• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

sand
ବଢୁଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ: ନିଦା ବିଷ୍ଣୁ ପ୍ରଶାସନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ନଦୀ ପଠାରେ ଚାଲିଛି ବାଲି ମାଫିଆଙ୍କ ରାଜୁତୀ। ଦିନ ଦ୍ୱି ପ୍ରହରରେ ବେଧଡ଼କ ଭାବେ ଶହ ଶହ ବାଲି ଟ୍ରକ୍‌ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଡୁଙ୍ଗୁରିପାଲି ବ୍ଲକ୍‌ ରାମପୁର ତହସିଲର ପହଣ୍ଡି, ଦିଗଶିରାରେ ଅଙ୍ଗନଦୀ ପଠାରୁ ବେଆଇନ ଭାବେ ବାଲି...

nabalaka
୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ମୟୁରଭଞ୍ଜ: ଜିଲ୍ଲାରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ନାବାଳିକା ଶିଶୁକୁ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜରେ ଭର୍ତ୍ତି କରାଯାଇଛି। ଏ ନେଇ ବାରିପଦାର ବଡ଼ସାହି ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିବା ସହିତ...

bidjh
ସାଇକେଲ୍‌ରେ ବାନ୍ଧି ମାଆର ଶବକୁ ମଶାଣୀ ନେଲା ନାବାଳକ ପୁଅ

ଝାରସୁଗୁଡ଼ା: ମୃତ୍ୟୁ ପରେ ବି ମିଳିଲାନି ଚାରି କାନ୍ଧ। ଜାତି ଭେଦ ବିବାଦକୁ ନେଇ ଶେଷରେ ବିଧବା ମାଆର ଶବକୁ ସାଇକେଲରେ ଏକାକୀ ବୋହିଲା ନାବାଳକ ପୁଅ। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ କର୍ପାବାହାଲ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜୀବିତ ଥିବାବେଳେ ଜାନକୀ ନାମକ ବିଧବା...

niria
ନବଙ୍କ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଲେ ନିରଞ୍ଜନ

ଭୁବନେଶ୍ୱର: ନବଙ୍କ କଂଗ୍ରେସ ଦଳରୁ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହା କଷ୍ଟଦାୟକ ହେଲେ ବି ଭଲ ବୋଲି କହିଛନ୍ତି ନିରଞ୍ଜନ। ଏଭଳି ଖବର କଷ୍ଟ ଦିଏ, ମାତ୍ର ଏହା ଆମ ପାଇଁ ଭଲ। ଯେଉଁମାନେ ଆଦର୍ଶହୀନ ରାଜନୀତି କରନ୍ତି, ସେମାନେ ଚାଲିଯିବା...

d
ସରକାରଙ୍କୁ ଓକିଲ ଡର, ଉଦ୍‌ଘାଟିତ ହୋଇପାରୁନି ବିଭିନ୍ନ ପ୍ରକଳ୍ପ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନ ୪ ମାସରୁ ଅଧିକ ସମୟ ଧରି ଚାଲିଥିବା ବେଳେ ସମସ୍ତ ସରକାରୀ ଅଫିସ ଓ କୋର୍ଟ କଚେରୀ ବନ୍ଦ ରହିଛି। ଓକିଲ ସଂଘର କଠୋର ଆଭିମୁଖ୍ୟ ଯୋଗୁ ମହାନଦୀ ଉପରେ ନିର୍ମିତ ସେତୁ...

nsdflkg
କର୍ଣ୍ଣାଟକ ରାଜନୈତିକ ପାଣିପାଗରେ ହଠାତ୍ ପରିବର୍ତ୍ତନ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୈତିକ ପାଣିପାଗରେ ହଠାତ୍ ପରିବର୍ତ୍ତନ ଦେଖା ଦେଇଛି। ବିଜେପିର ତଥାକଥିତ ‘ଅପରେସନ୍ ଲୋଟସ’କୁ ନେଇ ରାଜ୍ୟରେ ରାଜନୈତିକ ଝଡ଼ ବୋହିବା ଆରମ୍ଭ ହୋଇଯାଇଛି। କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର ଘୋଷଣା କରିଛନ୍ତି ୨ ସ୍ୱାଧୀନ ବିଧାୟକ। ଏମିତିରେ କର୍ଣ୍ଣାଟକରେ ଟଳମଳ ଅବସ୍ଥାରେ ଆସିଯାଇଛି କଂଗ୍ରେସ...

modiu
ମୋଦିଙ୍କ ସଭାକୁ କାଉଣ୍ଟର୍ ପାଇଁ ନବୀନଙ୍କ ଉଦ୍ୟମ !

ଭୁବନେଶ୍ୱର: ମୋଦିଙ୍କ ସଭାକୁ କାଉଣ୍ଟର କରିବାକୁ ନବୀନଙ୍କ ଉଦ୍ୟମ। ବଲାଙ୍ଗିରରେ ମୋଦିଙ୍କ ସଭା ଚାଲିଥିବା ବେଳେ ଭୁବନେଶ୍ୱରରେ କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟବାସୀଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ ମୁଖ୍ୟମନ୍ତ୍ରୀ। ବଲାଙ୍ଗିରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ଚାଲିଥିବା ବେଳେ, ସେଇ ସମୟରେ ବରମୁଣ୍ଡା ପଡ଼ିଆରେ...

ver
ଯୁବତୀଙ୍କ ଭର୍ଜିନିଟିକୁ ନେଇ ପ୍ରଫେସର୍‌ଙ୍କ ବିବାଦୀୟ ଫେସବୁକ୍ ପୋଷ୍ଟ

କୋଲକାତା: ପଶ୍ଚିମବଙ୍ଗ ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର କନକ ସରକାରଙ୍କ ଫେସବୁକ୍ ପୋଷ୍ଟକୁ ନେଇ ବିବାଦ ତେଜିବାରେ ଲାଗିଛି। କିଛିଦିନ ପୂର୍ବେ କନକ ବିମାନରେ ଯାତ୍ରା କରୁଥିବା ଫଟୋ ସହ ଫେସବୁକ୍ ପୋଷ୍ଟ କରିଥିଲେ। ଏଥିରେ ସେ ଯୁବତୀଙ୍କ ଭର୍ଜିନିଟିକୁ ସିଲ୍‌ଡ ବୋଟଲ୍‌ ସହ ତୁଳନା କରିଥିଲେ। ଭର୍ଜିନ ବ୍ରାଇଡ୍-ହ୍ୱାଇ...

virat
ଆଡିଲେଡ୍‌ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ

ଆଡିଲେଡ୍‌: କମ୍‌ ବ୍ୟାକ୍‌ର ଲକ୍ଷ୍ୟ ନେଇ ଆଡିଲେଡ୍‌ ପଡ଼ିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ଏଥିରେ ସଫଳ ହୋଇଛି। ଟିମ୍‌ ଇଣ୍ଡିଆ ପ୍ରଥମେ ଅଧିନାୟକ ବିରାଟ୍‌ କୋହଲିଙ୍କ ଶତକ ଓ ଶେଷ ଭାଗରେ ଭେଟରାନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ୪...

Capture
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ରାଜ୍ୟ ସରକାର

ବଲାଙ୍ଗିର: ପୂର୍ବ ଭଳି ବଲାଙ୍ଗିରରେ ପ୍ରଧାନମନ୍ତ୍ରୀ ମୋଦି ସିନା କିଛି କହିଲେ ନାହିଁ, ହେଲେ ବଲାଙ୍ଗିର ପଥର ଚେପାର ‘ଜବାବ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୂଚନା ଦେବା ସହିତ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ।...

allout
ଅପରେସନ ଅଲଆଉଟ୍‌ରେ ଦୁଇ ଆତଙ୍କବାଦୀ ଆଉଟ୍

ଶ୍ରୀନଗର: କଶ୍ମୀର ଉପତ୍ୟାକାରୁ ଆତଙ୍କବାଦୀଙ୍କ ନିପାତ ପାଇଁ ଅପରେସନ ଅଲଆଉଟ ଜାରି ରହିଛି। ଗତକାଲି କୁଲଗାମରେ ସର୍ଚ୍ଚ ଅପରେସନ ବେଳେ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛି ଅପରେସନ ଅଲ୍ଆଉଟର ଟିମ୍। ଏହି ଅପରେସନ୍‌ରେ ଟିମ୍‌ର ସେନା, ପୁଲିସ୍ ଓ ସିଆରପିଏଫ୍‌ର ବଛା ବଛା ଯବାନ ସାମିଲ ହୋଇଥିଲେ। ଦକ୍ଷିଣ...

himachal
ହିମଚାଦର ତଳେ ହିମାଚଳ

ଶ୍ରୀନଗର: ଉତ୍ତର ଭାରତରେ ଶୀତର ରାଜୁତି ସହ ତୁଷାରପାତ ଚିନ୍ତା ବଢ଼ାଇଛି। ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରୁଥିଲେ ବି ଯାତାୟତରେ ନାହିଁ ନଥିବା ସମସ୍ୟା ଦେଖାଦେଇଛି। ଗତ କିଛି ଦିନ ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କଶ୍ମୀରର ବିଭିନ୍ନ ଅଞ୍ଚଳରେ ତୁଷାରପାତ ବଢ଼ିବା ସହ ପାରଦ ହ୍ରାସ ଘଟୁଛି।...

Untitled-1
ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାରେ କାର୍ଯ୍ୟାନୁଷ୍ଠାନ

କନ୍ଧମାଳ: ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ମୋଟ୍ ୮ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ। ଏଥିରେ ୩ ଜଣ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଜଣେ ଏଏନ୍ଏମ୍, ୨ ଜଣ ମାଟ୍ରନ, ୨ ଜଣ କୁକ୍...

austrelia
ଫିକା ପଡ଼ିଲା ରୋହିତଙ୍କ ଶତକ, ୩୪ରନ୍‌ରେ ଜିତିଲା ଅଷ୍ଟ୍ରେଲିଆ

ସିଡ୍‌ନୀ: ରୋହିତ ଶର୍ମାଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ସିଡ୍‌ନୀରେ ଖେଳାଯାଉଥିବା ଦିନିକିଆ ମ୍ୟାଚ୍‌ରେ ୩୪ ରନ୍‌ରେ ପରାସ୍ତ ହୋଇଛି ଇଣ୍ଡିଆ। ଏହି ବିଜୟ ସହିତ ତିନିଟିକିଆ ୱାନ୍‌ଡେ ସିରିଜରେ ୧-୦ରେ ଆଗୁଆ ରହିଛି ଅଷ୍ଟ୍ରେଲିଆ। ଆଜି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୨୮୮ ରନ୍ କରିଥିଲା।...

modi
ବିଜେପି ଜାତୀୟ ପରିଷଦର ଶେଷ ଦିନରେ ମୋଦିଙ୍କ ଗୁରୁମନ୍ତ୍ର

ନୂଆଦିଲ୍ଲୀ: ବିଜେପି ଜାତୀୟ ପରିଷଦର ଶେଷ ଦିନରେ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଧିବେଶନରେ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି, ବିଜେପି ହିଁ କେବଳ ଦେଶକୁ ଶିଖରରେ ପହଞ୍ଚାଇ ପାରିବ। ସମସ୍ତଙ୍କ ସହ ସମସ୍ତଙ୍କ ବିକାଶ ଆମର ଲକ୍ଷ୍ୟ। ସେହିପରି ସଂରକ୍ଷଣକୁ ନେଇ ଲୋକଙ୍କ ମନରେ ଭ୍ରମ...

nabarangpur
ରୋଗୀ କହି ଘରେ ପଶିଲେ, ୫ ଭରି ସୁନା ୪୦ ହଜାର ଟଙ୍କା ଲୁଟିନେଲେ

ନବରଙ୍ଗପୁରରେ: ଲୁଟ୍ ପାଇଁ ଡକାୟତଙ୍କ ଅଭିନବ ଉପାୟ। ରୋଗୀ ପରିଚୟ ଦେଇ ଡାକ୍ତରଙ୍କ ଘରୁ ଲୁଟି ନେଇଛନ୍ତି ଡକାୟତଙ୍କ ଗ୍ୟାଙ୍ଗ୍। ନବରଙ୍ଗପୁରର ଏହି ଘଟଣା ଏବେ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଇନ୍ଦ୍ରାବତୀ ସରକାରୀ ମେଡିକାଲ୍‌ର ଡାକ୍ତର ପ୍ରଦୀପ ପ୍ରହରାଜଙ୍କ ଘରୁ ଏଭଳି ଅଭିନବ ଉପାୟରେ ଚୋରି...

p[olice
ସ୍କ୍ରାପ୍ ଚୋରି ଘଟଣାରେ ୩ ନେସ୍କୋ କର୍ମଚାରୀ ଗିରଫ

ବାଲେଶ୍ୱର: ନେସ୍କୋ ସ୍କ୍ରାପ୍ ଚୋରି ଘଟଣାରେ ସହଦେବଖୁଣ୍ଟା ପୁଲିସ୍ ୩ଜଣ ନେସ୍କୋ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ତିନି ଜଣ ହେଲେ ତତ୍କାଳୀନ ନିର୍ବାହ ଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀ, ରାଜେନ୍ଦ୍ର କୁମାର ଖିଲାର ଓ ସତ୍ୟବ୍ରତ ଦାସ। ଗିରଫ ପରେ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।...

ec
ଚଢ଼ାଉ ପାଇଁ ଯାଇଥିବା ବେଳେ ଅଟକାଇଲେ ସ୍ଥାନୀୟ ଲୋକେ

ବାଲେଶ୍ୱର: ଜଳେଶ୍ୱରରେ ଅବକାରୀ ଟିମକୁ ଅଟକାଇଲେ ସ୍ଥାନୀୟ ଲୋକେ। ଚଢ଼ାଉ ପାଇଁ ଯାଇଥିବା ବେଳେ ଝାଡ଼େଶ୍ୱରପୁର ବସ୍ତିରେ ଅବକାରୀ ବିଭାଗର ଏଏସ୍ଆଇ ଓ ୪ ଜଣ କର୍ମଚାରୀଙ୍କୁ ବସ୍ତି ମଝିରେ ଅଟକାଇଥିଲେ ଲୋକେ। ଏପରିକି ଅବକାରୀ ବିଭାଗ ଟିମ୍ ଯାଇଥିବା ଗାଡ଼ିର ଚାବିକୁ କାଢ଼ିନେଇଥିଲେ ସ୍ଥାନୀୟ ଲୋକେ। ଘଟଣା...