• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

bali
ବାଲି ଚୋରା ଚାଲାଣ ରାକେଟ୍‌ ସକ୍ରିୟ

ପୁରୀ: ପୁରୀରେ ବାଲି ଚୋରା ଚାଲାଣ ରାକେଟ୍‌ ସକ୍ରିୟ ହୋଇପଡ଼ିଛନ୍ତି। ରାତି ଅଧରେ ଟ୍ରକ୍‌ ଯୋଗେ ବଳିଆପଣ୍ଡା ଲାଇଟହାଉସ୍‌ ବେଳାଭୂମିଠାରୁ ମଙ୍ଗଳାନଦୀ ମୁହାଣ ପର୍ଯ୍ୟନ୍ତ ବେଧଡକ୍ ବାଲି ଚାଲାଣ ହେଉଛି। ଏ ସମ୍ପର୍କରେ ଖବର ପାଇ ବିଳମ୍ବିତ ରାତିରେ ଜିଲ୍ଲା ପ୍ରଶାସନ ଓ ସେସୁ ଇଞ୍ଜିନିୟର ଘଟଣା ସ୍ଥଳରେ...

d
ଦୁର୍ବୃତ୍ତଙ୍କ ସିରିଜ୍ ବୋମାମାଡ଼

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଦୁର୍ବୁତ୍ତଙ୍କ ବୋମାମାଡ଼। ଗତକାଲି ସନ୍ଧ୍ୟାରେ ସହରରେ ୩ଜଣ ଦୁର୍ବୃତ୍ତ ବାଇକରେ ଆସି ସିରିଜ୍ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି। ଦୁର୍ବୃତ୍ତ ପ୍ରଥମେ ଇଶ୍ୱର ସପିଙ୍ଗ୍ ମଲ୍‌ ପରେ ଜଗନ୍ନାଥ ୟୁଏଲାର୍ସ ସାମ୍ନାରେ ବୋମାମାଡ଼ କରିଥିଲେ। ତିନି ଦୁର୍ବୁତ୍ତ ବାଉଁଶଲୁଣ୍ଡିରେ ଥିବା ରେବତୀ ମୋଟର୍ସ...

budgert
ଆଜି ବିଧାନସଭାରେ ବ୍ୟୟମଞ୍ଜୁରି ବିଲ୍‌ ଉପରେ ଆଲୋଚନା

ଭୁବନେଶ୍ୱର: ଆଜି ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍‌ ଉପରେ ଆଲୋଚନା ହେବ। ଏଥିରେ ଗତକାଲି ଆଗତ ହୋଇଥିବା ୫୬ହଜାର ୯୨୧ କୋଟିର ଅନ୍ତରୀଣ ବଜେଟ୍‌ ଉପରେ ଆଲୋଚନା ହୋଇ ଏହାକୁ ଅନୁମୋଦନ ଦିଆଯିବ। ଆସନ୍ତା ୪ମାସ ପାଇଁ ସରକାର ଏହି ଅନ୍ତରୀଣ ବଜେଟ୍‌ ଆଣିଛନ୍ତି। ତେବେ ବିରୋଧୀ ଚାଷୀ, ନିଯୁକ୍ତି...

bhadrak-1
ଭଦ୍ରକରେ ଦୁଇଟି ସଡ଼କ ଦୁର୍ଘଟଣାରେ ୩ ମୃତ ୨ ଆହତ

ଭଦ୍ରକ: ଚାନ୍ଦବାଲି ରାସ୍ତାର ତିହିଡ଼ି ସିନେମା ହଲ୍ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କର୍ପିଓ ଗାଡ଼ି ଏକ ଟ୍ରକ୍‌ ପଛପଟେ ପିଟିହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଦିଲୀପ ରାଉତ ଓ ଏସ୍.କେ. ପୁହାଣ। ମୃତକ ଦୁଇଜଣ ଆଇଓସିଏଲର ସୁରକ୍ଷା କର୍ମଚାରୀ ବୋଲି ଜଣାପଡ଼ିଛି। ତେବେ...

amavass
ଫିଲ୍ମ ଫ୍ରାଇଡେରେ ପରଦାକୁ ଆସୁଛି ହରର୍ ଥ୍ରିଲର୍‌ ମୁଭି ‘ଅମାବାସ’

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ଆଜି ପରଦାକୁ ଆସୁଛି ବଲିଉଡ୍ ହରର୍ ଥ୍ରିଲର୍‌ ମୁଭି ‘ଅମାବାସ’। ଭୂତ ପ୍ରେତର କାହାଣୀ ଓ ପ୍ରତିଶୋଧର ବିଷୟକୁ ନେଇ ଏହି ଫିଲ୍ମଟି ତିଆରି ହୋଇଛି। ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ନର୍ଗିସ ଫକରୀ ଏବଂ ସଚିନ୍ ଜୋଶୀ। ପରଦାରେ ଉଭୟଙ୍କର ଦମ୍‌ଦାର...

bjp
ଲକ୍ଷ୍ମୀଦତ୍ତ ହତ୍ୟା ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗୋଲକ ଓ ଭୃଗୁ

ଭୁବନେଏଶ୍ୱର: ବହୁଚର୍ଚ୍ଚିତ ଛତ୍ରପୁର ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ପୁଲିସ୍‌ ନୋଟିସ୍‌ ପାଇଥିବା ଦୁଇ ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଗୁଆ ଜାମିନ ପାଇଁ ସେମାନେ କୋର୍ଟରେ ଆବେଦନ କରିଥିବା ଜଣାପଡ଼ିଛି। ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗୋଲକ ଛତ୍ରପୁର...

fd
ଆସନ୍ତା ୧୨ରେ ମାଘ ପୂର୍ଣ୍ଣିମା

ପୁରୀ: ଆସନ୍ତା ୧୨ତାରିଖରେ ମାଘ ପୂର୍ଣ୍ଣିମା। କୋଣାର୍କ ଚନ୍ଦ୍ରଭାଗରେ ବୁଡ଼ ପକାଇବେ ଲକ୍ଷାଧିକ ଶ୍ରଦ୍ଧାଳୁ। ଏନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶେଷ ସମନ୍ନୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ମାଧିପୁରର ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବ ୧୧ତାରିଖ ମାଘ ଷଷ୍ଠୀରେ...

modi
ବାୟୁ ସେନା ଶକ୍ତିଶାଳୀ ହେଉ ବୋଲି ଚାହୁଁନି କଂଗ୍ରେସ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା ଶକ୍ତିଶାଳୀ ହେଉ ବୋଲି ଚାହୁଁନି କଂଗ୍ରେସ। ରାଫେଲ୍‌ ପ୍ରସଙ୍ଗରେ କଂଗ୍ରେସକୁ ଏଭଳି ପାଲଟା ଆକ୍ରମଣ ସହ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକସଭାରେ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ବେଳେ ବିରୋଧୀ କଂଗ୍ରେସ ଉପରେ...

c
ଶିଳାନ୍ୟାସର ୪ ମାସ ପରେ ବି ତୁଟିନି ଓଡ଼ିଆ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ କେଁ

ଭୁବନେଶ୍ୱର: ପଞ୍ଚସଖାଙ୍କ କର୍ମଭୂମିରେ ପ୍ରଥମ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୂଳୁଦୁଆ ପକାଇ ଓଡ଼ିଶା ଇତିହାସରେ ଗୌରବମୟ ଅଧ୍ୟାୟ ଯୋଡ଼ି ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୪ ମାସ ପୂରିବାକୁ ବସିଲାଣି। କିନ୍ତୁ ଏହା କେବଳ ଶିଳାନ୍ୟାସରୁ ଆଉ ପାଦେ ବି ଆଗକୁ ବଢ଼ିପାରିଲାନି। ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ପଛରେ ଉଦ୍ଦେଶ୍ୟ...

ofc
ବୋଫୋର୍ସ ଦୁର୍ନୀତି: ରହସ୍ୟ ଘେରରେ ଓଡ଼ିଆ ଅଫିସର୍‌ ଶାରଦା ଖଟୁଆଙ୍କ ହତ୍ୟା

ଭୁବନେଶ୍ୱର: ଧନୁଷ ତୋପରେ ନକଲି ଯନ୍ତ୍ରାଂଶ ଦୁର୍ନୀତିକୁ ନେଇ ଚକ୍ରାନ୍ତର ଚକ୍ରବ୍ୟୁହରେ ଫସି ଯାଇଥିଲେ ଓଡ଼ିଆ ଅଫିସର ସାରଦା ଚରଣ ଖଟୁଆ। ଜବଲପୁର ଗନ୍ କ୍ୟାରେଜ୍ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିବା ସାରଦାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ ସ୍ପଷ୍ଟ କରିବା ପରେ ଘଟଣା ଆହୁରି ରହସ୍ୟମୟ ହୋଇଛି। କିଏ ଓ...

cji
ଏମ୍.ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

ନୂଆଦିଲ୍ଲୀ: ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ତଥା ଓଡ଼ିଶା କ୍ୟାଡର୍ ଆପିଏସ୍ ଅଧିକାରୀ ଏମ୍.ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟରୁ ଝଟକା। ରାଓ ନିର୍ଦ୍ଦେଶ ଅବମାନନା କରିଥିବାରୁ ତାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ଅଦାଲତ। ବିହାର ମୁଜାଫରପୁର ସେଲ୍‌ଟର୍‌ ହୋମ୍ କେଳେଙ୍କାରୀ ମାମଲାର ତଦନ୍ତ କରୁଥିବା ସିବିଆଇ ଅଫିସର୍ ଏ.କେ....

rahul
ରାହୁଲ ଗାନ୍ଧିଙ୍କ ଧମାକାଦାର୍‌ ଅଫରକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ

ଭୁବନେଶ୍ୱର: ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ରାହୁଲଙ୍କ ଧମାକାଦାର ଅଫରକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ରାହୁଲ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶର ଫଣ୍ଡା ଓଡ଼ିଶାରେ ପ୍ରୟୋଗ କରିବା ପରେ ଭୋଟରଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।...