ଭଦ୍ରକ: ଭଦ୍ରକ ବ୍ଲକ୍ ଧର୍ମଶରଣବିନ୍ଧା ଗାଁରେ ଅଗ୍ନିକାଣ୍ଡ ଘଟି ୯ ବଖରା ଘର ଭସ୍ମ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ୩ଟି ଗୋରୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଭଦ୍ରକରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।...
ଭୁବନେଶ୍ୱର: ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ମାଷ୍ଟର କ୍ୟାଣ୍ଟିନ ଛକରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଚକା ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏଥିଯୋଗୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ବସ୍ଟିକୁ ଭଙ୍ଗାରୁଜା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା...
ଜଗତସିଂହପୁର: ସରକାରଙ୍କ ଚାଷୀମାରଣ ନୀତି ସାଙ୍ଗକୁ ଜୁଲୁମ୍ ପ୍ରତିବାଦରେ ଜଗତସିଂହପୁରରେ ରାସ୍ତାକୁ ଓହ୍ଲାଇଛି ନବନିର୍ମାଣ କୃଷକ ସଂଗଠନ। ଅର୍ଥନୈତିକ ଅବରୋଧ କାର୍ଯ୍ୟକ୍ରମରେ ଯୋଗଦେଇ ଚାଷୀ ଓ ଚାଷୀନେତା ସରକାରଙ୍କ ରାଜଧାନୀରେ କୃଷକ ସମାବେଶ ଭଣ୍ଡୁର ଉଦ୍ୟମ ବିରୋଧରେ ବର୍ଷିଛନ୍ତି। ଏଥିସହିତ ତିର୍ତ୍ତୋଲ ଦୁଗ୍ଧ ଶୀତଳିକରଣ କେନ୍ଦ୍ରରେ ତାଲା ପକାଇ...
ବାଲେଶ୍ୱର: ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ ଅବସରରେ ଡିୟୁଟି କରିବାକୁ ଯାଉଥିବା ଜଣେ ହୋମଗାର୍ଡ ଟ୍ରେନରୁ ଖସି ନିଜ ୨ ଗୋଡ଼ ହରାଇଛନ୍ତି। ନୀଳଗିରି ଷ୍ଟେସନରେ ଏଭଳି ଅଘଟଣ ଘଟିଛି। ହୋମ୍ଗାର୍ଡ ଜଣକ ସୋରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ନୀଳଗିରିରେ ଟ୍ରେନରୁ ଖସି ପଡ଼ିଥିଲେ। ଗୁରୁତର...
ନୂଆଦିଲ୍ଲୀ: ଏନ୍ଡିଏ ସରକାରଙ୍କ ରାଫେଲ ଡିଲ୍ ୟୁପିଏ ଠାରୁ ୨.୮୬% ଶସ୍ତା। ଆଜି ରାଜ୍ୟସଭାରେ ଉପସ୍ଥାପିତ ହୋଇଥିବା ରାଫେଲ ଡିଲ୍ ସମ୍ପର୍କିତ ସିଏଜି ରିପୋର୍ଟରେ ଏଭଳି ଉଲ୍ଲେଖ ରହିଛି। ରାଫେଲ୍ କ୍ରୟ ଏବଂ ପୂର୍ବ ଡିଲ୍ ସଂପର୍କରେ ରିପୋର୍ଟରେ ବିସ୍ତୃତ ତଥ୍ୟ ଦିଆଯାଇଛି। ୟୁପିଏ ସରକାର ଅମଳଠାରୁ ୯...
ରାୟଗଡ଼ା: ରାୟଗଡ଼ା ନିୟନ୍ତ୍ରିତ ବଜାର କମିଟି କପା ମଣ୍ଡି କର୍ତ୍ତୃପକ୍ଷ ଚାଷୀଙ୍କଠାରୁ କପା ନ କିଣିବାରୁ ଅସନ୍ତୋଷ ଦେଖାଦେଇଛି । ଚାଷୀ ଆଣିଥିବା କପାକୁ ନିମ୍ନମାନର କହି ମଣ୍ଡି କର୍ତ୍ତୃପକ୍ଷ ଫେରାଇ ଦେଉଥିବାରୁ ସେମାନେ ହତାଶ ହୋଇ ପଡିଛନ୍ତି। ସେପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି କ୍ରୟକାରୀ ସଂସ୍ଥା...
ବଲାଙ୍ଗିର: ଆଖୁ ଖିଆକୁ ନେଇ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ସମରା ଗାଁରେ ଗୁଳିକାଣ୍ଡ ହୋଇଛି। ଆଖୁ ଚାଷୀ ମଙ୍ଗଳୁ ସେଠଙ୍କୁ ଗୁଳିମାଡ଼ କରି ଫେରାର ହୋଇ ଯାଇଛନ୍ତି ୪ ଜଣ ଯୁବକ। ତାଙ୍କର ଡାହାଣ ଗୋଡ଼ ଜଂଘରେ ଗୁଳି ବାଜିଛି। ପ୍ରଥମେ ତାଙ୍କୁ ତୁଷୁରା ଓ ପରେ...
ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ରାଜ୍ୟ କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ଚୟନ ତାଲିକା ପ୍ରକ୍ରିୟା। ଏ ନେଇ ରାଜ୍ୟ କଂଗ୍ରେସ ଭବନରେ ଏଆଇସିସି ସ୍କ୍ରିନିଂ କମିଟିର ବୈଠକ ଚାଲିଛି। ଦଳର ନେତା ଓ କର୍ମୀଙ୍କ ସହ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଆଲୋଚନା କରୁଛନ୍ତି। ପ୍ରଥମ...
ପଟାମୁଣ୍ଡାଇ: ବିଜୁ ଯୁବ ବାହିନୀ ପକ୍ଷରୁ ବଣ୍ଟା ଯାଉଥିବା କ୍ରୀଡ଼ା ସାମଗ୍ରୀ ରଖିବାକୁ ନେଇ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ନୂଆଗାଁରେ ତୁମୁଳ କାଣ୍ଡ ଘଟି ଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥବା ଗଣ୍ଡଗୋଳ ଛଡାଇବାକୁ ଯାଇଥିବା ଜଣେ ଯୁବତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଜଣେ ଯୁବକ ଉତ୍ତ୍ୟକ୍ତ ହୋଇ...
ଭଦ୍ରକ: ରାଜ୍ୟସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଅନୁଦାନ ମିଳୁଥିଲେ ବି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ଗ୍ରାମାଞ୍ଚଳରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଶେଷ ହୋଇପାରୁନି। ଏହାର କୌଣସି ବିକଳ୍ପ ବ୍ୟବସ୍ଥା ନିମନ୍ତେ ମଧ୍ୟ ତତ୍ପରତା ପ୍ରକାଶ ପାଉନି। ଫଳରେ ବର୍ଷ ବର୍ଷ ଧରି କେଉଁଠି...
ନୂଅଦିଲ୍ଲୀ: ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ଓ ଖାଲି ପଦବୀ ପୂରଣ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି । ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ସମ୍ପର୍କିତ ନିଷ୍ପତ୍ତିକୁ ଓଡ଼ିଶା ସମେତ ଅନ୍ୟ ରାଜ୍ୟଙ୍କୁ ଜଣାଇ ଦିଆଯାଇଛି ବୋଲି ମାନେକା ଚିଠିରେ...
ଭୁବନେଶ୍ୱର: ସୁନ୍ଦରଗଡ଼ରୁ ଅପହୃତ ନାବାଳିକା ରାଜସ୍ଥାନରୁ ଉଦ୍ଧାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ମହିଳା କମିଶନ ନବୀନଙ୍କୁ ଲେଖିଥିବା ଚିଠିକୁ ଦେଖାଇ ବର୍ଷିଛନ୍ତି। ଅପହୃତା ନାବାଳିକାଙ୍କୁ ୨ ଦିନରେ...
ପୁରୀ:ସଡକ ସୁରକ୍ଷା ସପ୍ତାହ ଅବସରରେ ପୁରୀରେ ସାଇକେଲଗିରି ଅନୁଷ୍ଠିତ ହୋଇଯାଇଛି । ସାଇକେଲର ପ୍ରଥମ ମହିଳା ଅର୍ଜୁନ ପୁରସ୍କାରପ୍ରାପ୍ତ ମିନତୀ ମହାପାତ୍ର ଏହାକୁ ଉଦଘାଟନ କରିଥିଲେ । ସେଭ୍ ଡ୍ରାଇଭ, ସେଭ୍ ଲାଇଫ ସ୍ଳୋଗାନ ଦେଇ ଏହି ସାଇକେଲଗିରି ସିଂହଦ୍ୱାରରୁ ବାହାରି ବଡ ଡାକ୍ତରଖାନା ଛକ, ଗୁଣ୍ଡିଚା ମନ୍ଦିର...
ଶ୍ରୀନଗର:କଶ୍ମୀର ଘାଟିରେ ପୁଣି ଆତଙ୍କବାଦୀଙ୍କ ଆକ୍ରମଣ। ଜମ୍ମୁ ଓ କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ରୂପ ଦେବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀଙ୍କୁ କିନ୍ତୁ କଡ଼ା ଜବାବ ଦେଉଛନ୍ତି ସୁରକ୍ଷାକର୍ମୀ । ରବିବାର ଭୋରରୁ ଆରମ୍ଭ...
ଭଦ୍ରକ: ଚୋରା ମଦ ବିକ୍ରି ଅଭିଯୋଗରେ ଭଦ୍ରକ ଜିଲ୍ଲା ବଂସଡ଼ା ଥାନା ଚରଦିଆ ବଜାରରେ ଜଣେ ଯୁବକଙ୍କୁ ମହିଳାମାନେ ଗଛରେ ବାନ୍ଧି ପକାଇଥିଲେ। ଏହି ଘଟଣାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତ କିଛି ମାସ ହେବ ସ୍ଥାନୀୟ ଅଞ୍ଚଳରେ...
କୋଲକାତା: ଟିଏମ୍ସି ବିଧାୟକ ସତ୍ୟଜିତ୍ ବିଶ୍ୱାସଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାରେ କୋଲକାତା ପୁଲିସ୍ ୨ ଜଣଙ୍କୁ ଗରିଫ କରିବା ସହିତ ମାମଲାରେ ସାମିଲ୍ ନେଇ ହନ୍ସଖାଲି ପୁଲିସ୍ ଷ୍ଟେସନ୍ ଚାର୍ଜରେ ଥିବା ଜଣେ ପୁଲିସ୍ ଅପିସର୍ଙ୍କୁ ନିଲମ୍ବିତ କରାଯାଇଛି। ଗିରଫ୍ ଦୁଇଜଣ ହେଲେ କାର୍ତ୍ତିକ ମଣ୍ଡଳ ଓ ସୁଜିତ୍...
ଭୁବନେଶ୍ୱର: ଭୁବନେଶ୍ୱର ପ୍ରଶାନ୍ତି ବିହାର ଅଞ୍ଚଳରୁ ରବିବାର ସକାଳେ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଜଣେ ପଥଚାରୀ ଉକ୍ତ ବାଟ ଦେଇ ଯାଉଥିବା ବେଳେ ଶିଶୁଟିର କାନ୍ଦ ଶୁଣି ତାକୁ ଏକ ପରିତ୍ୟକ୍ତ ଜାଗାରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ । ଏହାପରେ ଅଧିକ ଚିକିତ୍ସା...
ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧିନ କରଦାଙ୍ଗି ଗ୍ରାମ ଆମ୍ବତଇଲା ସାହିରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମହିଳା ଜଣକ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ସ୍ୱାମୀ କହୁଥିବା ବେଳେ ବାପଘର ଲୋକେ କିନ୍ତୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। କରାଦାଙ୍ଗି...
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ମୃତ୍ୟୁର ବିଭୀଷିକାରେ ମୃତ୍ୟୁ ସଂଖ୍ୟା ୭୨ରେ ପହଞ୍ଚିଲାଣି। କେବଳ ୟୁପିର ଶାହରନପୁର ଜିଲ୍ଲାରେ ବିଷାକ୍ତ ମଦ ଯୋଗୁ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତରାଖଣ୍ଡର ରୁର୍କିରେ ୨୮ ଜଣଙ୍କ ଜୀବନ ଗଲାଣି। ବିଷାକ୍ତ ମଦ ପିଇ ଗୁରୁତର...
ଭୁବନେଶ୍ୱର: ଭୁବନେଶ୍ୱର ଲଳିତ କଳା ଏକାଡେମୀରେ ଶନିବାରଠୁ ଆରମ୍ଭ ହୋଇଛି ଫଟୋ ପ୍ରଦର୍ଶନୀ । ଏଥିରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ଚିତ୍ରକର ଭାଗ ନେଇଛନ୍ତି । ଇଲା ପଣ୍ଡା ଆର୍ଟ ଆଣ୍ଡ କ୍ରାପ୍ଟ ସେଣ୍ଟର ଏବଂ ସର୍ବୋଦୟ ଇଣ୍ଟରନାସନାଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଏହି ଚିତ୍ରକଳା କରାଯାଉଛି...