• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

nlksjh
୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ଋଣ ଭାର ୮୬ ହଜାର ୬୫୦ କୋଟି ଛୁଇଁବ

ଭୁବନେଶ୍ୱର: ରାଜ୍ୟରେ ଋଣ ଭାର ବଢ଼ିବ। ଡିସେମ୍ବର୍ ମାସ ସୁଦ୍ଧା ରାଜ୍ୟର ଋଣ ଭାର  ୭୯ ହଜାର ୭୮୯କୋଟି ଟଙ୍କା ରହିଛି। ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହା ୮୭ ହଜାର ୬୫୦ କୋଟିକୁ ବୃଦ୍ଧି ପାଇବ। ଯାହା ମୋଟ ଜିଡିପିର ୧୮ ପ୍ରତିଶତ। ୨୦୨୦ ମାର୍ଚ୍ଚ...

budget
୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍

ଭୁବନେଶର: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଅନ୍ତରୀଣ ବଜେଟ୍ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଆସନ୍ତା ଆର୍ଥିକ ବର୍ଷ ଲାଗି ମୋଟ ବ୍ୟୟ ଅଟକଳ ୧ ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କା ରହିଛି। ତେବେ ଆଗକୁ ନିର୍ବାଚନ ଥିବାରୁ ଆର୍ଥିକ ବର୍ଷର ପ୍ରଥମ...

bjpr
ନୋଟିସ୍‌ ପାଇ ଥାନାରେ ହାଜର ହେଲେନି ବିଜେପି ନେତା ଗୋଲକ ମହାପାତ୍ର

ଭୁବନେଶ୍ୱର: ବହୁଚର୍ଚ୍ଚିତ ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ପୁଲିସ୍ ନୋଟିସ୍ ପାଇଥିବା ବିଜେପି ନେତା ଗୋଲକ ମହାପାତ୍ର ଛତ୍ରପୁର ଥାନାରେ ହାଜର ହୋଇନାହାନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଥାନାରେ ହାଜର ହୋଇନଥିବା ଜଣାପଡ଼ିଛି। ଏନେଇ ଛତ୍ରପୁର ଏସ୍‌ଡିପିଓଙ୍କୁ ଜଣାଇଛନ୍ତି ଗୋଲକଙ୍କ ଓକିଲ। ତେବେ ଗୋଲକ ପୁଣି କେବେ ଥାନାରେ...

mada
ମଦମୁକ୍ତ ଓଡ଼ିଶା ଦାବିରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ପଦଯାତ୍ରା

ଭୁବନେଶ୍ୱର: ସମ୍ପୂର୍ଣ୍ଣ ମଦମୁକ୍ତ ଓଡ଼ିଶା ଦାବିରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ପଦଯାତ୍ରା କରିଛନ୍ତି। ଆଜି ଏହି କ୍ରମରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଦସ୍ୟମାନେ ପଦଯାତ୍ରାରେ ନବୀନ ନିବାସ ଆଡ଼କୁ ଯାଉଥିଲେ। ତେବେ ବାଟରୁ ପୁଲିସ୍ ସେମାନଙ୍କୁ ଉଠାଇ ନେଇଛି। ସେପଟେ ଅଭିଯାନର ଆଉ...

photo
ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

କନ୍ଧମାଳ: ରାଜ୍ୟରେ ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ିଛି କନ୍ୟାରତ୍ନ। ଦୁଷ୍କର୍ମ ପାଇଁ ଲଜ୍ଜିତ ଥିବା କନ୍ଧମାଳରେ ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶୀକାର ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦାରିଙ୍ଗବାଡ଼ି ଥାନାରେ ଏତଲା ରୁଜୁ ହୋଇଛି। ନାବାଳିକାଙ୍କୁ ପ୍ରଥମେ ଅପହରଣ ଓ ପରେ ତାଙ୍କ ସହ...

bjp
ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କୁ ଉଠାଇ ନେଲା ପୁଲିସ୍

ଭୁବନେଶ୍ୱର: ରାଜଧାନୀରେ ଶକ୍ତି ପ୍ରଦର୍ଶନ କଲା ବିଜେପି ଯୁବ ମୋର୍ଚ୍ଚା। ଲୋୟର୍‌ ପିଏମ୍‌ଜି, ୧୨୦ ବାଟାଲିୟନ୍ ଓ ଆର୍‌ବିଆଇ ଛକରେ ପୁଲିସ୍‌ ସହ ଯୁବ ମୋର୍ଚ୍ଚା କର୍ମୀଙ୍କ ଧସ୍ତାଧସ୍ତି ହୋଇଛି। ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପି କାର୍ଯ୍ୟାଳୟରୁ ଯୁବ...

Untitled-1-Recovered
ସୁରକ୍ଷାବାହିନୀଙ୍କ ଗୁଳିରେ ୧୦ ମାଓବାଦୀ ସଫା

ରାୟପୁର: ଛତିଶଗଡ଼ ବିଜାପୁରରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା ମିଳିଛି। ଯବାନଙ୍କ ଏନ୍‌କାଉଣ୍ଟରରେ ୧୦ ଜଣ ମାଓବାଦୀ ନିହତ ହୋଇଛନ୍ତି। ବିଜାପୁରର ଭୈରମଗଡ଼ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିବା ଖବର ପାଇ ସିଆର୍‌ପିଏଫ୍‌ ଓ ଏସ୍‌ଟିଏଫ୍‌ ଯବାନ ଚଢ଼ାଉ କରିଥିଲେ। ଏହାପରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ବେଶ୍ କିଛି...

police
ତିନି ପୁଲିସ୍ କର୍ମଚାରୀ ସଂଘର ସରକାରଙ୍କୁ ଚରମବାଣୀ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ରାଜ୍ୟର ତିନି ପୁଲିସ୍ କର୍ମଚାରୀ ସଂଘ ସରକରାଙ୍କୁ ମିଳିତ ଚରମବାଣୀ ଶୁଣାଇଛନ୍ତି। ସରକାର ଦାବି ପୂରଣ ନକଲେ ସାମୁହିକ ଆନ୍ଦୋଳନ ପାଇଁ ଧମକ ଦେଇଛନ୍ତି OPA, OPSA, ଓଡ଼ିଶା ହାବିଲଦାର ସିପାହୀ ଓ କନଷ୍ଟେବଳ ମହାସଂଘ ହାବିଲଦାର ସିପାହୀ। କନଷ୍ଟେବଳ ମହାସଂଘ ୪...

ladu
ପଞ୍ଚଭୂତରେ ଲୀନ ହେଲେ ଲଡୁ କିଶୋର ସ୍ୱାଇଁ

ବ୍ରହ୍ମପୁର: ପଞ୍ଚଭୂତରେ ଲୀନ ହେଲେ ଆସ୍କାର ପୂର୍ବତନ ସାଂସଦ ଲଡୁ କିଶୋର ସ୍ୱାଇଁ। ଜନ୍ମମାଟି ଗଞ୍ଜାମ ଜିଲ୍ଲା ଆସିକା ନିକଟ ପଥରା ଗାଁରେ ଆଜି ଶୋକାକୁଳ ପରିବେଶରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରୀୟା ସମ୍ପନ୍ନ ହୋଇଛି। କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଲଡୁକିଶୋରଙ୍କର...

assembly-2-750x430
ହୋହାଲ୍ଲାରେ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ ବି ଧୋଇଗଲା

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ହଙ୍ଗାମା ଯୋଗୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ ବି ଧୋଇଯାଇଛି। ଆଜି ଦିବଙ୍ଗତ ନେତା ପ୍ରିୟନାଥ ଦେ ଏବଂ ଲଡୁକିଶୋର ସ୍ୱାଇଁଙ୍କ ବିୟୋଗରେ ଶୋକପ୍ରସ୍ତାବ ପରେ ପ୍ରଶ୍ନକାଳ ଆରମ୍ଭରୁ ଚାଷୀଙ୍କ ସମସ୍ୟା ନେଇ ଉଭୟ ବିଜେପି ଓ କଂଗ୍ରେସ ହୋହାଲ୍ଲା...

fd
ଅସୁରକ୍ଷିତ କନ୍ୟାରତ୍ନ: ବିଧାନସଭାରେ ମନ୍ତ୍ରୀଙ୍କ ତଥ୍ୟକୁ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: କନ୍ୟାରତ୍ନଙ୍କ ସୁରକ୍ଷା ଚିନ୍ତାରେ ରାଜ୍ୟ। ସେବାଶ୍ରମ ସ୍କୁଲ୍‌ ହେଉ କି ସେଲ୍‌ଟର୍‌ ହୋମ୍ ନାବାଳିକାଙ୍କ ଉପରେ ବଢ଼ି ଚାଲିଛି ଯୌନ ନିର୍ଯାତନା। କନ୍ଧମାଳ ଦାରିଙ୍ଗବାଡ଼ି ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ହେଉ କି ଢେଙ୍କାନାଳ ବେଲ୍‌ଟିକିରି ଆଶ୍ରମରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା,...