• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

gopalpur
ଗୋପାଳପୁର ବେଳାଭୂମିର ବିକାଶ ଲାଗି ପଦକ୍ଷେପ ନେଉନି ବିଭାଗ

ଗଞ୍ଜାମ: ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ହେଉଛି ଗୋପାଳପୁର ବେଳାଭୂମି। ସୁନ୍ଦର ବେଳାଭୂମି ସାଙ୍ଗକୁ ସୁଉଚ୍ଚ ବତୀ ଘର। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରେ। ହେଲେ ପର୍ଯ୍ୟଟକଙ୍କ ଲାଗି ବିଭାଗ ପକ୍ଷରୁ ସେମିତି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର...

bjp
ବିଜେପିର ରାଷ୍ଟ୍ରୀୟ ଅଧିବେଶନରେ ଆଜି ଗୁରୁମନ୍ତ୍ର ଦେବେ ମୋଦି

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ବିଜେପିର ରାଷ୍ଟ୍ରୀୟ ଅଧିବେଶନର ଆଜି ଶେଷ ଦିନ। ଆଜି ଅଧିବେଶନରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ମୋଦି ନିଜର କର୍ମକର୍ତ୍ତାମାନଙ୍କୁ ଆଜି କେଉଁ ଗୁରୁମନ୍ତ୍ର ଦେବେ ତା ଉପରେ ସମସ୍ତଙ୍କ ନଜର ରହିଛି। ୨୦୧୯ ସାଧାରଣ ନିର୍ବାଚନ ପାଇଁ ଏହି ଅଧିବେଶନରେ...

cbse
ମୂଲ୍ୟାୟନ ତ୍ରୁଟିକୁ ନେଇ CBSEର ଜିରୋ ଟଲରାନ୍ସ ପଲିସି 

ଭୁବନେଶ୍ୱର: ପରୀକ୍ଷାକୁ ତ୍ରୁଟି ଶୂନ୍ୟ କରିବା ଲାଗି ବ୍ଲୁପ୍ରିଣ୍ଟ ତିଆରି କରିଛି ସିବିଏସ୍ଇ। ଏନେଇ ସ୍କୁଲ୍ ଅଧ୍ୟକ୍ଷମାନଙ୍କୁ ତାଗିଦ୍ କରିଛନ୍ତି ସିବିଏସ୍ଇ କର୍ତ୍ତୃପକ୍ଷ। ଏଥିପାଇଁ ଆଜି ଭୁବନେଶ୍ୱର ରିଜିଅନ୍ ସିବିଏସ୍ଇ ସ୍କୁଲ୍ ଅଧ୍ୟକ୍ଷ ବୈଠକରେ, ଆସନ୍ତା ବୋର୍ଡ ପରୀକ୍ଷାର ଶୃଙ୍ଖଳିତ ପରିଚାଳନା ଓ ମୂଲ୍ୟାୟନ ନେଇ ପ୍ରଶିକ୍ଷଣ ଦିଆଯାଇଛି।...

ravi
ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ସ୍ଥାପନ ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂପୃକ୍ତ ଅଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଲାଗି ଲୋକଙ୍କ ଦାବି ଓ ଆନ୍ଦୋଳନ ଚାଲୁ ରହିଛି। ସରକାରୀ ଅଫିସ ଓ...

ONE
ଟଙ୍କିକିଆ କଏନ୍ ଚଳୁନଥିବା ନେଇ ମିଥ୍ୟା ପ୍ରଚାର

ଭୁବନେଶ୍ୱର: ଟଙ୍କିକିଆ କଏନ୍ ଅଚଳ ହୋଇଯିବାର ଗୁଜବରେ ଏବେ ଲୋକେ ହଇରାଣ ହେଉଛନ୍ତି। ବିଶେଷ କରି ଖୁଚୁରା କାରବାର ଉପରେ ଏହାର ଅଧିକ ପ୍ରଭାବ ପଡ଼ିଥିବା ବେଳେ ଉଭୟ ଗ୍ରାହକ ଏବଂ ଦୋକାନୀଙ୍କର  ଚିନ୍ତା ବଢ଼ିବାରେ ଲାଗିଛି। କଟକ ଜିଲ୍ଲା ସାଲେପୁର , ମାହାଙ୍ଗା ଏବଂ ନିଶ୍ଚିନ୍ତକୋଇଲି ଅଂଚଳରେ...

ff
କ୍ରିକେଟର୍ ହାର୍ଦ୍ଦିକ ଓ ଲୋକେଶଙ୍କ ବିବାଦୀୟ ମନ୍ତବ୍ୟରେ ମୁହଁ ଖୋଲିଲେ ବିରାଟ୍‌ କୋହଲି

ମୁମ୍ବାଇ: ଦୁଇ ଭାରତୀୟ କ୍ରିକେଟର-ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କ୍ୟାପଟେନ୍‌ ବିରାଟ କୋହଲି। ବିରାଟ କହିଛନ୍ତି ଯେ ଆମେ ଭାରତୀୟ ଏବଂ ଦାୟିତ୍ୱସମ୍ପନ୍ନ କ୍ରିକେଟର ଭାବେ ସେମାନଙ୍କ ମତ ଓ ମନ୍ତବ୍ୟ ସହ ସହମତ ନୁହେଁ। ଏହା ସେମାନଙ୍କ ବ୍ୟକ୍ତିଗତ...

women4
ରିଲିଜ୍‌ ହେଲା ଫିଲ୍ମ ‘ଚାଲ୍ ଟିକେ ଦୁଷ୍ଟ ହବା’

ଭୁବନେଶ୍ୱର: ରିଲିଜ୍ ହୋଇଛି ତରଙ୍ଗ ସିନେ ପ୍ରଡକ୍ସନ୍‌ର ଆଉ ଏକ ଲଭଷ୍ଟୋରୀ ଫିଲ୍ମ ‘ଚାଲ୍ ଟିକେ ଦୁଷ୍ଟ ହବା’। କଟକ ଜୟଶ୍ରୀ ଟକିଜରେ ଏହାର ପ୍ରିମିୟର ସୋ ଅନୁଷ୍ଠିତ ହୋଇଛି। ଏହି ଫିଲ୍ମ ଜରିଆରେ ଓଲିଉଡର ଡେବ୍ୟୁ କରିଛନ୍ତି ତିନି ଜଣ କଳାକାର। ନବାଗତ ରିଷାନଙ୍କ ସହ ସାୟଲ୍...

shutterstock_549852313-770x433
ଜିଏସ୍‌ଟି କାଉନସିଲର ବୈଠକ: ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗକୁ ରିହାତି

ନୂଆଦିଲ୍ଲୀ: ଜିଏସ୍‌ଟି କାଉନସିଲର ୩୨ତମ ବୈଠକରେ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗକୁ ରିହାତି ମିଳିଛି। ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜିଏସ୍‌ଟି ସୀମା ବାର୍ଷିକ ୪୦ ଲକ୍ଷକୁ ବଢ଼ାଯାଇଛି। ସେହିପରି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ପାଇଁ ଏହି ସୀମା ୧୦ରୁ ୨୦ ଲକ୍ଷକୁ ବଢ଼ାଯାଇଛି।...

verma
ସିବିଆଇ ନିର୍ଦ୍ଦେଶକ ପଦରୁ ବିଦା ହେଲେ ଆଲୋକ ବର୍ମା

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ପଦରୁ ବିଦା ହେଲେ ଆଲୋକ ବର୍ମା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ୩ ଜଣିଆ ସିଲେକ୍ସନ୍ କମିଟି ୨-୧ ଭୋଟରେ ବର୍ମାଙ୍କୁ ପଦଚ୍ୟୁତ କରିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସିଲେକ୍ସନ କମିଟିରେ ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସଦସ୍ୟ ଅଛନ୍ତି। ତେବେ ପ୍ରଧାନ...

higjh
 ୪ ସପ୍ତାହ ମଧ୍ୟରେ SATରେ ଖାଲିଥିବା ସଦସ୍ୟ ପଦବୀ ପୂରଣ କର: ହାଇକୋର୍ଟ

ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ବା SATରେ ଖାଲିପଡ଼ିଥିବା ସଦସ୍ୟ ପଦବିଗୁଡ଼ିକୁ ୪ ସପ୍ତାହ ମଧ୍ୟରେ ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଖାଲି ପଡ଼ିଥିବା ସଦସ୍ୟ ପଦବିଗୁଡ଼ିବ ସଂପର୍କୀତ ସ୍ୟାଟ୍ ବାର ଆବେଦନର ଶୁଣାଣିକରି ହାଇକୋର୍ଟ ଏହି ନର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ  ରାଜ୍ୟ ପ୍ରଶାସନିକ...

chit
କ୍ଷତିପୂରଣ ଦେଖା ନାହିଁ, କିନ୍ତୁ ବଢ଼ି ଚାଲିଛି ଚିଟ୍‌ଫଣ୍ଡ ସତ୍ୟପାଠ ଆବେଦନ ଅବଧି

ଭୁବନେଶ୍ୱର: ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ସତ୍ୟପାଠ ଦାଖଲ ପାଇଁ ପୁଣି ମିଳିଲା ଆଉ ଏକ ସୁଯୋଗ। ଅର୍ଥାତ ଚଳିତ ମାସ ୩୧କୁ ସତ୍ୟପାଠ ଆବେଦନର ଅବଧି ପୁଣି ବଢ଼ାଇଛନ୍ତି ଜଷ୍ଟିସ ଏମ.ଏମ୍.ଦାସ କମିଶନ। ଜମାକାରୀ ସ୍ପିଡ୍ ପୋଷ୍ଟ କି ରେଜିଷ୍ଟ୍ରି ସହ କୋରିୟର ସର୍ଭିସ ଜରିଆରେ ସେମାନଙ୍କର ଆବେଦନ ପଠାଇପାରିବେ।...

cong
ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଦଳ ଡିଆଁ ଚିନ୍ତା

ଭୁବନେଶ୍ୱର: ଯେତେ ସଜାଡ଼ିଲେ ବି ସଜାଡ଼ି ହେଉନି କଂଗ୍ରେସର ଘର। ନିର୍ବାଚନ ଯେତିକି ପାଖଉଛି ଗୋଷ୍ଠୀ କନ୍ଦଳ ସାଙ୍ଗକୁ ନେତାଙ୍କ ଦଳ ଡିଆଁ ଭୟ ସେତିକି ବଢୁଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଦଳ ଡିଆଁ ଚିନ୍ତା ଘାରିଛି ଲାଗିଛି। ତେବେ ଦଳ ଡିଆଁ ତାଲିକାର ପ୍ରଥମ...

ff
କଂଗ୍ରେସର ଭୁଲ୍‌କୁ ଦୋହରାଉଛି କି ବିଜେପି, ବୈଜୟନ୍ତଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ବାରିପଦା ସଭାରେ ନବୀନଙ୍କ ପ୍ରତି ନରମ ଆଉ କଂଗ୍ରେସ ପ୍ରତି ମୋଦିଙ୍କ ଗରମ ଆଭିମୁଖ୍ୟକୁ ନେଇ ରାଜ୍ୟରେ ଏବେ ଜୋରଦାର ଚର୍ଚ୍ଚା ହେଉଛି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନଠୁ ଆରମ୍ଭ କରି କୋଟା ବିଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋଦି ସରକାରଙ୍କ ସହ ଛିଡ଼ା ହୋଇଛନ୍ତି ନବୀନ। କେତେବେଳେ...

svja
ରାଜନୀତି ସହ ବଢୁଛି ଚାଷୀ ଦରଦ: ହେଲେ ମଣ୍ଡି ସମସ୍ୟାରେ ସଢୁଛି ଚାଷୀ

ଭୁବନେଶ୍ୱର: ଚାଷୀଙ୍କ ପାଇଁ କେତେ ରାଜନୀତି, କେତେ ଦରଦ, ହେଲେ ଅସଲରେ ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର ଆଖିରେ ନଦେଖିଲେ ବିଶ୍ୱାସ କରିହେବନି। କେଉଁଠି ମଣ୍ଡିରେ ଧାନ ଧରି ଚାଷୀ ଶୀତକାକରରେ ପଡ଼ିଛନ୍ତି, ତ ଆଉ କେଁଉଠି  ହକ୍‌ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଆଉ କାଳିଆ ଯୋଜନାରେ ଫର୍ମଟିଏ ପାଇଁ...

ahara
୩ ହଜାର ଲୋକଙ୍କ ଖାଦ୍ୟ ଖତଗଦାରେ ଫିଙ୍ଗିଦେଲେ

ସମ୍ବଲପୁର: ଭୋକିଲା ପେଟ ବଦଳରେ ଡମ୍ପିଂ ୟାର୍ଡକୁ ଗଲା ୫ ଟଙ୍କିଆ ଆହାର। ସମ୍ବଲପୁର ସହରରରେ ପ୍ରଶାସନିକ ଅଧିକାରୀଙ୍କ ପରିଚାଳନାଗତ ଦୂରଦର୍ଶିତା ଅଭାବରୁ ପ୍ରାୟ ୩ ହଜାର ଲୋକଙ୍କ ପାଇଁ ରନ୍ଧା ଯାଇଥିବା ଆହାର ଭାତ-ଡାଲମାକୁ ଖତ ଗଦାରେ ଫିଙ୍ଗା ଯାଇଛି। ଏଣେ ଭାତ ଫିଙ୍ଗା ଦୃଶ୍ୟକୁ ମୋବାଇଲରେ...

sc
ଆର୍ଥିକ ଦୁର୍ବଳ ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ଆରକ୍ଷଣ ବିଲ୍‌କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍

ନୂଆଦିଲ୍ଲୀ: ଗତକାଲି ରାଜ୍ୟସଭାରେ ଗୃହୀତ ହୋଇଥିବା ସଂରକ୍ଷଣ ବିଲ୍‌କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ସମ୍ବିଧାନର ଦୁଇଟି ବ୍ୟବସ୍ଥାକୁ ଏଡ଼ାଇ ଯାଇ ତରବରିଆ ଭାବେ ଅତି କମ୍ ବିତର୍କରେ ବିଲ୍‌କୁ ପାରିତ କରାଯାଇଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଧାରିତ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ...

jpg
ସେନାରେ ସମଲିଙ୍ଗୀ ଯୌନସମ୍ପର୍କକୁ ମନା: ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ସେନାରେ ସମଲିଙ୍ଗୀ ଯୌନସମ୍ପର୍କକୁ କୌଣସି ପ୍ରକାରେ ପ୍ରଶୟ ଦିଆଯିବନି ବୋଲି କହିଛନ୍ତି ସେନାଧ୍ୟକ୍ଷ ବିପିନ୍‌ ରାୱତ୍‌। ସମଲିଙ୍ଗୀ ଯୌନକ୍ରିୟା ଏକ ଅପରାଧିକ କାର୍ଯ୍ୟ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ ଦେଥିବା ରାୟ ବାବଦରେ ତାଙ୍କ ପଚରାଯିବାରୁ ସେ ଏପରି ମନ୍ତବ୍ୟ ଦେଇଛନ୍ତି। ସେନାର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ...

conr
ଧାନ ପରେ ମକାର ଅଭାବୀ ବିକ୍ରି

ଗଜପତି: ଧାନ ପରେ ଏବେ ଗଜପତି ଜିଲ୍ଲାରେ ମକାର ଅଭାବୀ ବିକ୍ରି ଘଟଣା ଦେଖିବାକୁ ମିଳିଛି। ବଜାର ସୁବିଧା ନଥିବାରୁ ଚାଷୀମାନେ ଅଳ୍ପ ଦାମରେ ମକା ବିକିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି। ଗଜପତି ଜିଲ୍ଲାର ୭ଟି ବ୍ଲକ୍ ବିଶେଷ କରି ମୋହନାରେ ଅତ୍ୟଧିକ ପରିମାଣର ମକା ଚାଷ...

bipin_rawat
ବିଚ୍ଛିନ୍ନତାବାଦୀ ହିଂସା ଛାଡ଼: ସ୍ଥଳ ସେନାମୁଖ୍ୟ

ନୂଆଦିଲ୍ଲୀ: ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ବିଚ୍ଛିନ୍ନତାବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ୍। ସେ କହିଛନ୍ତି, ଯଦି ସେମାନେ ହିଂସା ଛାଡ଼ିବେ ତେବେ ସେମାନଙ୍କ ସହ ଆଲୋଚନା କରାଯିବ। ସେନାର ବାର୍ଷିକ ସମ୍ବାଦିକ ସମ୍ମିଳନୀରେ ଜେନେରାର୍ ରାୱତ୍‌ ଏହି କଥା...