ନୂଆଦିଲ୍ଲୀ: ଧନୁଷ ତୋପ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ପରିସରଭୁକ୍ତ ଓଡ଼ିଆ ଅଫିସରଙ୍କୁ ହତ୍ୟା। ଜବଲପୁର ଗନ୍ କ୍ୟାରେଜ୍ ଫ୍ୟାକ୍ଟ୍ରିରେ ଜୁନିୟର ଓ୍ୱାର୍କସ ମ୍ୟାନେଜର୍ ଭାବେ କାମ କରୁଥିବା ଜଗତସିଂହପୁରର ଶାରଦା ଚରଣ ଖଟୁଆଙ୍କୁ ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ସେ ଗତ ମାସ ୧୭...
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଦ୍ରା। ଅର୍ଥ ହେର୍ଫେର୍ ଏବଂ ବିଦେଶରେ ସମ୍ପତ୍ତି ହାତେଇବା ମାମଲାରେ ସେ ହାଜର ହୋଇଛନ୍ତି। ନିଜେ ପ୍ରିୟଙ୍କା ତାଙ୍କ ପତି ଭଦ୍ରାଙ୍କୁ ଇଡି କାର୍ଯ୍ୟାଳୟକୁ ଛାଡ଼ିବାକୁ ଆସିଥିଲେ। ତେବେ ଏପରି ମାମଲାରେ ପ୍ରଥମଥର...
ଥିରୁଭନନ୍ତପୁରମ: କେରଳ ସବରିମାଲା ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ଦର୍ଶନ ପ୍ରସଙ୍ଗରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ମନ୍ଦିର ପରିଚାଳନା କମିଟି ଟ୍ରାଭନକୋର ଦେବସ୍ୱମ ବୋର୍ଡ କର୍ତ୍ତୃପକ୍ଷଙ୍କ ରିପୋର୍ଟକୁ ନେଇ ଏହି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ମନ୍ଦିରରେ ସମସ୍ତ ବର୍ଗର ମହିଳାଙ୍କୁ ଦର୍ଶନ କରିବା ଅନୁମତି ମିଳିବା ଦରକାର...
ବାଲେଶ୍ୱର: ଖରାଦିନ ନ ଆସୁଣୁ ପାନୀୟ ଜଳ ସମସ୍ୟା ଦେଖା ଗଲାଣି। ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁନି। ପାନୀୟ ଜଳ ପ୍ରକଳ୍ପରୁ କାଦୁଅ ପାଣି ବାହାରୁଥିବାବେଳେ ଗାଁରେ ଥିବା ନଳକୂପରୁ ପାଣି ବାହାରୁନି । ଏହି ଦୂରବସ୍ଥା ହେଉଛି ବାଲେଶ୍ୱର ବସ୍ତା ଜାମସୁଳି ଗାଁର। ଖରା...
କଟକ: କୁଏତରୁ ଫେରିଲା କଟକ ନିଆଳି ପୋଦନା ଅଞ୍ଚଳର ପପିନା ଲେଙ୍କାଙ୍କ ମୃତଦେହ। ଆଜି ଭୁବନେଶ୍ୱରରେ ମୃତଦେହ ପହଞ୍ଚିବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିମାବନ୍ଦରକୁ ଯାଇ ଶ୍ରଦ୍ଧାଞ୍ଜଳି ଦେବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ଏହି ଅବସରରେ ବୈଜୟନ୍ତ କହିଛନ୍ତି, ବିଜ୍ଞାପନରେ ରାଜ୍ୟ ସରକାର...
ସୁନ୍ଦରଗଡ଼: ବଣାଇ ଏସ୍ଡିଭିଓଙ୍କ ନାରେ ଏସ୍ଏଚ୍ଜି (ସ୍ୱୟଂ ସହାୟକ ଗ୍ରୁପ୍) ମହିଳାମାନେ ଅଭିଯୋଗ ଆଣିଛନ୍ତି। ନିଜକୁ ଦୋଷମୁକ୍ତ କରିବା ପାଇଁ ଏସ୍ଡିଭିଓ ଠକ ଉପାୟରେ ସମସ୍ତଙ୍କ ପାଖରୁ ଦସ୍ତଖତ ନେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଘଟଣାନୁସାରେ କିଛି ଦିନ ତଳେ ଏସ୍ଡିଭିଓ ସରୋଜ ପାଣିଙ୍କ ନାରେ ୪ ଜଣ...
ସୁନ୍ଦରଗଡ଼: ଯୋଗେଶଙ୍କୁ ବିଜେଡିରେ ମିଶାଇବା ପୂର୍ବରୁ ସୁନ୍ଦରଗଡ଼ର ବିଜେଡି ନେତା କୁସୁମ ଟେଟେଙ୍କୁ ଥଇଥାନ କରାଯାଇଛି। କୁସୁମ ଟେଟେଙ୍କୁ ସୁନ୍ଦରଗଡ଼ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।...
ଭୁବନେଶ୍ୱର: ପ୍ରାଇସ୍, ପ୍ରେଷ୍ଟିଜ୍, ପେନ୍ସନ୍ ଦାବିରେ ଆନ୍ଦୋଳନ କରୁଥିବା ସମସ୍ତ ଚାଷୀଙ୍କୁ ଲୋୟର୍ ପିଏମ୍ଜିରୁ ଜୋରଜବରଦସ୍ତ ଉଠାଇ ନେଇଛି ପୁଲିସ୍। ନବ ନିର୍ମାଣ କୃଷକ ସଂଗଠନ ନିଜ ଦାବି ନେଇ ରାଜଧାନୀରେ ଏକ ସମାବେଶର ଆୟୋଜନ କରିଥିଲା। ତେବେ ଏହାକୁ ଭଣ୍ଡୁର କରିବାକୁ ଉଦ୍ୟମ ହୋଇଥିଲା। ଏଥିପାଇଁ ଭୁବନେଶ୍ୱର...
ଭୁବନେଶ୍ୱର: ସିବିଆଇ ଓ କେନ୍ଦ୍ର ବିରୋଧରେ ଲଢ଼ିବାକୁ ନବୀନଙ୍କ ସହଯୋଗ ଲୋଡ଼ିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି କୋଲକାତାର ଖୋଲାମଞ୍ଚରେ ମମତା, ନିଜର ପରବର୍ତ୍ତୀ ଆଭିମୁଖ୍ୟ ନେଇ ନବୀନଙ୍କ ସହ କଥା ହେବେ ବୋଲି ମମତା କହିଛନ୍ତି। ଯାହାକୁ ନେଇ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି...
ମୁମ୍ବାଇ: ଜାତୀୟ ଦୃଶ୍ୟପଟ୍ଟରେ ଓଡ଼ିଶା ପ୍ରତି ଅଣଦେଖା ଓ ଅବହେଳାର ଆଉ ଏକ ବଡ଼ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ନିକଟରେ ମୁମ୍ବାଇରେ ଲୋକାର୍ପିତ ହୋଇଥିବା ଭାରତୀୟ ଚଳଚ୍ଚିତ୍ର ସଂଗ୍ରହାଳୟରେ। ଏଥିରେ ୨୫ଟି ଆଞ୍ଚଳିକ ଭାଷାର ଫିଲ୍ମକୁ ସ୍ଥାନ ମିଳିଥିଲେ ବି ଗୋଟିଏ ହେଲେ ଓଡ଼ିଆ ଫିଲ୍ମର ପୋଷ୍ଟର୍ କି...
ନୂଆଦିଲ୍ଲୀ: ମିରାଜ୍-୨୦୦୦ ଏୟାରକ୍ରାଫ୍ଟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ପାଇଲଟ୍ଙ୍କ ପରିବାରକୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତୀୟ ବାୟୁ ସେନାର ସ୍କ୍ୱାଡ୍ରୋନ୍ ଲିଡର୍ ସମୀର ଅବରୋଲ୍ ଓ ସିର୍ଦ୍ଧାର୍ଥ ନେଗୀଙ୍କ ପରିବାର ବର୍ଗଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇ ଆଲୋଚନା କରିଛନ୍ତି ନିର୍ମଳା। ପ୍ରତିରକ୍ଷା ମନ୍ତ୍ରୀ...
ଭୁବନେଶ୍ୱର: ରାଜ୍ୟବ୍ୟାପୀ ଘରୋଇ ସ୍କୁଲମାନଙ୍କରେ ମନ ଇଚ୍ଛା ଫି’ ଆଦାୟକୁ ତୀବ୍ର ବିରୋଧ ହୋଇଛି। ସ୍ୱତନ୍ତ୍ର ଫି’ ଷ୍ଟ୍ରକଚର୍ ଲାଗୁ ଦାବିରେ ଓଡ଼ିଶା ଅଭିଭାବକ ମହାସଂଘ ଭୁବନେଶ୍ୱର ନତାଲା ମୁଖ୍ୟ ଅଫିସ୍ ସମ୍ମୁଖରେ ମୁହଁରେ କଳା ପଟି ବାନ୍ଧି ଆମରଣ ଅନଶନ କରିଛି। ସେମାନଙ୍କ ଅଭିଯୋଗ ହେଲା, ରାଜ୍ୟ...
ନୂଆଦିଲ୍ଲୀ: ଦାୟିତ୍ୱ ସମ୍ଭାଳିବା ଦିନକ ପରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଅଫିସ୍ ମିଳିଛି। ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ପ୍ରିୟଙ୍କାଙ୍କ ରୁମ୍ ରହିବ। ଦଳ ସଭାପତି ତଥା ଭାଇ ରାହୁଲ ଗାନ୍ଧିଙ୍କ ଠିକ୍ ପାର୍ଶ୍ୱରେ ପ୍ରିୟଙ୍କା ଗାନ୍ଧିଙ୍କ କାର୍ଯ୍ୟାଳୟ ହୋଇଛି। ସୂଚନାନୁସାରେ, ଆଜି ସଂଧ୍ୟାରେ ରାହୁଲ ଗାନ୍ଧିଙ୍କ ସହ ପ୍ରିୟଙ୍କା...
କୋଲକାତା: ବହୁ ବାଦ ବିବାଦ ପରେ ଶେଷରେ ପୁରୁଲିଆର ଜନସଭାରେ ଯୋଗଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ହେଲିକପ୍ଟର୍ ଓହ୍ଲାଇବା ପାଇଁ ଅନୁମତି ନମିଳିବା ପରେ ବିକଳ୍ପ ରାସ୍ତା ବାଛି ପୁରୁଲିଆରେ ପହଞ୍ଚିଥିଲେ ଯୋଗୀ। ଝାଡ଼ଖଣ୍ଡ ବୋକାରୋ ଯାଏ ସେ ବିମାନରେ ଆଶିବା ପରେ ସଡ଼କ ପଥ ଦେଇ...
ଲକ୍ଷ୍ନୌ: ବିଧାନସଭା ଭିତରେ ରାଜ୍ୟପାଳଙ୍କ ଉପରକୁ କାଗଜ ଫୋପାଡ଼ିଲେ ବିଧାୟକ। ଉତ୍ତର ପ୍ରଦେଶ ବଜେଟ୍ ସେସନ୍ର ପ୍ରଥମ ଦିନରେ ହିଁ ଏଭଳି ଘଟଣା ଘଟିଛି। ଏସ୍ପି ଓ ବିଏସ୍ପି ଦଳର କିଛି ବିଧାୟକ ରାଜ୍ୟପାଳ ରାମ ନାଏକଙ୍କ ଉପରକୁ କାଗଜ ଫୋପାଡ଼ିଛନ୍ତି। ତେବେ ଆଜି ପୁଣି ଥରେ ଗଣତନ୍ତ୍ରର...
କେନ୍ଦୁଝର: କାଳିଆ ସମାବେଶକୁ ଆସି ଖାଇବାକୁ ପାଇନଥିବା ମହିଳାମାନେ ବାଙ୍କିଡ଼ିରେ ଆନନ୍ଦପୁର ବିଡିଓ, ସିଡିପିଓ ଓ ସୁପରଭାଇଜରଙ୍କୁ ଦୀର୍ଘ ସମୟ ଯାଏ ଅଟକ ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପଣ୍ଡାପଡ଼ା ଗସ୍ତ ପାଇଁ ଅଧିକ ମହିଳାଙ୍କୁ ଆଣିବା ଲାଗି ଅଙ୍ଗନାବାଡ଼ି କର୍ମୀ ଓ ରାଜସ୍ୱ ନିରୀକ୍ଷକଙ୍କୁ ଦାୟିତ୍ୱ ମିଳିଥିଲା। ମହିଳାମାନଙ୍କୁ ଯିବା...