ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେବ ଚତୁଃରାଷ୍ଟ୍ରୀୟ ମହିଳା ଫୁଟ୍ବଲ୍ ଗୋଲ୍ଡ କପ୍। ଆୟୋଜକ ଭାରତ ସମେତ ନେପାଳ, ମିଆଁମାର ଏବଂ ଇରାନ ଏହି ପ୍ରତିଯୋଗିତାରେ ଭାଗ ନେବେ। ପ୍ରଥମ ମ୍ୟାଚ୍ ଆଜି ମିଆଁମାର ଏବଂ ନେପାଳ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଆୟୋଜକ...
ନୂଆଦିଲ୍ଲୀ: ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କ ପତ୍ନୀଙ୍କ କମ୍ପାନୀ ଆଞ୍ଜେଲା ମର୍ସେନଟାଇଲ୍ ପ୍ରାଇଭେଟ୍ ଲିମିଟେଡରେ ପୁଲିସ୍ ଚଢ଼ାଉ କରିଛି। ଶୁକ୍ରବାର କମ୍ପାନୀର ଦୁଇଟି ଅଫିସ୍ରେ ଚଢ଼ାଉ ହୋଇଛି। ପୂର୍ବ ଅଭିଯୋଗକୁ ନେଇ ଏହି ଚଢ଼ାଉ କରାଯାଇଥିବା କୋଲକତା ପୁଲିସ ସୂଚନା ଦେଇଛି। ୩୦ଜଣିଆ ଟିମ୍...
କନ୍ଧମାଳ: ଆଜି ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ଡାକରା। ଏହି ବନ୍ଦ ଡାକରା ଦେଇଛି ବାଲିଗୁଡ଼ା କୁଇକୁଳ ସମିତି। ବାଲିଗୁଡ଼ାରେ ଆୟୋଜିତ ହେଉଥିବା ବାଲିଗୁଡ଼ା ମହୋତ୍ସବରେ ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତି ସ୍ଥାନ ପାଇନଥିବା କୁଇ ସମାଜ ପକ୍ଷରୁ ଅଭିଯୋଗ ହୋଇଛି। ଏହାସହ କୁଟିକିଆ ସରପଞ୍ଚ ଦୟାନିଧି ମଲିକଙ୍କୁ...
ସୁନ୍ଦରଗଡ଼: ଘନ କୁହୁଡ଼ି ଯୋଗୁ ପୁଣି ସିରିଜ୍ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଗଡ଼ପୋଷ ଛକରେ ଏହି ଦୁର୍ଘଟଣା ଘଟିଛିା କୁହୁଡ଼ି ଯୋଗୁ ରାସ୍ତା ଦିଶୁନଥିବାରୁ ପ୍ରଥମେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଘଟଣାସ୍ଥଳରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ...
ଭୁବନେଶ୍ୱର: ବିଏସ୍ପି ମୁଖ୍ୟ ମାୟାବତୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ପରେ ବିଜୁ ପଟ୍ଟନାୟକଙ୍କ ନାଁରେ ଥିବା ବିଭିନ୍ନ ଯୋଜନା ନେଇ ଆପତ୍ତି ଉଠାଇଛନ୍ତି ବରିଷ୍ଠ ନେତା ଶ୍ରୀକାନ୍ତ ଜେନା। ବିଜୁ ବାବୁଙ୍କ ସ୍ମୃତିରେ ଯଦି ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଏ, ତାହାଲେ କାହାରି କିଛି ଆପତ୍ତି ନାହିଁ। ତେବେ ଯେହେତୁ...
ଭୁବନେଶ୍ୱର: ରାଜ୍ୟରେ କେତେକ ଅଞ୍ଚଳରେ ଅଦିନିଆ ବର୍ଷା ହୋଇଛି। ପଶ୍ଚିମ ଓଡ଼ିଶା ସହିତ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହୋଇଥିବାର ସୂଚନା ମିଳିଛି। ରାଉରକେଲାରେ ପାଗ ମେଘୁଆ ରହିବା ସହ ଗତକାଲି ଝିପିଝିପି ବର୍ଷା ହୋଇଛି। ସେହିଭଳି ଅନ୍ୟ କେତେକ ସ୍ଥାନରେ ମଧ୍ୟ ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ଗଂଜାମ,...
ଭୁବନେଶ୍ୱର: ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ଆଜି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ତେବେ ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ ସହିତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପୂର୍ବ ବିହାରରେ...
ଓକ୍ଲାଣ୍ଡ୍: ଟି-୨୦ ସିରିଜ୍ ହାରିଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ଦ୍ୱିତୀୟ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ୪ ଓ୍ୱିକେଟରେ ପରାସ୍ତ କରି ୩ ଟିକିଆ ସିରିଜ୍ରେ ୨-୦ରେ ଆଗୁଆ ରହିଛି। ତେବେ ମ୍ୟାଚ୍ଟି ଖୁବ୍ ରୋମାଞ୍ଚକର ହୋଇଥିଲା। ମ୍ୟାଚରେ ଶେଷ ବଲରେ ଭାରତକୁ ପରାସ୍ତ କରିବାରେ ସଫଳ ହୋଇଥିଲା...
ଶ୍ରୀନଗର: ଉତ୍ତର ଭାରତରେ ଚିନ୍ତା ବଢ଼ାଇଛି ତୁଷାରପାତ। ଗତ କିଛି ଦିନ ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କଶ୍ମୀର ବିଭିନ୍ନ ଅଞ୍ଚଳରେ ତୁଷାରପାତ ବଢ଼ିବା ସହ ପାରଦ ହ୍ରାସ ଘଟୁଛି। ରାସ୍ତାରେ ବରଫ ଜମା ହୋଇରହିଥିବାରୁ ଯାତାୟତରେ ନାହିଁ ନଥିବା ସମସ୍ୟା ହେଉଛି। କଶ୍ମୀରରେ ଲଗାତାର କିଛି...
ପାଟନା: ପୁଣି ଥରେ ବିହାରରେ ଜଙ୍ଗଲରାଜ ଦେଖିବାକୁ ମିଳିଛି। ବିହାରର କିଶନଗଞ୍ଜ ଅଞ୍ଚଳରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ତାଙ୍କ ବାପାଙ୍କ ସମ୍ମୁଖରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ମାମଲା ଦାୟାର ହୋଇଛି। ଏହି ଘଟଣା ଗତ ୪ ତାରିଖ ଦିନ ଘଟିଥିବା ପୁଲିସ ସୂଚନା...
କୋରାପୁଟ: କୋରାପୁଟରେ ମାଓ ମିଲିସିଆ ଡମ୍ବରୁ ଖିଲ ଗିରଫ୍। ତାଙ୍କୁ ଚାଟୁଆ ନିକଟ କୋଡ଼ିଖାଲ ଗାଁରୁ ଗିରଫ କରିଛି କୋରାପୁଟ ପୁଲିସ୍। ଡମ୍ବରୁ କୋରାପୁଟ ଜିଲ୍ଲା ନନ୍ଦପୁର ଏରିଆ କମିଟି ସଦସ୍ୟ ବୋଲି ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶର ଆରୁକୁ ନିକଟରେ ୨ ରାଜନେତାଙ୍କ ହତ୍ୟାରେ ଡମ୍ବରୁ ସଂପୃକ୍ତି ଥିବା ସନ୍ଦେହ...
ବାଲେଶ୍ୱର: ନୀଳଗିରି କାଠପାଳ ଦେଇ ବୋହି ଯାଉଥିବା ସୋନ ନଦୀର କୂଳେ କୂଳେ ଚାଲିଛି ବାଲି ମାଫିଆଙ୍କ ରାଜୁତି। ସରକାରୀ ଭାବେ ୪ଟି ବାଲି ଖାଦାନକୁ ବାଲି ଉଠାଣକୁ ଅନୁମତି ମିଳିଥିବା ବେଳେ ବେଆଇନ ଭାବେ ବହୁ ଚୋରା ବାଲି ଖାଦାନ ଚାଲୁଥିବାର ଦେଖାଯାଇଛି। ବେଧଡ଼କ ବାଲି ଉଠାଣ...