ପ୍ରୟାଗରାଜ: ବସନ୍ତ ପଞ୍ଚମୀ ଅବସରରେ ପ୍ରୟାଗରାଜରେ ଚାଲିଛି ଶେଷ ତଥା ଅନ୍ୟତମ ପ୍ରମୁଖ ସାହି ସ୍ନାନ ନୀତି । ବଡି ଭୋରୁ ହିଁ ମହାସ୍ନାନର ଏହି ମହାପର୍ବରେ ସାମିଲ ହୋଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ପ୍ରଥମେ ସମସ୍ତ ଆଖଡ଼ାର ସାଧୁସନ୍ଥ ସାହି ସ୍ନାନ କରିବା ପରେ ତ୍ରିବେଣୀ...
ହାମିଲଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଟି-ଟ୍ୱେଣ୍ଟି ସିରିଜ୍ର ଆଜି ଫାଇନାଲ୍ ମ୍ୟାଚ୍ ହାମିଲଟନ୍ରେ ଖେଳାଯିବ। ଆଜିର ମ୍ୟାତ୍ ଜିତିଲେ ଭାରତ ଆଉ ଏକ ଟ୍ରଫି ଜିତିବା ସହିତ ସ୍ୱଦେଶ ଫେରିବ। ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆରେ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ଜିତି ସାରିଥିବା ଭାରତ ନ୍ୟୁଜିଲ୍ୟାଣ୍ଡରେ ବି...
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଥିବା ଚତୁଃରାଷ୍ଟ୍ରୀୟ ଗୋଲ୍ଡ କପ୍ ମହିଳା ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗତକାଲି ଖେଳାଯାଇଥିବା ଏକ ଲିଗ୍ ମ୍ୟାଚରେ ଭାରତ ୧-୦ ଗୋଲରେ ଇରାନକୁ ହରାଇ ଦେଇଛି। ଭାରତୀୟ ଦଳର ଖେଳାଳି ସଞ୍ଜୁ ତମାଙ୍ଗ ଗୋଲ୍ ସ୍କୋର୍...
ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଗୁଆଗଢିଆ ମଳିକ ସାହିରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳିଯାଇଛି। ଅଗ୍ନିବିପନ୍ନମାନେ ହେଲେ ନାରାୟଣ ମଲିକ ଓ କ୍ଷୀରୋଦ ମଲିକ। ଏହି ଅଗ୍ନିକାଣ୍ଡରେ ଉଭୟଙ୍କ ନଗଦ ଟଙ୍କା ସହ ସମସ୍ତ ଆସବାବପତ୍ର, ଧାନ, ଚାଉଳ ସବୁ ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡରେ...
ପୁରୀ: ଖରା ଆରମ୍ଭ ନ ହେଉଣୁ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା। ନଦୀ, ଗାଡ଼ିଆ ଓ ପୋଖରୀରୁ ପାଣି ଶୁଖିଯିବା ଫଳରେ ଲୋକଙ୍କ ସମେତ ଗାଈଗୋରୁ ମଧ୍ୟ ପିଇବା ପାଣି ଲାଗି ଡହଳବିକଳ ହେଉଛନ୍ତି। ଏଥିରେ ଅତିଷ୍ଠ ହୋଇ...
କାମାକ୍ଷାନଗର : ଲଭ, ସେକ୍ସ, ଧୋକା। ପ୍ରତାରିତ ହେବା ପରେ ନ୍ୟାୟ ପାଇଁ କାମାକ୍ଷାନଗର କଙ୍କଡ଼ାହାଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା। ସେ ଏବେ ୯ ମାସର ଗର୍ଭବତୀ ଥିବା ବେଳେ ପ୍ରେମିକ ବିବାହ କରିବାକୁ ମନା କରିଦେଇଥିବା ସେ ଅଭିଯୋଗ କରିଛନ୍ତି। ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର...
ଭୁବନେଶ୍ୱର : କାଳିଆ ଯୋଜନାର ହିତାଧିକାରୀଙ୍କୁ ଖୁବ୍ ଶୀଘ୍ର ମିଳିବ ଦ୍ୱିତୀୟ ପର୍ଯ୍ୟାୟ ସହାୟତା। ଏହି ପର୍ଯ୍ୟାୟରେ ୧୮ ଲକ୍ଷ ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯିବ। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ବିରାଟ ସମାବେଶ ହେବ। କୃଷିମନ୍ତ୍ରୀ ଶଶିଭୂଷଣ ବେହେରା ଆଜି ଏ...
ଭୁବନେଶ୍ୱର: ଜାତୀୟ କଂଗ୍ରେସ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ହୋଇଯାଇଛି ଏଆଇସିସି ବୈଠକ। ଏହି ବୈଠକରେ କଂଗ୍ରେସ ସାଧାରଣ ସମ୍ପାଦକ ରାହୁଲ ଗାନ୍ଧି ଯୋଗ ଦେଇ ଫେବୃଆରୀ ଶେଷ ସୁଦ୍ଧା ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ କଂଗ୍ରେସ ସାଧାରଣ ସମ୍ପାଦକ, ପିସିସି ସଭାପତି, କଂଗ୍ରେସ...
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଜେପିର ପ୍ରତିଶ୍ରୁତି ସମାବେଶ। ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଆୟୋଜିତ ସମାବେଶରେ ରୋଜଗାର ପ୍ରତିଶ୍ରୁତି ପତ୍ର ସହ ସ୍ଥାୟୀ ପଟ୍ଟା, ପକ୍କାଘର ପ୍ରଦାନ ନିମେନ୍ତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସବୁ ଘରକୁ ପାଇଖାନା, ପାଣି, ବିଜୁଳି ଓ...
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅଧିକାରୀଙ୍କ ବଦଳିକୁ ବିରୋଧରେ ରାସ୍ତାରୋକ୍ ହୋଇଛି। ଥାନା ଅଧିକାରୀଙ୍କୁ ରାଉରକେଲା ବଦଳିକୁ ବିରୋଧ କରିଛନ୍ତି ବିଭିନ୍ନ ସଂଗଠନ। ଏଥିପାଇଁ ଉତ୍ୟକ୍ତ ସହରବାସୀ ଆସିକା ସହରରେ ମୁଖ୍ୟ ସଡ଼କ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ତେବେ ନିଜେ ଥାନା ଅଧିକାରୀ...
ଝାରସୁଗୁଡ଼ା: ଆସନ୍ତା ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ନିୟମିତ ଉଡ଼ାଣ କରିବ ବିମାନ ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍. କେ. ଚୌହ୍ୱାନ ଏହି ସୂଚନା ଦେଇଛନ୍ତି। ଝାରସୁଗୁଡ଼ାରୁ ଦେଶର ୩ଟି ସ୍ଥାନକୁ ଉଡ଼ିବ ସ୍ପାଇଶ୍ ଜେଟ୍ ବିମାନ। ସେଗୁଡ଼ିକ ହେଲା, ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦ। ତେବେ ସ୍ପାଇଶ୍...
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକାର ଗୁଲୁଣ୍ଡା ଛକ ନିକଟରୁ ଲକ୍ଷାଧିକ ଟଙ୍କାର ସାର ଜବତ ହୋଇଛି। ସ୍ଥାନୀୟ ଲୋକେ ସାର ବୋଝେଇ ଗାଡ଼ିଗୁଡ଼ିକୁ ଧରି ବିନିକା ପୁଲିସ ଜିମା ଦେଇଛନ୍ତି। ଜବତ ଗାଡ଼ିଗୁଡ଼ିକ ମଧ୍ୟରେ ନମ୍ବର୍ ବିହୀନ ଗୋଟିଏ ଟ୍ରକ୍, ୪୦୭ ଗାଡ଼ି ଏବଂ ଗୋଟିଏ ଟ୍ରାକ୍ଟର୍ ରହିଛି...
ସମ୍ବଲପୁର: ଭିମସାର୍ ନିର୍ଦ୍ଦେଶକ ପଦରୁ ଡାକ୍ତର ଅଶ୍ୱିନୀ ପୂଜାହାରୀ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳଙ୍କ ପାଖକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ଇସ୍ତଫା ନେଇ ସାମ୍ବାଦିକ ସମ୍ମିଳନୀ କରିବା ଅବସରରେ ଡାକ୍ତର ପୂଜାହାରୀ କହିଛନ୍ତି ଯେ ମୁଁ ଜଣେ କର୍ମଠ ଲୋକ। ଏତେ ଦିନ ଧରି କେବେ...
ଭୁବନେଶ୍ୱର: ବହୁଚର୍ଚ୍ଚିତ ଛତ୍ରପୁର ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ଆଜି ଛତ୍ରପୁର ଥାନାରେ ହାଜର ହୋଇପାରନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର। ତାଙ୍କୁ ଆଜି ହାଜର ହେବାକୁ ଡକାଯାଇଛି। ସେହିପରି ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ଗତ ୭ ତାରିଖରେ ହାଜର ହେବାକୁ ନୋଟିସ୍ ହୋଇଥିଲେ ମଧ୍ୟ ସେ ସ୍ୱାସ୍ଥ୍ୟଗତ...
ଭୁବନେଶ୍ୱର: ୩ ଦଫା ଦାବି ନେଇ ଓଡ଼ିଶା ଆଶା ସାଥୀ ସଂଘର ବିକ୍ଷୋଭ। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ସଂଘ। କେନ୍ଦ୍ର ସରକାର ଦେଉଥିବା ପ୍ରୋତ୍ସାହନ ରାଶି ୬ ହଜାର ଟଙ୍କା ପ୍ରଦାନ, ସ୍ଥାୟୀ ନିଯୁକ୍ତି ଆଦି ଦାବି ନେଇ ଆଶା ସାଥୀମାନେ...
ଭୁବନେଶ୍ୱର: ଆସନ୍ତା ନିର୍ବାଚନରେ ନିଶା ମୁକ୍ତ ଓଡ଼ିଶା ପ୍ରସଙ୍ଗ କରିବ ମହିଳା କଂଗ୍ରେସ। ଏଥି ସହିତ ରାଜ୍ୟରେ ମହିଳାମାନଙ୍କ ପ୍ରତି ବଢ଼ୁଥିବା ହିଂସା ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମହିଳା କଂଗ୍ରେସ ପ୍ରତି ବ୍ଲକରେ ସଭାପତି ବାଛିବ। ସେହି ସଭାପତିମାନେ ପ୍ରତି ଗାଁରେ ଜଣ ଜଣକୁ ସଭାପତି ବାଛିବେ।...
ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ କରିଥିବା ଓପେପା କର୍ମଚାରୀ ସେବା ସଂଘ ଗତ ୪ ତାରିଖରୁ ବିଧାନସଭା ସମ୍ମୁଖରେ ଧାରଣାରେ ବସିଛନ୍ତି। ୬ ବର୍ଷ ଅସ୍ଥାୟୀ ଭାବେ କାମ କରିବା ପରେ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବା କଥା, କିନ୍ତୁ ୨୨ ବର୍ଷ କାମ କରିବା ପରେ...