କୋରାପୁଟ: ମଣ୍ଡି ପରିଚାଳନାରେ ବ୍ୟାପକ ଅର୍ଥ ଆତ୍ମସାତ ଘଟଣାରେ ଜୟପୁର ଭିଜିଲାନ୍ସ ବିଭାଗ୍ ମାମଲା ରୁଜୁ କରିଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ୩୭ ଜଣ ଲ୍ୟାମ୍ପସ୍ ଏମ୍ଡିଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ସରକାରଙ୍କ ବିନା ମଞ୍ଜୁରିରେ ମଣ୍ଡିପରିଚାଳନା ବାବଦରେ ଅଧିକ ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହେବା...
ଭୁବନେଶ୍ୱର : ଓଟିଭି ସାମ୍ବାଦିକାଙ୍କୁ ନବୀନ ନିବାସରେ ଦୁର୍ବ୍ୟବହାର। ସୁରକ୍ଷାକର୍ମୀଙ୍କ ଠେଲାପେଲା। ଓଟିଭି ପ୍ରତିନିଧି ଅର୍ଚ୍ଚନା ଶତପଥୀ ଆଜି ଖବର ସଂଗ୍ରହ ଲାଗି ନବୀନ ନିବାସକୁ ଯାଇଥିବା ବେଳେ ତାଙ୍କୁ ଗେଟ୍ ଭିତରକୁ ଛଡ଼ାଯାଇ ନଥିଲା। ଗେଟ୍ରେ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ ଅର୍ଚ୍ଚନା ଓ ଭିଡିଓ ଜର୍ଣ୍ଣାଲିଷ୍ଟ...
କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ମିନି ଟ୍ରକ୍ ଓଲଟି ପଡ଼ିବା ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶୀ ସହ ଆହତଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଜିଲ୍ଲାର ବ୍ରାହ୍କଣୀ ଗାଁ ନିକଟ...
ମୋସ୍କୋ: ଋଷିଆ ଉପକୂଳରେ ଦୁଇଟି ଜାହାଜରେ ନିଆଁ ଲାଗି ୧୧ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କିଛି ଭାରତୀୟ ଥିବା ସୂଚନା ମିଳିଛି। ଗୋଟିଏ ଜାହାଜରେ ଏଲ୍ଏନ୍ଜି ଗ୍ୟାସ୍ ଥିବା ବେଳେ ଅନ୍ୟଟିରେ ଟ୍ୟାଙ୍କର ଥିଲା। ଜାହାଜ ଦୁଇଟି ମଧ୍ୟରେ ଇନ୍ଧନ ଅଦଳବଦଳ ବେଳେ ହଠାତ୍ କୌଣସି କାରଣରୁ...
ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ପରି ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ୍ର ଝରଡ଼ି ଘାଟି ନିକଟରେ ଏକ ଟିପର ଓଲଟି ପଡ଼ିବାରୁ ଜଣେ ବାଳକର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଟିପର୍...
କନ୍ଧମାଳ: କନ୍ଧମାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବ୍ରାହ୍କଣୀ ଗାଁ ନିକଟ ବଙ୍ଗଡ଼ଦୁଆରେ ଏକ ମିନି ଟ୍ରକ୍ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ହିଁ ୪ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି। ଏହାସହ ବର୍ତ୍ତମାନ ମିଳିଥିବା ଖବର ସୁଧା ବହୁ ସଂଖ୍ୟାରେ...
ପୁରୀ: ଶ୍ରୀ ନଅରରେ ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ। ଗତକାଲି ପୌଷ ପୂର୍ଣ୍ଣିମା ଅବସରରେ ଉତ୍କଳୀୟ ରାଜ ପରମ୍ପରା ଅନୁସାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ପଇତା ଲାଗି ସହ ଦେବର୍ଚ୍ଚନା ପରେ ଗଜପତି ମହାରାଜା ଓ ମହାରାଣୀଙ୍କ ଅଭିଷେକ କରାଯାଇଥିଲା।...
କଟକ: ଚୌଦ୍ୱାର କଜଳକଣା ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ତନାଘନା ଆରମ୍ଭ ହୋଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କଟକ ଆରଟିଓ ଦୀପ୍ତିରଞ୍ଜନ ପାତ୍ର। ଏମ୍ଭିଆଇ, ତଦନ୍ତକାରୀ ପୁଲିସ ଅଧତ୍କାରୀ ଏବଂ ଯନ୍ତ୍ରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଅନ୍ୟପଟେ ଦୁର୍ଘଟଣାରେ ଆହତ ୬ ଜଣଙ୍କ ଚିକିତ୍ସା...
ଭୁବନେଶ୍ୱର: ରାଜଧାନୀରେ ରାତି ଅଧରେ ମାତିଲେ ଲୁଟେରା। ଦୁଇ ବ୍ୟବସାୟୀଙ୍କୁ ଛୁରାମାଡ଼ କରି ଲୁଟିଛନ୍ତି ୪ ଜଣ ଦୁର୍ବୃତ୍ତ। କିଛି ଦିନର ବ୍ୟବଧାନ ପରେ ଲୁଟ୍ ତରାଜ୍ର ଏହି ଘଟଣା ପୂରା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗତକାଲି ରାତିରେ ବମିଖାଲ ଦୁର୍ଗା ମଣ୍ଡପ ନିକଟରେ ଦୁଇ ବ୍ୟବସାୟୀ...
ଭୁବନେଶ୍ୱର: ଆଜି ବଂଶଧାରା ଜଳ ବିବାଦ ମାମଲାରେ ଟ୍ରିବୁନାଲ୍ରେ ଶୁଣାଣି ହେବ। ଆନ୍ଧ୍ରକୁ ନେରେଡି ଓ କାଟ୍ରାଗାଡ଼ା ବ୍ୟାରେଜ୍ ନିର୍ମାଣ କରିବାକୁ ଟ୍ରିବୁନାଲ୍ ଚୂଡ଼ାନ୍ତ ରାୟ ଶୁଣାଇବା ପରେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି କେନ୍ଦ୍ର ଏବଂ ଓଡ଼ିଶା ସରକାର। ଟ୍ରିବୁନାଲ୍ର କିଛି ସର୍ତ୍ତାବଳୀ ଉପରେ ଆପତ୍ତି ଉଠାଇଛନ୍ତି...
ମୁମ୍ବାଇ: ବଲିଉଡର କମେଡି ଡ୍ରାମା ଫିଲ୍ମ ଟୋଟାଲ ଧମାଲର ଅଫିସିଆଲ୍ ଟ୍ରେଲର ସୋମବାର ରିଲିଜ ହୋଇଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅନିଲ କପୁର ଓ ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତ। ଏହା ସହ ଅଜୟ ଦେବଗନ, ଅର୍ସଦ ଓ୍ୱାର୍ସି, ରିତେଶ ଦେଶମୁଖ, ଇଶା ଗୁପ୍ତା, ଆମିର...
ନୂଆଦିଲ୍ଲୀ: ଭାରତରେ ବ୍ୟବହୃତ ଇଲୋକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମକୁ ସହଜରେ ହ୍ୟାକ୍ କରାଯାଇପାରିବ। ଜଣେ ଆମେରିକୀୟ ବ୍ୟକ୍ତି ଲଣ୍ଡନରେ ସମ୍ବାଦିକ ସମ୍ମିଳନୀ କରି ଏଭଳି ଦାବି କରିବା ପରେ ଏବେ ଇଭିଏମ୍କୁ ନେଇ ବିବାଦ ଦେଖା ଦେଇଛି। ତେବେ ସମ୍ପୂକ୍ତ ବ୍ୟକ୍ତିଙ୍କ ବିରୋଧରେ କି ଆଇନଗତ କାର୍ଯ୍ୟାନୁଷ୍ଠାନ...
୧୦୬ କୋଟି ଟଙ୍କାରୁ ଆରମ୍ଭ ହୋଇଥିଲା ୧୨ଶହ କୋଟିରେ ପହଞ୍ଚିଲାଣି
ଭୁବନେଶ୍ୱର: କୁହୁଡ଼ି ଚାଦର ତଳେ ସାରା ରାଜ୍ୟ। ଘନ କୁହୁଡ଼ି ଯୋଗୁ ରାଜ୍ୟରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତିନି ଦିନ ଧରି ଏଭଳି ଘନ କୁହୁଡ଼ି ହେଉଛି। କୁହୁଡ଼ି ଯୋଗୁ ଦୂରକୁ ଭଲ ଭାବରେ ଦେଖାଯାଉ ନଥିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।...
ହାଇଦ୍ରାବାଦ: ପୋଲାଭରମ୍ ପ୍ରକଳ୍ପ ବାବଦ ବକେୟା ଟଙ୍କା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନୀତିନ୍ ଗଡ଼କରିଙ୍କୁ ଲେଖିଥିବା ଚିଠିରେ ଚନ୍ଦ୍ରବାବୁ ପ୍ରକଳ୍ପର ସଂଶୋଧିତ ଖର୍ଚ୍ଚ ଅଟକଳ ବାବଦ ବାକି ଥିବା ୩୭୨୨.୦୪ କୋଟି...