• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

bjp2
ଆଇପିଏସ୍‌ ଅଧିକାରୀଙ୍କ ବଦଳି ଦାବି କଲା ବିଜେପି

ଭୁବନେଶ୍ୱର: ଆଇପିଏସ୍‌ ଅଧିକାରୀଙ୍କ ବଦଳି ଦାବି କରିଛି ରାଜ୍ୟ ବିଜେପି। ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ହେଲେ ୨ଜଣ ଆଇପିଏସ୍‌ ଅଧିକାରୀ, ଆଇଜି ଅମିତାଭ ଠାକୁର ଓ ଡିଆଇଜି ଆଶିଷ ସିଂହଙ୍କୁ ବଦଳି କରିବାକୁ ଗୃହ ସଚିବଙ୍କ ନିକଟରେ ଦାବି ରଖିଛି ବିଜେପି। ଅବାଧ...

rahat
ପାକିସ୍ତାନୀ ଗାୟକ ରାହତ ଫତେ ଅଲ୍ଲି ଖାନଙ୍କୁ ଇଡିର ନୋଟିସ୍

ରାହତଙ୍କ ବିରୋଧରେ ବିଦେଶୀ ମୁଦ୍ରା ସ୍ମଗଲିଙ୍ଗ ଅଭିଯୋଗ

railay
ପୂର୍ବତଟ ରେଳପଥରୁ ହଟିଲା ପୁରୁଣା ସାଙ୍କେତିକ ବ୍ୟବସ୍ଥା

ବଲାଙ୍ଗିର: ପୂର୍ବତଟ ରେଳପଥରୁ ହଟିଲା ପୁରୁଣା ସାଙ୍କେତିକ ବ୍ୟବସ୍ଥା ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନବୀକରଣ କାର୍ଯ୍ୟ ହାତକୁ ନିଆଯିବା ପରେ ରେଳପଥରେ ଥିବା ହାତ ଭଳି ଦୃଶ୍ୟମାନ ଶେଷ ଯାନ୍ତ୍ରିକ ସଙ୍କେତ ବ୍ୟବସ୍ଥା-ସେମାଫୋରକୁ ହଟାଇ ନିଆଯାଇଛି। ତା ସ୍ଥାନରେ ନୂଆ ରଙ୍ଗୀନ ଆଲୋକ ବ୍ୟବସ୍ଥା କରାଯାଇଛି। ଶେଷ...

court
ଓଡ଼ିଶାରେ ଅନାଦର ଓଡ଼ିଆ ଭାଷା !

ବାଲେଶ୍ୱର: ନିଜ ରାଜ୍ୟରେ ଅନାଦର ହେଉଛି ଓଡ଼ିଆ ଭାଷା। କାହାରି ଯେମିତି ଭାଷା ପ୍ରତି ଆଦର ନାହିଁ। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଗତବର୍ଷ ମେ ୧୮ ତାରିଖରେ ରାଜ୍ୟ ସରକାର ଏହାର ବ୍ୟବହାର ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ପ୍ରତି ଶିକ୍ଷାନୁଷ୍ଠାନ,...

3
ସିବିଆଇ ନୋଟିସ୍ ସତ୍ତ୍ୱେ ହାଜର ହେଲେନି ବିଜେଡି ବିଧାୟକ ଅରୁଣ ଓ ଅତନୁ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଲିଙ୍କ୍‌ରେ ବିଜେଡିର ଦୁଇ ପ୍ରଭାବଶାଳୀ ବିଧାୟକଙ୍କୁ ସିବିଆଇ ନୋଟିସ୍ ପରେ ରାଜ୍ୟ ରାଜନୀତି ହଲ୍‌ଚଲ୍ ହୋଇଛି। ଦୁଇ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ସିବିଆଇ ନୋଟିସ୍ କରିଥିଲା, କିନ୍ତୁ ସେମାନେ ହାଜର ହୋଇ ନାହାନ୍ତି। ତେଣୁ ପୁଣି ଥରେ ଉଭୟ...

bjp
୭ରେ ଭାରତୀୟ ଜନତା ଯୁବମୋର୍ଚ୍ଚାର ବିଧାନସଭା ଘେରାଉ

ଭୁବନେଶ୍ୱର: ରୋଜଗାର ଦାବିରେ ଆସନ୍ତା ୭ ତାରିଖରେ ବିଧାନସଭା ଘେରାଉ କରିବ ଭାରତୀୟ ଜନତା ଯୁବମୋର୍ଚ୍ଚା। ରାଜ୍ୟରେ ଯୁବକମାନେ ବେକାର ହେଉଛନ୍ତି, ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି,  ହେଲେ ତଥାପି ବିଜେଡି ସରକାରର ନିଦ ଭାଙ୍ଗୁନି। ଏନ୍‌ଟିପିସି ସମ୍ପ୍ରସାରଣ, କୋଷ୍ଟାଲ ହାଇେଓ୍ୱ ଜମି ଅଧିଗ୍ରହଣରେ ରାଜ୍ୟ ସରକାର...

otv
ଓଟିଭି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ

ପାରାଦୀପ: ପାରାଦୀପରେ ଓଟିଭି ପ୍ରତିନିଧିଙ୍କୁ ଖବର ସଂଗ୍ରହ ବେଳେ ଆକ୍ରମଣ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ। ଲକ୍ ଥାନା ପୁଲିସ୍ ଅଭିଯୁକ୍ତ ଜଣକୁ ଗିରଫ କରିଛି। ପାରାଦୀପ ଗଡ଼ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ଦାବିରେ ୩ ଦିନ ହେଲା ଧାରଣା ଦେଇଥିଲେ। ଖବର ସଂଗ୍ରହ...

kili
ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ ଆରୋହଣ କଲେ ୨ ଓଡ଼ିଆ

ଭୁବନେଶ୍ୱର: ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ ଆରୋହଣ କରିବାରେ ସଫଳ ହୋଇଛନ୍ତି ଦୁଇ ଜଣ ଓଡ଼ିଆ। ଦକ୍ଷିଣ ଆଫ୍ରିକାର ତାଞ୍ଜାନିଆରେ ଥିବା କିଲିମାଞ୍ଜାରୋ ଶୃଙ୍ଗର ଉଚ୍ଚତା ୫ ହଜାର ୮୯୫ ମିଟର୍ ହେବ। କୋରାପୁଟ ଜିଲ୍ଲାର ଆଦିବାସୀ ଯୁବକ କୁଶ ଆର୍ଳବ ଏବଂ ବରଗଡ଼ ଜିଲ୍ଲାର ଲିପିକା...

consta
ଆସନ୍ତା ୪ରେ କନଷ୍ଟେବଲ୍ ହାବିଲ୍‌ଦାର ସିପାହୀ ମହାସଂଘର ଆନ୍ଦୋଳନ

ଭୁବନେଶ୍ୱର: ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଲାଇବ କନଷ୍ଟେବଲ୍ ହାବିଲ୍‌ଦାର ସିପାହୀ ମହାସଂଘ। ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ସଂଘ। ଆସନ୍ତା ୪ ତାରିଖ ସକାଳେ ସମସ୍ତ କର୍ମଚାରୀ କଳା ବ୍ୟାଜ୍‌ ପିନ୍ଧି କାର୍ଯ୍ୟ କରିବେ। ଏହାପରେ ସଂଧ୍ୟାରେ ଗୁଳିଗୋଳା...

5
ଗ୍ୟାଙ୍ଗଷ୍ଟର୍‌ ପାରା ହତ୍ୟାକାଣ୍ଡ ମାମଲାରେ ୪ ଗିରଫ

ପୁରୀ: ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର୍‌ ପାରା ହତ୍ୟାକାଣ୍ଡ ଘଟଣାରେ କୁମ୍ଭାରପଡ଼ା ଥାନା ପୁଲିସ୍ ଜଣେ ମହିଳାଙ୍କ ସମେତ ଚାରିଜଣଙ୍କୁ ଗିରଫ କରିଛି। ଏଥିସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ପିସ୍ତଲ୍ ମଧ୍ୟ ଜବତ ହୋଇଛି।  ଏମାନଙ୍କ ମଧ୍ୟରେ କୁଖ୍ୟାତ ଅପରାଧୀ ଭାଗୁ ଓରଫ ଭାଗିରଥି ପ୍ରଧାନ ରହିଛି। ଷଡ଼ଯନ୍ତ୍ର ପଛରେ...

guli
ଯୁବକଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼

ବାଲେଶ୍ୱର: କଣ୍ଟାବଣିଆ ଗାଁରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ବିରଞ୍ଚି ଦାସ ନାମକ ଯୁବକ ଆହତ ହୋଇ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ପିଠିରେ ଗୁଳି ବାଜିଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି।...

news-land
ହାମିଲ୍‌ଟନ୍‌ ଚତୁର୍ଥ ଦିନିକିଆ: ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ

ହାମିଲ୍‌ଟନ୍‌: ନ୍ୟୁଜିଲ୍ୟାଣ୍ଡ୍‌ର ହାମିଲ୍‌ଟନ୍‌ରେ ଖେଳାଯାଉଥିବା ଥିବା ଭାରତ ଓ ନ୍ୟୁଜିଲାଣ୍ଡ୍ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚରେ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି ଭାରତ। ଦଳର ଦୁଇଜଣ ଓପନର୍ ବ୍ୟାଟ୍‌ସମ୍ୟାନ୍ ଶିଖର୍‌ ଧାୱନ୍‌ ଓ ରୋହିତ ଶର୍ମା ଆଉଟ୍‌ ହୋଇଛନ୍ତି। ଶିଖର୍‌ ୧୩ ରନ୍‌ କରିଥିବା ବେଳେ...

otvb
ଖବର ସଂଗ୍ରହ ବେଳେ ଓଟିଭି ପ୍ରତିନିଧିଙ୍କୁ ଆକ୍ରମଣ

ପାରାଦୀପ: ଖବର ସଂଗ୍ରହ ବେଳେ ପାରଦୀପରେ ଓଟିଭି ପ୍ରତିନିଧିଙ୍କୁ ଖବର ଆକ୍ରମଣ ହୋଇଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପାରାଦୀପ ଗଡ଼ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ଦାବିରେ ୩ ଦିନ ହେଲା ଧାରଣା ଦେଇଥିଲେ। ଖବର ସଂଗ୍ରହ...

hatakadi
ହାତଗଣ୍ଠି ପଡ଼ିବା ପୂର୍ବରୁ ବର ହାତରେ ପଡ଼ିଲା ହାତକଡ଼ି

ଅନୁଗୁଳ: ଯୁବତୀଙ୍କୁ ଦ୍ୱିତୀୟ ବିବାହ ପୂର୍ବରୁ ପ୍ରୋସେସନ୍‌ରୁ ବରକୁ ଉଠାଇ ନେଲା ପୁଲିସ୍‌। ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ମଝିକା ଗାଁରେ। ଅଭିଯୋଗ ମୁତାବକ, ଢେଙ୍କାନାଳ କସରା ଗାଁର ଯୁବକ ଅବନୀ ରାଉତ ପୂର୍ବରୁ ଜଣଙ୍କୁ ବିବାହ କରିଥିଲେ। ଆଜି ଆଉ ଜଣେ ଯୁବତୀଙ୍କୁ ବିବାହ କରିବା...

bdk
ଜିଲ୍ଲା ପରିଷଦ ସଭ୍ୟାଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ଅଭିଯୋଗ

ଭଦ୍ରକ: ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ଅଭିଯୋଗ। ପରସ୍ପର ଆକ୍ଷେପ ପ୍ରତି ଆକ୍ଷେପ ପରେ ବୈଠକ ବର୍ଜନ କଲେ ତିନି ବିଜେପି ଜିଲ୍ଲା ପରିଷଦ ସଭ୍ୟ। ଆଜି ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସପ୍ତମ ଜିଲ୍ଲା ପରିଷଦ...

ncpcr
ବଢ଼ୁଥିବା ଛାତ୍ରୀ ଦୁଷ୍କର୍ମ ଘଟଣା: ୩୦ ଦିନରେ ତଦନ୍ତ ରିପୋର୍ଟ ଦିଅ

ଭୁବନେଶ୍ୱର: ସରକାରୀ ଆବାସିକ ବିଦ୍ୟାଳୟଗୁଡ଼ିକରେ ବଢ଼ୁଥିବା ଛାତ୍ରୀ ଦୁଷ୍କର୍ମ ଘଟଣା ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ରାଜ୍ୟରେ ଗତ କିଛିଦିନ ମଧ୍ୟରେ ଘଟିଯାଇଥିବା ସମସ୍ତ ଘଟଣାର ତଦନ୍ତ କରି ୩୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନଙ୍କ...

saha
ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କାହିଁକି ନିରବ ରହିଲେ ଶାହ ?

ଭୁବନେଶ୍ୱର: ମୋଦି ନରମିଲେ, ଅମିତ ଶାହ ବର୍ଷିଲେ, ହେଲେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଦୌ ହାତ ମାରିଲେନି ବିଜେପି କମାଣ୍ଡର୍। ତେବେ ରାହୁଲଙ୍କ ରିମୋଟ୍ କଣ୍ଟ୍ରୋଲ୍ ଅଭିଯୋଗ ଉପରେ ଶାହଙ୍କ ଅଧା ଗରମ ଭାଷଣ ତାଳିପକା ଉଦ୍ୟମ ନୁହେଁ ତ? ସାଲେପୁରରେ ଶାହଙ୍କ ୧୯ରେ ୧୯ ବର୍ଷର ନବୀନ...