ନୂଆଦିଲ୍ଲୀ: ପଡ଼ୋଶୀ ନେପାଳ ଓ ଭୁଟାନ ଯାତ୍ରା କରିବା ପାଇଁ ଭିସାର କୌଣସି ଆବଶ୍ୟକତା ପଡ଼ିବ ନାହିଁ। ୧୫ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଉର୍ଦ୍ଧ୍ୱ ଭାରତୀୟଙ୍କ ପାଇଁ ଭିସା ଆବଶ୍ୟକ ହେବ ନାହିଁ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଭିସା ପରିବର୍ତ୍ତେ କେବଳ ଆଧାର କାର୍ଡ...
ସମ୍ବଲପୁର: ଜିଲ୍ଲା ଝାଙ୍କରପାଲି ପଞ୍ଚାୟତ ମଣ୍ଡିରେ ଚାଷୀଙ୍କ ଧାନ ପଡ଼ି ରହିବା ଘଟଣାରେ ନୂଆମୋଡ଼ ନେଇଛି। ମଣ୍ଡି ଆଗରେ ୫ ଦିନ ହେଲା ହଜାର ହଜାର ବସ୍ତା ଧାନ ପଡ଼ିରହିଥିବା ବେଳେ ସ୍ଥାନୀୟ ଚାଷୀ ଓ ବିକ୍ରେତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଛି। ସେଠାକୁ ଧାନ ବିକିବାକୁ ଆସିଥିବା ଲୋକମାନେ...
କୋଣାର୍କ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଜାହାନିଆ ପୀର ସମୁଦ୍ରରେ ଗାଧୋଇବା ଭାସିଯାଇଥିବା ଛାତ୍ରଙ୍କ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ମୃତକମାନେ ହେଲେ ଅବିନାଶ ପ୍ରଧାନ, ଅମିତ କୁମାର ମହାନ୍ତି ଓ ଶୁଭସୌମ୍ୟ ସେନାପତି। ଏମାନେ ସମସ୍ତେ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର। ପିକ୍ନିକ୍ ଆସିଥିବା ବେଳେ...
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ମନାଇବା ପାଇଁ ଜୋର୍ଦାର୍ ପ୍ରୟାସ ଚଳାଇଛି ବିଜେଡି ସରକାର। ଖାସ୍ ସେଥିପାଇଁ ସରକାର ଯୋଜନା ପରେ ଯୋଜନା ଘୋଷଣା କରୁଛନ୍ତି। ଶନିବାର ମଧୁବାବୁ ପେନ୍ସନ୍ ଯୋଜନାରେ ଭତ୍ତା ବାବଦକୁ ୨ଶହ ଟଙ୍କା ବଢ଼ାଇଛନ୍ତି ରାଜ୍ୟ ସରକାର। କେବଳ ଭତ୍ତା ବୃଦ୍ଧି ନୁହେଁ...
ଭୁବନେଶ୍ୱର: ମୋଦି ବିରୋଧୀ ମହାମେଳିକୁ ଟକ୍କର ଦେବାକୁ ବିଜେପିର କାଉଣ୍ଟର ଆଟାକ। ଲୋକଙ୍କ ପାଖରେ ମହାଗଠବନ୍ଧନ ପାଇଁ ହାତ ମିଶାଇଥିବା ନେତାଙ୍କ ଅସଲ ଉଦ୍ଦେଶ୍ୟ ପହଁଞ୍ଚାଇବା ପାଇଁ ଯୋଜନା କରିଛି ବିଜେପି। ଏଥିପାଇଁ ଦଳର ରଣନୀତି ଅନୁସାରେ ଆଜି ଭୁବନେଶ୍ୱରରେ ପହଁଞ୍ଚିଥିଲେ ଦଳର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଭୂପିନ୍ଦର...
ଅନୁଗୁଳ: ପୁଣି ଲଜ୍ଜା ବନ୍ତଳ ଥାନା ଅଞ୍ଚଳର ଜଣେ ସାଢ଼େ ୩ ବର୍ଷ ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପଡ଼ିଶା ଘରେ ରହୁଥିବା ଜଣେ ନାବାଳକ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଅଭିଯୁକ୍ତ ନାବାଳକକୁ ଅଟକ ରଖି ତଦନ୍ତ କରୁଛି...
କୋଣାର୍କ: ଅସ୍ତରଙ୍ଗର ଜାହାନିଆ ପୀର ସମୁଦ୍ର ବୁଡ଼ି ଘଟଣାର ମୃତ୍ୟୁ ସଂଖ୍ୟା ୨ଜଣକୁ ବୃଦ୍ଧି ହୋଇଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଉଦ୍ଧାର କରାଯାଇଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ଥିବାବେଳେ ୨ ଜଣ ଗୁରୁତର ଥିଲେ। ସେମାନଙ୍କୁ...
ଲକ୍ଷ୍ନୌ: ବିଏସ୍ପି ମୁଖ୍ୟ ମାୟାବତୀଙ୍କ ବିରୋଧରେ ଉତ୍ତରପ୍ରଦେଶ ମୋଗଲସରାଇ ବିଧାୟିକା ସାଧନା ସିଂହଙ୍କ ମନ୍ତବ୍ୟକୁ ନେଇ ଅଡୁଆ ବଢ଼ିବାରେ ଲାଗିଛି। ଅରୁଚିକର ଟିପ୍ପଣୀକୁ ଗୁରୁତ୍ୱ ସହ ନେଇଛି ଜାତୀୟ ମହିଳା କମିଶନ। ଏନେଇ ତାଙ୍କୁ ଖୁବଶୀଘ୍ର ଜବାବ ତଲବ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ସାଧନାଙ୍କ ଟିପ୍ପଣୀକୁ...
ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ରାଜଧାନୀରେ ବିରାଟ ଚାଷୀ ସମାବେଶ ହେବାକୁ ଯାଉଛି। ଆସନ୍ତା ଫେବ୍ରୁଆରୀ ୬ ତାରିଖରୁ ଏହି ସମାବେଶ ଆରମ୍ଭ ହେବ। ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିବେ ହଜାର ହଜାର ଚାଷୀ। ରାଜ୍ୟରେ ଅର୍ଥନୈତିକ ଅବରୋଧ କରାଯିବ।...
ପୁରୀ: ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୁଖୀ ଯୋଜନାର ସମୀକ୍ଷା କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ବିଭିନ୍ନ ପ୍ରକଳ୍ପରେ ଆସିଥିବା ଅନୁଦାନ ସହ ତାର କାର୍ଯ୍ୟକାରୀତା ନେଇ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବିଶେଷ କରି ସ୍ୱାସ୍ଥ୍ୟ,...
କଟକ: ପିଠାରେ ଫାଟିଲା ମୁଣ୍ଡ। ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମ ବେଳେ ସରପଞ୍ଚ ଓ ତାଙ୍କ ପରିବାରକୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। କଟକ ସଦର ବ୍ଲକ୍ ଗତିରାଉତପାଟଣା ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ବେଳେ ସରପଞ୍ଚ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ତାଙ୍କ ସ୍ୱାମୀ ଓ ପୁଅକୁ କିଛି ଦୁର୍ବୃତ୍ତ ମାଡ଼...
କେ-୯ ବଜ୍ର ଟ୍ୟାଙ୍କରେ ବସି ଯାତ୍ରା କଲେ ମୋଦି
କୋଲକାତା: କୋଲକାତାରେ ମୋଦି ସରକାରଙ୍କ ବିରୋଧରେ ଖୁବ୍ ବର୍ଷିଛନ୍ତି ବିରୋଧୀ। ସାଧାରଣ ନିର୍ବାଚନ ପୂର୍ବରୁ କୋଲକାତାରେ ଏକାଠି ଶକ୍ତି ପ୍ରଦର୍ଶନ କରିଛନ୍ତି ସବୁ ବିରୋଧୀ ଦଳ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଏହି ମହାମେଳିର ଆୟୋଜନ ହୋଇଥିଲା। ଏଥିରେ ଯୋଗ ଦେଇଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା,...
ଥିରୁବନନ୍ତପୁରମ: ସାବରିମାଲା ମନ୍ଦିରରେ ଏକ ନିର୍ଦ୍ଦିଷ୍ଟ ବୟସର ମହିଳାମାନଙ୍କ ପ୍ରବେଶ ସମ୍ପର୍କରେ ସୁପ୍ରିମକୋର୍ଟରେ ତଥ୍ୟ ରଖିଛନ୍ତି କେରଳ ସରକାର। ମନ୍ଦିରରେ ପ୍ରବେଶ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ବର୍ତ୍ତମାନ ସୁଦ୍ଧା ୫୧ଜଣ ୫୦ବର୍ଷରୁ କମ ମହିଳା ମନ୍ଦିରରେ ପ୍ରବେଶ କରିଛନ୍ତି। ଏଥିସହିତ ଦର୍ଶନ କରିବାକୁ ଚାହୁଁଥିବା ମହିଳାମାନଙ୍କୁ...