• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

guru
ଗୁରୁଗ୍ରାମ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଗୁରୁଗ୍ରାମ: ହରିଆଣା ଗୁରୁଗ୍ରାମସ୍ଥିତ ଉଲାୱାସରେ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଆହୁରି ୨ରୁ ୩ ଜଣ ଲୋକ ଫସି ରହିଥିବା ଅନୁମାନ କରାଯାଉଛି। ଏନ୍‌ଡିଆର୍‌ଏଫ୍ ଟିମ୍, ଅଗ୍ନିଶମ ବିଭାଗ, ପୁଲିସ୍ ପ୍ରଶାସନ, ଏସଡିଆର୍‌ଏଫ୍ ଟିମ୍ ଘଟଣାସ୍ଥଳରେ ଉଦ୍ଧାର...

pNI
ନିର୍ମାଣାଧୀନ ପାଣିଟାଙ୍କିରୁ ଖସି ଶ୍ରମିକ ମୃତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ନିର୍ମାଣାଧୀନ ପାଣିଟାଙ୍କିରୁ ଖସିପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟ ହୋଇଛି। ମୃତ ଶ୍ରମିକ ଜଣଙ୍କ କୋକସରା ଅଞ୍ଚଳ ବଙ୍ଗୋମୁଣ୍ଡା ଗାଁର ଭାଜନ ଦଳପତି ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ପାଣିଟାଙ୍କିର ସାଇଡ୍ ସ୍ଲୋପ୍ ନିର୍ମାଣ କରୁଥିବା ସମୟରେ ଭାଜନଙ୍କ ଗୋଡ଼ ଖସି ପଡ଼ିବା...

boy
ନାବାଳିକାଙ୍କୁ କୁଆଁରୀ ମା’ କରିବା ଅଭିଯୋଗରେ ଯୁବକ ଗିରଫ

ସୁନ୍ଦରଗଡ଼: କୁଆରମୁଣ୍ଡାରେ ଜଣେ ନାବାଳିକାକୁ ବାରମ୍ବାର ଧର୍ଷଣ କରି କୁଆଁରୀ ମା’ କରିବା ଅଭିଯୋଗରେ ବୀରମିତ୍ରପୁର ପୁଲିସ୍‌ ମୁନ୍ନା ବଦ୍ରା ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉକ୍ତ ନାବାଳିକା ତାର ଭାଇ ଭାଉଜ ସାଙ୍ଗରେ ରହୁଥିଲା। ଭାଇ ଭାଉଜ କାମ କରିବାକୁ...

naveen-3-750x430
କାଳିଆ ଯୋଜନାକୁ ନେଇ ହାଇକୋର୍ଟରେ ମାମଲା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର କାଳିଆ ଯୋଜନାକୁ ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଛି। ଏହି ଯୋଜନା ନିମନ୍ତେ ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥ ପ୍ରଦାନକୁ ବିରୋଧ କରି କୋର୍ଟରେ ମାମଲା ଦାଖଲ ହୋଇଛି। ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥ ପ୍ରଦାନ ହୋଇଥିବାରୁ କୋର୍ଟରେ ଏହାକୁ ବେଆଇନ ବୋଲି ଦର୍ଶାଯାଇଛି। ଯାହାକୁ ଗ୍ରହଣ...

neka
ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି

ନୂଆଦିଲ୍ଲୀ: ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି। ସେ କହିଛନ୍ତି, ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ରାଜ୍ୟ ସରାକର ନୁହେଁ କେନ୍ଦ୍ର ସରକାର କରିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ୭୦ କୋଟିର...

kendrapada
କେନ୍ଦ୍ରାପଡ଼ାରେ କର୍ଫ୍ୟୁ ଜାରି

କେନ୍ଦ୍ରାପଡ଼ା: ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାରୁ ଅଶାନ୍ତ ହୋଇପଡ଼ିଥିବା କେନ୍ଦ୍ରାପଡ଼ାରେ ଜିଲ୍ଲା ପ୍ରଶାସନ କର୍ଫ୍ୟୁ ଜାରି କରିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଜିଲ୍ଲାରେ କାଲି ସକାଳ ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ଏହି ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ର। ପ୍ରକାଶ ଥାଉକି, ଗତକାଲି...

Untitled-1
ଆସନ୍ତାକାଲି ଆସୁଛନ୍ତି ରାହୁଲ

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। କାଲି ସକାଳ ସାଢ଼େ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସେ ଓଡ଼ିଶାରେ ରହିବେ। ରାହୁଲ ପ୍ରଥମେ ରାଜଧାନୀ ଉପକଣ୍ଠ ତମାଣ୍ଡୋ ମିନି ଷ୍ଟାଡ଼ିୟମ୍‌ର ସାଧାରଣ ସଭାରେ ଯୋଗଦେବେ। ଏବଂ ସାଢ଼େ ୨ଟା ବେଳେ  ନେତା,...

home
କଇଁସରା ଗାଁରେ ହାତୀ ଉପଦ୍ରବ: ଘରଦ୍ୱାର ଭାଙ୍ଗିବା ସହିତ ବୃଦ୍ଧା ମୃତ

ସୁନ୍ଦରଗଡ଼: କଇଁସରା ଗାଁରେ ହାତୀ ଉପଦ୍ରବ। ରାତିରେ ହାତୀମାନେ ଗାଁ ଭିତରକୁ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଇଛନ୍ତି। ଏହି ଘଟଣାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଗାଁର ଅବସ୍ଥା ଏମିତି ହୋଇଛି ଯେ ଚାରିଆଡ଼େ ଘର କାନ୍ଥ ଭାଙ୍ଗି ପଡ଼ିଛି।...

cong
ନିର୍ବାଚନକୁ ନେଇ କଂଗ୍ରେସର ଅଙ୍କକଷା

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ନେଇ କଂଗ୍ରେସର ଅଙ୍କକଷା। ୫୦ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିସାରିଥିବା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି। ଆସନ୍ତା ଫେବ୍ରୁଆରୀ ସୁଦ୍ଧା ଦଳ ଟିକେଟ୍ ବଣ୍ଟା ପ୍ରକ୍ରିୟା ଆରମ୍ଭ କରିବ ବୋଲି ସୂଚନା ଦେଇଛନ୍ତି ଜିତେନ୍ଦ୍ର। ଏହି ଅବସରରେ...

coal
ଚୋରି ବେଳେ କୋଇଲା ଖଣ୍ଡ ଖସି ୨ ମୃତ, ଅନେକ ଚାପି ହୋଇ ରହିଥିବା ଆଶଙ୍କା

ରାଞ୍ଚି: କାଳ ହେଲା କୋଇଲା ଚୋରି। କୋଇଲା ଚୋରି କରିବା ପାଇଁ ଖଣିକୁ ଯାଇଥିବା ବେଳେ ହଠାତ୍ କୋଇଲା ଖଣ୍ଡ ଧସିଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଝାଡ଼ଖଣ୍ଡର ଧାନବାଦ ନିକଟ ନିରସା ଥାନା କାପାସରାରେ ଥିବା ଇସିଏଲ୍ କୋଇଲା...

munda
ବ୍ୟାଙ୍କ୍ କ୍ୟାସିୟର୍‌ଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

ଗଞ୍ଜାମ: ଛତ୍ରପୁର ଅଞ୍ଚଳରେ ଜଣେ ବ୍ୟାଙ୍କ୍ କ୍ୟାସିୟର୍‌ଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ କ୍ୟାସିୟର୍‌ ହେଲେ ବିନାୟକ ବେହେରା। ତାଙ୍କ ଘର ଗଞ୍ଜାମ ଛତ୍ରପୁର ଅଞ୍ଚଳରେ। ବିନାୟକ ଆସିକା ମୁଣ୍ଡମରାଇ ଆନ୍ଧ୍ର ବ୍ୟାଙ୍କରେ କାମ କରୁଥିଲେ। ମୁଣ୍ଡମରାଇ କଲେଜ୍ ନିକଟ ପାହାଡ଼ ପାଖରେ ବିନାୟକଙ୍କ...

naveen
କାଳିଆ ଯୋଜନା ପାଣ୍ଠିକୁ ନେଇ ଉତ୍ତର ରଖିଲା ବିଜେଡି

ଭୁବନେଶ୍ୱର: କାଳିଆ ଯୋଜନାର ପାଣ୍ଠିକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା ପରେ ଏହାର ଉତ୍ତର ରଖିଛି ବିଜେଡି। ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି ବୋଲି କହିଛି ଦଳ। ଏହି ଯୋଜନା ଦ୍ୱାରା ରାଜ୍ୟ ଅର୍ଥନୀତି ପଛେଇବ ନାହିଁ କିମ୍ବା ରାଜ୍ୟବାସୀଙ୍କ...

Untitled-1
ରାହୁଲଙ୍କ ଓଡ଼ିଶା ଗସ୍ତ ନେଇ କ୍ଷେତ୍ର ପ୍ରସ୍ତୁତ

ଭୁବନେଶ୍ୱର: ଭାରତୀୟ ଜାତୀୟ କଂଗ୍ରସର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ପାଇଁ ଭୁବନେଶ୍ୱରରେ  ପ୍ରସ୍ତୁତ। ରାଜଧାନୀ ଉପକଣ୍ଠ ତମାଣ୍ଡୋ ମିନି ଷ୍ଟାଡ଼ିୟମ୍‌ରେ ସୁରକ୍ଷା ଓ ପ୍ରସ୍ତୁତି ତଦାରଖ କରିଛି ସ୍ପେଶାଲ୍‌ ଅପରେଶନ ଗ୍ରୁପ୍, ଓ ଏସ୍‌ପିଜି(ସ୍ପେଶାଲ୍ ପ୍ରୋଟେକ୍ସନ ଗ୍ରୁପ୍)। ଏସ୍‌ପିଜି ଅଧିକାରୀମାନେ ଷ୍ଟାଡ଼ିୟମ୍ ବୁଲିବା ସହ କେଉଁଠି...