ଭୁବନେଶ୍ୱର: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଚକ୍ରଧରପୁର ଅଞ୍ଚଳରେ ମାଓବାଦୀଙ୍କ ଆକ୍ରମଣ। ଚକ୍ରଧରପୁର ଥାନା ସୋମରା ନାଳ ଉପରେ ପୋଲ କାମ ଚାଲିଥିବାବେଳେ ଶ୍ରମିକଙ୍କ ଶିବିର ଉପରେ ମାଓବାଦୀମାନେ ଆକ୍ରମଣ କରିଛନ୍ତି। ଶ୍ରମିକଙ୍କ କ୍ୟାମ୍ପ୍ ଜାଳିଦେବା ସହ ଗୁଳିମାଡ଼ ମଧ୍ୟ କରିଛନ୍ତି। ଏଥିରେ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ବେଳେ...
ଭୁବନେଶ୍ୱର: ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲ୍ର ଆଦେଶ କାର୍ଯ୍ୟକାରୀ କରିବାରେ ଅବହେଳା କରିଥିବାରୁ ଜଳ ସମ୍ପଦ ସଚିବ ଓ ମୁଖ୍ୟଯନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ରାଜ୍ୟ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ଓ କ୍ଷୁଦ୍ର ଜଳ ସେଚନ ମୁଖ୍ୟଯନ୍ତ୍ରୀ ସରୋଜ କୁମାର...
ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍ରେ ପୂର୍ବତଟ ରେଲ୍ୱେ ଏବଂ ଓଡ଼ିଶା ପାଇଁ ମୋଟ ୭୦୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଗତବର୍ଷ ଅପେକ୍ଷା ଏହା ୧୩ ପ୍ରତିଶତ ଅଧିକ। ସେହିଭଳି ୬ଟି ନୂଆ ଲାଇନ୍ ପାଇଁ ବଜେଟ୍ରେ ୨୬୩୦ କୋଟି ବ୍ୟୟବରାଦ କରାଯାଇଛି। ହରିଦାସପୁର-ପାରାଦୀପ ଲାଇନ୍ ପାଇଁ ସର୍ବାଧିକ ୪ଶହ...
ନୂଆଦିଲ୍ଲୀ: ବଜେଟ୍ ଉପସ୍ଥାପନ ପରେ ପରେ ନୂଆଦିଲ୍ଲୀ କନଷ୍ଟିଚ୍ୟୁସନ୍ କ୍ଲବ୍ରେ ବିରୋଧୀ ଦଳଗୁଡ଼ିକର ବୈଠକ ଅନୁଷ୍ଠିତ ହୋଇଛି। ଲୋକସଭା ନିର୍ବାଚନ ପୂର୍ବରୁ ଇଭିଏମ୍ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଉପରେ ଏହି ବୌଠକରେ ଆଲୋଚନା କରାଯାଇଛି। ତୃଣମୂଳ କଂଗ୍ରେସର ଆହ୍ୱାନରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ କଂଗ୍ରେସ୍ ଅଧ୍ୟକ୍ଷ...
ପୁରୀ: ଭିନ୍ନ ସଂସ୍କୃତି, ଭିନ୍ନ ପରମ୍ପରା, ଅନନ୍ୟ ଲୋକନୃତ୍ୟ ପୁଣି ଲୋକଗୀତର ତାଳେ ତାଳେ ଦୁଲୁକିଲା ପର୍ଯ୍ୟଟନ ସହର ପୁରୀର ସ୍ୱର୍ଣ୍ଣାଭ ବେଳାଭୂମି। ସୁନ୍ଦର ସୁନ୍ଦର ପୋଷାକ, ପରିପାଟିରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର କଳାକାରମାନେ ତାଙ୍କର ନୃତ୍ୟ ଗୀତ ପରିବେଷଣ କରି ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କୁ...
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଗୋକୁଳ ମିଶନ୍ ଯୋଜନାରେ ୭୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଏହି ଯୋଜନାରେ ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗଠନ କରାଯିବ। କାମଧେନୁ ଆୟୋଗ ଜରିଆରେ ଜିନୀୟ ପରିବର୍ତ୍ତନ କରାଯାଇ ଅଧିକ ଉତ୍ପାଦନକ୍ଷମ ଗାଇ ସୃଷ୍ଟି କରାଯିବ। ଏହାଛଡ଼ା ଗୋ ସଂପଦର ସୁରକ୍ଷା ଓ ବିକାଶ...
କୋରାପୁଟ: ଲକ୍ଷଲକ୍ଷ ଟଙ୍କା ଅଟକଳରେ ସ୍ୱାଚ୍ଛଭାରତର ଯୋଜନା କରାଯାଉଥିବା ବେଳେ ଗ୍ରାମାଞ୍ଚଳରେ କିଭଳି ଚାଲିଛି ଯୋଜନାର ରୂପାୟନ, କୋରାପୁଟ ଜିଲ୍ଲା କେନ୍ଦାର ଗାଁକୁ ଦେଖିଲେ ସ୍ପଷ୍ଟ ଅନୁମାନ କରିହେବ। ଗାଁରେ ନିର୍ମାଣ କରାଯାଇଥିବା ପାଇଖାନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପ୍ରଶାସନର ଉଦାସୀନତା, ନା ସଚେତନତାର ଅଭାବ...
ଭୁବନେଶ୍ୱର: ପ୍ରଶ୍ନପତ୍ର ଲିକ୍ ପରେ ଅଫ୍ ଲାଇନ୍ରେ ନୁହେଁ ଅନ୍ଲାଇନ୍ରେ ହେବ ଓଟିଇଟି ପରୀକ୍ଷା। ଅଫ୍ ଲାଇନ୍ ବଦଳରେ ଏଣିକି ପରୀକ୍ଷାର୍ଥି ଅନ୍ଲାଇନ୍ରେ ପରୀକ୍ଷା ଦେବେ। ଆଜି ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମ୍। ପ୍ରଶ୍ନପତ୍ର ଲିକ୍ ପରେ...
ଭୁବନେଶ୍ୱର: କାଳିଆ ଯୋଜନାରେ ପ୍ରଭାବଶାଳୀଙ୍କୁ ବାଦ୍ ଦିଆଯାଇଛି। ଡ୍ରାଫ୍ଟ ତାଲିକା ଯାଞ୍ଚ ପରେ ପ୍ରଭାବଶାଳୀଙ୍କ ନାଁକୁ କାଟି ଦିଆଯାଇଛି। ଆଜି ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ। କାଳିଆ ଯୋଜନା ପାଇଁ ପ୍ରଥମେ ୨୦ ଲକ୍ଷ ଚାଷୀଙ୍କ ଡ୍ରାଫ୍ଟ ତାଲିକା ପ୍ରସ୍ତୁତ ହୋଇଥିଲା। ତେବେ ୧୨...
ଭୁବନେଶ୍ୱର: ଚିଟ୍ଫଣ୍ଡ ଲିଙ୍କ୍ରେ ବିଜେଡିର ଦୁଇ ପ୍ରଭାବଶାଳୀ ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ପୁଣି ସମନ୍ କରିବ ସିବିଆଇ। ପ୍ରଥମ ନୋଟିସ୍ ପାଇ ବି ଉଭୟ ହାଜର ହୋଇନଥିବାରୁ ସେମାନଙ୍କୁ ଦ୍ୱିତୀୟ ଥର ପାଇଁ ନୋଟିସ୍ ହେବ ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀ...
ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କରୁ ଋଣ ଠକେଇ ଘଟଣାର ତଦନ୍ତ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି ସିବିଆଇ। ଗତକାଲି ପୂର୍ବତନ ଏମ୍ଡି ଓ ସିଇଓ ଚନ୍ଦା କୋଚର୍ଙ୍କୁ ଆଇସିଆଇସିଆଇ ବ୍ୟାଙ୍କ ଅଫ୍ ବୋର୍ଡ ପକ୍ଷରୁ ବିଦା କରିବା ପାଇଁ ନିଷ୍ପତ୍ତି ନେବା ପରେ ସିବିଆଇ ଏହି ନିଷ୍ପତ୍ତି ନେଇଛି।...
ନୂଆଦିଲ୍ଲୀ: ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ପଦରେ ଏମ୍. ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ନେଇ ଆଗତ ମାମଲାର ଶୁଣାଣିରୁ ଓହରି ଯାଇଛନ୍ତି ସୁପ୍ରିମକୋର୍ଟର ଆଉ ଜଣେ ବିଚାରପତି। ସିବିଆଇ ନିର୍ଦ୍ଦେଶକ ପଦର ଚୟନ ଓ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଜଷ୍ଟିସ୍ ଏନ୍.ଭି.ରମଣା ଏହି ନିଷ୍ପତ୍ତି ନେଇଥିବା ସୂଚନା...
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି ଆମ ଆଦ୍ମି ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍। ସେ ସାମାଜିକ ନ୍ୟାୟ ଅଭିଯାନ ସମ୍ପର୍କିତ ଏକ ସାଧାରଣ ସଭାରେ ସାମିଲ ହେବେ। ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଲୋୟର୍ ପିଏମ୍ଜିରେ...
କଳାହାଣ୍ଡି/ରାୟଗଡ଼ା: ସହିଦ ସପ୍ତାହର ଶେଷ ଦିନରେ ଡକାଯାଇଥିବା ମାଓବାଦୀଙ୍କ ଭାରତ ବନ୍ଦ ଡାକରା ବେଳେ ହିଂସାକାଣ୍ଡ ଘଟାଇଛନ୍ତି ଲାଲ୍ ବାହିନୀ। କଳାହାଣ୍ଡିର ମଦନପୁର ରାମପୁର କେନ୍ଦୁଘାଟି ରାସ୍ତାରେ ଜେସିବିକୁ ପୋଡ଼ି ଦେଇଛନ୍ତି ମାଓବାଦୀ। କେନ୍ଦୁଘାଟିରେ ରାସ୍ତା କାମ ଚାଲିଥିବା ବେଳେ ଏହାକୁ ବିରୋଧ କରିଛି ଲାଲ୍ ସଂଗଠନ। ଘଟଣାସ୍ଥଳରେ ଏକ...
ନୂଆଦିଲ୍ଲୀ: ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ। ଆରମ୍ଭରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ଲାଭ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଏହାର ଉପାଦେୟତା ଲୋକେ ଗ୍ରହଣ କରିବାକୁ କହିଛନ୍ତି। ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି,...
ସୁକିନ୍ଦା: ପୁଲିସ୍ ଉପରେ ଆକ୍ରମଣ କରିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୁକିନ୍ଦା ପୁଲିସ୍। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବାଲିଆ ଗାଁର ହାଟ ପଡ଼ିଆରେ ଗଞ୍ଜା ଲଢ଼େଇ ଚାଲିଥିଲା। ଏନେଇ ଖବର ପାଇବାପରେ ପୁଲିସ୍ ଅତର୍କିତ ଚଢ଼ାଉ କରିଥିଲା। ସ୍ଥାନୀୟ ବାସିନ୍ଦା...