• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

Capture
କେନ୍ଦୁଝର ଖୁଣ୍ଟକଟା ଡବଲ୍ ମର୍ଡରର ପର୍ଦ୍ଦାଫାସ: ୩ ଭାଇ ଗିରଫ

କେନ୍ଦୁଝର : କେନ୍ଦୁଝର ସଦର ଥାନା ଖୁଣ୍ଟକଟା ଗାଁରେ ଜାନୁଆରୀ ୧୩ରେ ହୋଇଥିବା ଡବଲ୍ ମର୍ଡର ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍। ଗିରଫ ଅଭିଯୁକ୍ତ ହେଲେ ୩ ଭାଇ। ବସ୍ତାଏ ଚାଉଳ ଓ ୧୨ ଶହ ଟଙ୍କା ପାଇଁ ବୃଦ୍ଧ ଦମ୍ପତିଙ୍କୁ ତିନି ଭାଇ ହତ୍ୟା...

SHA
ପୁଣି ଆକ୍ରମଣାତ୍ମକ ମୁଦ୍ରାକୁ ଫେରିଲେ ଅମିତ୍‌ ଶାହ

ଭୁବନେଶ୍ୱର: ପୁଣି ଫେରିଲା ଅମିତ୍ ଶାହଙ୍କ ୨୦୧୭ର ଆକ୍ରମଣାତ୍ମକ ମୁଦ୍ରା। ଶାହ ସେତେବେଳେ ଯେମିତି ବିଜେଡି ସରକାରକୁ ଓପାଡ଼ି ଫୋପାଡ଼ି ଦେବାକୁ ଆହ୍ୱାନ ଦେଇଥିଲେ ଆଜି ମଧ୍ୟ ପୁରୀରେ ଠିକ୍ ସେଇଭଳି ଆହ୍ୱାନ ଦେଇଥିଲେ। ବାରମ୍ବାର ନବୀନଙ୍କ ନାଁ ନେଇ ବର୍ଷିଥିଲେ ଅମିତ୍‌। ଦାନ ମାଝି ଠାରୁ ଆରମ୍ଭ...

opreta
ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟୟ ସ୍ୱାସ୍ଥ୍ୟସେବା

ଯାଜପୁର: ଅବ୍ୟବସ୍ଥା ଘେରରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ଦିନକୁ ହଜାର ହଜାର ରୋଗୀ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। ବିଭିନ୍ନ ବିଭାଗରେ ଡାକ୍ତର ନ ଥିବାରୁ ରୋଗୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନାମକୁ ମାତ୍ର ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଏଠାରେ ଏକ...

ruck
ଟ୍ରକ୍‌ ଧକ୍କାରେ ବୃଦ୍ଧାଙ୍କ ଆହତ ନେଇ ରାସ୍ତା ରୋକ୍

ବଲାଙ୍ଗିର: ତୁଷୁରା ସହରରେ ଟ୍ରକ୍‌ ଧକ୍କାରେ ଜଣେ ବୃଦ୍ଧା ଆହତ ହେବାରୁ ଉକ୍ତ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେଇଛି। ପ୍ରତିବାଦରେ ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏହି ଅଞ୍ଚଳରେ ସକାଳ ୯ଟାରୁ ୧୧ଟା ଏବଂ ଦିନ ଗୋଟାଏରୁ ୩ଟା ପର୍ଯ୍ୟନ୍ତ ଭାରିଜାନ ଚଳାଚଳ...

kuhudi
ଘନ କୁହୁଡ଼ି ଯୋଗୁ ୨୪ରୁ ଅଧିକ ଗାଡ଼ି ଦୁର୍ଘଟଣା ଗ୍ରସ୍ତ

ଜୟପୁର: ରାଜସ୍ଥାନ ସିକରରେ ସିରିଜ୍‌ ଦୁର୍ଘଟଣା ଘନ କୁହୁଡ଼ି ଯୋଗୁ ସିକର ଦେଇ ଯାଇଥିବା ୫୨ ନମ୍ବର ଜାତୀୟ ରାଜପଥରେ ଅଖେପୁରା ଟୋଲ୍ ଗେଟ୍ ଓ ପଲସାନା ମଝିରେ  ସିରିଜ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦୃଶ୍ୟମାନ ଦୂରତା କମିଯିବାରୁ ଟୋଲ୍ ଗେଟ୍...

dhana
ମୟୂରଭଞ୍ଜ ଗସ୍ତରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବାରିପଦା: ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ଯାଇ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି। ଏଥିରେ ୭ ହଜାର ୪୫୩ ମହିଳା ଏସ୍‌ଏଚ୍‌ଜିକୁ ୧୫ ହଜାର ଟଙ୍କା ଲେଖାଏ ସିଡ୍ ମନି ଦିଆଯାଇଛି। ଏହା ସହିତ ୧୨ଟି ବ୍ଲକ୍‌ସ୍ତରୀୟ ମହାସଂଘକୁ ୨୫ ଲକ୍ଷ  ଟଙ୍କା ଲେଖାଏ ଆର୍ଥିକ...

monil
ଭୀମା କୋରେଗାଓଁ ହିଂସା ମାମଲାରେ ପୁନେ ପୁଲିସ୍‌କୁ ଝଟ୍‌କା

ମୁମ୍ବାଇ: ଭୀମା କୋରେଗାଓଁ ହିଂସା ଘଟଣାର ତଦନ୍ତ କରୁଥିବା ପୁନେ ପୁଲିସକୁ ଝଟକା ଲାଗିଛି। ଶିକ୍ଷାବିତ୍ ତଥା ଲେଖକ ପ୍ରଫେସର ଆନନ୍ଦ ତେଲତୁମ୍ବଡେଙ୍କ ଗିରଫକୁ ପୁନେ ସେସନ୍‌ସ କୋର୍ଟ ବେଆଇନ ଦର୍ଶାଇଛନ୍ତି। ଏଥିସହ ତାଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭୀମା କୋରେଗାଓଁ ହିଂସା ଘଟଣାର...

atm
ଲୁଟି ନପାରି ଏଟିଏମ୍‌ ମେସିନ୍‌ ଭାଙ୍ଗିଦେଲେ

କେନ୍ଦୁଝର: ଏଟିଏମ୍‌ରୁ ଲୁଟିବାକୁ ଆସିଥିଲେ, ହେଲେ ଲୁଟି ନପାରି ଭାଙ୍ଗି ଦେଇ ଚାଲିଗଲେ। ଏମିତି ଘଟଣା ଘଟିଛି, କେନ୍ଦୁଝର ଜିଲ୍ଳା ତୁରୁମୁଙ୍ଗା ଥାନା ଖିରିଇଟାଙ୍ଗିରେ। ସ୍ଥାନୀୟ ଏନ୍ଏଚ୍ ୪୯ କଡ଼ରେ ଥିବା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏଏମ୍‌କୁ ପୂରା ଭାଙ୍ଗି ଦେଇଛନ୍ତି ଦୁବୃର୍ତ୍ତ। ମିଳିଥିବା ସୂଚନା ମୁତାବକ ଟିଏମ୍‌ରୁ...

dfd
ଟ୍ରକ୍ ଅଟକାଇ ବିଚ୍ ରାସ୍ତାରେ ଚାଳକଙ୍କୁ ହତ୍ୟା

ସୁନ୍ଦରଗଡ଼: ଟ୍ରକ୍ ଅଟକାଇ ବିଚ୍ ରାସ୍ତାରେ ଚାଳକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ। ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଭୀମଘାଟି ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ଚାଳକଙ୍କୁ ହତ୍ୟା  କରିବା ପରେ ମୃତଦେହକୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ଟ୍ରକ୍ ନେଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଖବର ପାଇ ଘଟଣାସ୍ଥଳରେ...

simtran
ଆଲବମ୍ ଅଭିନେତ୍ରୀ ସିମ୍‌ରନ୍ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ୍

ଅଭିନେତ୍ରୀ ସିମ୍‌ରନ୍ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ପାଇଁ ଅନଶନରେ ବସିଲେ ପରିବାର ଲୋକେ

dhana
ମଣ୍ଡି ସମସ୍ୟାରେ ଯୁଝୁଛନ୍ତି ଛାଷୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲାଗି ରହିଛି ମଣ୍ଡି ସମସ୍ୟା। ମଣ୍ଡି ଆରମ୍ଭ ହେବାର ୨ ମାସ ପରେ ବି କିଣା ନ ହୋଇ ପଡ଼ି ରହିଛି ବସ୍ତା ବସ୍ତା ଧାନ। ଜିଲ୍ଲାର ୬୨ଟି ମଣ୍ଡିରେ ୩ ଲକ୍ଷ ୪୬ ହଜାର ୨୬୪ ପ୍ୟାକେଟ୍ ଧାନ ପଡ଼ି ରହିଛି। ଏନେଇ...

trump
ଟ୍ରମ୍ପ୍ ଓ କିମ୍‌ଙ୍କ ମଧ୍ୟରେ ଦ୍ୱିତୀୟ ଦ୍ୱିପାକ୍ଷିକ ଚର୍ଚ୍ଚା

ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉନ୍‌ଙ୍କ ମଧ୍ୟରେ ଦ୍ୱିତୀୟ ଦ୍ୱିପାକ୍ଷିକ ଚର୍ଚ୍ଚା ହେବାର ସମ୍ଭାବନା ରହିଛି। ଏହି ଦ୍ୱିତୀୟ ବାର୍ତ୍ତା ଉପରେ ସାରା ବିଶ୍ୱର ନଜର ରହିଛି। ଏହି ସାକ୍ଷାତ କାର୍ଯ୍ୟକ୍ରମ ଭିଏମତନାମରେ ହେବ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ...

girl
ଶିଶୁ କନ୍ୟାର ହାତ ପାପୁଲି ଛିଡ଼ାଇନେଲା ବାର୍‌ହା

ଖୋର୍ଦ୍ଧା: ଖୋର୍ଦ୍ଧାରେ ଜଙ୍ଗଲୀ ବାର୍‌ହା ଆତଙ୍କ। ଦେଢ଼ ବର୍ଷର ଶିଶୁର ହାତ ପାପୁଲି ଛିଡ଼ାଇ ନେଲା ବାର୍‌ହା। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଦଧିମାଛଗାଡ଼ିଆ ନିକଟରେ। ବାପାମା କ୍ରସରରେ କାମ କରୁଥିବା ବେଳେ ପାଖରେ ତାଙ୍କ ଝିଅ ଖେଳୁଥିଲା। ଏହି ସମୟରେ ଜଙ୍ଗଲି ବାର୍‌ହା ଆସି ଆକ୍ରମଣ...

modi
ମମତାଙ୍କ ଗଡ଼ରେ ମୋଦିଙ୍କ ଗର୍ଜନ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ ଗଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗର୍ଜନ। କିଛି ଦିନ ତଳେ ମମତା ସମସ୍ତ ବିରୋଧୀଙ୍କୁ ଏକାଠି କରି ଶକ୍ତି ବିଜେପି ବିରୋଧରେ ଶକ୍ତି ପ୍ରଦର୍ଶନ କରିଥିଲେ। ଆଉ ଆଜି ପ୍ରଧାନମନ୍ତ୍ରୀ ମୋଦି ଦୁର୍ଗାପୁର ଏକ ରାଲିରେ ଯୋଗ ଦେଇ କେନ୍ଦ୍ରୀୟ...

ja
ଜଙ୍ଗଲରୁ ୧୫ କିଲୋଗ୍ରାମ୍‌ର ଲ୍ୟାଣ୍ଡମାଇନ୍‌ ଉଦ୍ଧାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇର ଲଙ୍ଗଳକଣ୍ଟା ଜଙ୍ଗଲରୁ ଲ୍ୟାଣ୍ଡମାଇନ୍ ଉଦ୍ଧାର ହୋଇଛି। ସିଆର୍‌ପିଏଫ୍ ପକ୍ଷରୁ ଜଙ୍ଗଲରେ କମ୍ବିଂ ବେଳେ ଯବାନ ଏହାକୁ ଉଦ୍ଧାର କରିଛନ୍ତି। ମିଳିଥିବା ଲ୍ୟାଣ୍ଡମାଇନ୍‌ର ଓଜନ ପାଖାପାଖି ୧୫ କିଲୋଗ୍ରାମ ହୋଇଥିବା କୁହାଯାଉଛି। ଉଦ୍ଧାର ପରେ ଲ୍ୟାଣ୍ଡମାଇନ୍‌କୁ ନିଷ୍କ୍ରିୟ କରାଯାଇଛି। ଲାଲ୍ ବାହିନୀ ପକ୍ଷରୁ ଗତ...