• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

bhrugu
ସମନ ରାଜନୀତି: ସିବିଆଇ ବନାମ ଓଡ଼ିଶା ପୁଲିସ୍‌

ଭୁବନେଶ୍ୱର: ସମନକୁ ନେଇ ତେଜିଲା ରାଜ୍ୟ ରାଜନୀତି। ବିଜେଡିର ଦୁଇ ବିଧାୟକଙ୍କୁ ସିବିଆଇର ସମନ ପରେ ବିଜେପି ନେତାଙ୍କ ବିରୋଧରେ ପୁଲିସ୍‌ର ସମନ ଆସିବା ଘଟଣା ଏବେ ରାଜନୈତିକ ପାଣିପାଗକୁ ଉଷ୍ଣ କରିଛି। ଉଭୟ ଦଳ ପରସ୍ପର ବିରୋଧରେ ରାଜନୈତିକ ଫାଇଦା ପାଇଁ ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରୁଥିବା...

baijaynata
ମୃତକଙ୍କ ପରିବାରକୁ ପୂର୍ବତନ ସାଂସଦ ବୈଜୟନ୍ତଙ୍କ ସମବେଦନା

କେନ୍ଦ୍ରାପଡ଼ା: କାକତିଆ ଛକରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ରାଜନଗର ବ୍ଲକ୍‌ ବାଲିକଣା, ଭଗବାନପୁର ଓ ରାଜପୁର ଯାଇ ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଭେଟି ସେ ସାନ୍ତ୍ୱନା ଦେଇଛନ୍ତି। ସେ ରାଜନୀତିରେ ଥାଆନ୍ତୁ...

thathina
‘ତିତ୍‌ଲି’ ବାତ୍ୟାର ତିନି ମାସ ପରେ ବି ସୁଧୁରିନି ସ୍ଥିତି

ଗଜପତି : ‘ତିତ୍‌ଲି’ ତାଣ୍ଡବରେ ସବୁ କିଛି ହରାଇଥିବା ଲୋକଙ୍କ ସ୍ଥିତି ସୁଧୁରିବାର ନା ନେଉନି। ବାତ୍ୟା ପ୍ରପୀଡ଼ିତଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ସଜାଡ଼ିବାକୁ ସମ୍ବଳ ନାହିଁ। ଏଭଳି ସ୍ଥିତିରେ ‘ତିତ୍‌ଲି’ କ୍ଷତିଗ୍ରସ୍ତ ଲୋକଙ୍କ ଏକମାତ୍ର ସାହାରା ପାଲଟିଛି ଅଙ୍ଗନଓ୍ୱାଡ଼ି କେନ୍ଦ୍ର। ସେଠାରେ ବି...

vijilNCE
ଭିଜିଲାନ୍ସ ଜାଲରେ ଏଜୁକେସନ୍ ଅଫିସ୍‌ର ହେଡ୍‌ କ୍ଲର୍କ୍

ଅନୁଗୁଳ: ଭିଜିଲାନ୍ସ ଜାଲରେ ପଡ଼ିଲେ ବଅଁରପାଳ ବ୍ଲକ୍‌ ଏଜୁକେସନ୍ ଅଫିସ୍‌ର ହେଡ୍‌ କ୍ଲର୍କ୍ ରଞ୍ଜନ କୁମାର ନାୟକ। ଏରିଆର ବିଲ୍ ପ୍ରସ୍ତୁତ କରିବା ପାଇଁ ପରାତରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ରଞ୍ଜନକୁ ଗିରଫ୍‌ କରିଛି ଭିଜିଲାନ୍ସ।...

jhia
ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ଝିଅ

ବର୍ଲିନ: ଜର୍ମାନୀ ମୁନିଚ୍ ସହରରେ H&N କପ୍ ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ଶ୍ରୀୟଙ୍କା ଷଡ଼ଙ୍ଗୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜାନୁଆରୀ ୨୩ ତାରିଖରୁ ୨୮ ତାରିଖ ଯାଏ ଚାଲିଥିବା ଏହି ପ୍ରତିଯୋଗିତାରେ ୨୦ରୁ ଅଧିକ ଦେଶ ପ୍ରତିନିଧିତ୍ୱ କରୁଥିଲେ। ୧୦ ମିଟର...

cm
ମୟୂରଭଞ୍ଜ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଘୋଷଣା

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ମୟୂରଭଞ୍ଜ ଗସ୍ତରେ ଜିଲ୍ଲା ପାଇଁ ନୂଆ କିଛି ଘୋଷଣା କରିଛନ୍ତି। ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ଲାଗି ରିଂଗ ରୋଡ୍ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାସହ ବାରିପଦା ଅର୍ବାନ କୋଅପରେଟିଭ୍‌ ବ୍ୟାଙ୍କ ପୁନଃ କାର୍ଯ୍ୟକ୍ଷମ କରାଯିବ।...

winter2
ଦାବି ନ ଶୁଣିବାରୁ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଢାଳିଲେ କ୍ଷୀର

କେନ୍ଦୁଝର: କେନ୍ଦୁଝରରେ ଦୁଗ୍ଧ ଉତ୍ପାଦନକାରୀମାନେ ଅଭିନବ ପ୍ରତିବାଦ କରିଛନ୍ତି। ସରକାର ଦାବି ନ ଶୁଣିବାରୁ ରାଜରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି ଦୁଗ୍ଧ ଉତ୍ପାଦନକାରୀ। ଦୀର୍ଘ ୫ ବର୍ଷ ହେଲା ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କୁ ଜଣାଇଥିଲେ ବି ଏନେଇ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଚାଷୀମାନେ...

dhana
ମଣ୍ଡି ଚିନ୍ତାରୁ ଚାଷୀଙ୍କୁ କେବେ ମିଳିବ ମୁକ୍ତି ? କ୍ରୋଧରେ ଆନ୍ଦୋଳନ କଲେ ଚାଷୀ

ମାଲକାନଗିରି: ମଣ୍ଡିରେ ଅବ୍ୟବସ୍ଥା ଏବଂ ବିଭ୍ରାଟର ପ୍ରତିବାଦ ନେଇ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଚାଷୀ। ସପ୍ତାହ ସପ୍ତାହ ଧରି ମଣ୍ଡିରେ କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଧାନ ପଡ଼ିରହୁଥିଲେ ବି କେହି ସେମାନଙ୍କ ଧାନ ଉଠାଉନଥିବାରୁ ଶେଷରେ ଆଜି ସ୍ଥାନୀୟ ଚାଷୀ ରାସ୍ତାକୁ ଓହ୍ଲାଇବା ସହ ଜିଲ୍ଳାପାଳଙ୍କ ଅଫିସ...

biju
ବିଜୁ ଯୁବ ବାହିନୀର ରିଜିଓନାଲ ୟୁଥ୍‌ କନ୍‌କ୍ଲେଭ୍‌ ପାଇଁ ପ୍ରସ୍ତୁତି

ସମ୍ବଲପୁର: ଆସନ୍ତା ଫେବୃୟାରୀ ପହିଲାରେ ସମ୍ବଲପୁରରେ ଆୟୋଜିତ ହେବ ବିଜୁ ଯୁବ ବାହିନୀର ‘ରିଜିଓନାଲ ୟୁଥ୍‌ କନକ୍ଲେବ୍‌’ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ ପରିସରରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାର ବିଜୁ ଯୁବ ବାହିନୀ ଯୋଗ ଦେବେ। ଏଥିପାଇଁ...

suna
ସିମରନ୍‌ ମୃତ୍ୟୁ ଘଟଣା: ସ୍ୱାମୀ ୟୁଗ୍‌ ସୁନାଙ୍କୁ ରିମାଣ୍ଡରେ ନେଲା ପୁଲିସ୍

ବୁର୍ଲା: ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମରନ୍‌ଙ୍କ ମୃତ୍ୟୁ ଘଟଣାରେ ବୁର୍ଲା ପୁଲିସ୍‌ ସିମ୍‌ରନ୍‌ଙ୍କ ସ୍ୱାମୀ ୟୁଗ୍ ସୁନାଙ୍କୁ ସମ୍ବଲପୁର ମଣ୍ଡଳ କାରାଗାରୁ ୨ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରୁଛି। ଏନେଇ ପୂର୍ବରୁ ପୁଲିସ କୋର୍ଟଙ୍କ ନିକଟରେ ଆବେଦନ କରିଥିଲା। ପ୍ରଥମେ ବୁର୍ଲା ପୁଲିସ୍ ଏକ ଅପମୃତ୍ୟୁ...

ndtv
ଗୋଆ ମୁଖ୍ୟମନ୍ତ୍ରୀ ପାରିକରଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଅସୁସ୍ଥଥିବା ଥିବା ଗୋଆ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ମନୋହର ପାରିକରଙ୍କୁ ଭେଟିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଆଜି ସେ ମନୋହର ପାରିକରଙ୍କ ଅଫିସକୁ ଯାଇ ତାଙ୍କୁ ଦେଖା କରିବା ସହିତ ସ୍ୱାସ୍ଥ୍ୟ କଥା ପଚାରି ବୁଝିଛନ୍ତି। ଏଥିସହିତ ଶୀଘ୍ର ସୁସ୍ଥ ହେବାର...

maxresdefault
ଖୋଲା ଦେହରେ ମାଇନସ୍‌ ୧୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ଚାଲିଛି ଟ୍ରେନିଂ

ଡେରାଡୁନ: ବରଫମୟ ପରିବେଶରେ ଉତ୍ତରାଖଣ୍ଡ ଚମୋଲିରେ ITBP କମାଣ୍ଡୋଙ୍କ ଟ୍ରେନିଂ ଚାଲିଛି। ସମୁଦ୍ର ପତ୍ତନରୁ ସାଢ଼େ ୯ ହଜାର ଫୁଟ୍ ଉଚ୍ଚରେ ସେମାନେ ଟ୍ରେନିଂ ନେଉଛନ୍ତି। ମାଇନସ୍ ୧୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ଖୋଲା ଦେହରେ ପ୍ରଶିକ୍ଷଣ ନେଉଛନ୍ତି ଏହି କମାଣ୍ଡୋମାନେ। ପ୍ରତିକୂଳ ପରିସ୍ଥିତିରେ ଶତ୍ରୁ ସହ କିଭଳି...