ଭୁବନେଶ୍ୱର: ନବୀନଙ୍କ ରିମୋଟ୍ ମୋଦିଙ୍କ ହାତରେ ଅଛି। ଦିଲ୍ଲୀରେ ମୋଦି ରିମୋଟ୍ ଟିପିଲେ ନବୀନ ଏଠି ଉଠ୍ବସ୍ ହେଉଛନ୍ତି। ବୁଲେଇ ବଙ୍କେଇ ନୁହେଁ କି ଛଦ୍ମ ଭାବରେ ନୁହେଁ ଆଜି ନବୀନଙ୍କୁ ଏମିତି ଢଙ୍ଗରେ ସିଧା ଟାର୍ଗେଟ୍ କରିଛନ୍ତି ଭାରତୀୟ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଭୁବନେଶ୍ୱର...
ପାରାଦୀପ: ବଂଶ ବିସ୍ତାର ପାଇଁ ଓଡ଼ିଶା ଆସି ଅକାଳ ମୃତ୍ୟୁର ସାମ୍ନା କରୁଛନ୍ତି ବିରଳ ଅଲିଭ୍ ରିଡ୍ଲେ କିଇଁଛ । ବିଭିନ୍ନ କାରଣରୁ ରାଜ୍ୟର ବିଭିନ୍ନ ଉପକୂଳରେ ଦୈନିକ କଇଁଛଙ୍କ ମୃତ୍ୟୁ ହେବା ପରିବେଶବିତଙ୍କ ଚିନ୍ତା ବଢ଼ାଇଛି। ତେବେ ପାରାଦୀପରେ ଚାଲୁଥିବା କିଇଁଛ ସୁରକ୍ଷା ଯୋଜନା ଏକ ପ୍ରହସନ...
କନ୍ଧମାଳ: ଆସନ୍ତାକାଲି ଦେଶ ପାଳିବ ୭୦ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଆଜିଠାରୁ ଜାନୁଆରୀ ୩୧ ତାରିଖ ଯାଏ ମାଓବାଦୀମାନେ ପ୍ରତିରୋଧ ଦିବସ ପାଳନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସାଧାରଣତନ୍ତ୍ର...
ମୁମ୍ବାଇ: ପରଦାକୁ ଆସିଛି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଣିକର୍ଣ୍ଣିକା ‘ଦି କ୍ୱିନ୍ ଅଫ୍ ଝାନ୍ସୀ’। ଏହି ଫିଲ୍ମରେ କଙ୍ଗନା ରାଣାୱାତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏଥିସହିତ ଅଙ୍କିତା ଲୋଖାଣ୍ଡେ, ଅତୁଲ କୁଲକର୍ଣ୍ଣି, ସୁରେଶ ଓବରଏ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। କଙ୍ଗନା ରାଣାୱତ ଓ କୃଷ୍...
ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତ ବେଳେ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧି ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ଆଜି ଭୁବନେଶ୍ୱରରେ ବୁଦ୍ଧିଜୀବୀଙ୍କ ସହ ମତ ବିନିମୟ ବେଳେ ରାହୁଲ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ସମାଲୋଚନା କରି କହିଛନ୍ତି, ଓଡ଼ିଶାରେ ଏକ ଅମଲାତାନ୍ତ୍ରିକ ଏକଛତ୍ରବାଦ ଚାଲିଛି। ନବୀନ...
ଭୁବନେଶ୍ୱର: ପ୍ରଚାର ପ୍ରସାରରେ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ସରକାରୀ ପାଣ୍ଠି ଓ ସାଧାରଣ କରଦାତାଙ୍କଠୁ ସଂଗୃହୀତ ଅର୍ଥରୁ ପାଣି ଭଳି ଟଙ୍କା ବହୁଛି। ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଡିସେମ୍ବର ୧ ତାରିଖ ୨୦୧୦ରୁ ଆଜି ପର୍ଯ୍ୟନ୍ତ ରାଜ୍ୟ...
ନୂଆଦିଲ୍ଲୀ: ଋଣ ଠକେଇ ଅଭିଯୋଗରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍ଡି ଓ ସିଇଓ ଚନ୍ଦା କୋଚର, ସ୍ୱାମୀ ଦୀପକ କୋଚର, ଭିଡିଓକନ ଗ୍ରୁପର ଏମ୍ଡି ଭେନୁଗୋପାଲ ଧୂତ୍ ଏବଂ ଅନ୍ୟ କିଛି ଲୋକଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ଏହି ମାମଲାକୁ ନେଇ ମୁମ୍ବାଇର ୪ଟି ଭିନ୍ନ...
ଭୁବନେଶ୍ୱର: ଅଗ୍ନିଶମ, ହୋମଗାର୍ଡ ଏବଂ ବେସାମରିକ ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁରସ୍କାର ଘୋଷଣା କରାଯାଇଛି। ଏହି ତାଲିକାରେ ଓଡ଼ିଶାର ୯ଜଣ ଅଗ୍ନିଶମ ବିଭାଗର ଅଗ୍ନିକ ସାମିଲ୍ ଅଛନ୍ତି। କୁମରବର ସାମଲ (ଫାୟାରମ୍ୟାନ) ସାହସିକତା ପାଇଁ ଅଗ୍ନିଶମ ସେବା ପଦକ ଓ ବିଜୟ କୁମାର ମୁଦୁଲି...
ବଲାଙ୍ଗିର: ବଲାଙ୍ଗିର ରାଜେନ୍ଦ୍ର କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା। ଆଜି ବଲାଙ୍ଗିରରେ ଆୟୋଜିତ ବିଜୁ ଯୁବ ବାହିନୀ ସମାବେଶରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଲାଗି ନିଷ୍ପତ୍ତି ହୋଇଛି। ରାଜେନ୍ଦ୍ର କଲେଜ ପରିସରରେ ଆୟୋଜିତ ଯୁବ...
ଭୁବନେଶ୍ୱର: ବିଜେଡି ମୁଖପାତ୍ର ସୁଲୋଚନା ଦାସଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି। ଗତକାଲି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜୁ ଛାତ୍ର ଜନତା ଦଳର ଆଇଟି କନ୍କ୍ଲେଭରେ ଉଦ୍ବୋଧନ ଦେବା ବେଳେ ସୁଲୋଚନା କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ କେହି ଆଙ୍ଗୁଳି ଦେଖାଇଲେ ଆମେ ସମ୍ମାନର ସହ ସେମାନଙ୍କ ହାତ କାଟି...
ଗଜପତି: ସଡ଼କ ସୁରକ୍ଷା ସମ୍ବନ୍ଧରେ ସରକାର ଅନେକ ସଚେତନାମୂଳକ କାର୍ଯ୍ୟକ୍ରମ କରୁଛନ୍ତି। ଲୋକେ କେମିତି ଦୁର୍ଘଟଣାରୁ ବର୍ତ୍ତିପାରିବେ ସେଇ ଲକ୍ଷ୍ୟ ନେଇ ସରକାରଙ୍କର ଏତେସବୁ କାର୍ଯ୍ୟକ୍ରମ ହେଉଛି। ହେଲେ ସରକାରଙ୍କ ସତ ଚେଷ୍ଟା ଫେଲ୍ ମାରୁଛି। ଦୁର୍ଘଟଣାପ୍ରବଣ ଅଞ୍ଚଳରେ ସତର୍କତା ବୋର୍ଡ ସହ ପାଚେରୀ ନିର୍ମାଣ ନ କରିବାରୁ...
ନୂଆଦିଲ୍ଲୀ: ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଏମ. ନାଗେଶ୍ୱର ରାଓଙ୍କ ନିଯୁକ୍ତି ପ୍ରସଙ୍ଗ ନେଇ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ. କେ. ସିକ୍ରି। ସେ ନିଜ ଆଡୁ ଏହି ମାମଲାରୁ ଓହରି ଯାଇଛନ୍ତି। ନାଗେଶ୍ୱର ରାଓଙ୍କୁ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି କମନ କଜ୍...
ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍-ଇଭିଏମ୍ ଓ ଭିଭିପ୍ୟାଟ୍ର ହିଁ ବ୍ୟବହାର କରାଯିବ। ଆଜି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା ସ୍ପଷ୍ଟ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା। ସେ କହିଛନ୍ତି, ଭୋଟ୍ ଗ୍ରହଣ ପାଇଁ ପୁରୁଣା କାଳିଆ ଢାଞ୍ଚାରେ ବାଲାଟ...