଜଳସେଚିତ ଜମିର ପରିମାଣକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ

ଭୁବନେଶ୍ୱର: ରାଜ୍ୟରେ ଜଳସେଚିତ ଜମିର ପରିମାଣକୁ ନେଇ ତେଜିଲା କେନ୍ଦ୍ର ଓ ରାଜ୍ୟ ରାଜନୀତି। ଏ ପ୍ରସଙ୍ଗ ନେଇ ଆଜି ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି। ଓଡ଼ିଶାରେ ମାତ୍ର ୨୨ ହଜାର ହେକ୍ଟର ଜମି ଜଳସେଚିତ ହେଉଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ତଥ୍ୟକୁ ପ୍ରତିବାଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ...

constaBL
ବଢ଼ିଲା ପୁଲିସ୍‌ କନଷ୍ଟେବଳ ଓ ହାବିଲଦାରଙ୍କ କ୍ଷମତା

ଭୁବନେଶ୍ୱର: ବଢ଼ିଲା ପୁଲିସ୍‌ କନଷ୍ଟେବଳ ଓ ହାବିଲଦାରଙ୍କ କ୍ଷମତା। ଏଣିକି କିଛି ନିର୍ଦ୍ଦିଷ୍ଟ ମାମଲାରେ କନେଷ୍ଟବଳମାନେ ତଦନ୍ତ ସହ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିପାରିବେ। ଏ ନେଇ ପୁଲିସ୍ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏ ନେଇ ସୂଚନା ଦେଇଛନ୍ତି, ଡିଜିପି ଆର.ପି....

KOTIYA
କୋଟିଆ ହାତେଇବାକୁ ଆନ୍ଧ୍ରର କାରସାଦି: ଭତ୍ତା ସହ ବାଣ୍ଟୁଛି ପୁଷ୍ଟିକର ଖାଦ୍ୟ

କୋରାପୁଟ: ଓଡ଼ିଶା ସୀମାନ୍ତବର୍ତ୍ତୀ କୋଟିଆ ଗାଁ ଉପରେ ଆନ୍ଧ୍ର ପ୍ରଦେଶର ଆଖି। ଏହି ଅଞ୍ଚଳ ଓଡ଼ିଶା ସୀମାରେ ଥିଲେ ମଧ୍ୟ ନିଜ ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା ଜାରିରଖିଛି ଆନ୍ଧ୍ର। ଲୋକଙ୍କୁ ଭୁଲେଇ ପ୍ରଲୋଭନ ଦେଖାଇ ନିଜ ଲକ୍ଷ୍ୟ ହାସଲ ଲାଗି ଆନ୍ଧ୍ର ସରକାର ଉଦ୍ୟମ କରୁଛନ୍ତି। କୋଟିଆ...

mahamenta
ବିଜେଡି ବିରୋଧୀ ମହାମେଣ୍ଟରେ ସାମିଲ୍‌ ହେବେ ଏମାନେ !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ହେବ ନୂଆ ରାଜନୈତିକ ସମୀକରଣ। ଗଠନ ହେବ ମହାମେଣ୍ଟ। ବିଜେଡି ବିରୋଧରେ ଏକାଠି ହେବେ କିଛି ଆଞ୍ଚଳିକ ଦଳ ଓ ବରିଷ୍ଠ ନେତା। ଏଭଳି ସଙ୍କେତ ଦେଇଛନ୍ତି ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ। ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ଖାରବେଳ...

note
ଛପା ହେବନି ୨ ହଜାର ଟଙ୍କା!

ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ବଜାରକୁ ଆସିଥିବା ଦୁଇ ହଜାର ଟଙ୍କିଆ ନୋଟର ଛପା ବନ୍ଦ ହୋଇଯାଇପାରେ। ଏନେଇ ସୂଚନା ଦେଇଛନ୍ତି ଅର୍ଥନୈତିକ ବ୍ୟାପାର ସଚିବ ସୁବାସ ଗର୍ଗ। ବର୍ତ୍ତମାନ ବଜାରରେ ଯଥେଷ୍ଟ ସଂଖ୍ୟକ ଦୁଇ ହଜାର ଟଙ୍କିଆ ନୋଟ୍ ମହଜୁଦ ଅଛି। ଏହାର ପରିମାଣ ଆବଶ୍ୟକଠାରୁ ଅଧିକ ରହିଛି।...

rafel
ସଂସଦରେ ରାଫେଲ୍‌ ତାତି: ବିରୋଧୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ତୀବ୍ର ସମାଲୋଚନା

ନୂଆଦିଲ୍ଲୀ: ରାଫେଲ୍ ଚୁକ୍ତିକୁ ନେଇ ସଂସଦରେ ଜୋରଦାର ବିତର୍କ ହୋଇଛି। ଫ୍ରାନ୍ସ କମ୍ପାନୀ ସହ ବୁଝାମଣାରେ ଅନିଲ ଅମ୍ବାନିଙ୍କ କମ୍ପାନୀକୁ ଅନୁଗ୍ରହ ଦେଖାଯାଇଛି। ଏଣୁ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ଯାଞ୍ଚ କରାଇବାକୁ କଂଗ୍ରେସ ସଂସଦୀୟ ଦଳ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ଦାବି କରିଛନ୍ତି। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ...

bjp
ସମବାୟ ମନ୍ତ୍ରୀଙ୍କ ଘର ଆଗରେ ବିଜେପି କୃଷକ ମୋର୍ଚ୍ଚାର ବିକ୍ଷୋଭ

ଭୁବନେଶ୍ୱର: ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ବିଜେପି କୃଷକ ମୋର୍ଚ୍ଚା ଆନ୍ଦୋଳନ କରିଛି। ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଭୁବନେଶ୍ୱର ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କୃଷକ ମୋର୍ଚ୍ଚା କର୍ମକର୍ତ୍ତା। ରାସ୍ତାରେ ଧାନ ରଖି ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଛନ୍ତି। ଆନ୍ଦୋଳନରତ ବିଜେପି କୃଷକ ମୋର୍ଚ୍ଚା...

prasanna achrya
ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି

ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି। ଆସନ୍ତା ୮ ତାରିଖରେ ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେବ ଦଳ। ଦିନ ତମାମ ଚାଲିବାକୁ ଥିବା ଧାରଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ପରେ ସଂଧ୍ୟାରେ...