ସମ୍ବଲପୁର: ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମ୍ରନ ସିଂହ ମୃତ୍ୟୁ ଘଟଣାରେ ହତ୍ୟା ମାମଲା ରୁଜୁ ହୋଇଛି। ବୁର୍ଲା ଥାନା ପୁଲିସ୍ ପକ୍ଷରୁ ଏହି ହତ୍ୟା ମାମଲା ରୁଜୁ ହୋଇଛି। ସିମ୍ରନଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏହି ହତ୍ୟା ମାମଲା ରୁଜୁ କରାଯାଇଛି। ଏନେଇ ସମ୍ବଲପୁର ଏସ୍ପି ସଞ୍ଜୀବ ଅରୋରା...
ନୂଆଦିଲ୍ଲୀ: ରାଜ୍ୟସଭାରେ ପାସ୍ ହେଲା ସାଧାରଣ ବର୍ଗର ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ୍। ଏହି ବିଲ୍ ଉପରେ ଆଜି ଗୃହରେ ସରଗରମ ବିତର୍କ ପରେ ଏହି ଐତିହାସିକ ବିଲ୍ ପାରିତ ହୋଇଛି। ସମ୍ବିଧାନର ୧୨୪ତମ ସଂଶୋଧନ ବିଲ୍ ସପକ୍ଷରେ ୧୬୫ ଭୋଟ୍ ପଡ଼ିଥିବା...
ପୁରୀ: ପୁଣି ଆଗେଇବ ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା। ଏଥିପାଇଁ ନୂଆ ଆମିକସ୍କ୍ୟୁରିଙ୍କୁ ନିଯୁକ୍ତ କରିଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସରକାରଙ୍କ ପୂର୍ବତନ ସଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ ମିଳିଛି ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ପୂର୍ବରୁ ଶ୍ରୀମନ୍ଦିର ଆମିକସ୍କ୍ୟୁରୀ ଥିବା ଗୋପାଳ ସୁବ୍ରମଣ୍ୟମ୍ ହଠାତ୍ ଅବ୍ୟାହତି ନେବା ପରେ ଏ ପଦ...
ଭୁବନେଶ୍ୱର: ଯାହାଙ୍କ ପାଇଁ ଦିଲ୍ଲୀ ଦଉଡ଼, ଭୁବନେଶ୍ୱରରେ ପ୍ରତିବାଦ, ସେହି ଅନ୍ନଦାତା ଏବେ ପେଷି ହେଉଛି ସମସ୍ୟା ଘେରରେ। ଉଣା ଅଧିକେ ପ୍ରାୟ ସବୁ ସ୍ଥାନରେ ଧାନ ବିକିବାକୁ ନାକେଦମ ହେଉଛି ଚାଷୀ। ଧାନର ସହାୟକ ମୂଲ୍ୟ ତ ଦୂରର କଥା ମଣ୍ଡି ନ ଖୋଲିବାରୁ ଧାନ ଧରି...
ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହରଙ୍କ ରିଏଲିଟି ଶୋ ‘କଫି ଓ୍ୱିଥ୍ କରଣ’ରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଯାଇଛନ୍ତି ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। କାର୍ଯ୍ୟକ୍ରମରେ ହାର୍ଦ୍ଦିକ୍ ମହିଳାମାନଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଉଛି। ‘ଶୋ’ରେ ହାର୍ଦ୍ଦିକଙ୍କ ମନ୍ତବ୍ୟ...
କୋଲକାତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ଝଟ୍କା ଲାଗିଛି। ଟିଏମସି ସାଂସଦ ସୌମିତ୍ର ଖାନ୍ ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀରେ ଆୟୋଜିତ ଏକ ଉତ୍ସବରେ ସୌମିତ୍ର ବିଜେପିରେ ମିଶିଛନ୍ତି। ଏହି ମିଶ୍ରଣ ପର୍ବରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନେତା ମୁକୁଲ ରାୟ ପ୍ରମୁଖ ଉପସ୍ଥିତ...
ଭୁବନେଶ୍ୱର: ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ପଞ୍ଚଦଶ ଅର୍ଥ କମିଶନଙ୍କ ବୈଠକରେ, କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂହ ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ପ୍ରଶଂସା ସହ ନିନ୍ଦା ବି କରିଛନ୍ତି। ବିଶେଷ କରି ସରକାରଙ୍କ ଆର୍ଥିକ ପରିଚାଳନା ଓ ବିପର୍ଯ୍ୟୟ ମୁକାବିଲାକୁ ପ୍ରଶଂସା କରିଛନ୍ତି ନନ୍ଦକିଶୋର। ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶା ଯଥେଷ୍ଟ...
ନୂଆଦିଲ୍ଲୀ: ଫେବୃଆରୀ ପହିଲାରେ ସଂସଦରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଆଗତ ହେବ। ଏନେଇ ସଂସଦୀୟ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟି ନିଷ୍ପତ୍ତି ନେଇଛି। ଚଳିତବର୍ଷ ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୩୧ରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ଚଳିତବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବାରୁ...
କୋରାପୁଟ: ସୀମାନ୍ତବର୍ତ୍ତୀ କୋଟିଆ ଗାଁକୁ କଳେବଳେ କୌଶଳେ ହାତେଇବାକୁ ଚେଷ୍ଟା କରୁଛି ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ। କେତେବେଳେ ସରକାରୀ ଯୋଜନାର ଲୋଭ ଦେଖାଇ ତ ଆଉ କେତେବେଳେ ସହାୟତା ବାଣ୍ଟି କୋଟିଆ ଦଖଲ ଲାଗି ଉଦ୍ୟମ ଜାରି ରଖିଛି ଆନ୍ଧ୍ର। ଏଭଳି ସ୍ଥିତିରେ ରାଜ୍ୟ ସରକାର କେବଳ...
ମୟୂରଭଞ୍ଜ: କପ୍ତିପଦା ତହସିଲ ଅଧିନରେ ଥିବା ଶାରୀଶୁଆ ଗାଁରେ ବେଧଡ଼କ ଚାଲିଛି ପଥର ଖାଦାନ ବ୍ଲାଷ୍ଟିଂ। ପ୍ରଶାସନର ଆଖି ଆଗରେ ଖାଦାନ ବ୍ଲାଷ୍ଟିଂ ହେଉଥିବା ବେଳେ ସବୁ ଜାଣି କିଛି ନ ଯାଣିବା ଭଳି ରାଜସ୍ୱ ରହୁଥିବା ଅଭିଯୋଗ ହେଉଛି। ବେଆଇନ ପଥର ବ୍ଲାଷ୍ଟିଂ ଦ୍ୱାରା ଆଖ ପାଖ...
ଭୁବନେଶ୍ୱର: ଚାଷୀ ରାଜନୀତିର ବିକ୍ଷୋଭ ଓ ସମାବେଶ ପ୍ରତିଯୋଗିତାରେ ଯୋଗ ଦେଇଛି କଂଗ୍ରେସ ଦଳ। ଏଥିପାଇଁ ଦଳର କୃଷକ ସେଲ୍ ତଥା କିଷାନ କଂଗ୍ରେସ ଏକ ଶୋଭାଯାତ୍ରାରେ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛି। କୃଷି ଋଣ ଛାଡ଼, ବୋନସ୍ ପ୍ରଦାନ ଓ ଧାନର MSP ୨୯୩୦ ଟଙ୍କା...
ଭୁବନେଶ୍ୱର: ପିପିଲି ମାମଲାରେ ସରକାରୀ ଦଳର ନେତାଙ୍କୁ ସାକ୍ଷୀ ସଜେଇ ତଦନ୍ତକୁ ବାଟବଣା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ତଥ୍ୟ ପ୍ରମାଣ ସହ ଏପରି ସାଂଘାତିକ ଅଭିଯୋଗକୁ ସାମ୍ନାକୁ ଆଣିଛି କଂଗ୍ରେସ। ଦଳର ମିଡିଆ ମୁଖ୍ୟ ଅଭିଯୋଗ କରିଛନ୍ତି ଯେ ମହାରଥୀଙ୍କ ପ୍ରମୁଖ ସମର୍ଥକଙ୍କୁ ପୁଲିସ୍ ସାକ୍ଷୀ ସଜେଇ ମାମଲାର...
ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଶ୍ରୀନଗର, ରାଜୌରୀ ଓ ହିମାଚଳ ପ୍ରଦେଶର ସିମଲାରେ ବରଫର ଚାଦର ଛାଇଯାଇଛି। ଯୁଆଡ଼େ ଦେଖିବେ ଖାଲି ବରଫ ଆଉ ବରଫ। ରାସ୍ତାରେ କୁଢ଼ କୁଢ଼ ବରଫ ଜମା ହୋଇଛି। ଫଳରେ ଯାତାୟତରେ ନାହିଁ ନଥିବା ସମସ୍ୟା ଦେଖାଦେଇଛି। ବରଫରେ ରାସ୍ତା ଜାମ୍ ଯୋଗୁ...
ସିଡ୍ନୀ: ଅଷ୍ଟ୍ରେଲିଆର ସିଡ୍ନୀ ଟେଷ୍ଟରେ ଭାରତର ବିଜୟ ରାସ୍ତାରେ ବାଧକ ସାଜିଛି ବର୍ଷା । ଗତକାଲି ଭଳି ଆଜି ମଧ୍ୟ ବର୍ଷା ଯୋଗୁ ଅନେକ ଓଭର ଖେଳ ସମ୍ଭବ ହୋଇପାରିନାହିଁ। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୦୦ ରନ୍ରେ ସୀମିତ ରହିଛି। ଫଳରେ ଘରୋଇ ଟିମ୍ ଫଲୋଅନ୍ର ସମ୍ମୁଖୀନ ହୋଇଛି।...