• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

kashmir
ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ; ୩୦ ଯବାନ ସହିଦ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମା ଜିଲ୍ଲା ଅବନ୍ତିପୋରାରେ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଆତଙ୍କବାଦୀଙ୍କ ବଡ଼ ଧରଣର ବିସ୍ଫୋରଣରେ ୩୦ ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଛନ୍ତି। ଏହି ବିସ୍‌ଫୋରଣରେ ଅନେକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। ଅପରାହ୍ନରେ ଜମ୍ମୁ-ଶ୍ରୀନଗର ଜାତୀୟ...

bjp
୧୭ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ

ଭଦ୍ରକ: ଆସନ୍ତା ୧୭ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ୧୯ ନିର୍ବାଚନ ପାଇଁ ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର। ଭଦ୍ରକ ରାଣୀତାଲଠାରେ ବିଜେପିର ଉତ୍ତର ଓଡ଼ିଶା ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ରାଣୀତାଲଠାରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ...

jhia
ଲଜ୍ଜା: ଝିଅକୁ ଦୁଷ୍କର୍ମ କଲା ବାପା

ବ୍ରହ୍ମପୁର: ଝିଅକୁ ଦୁଷ୍କର୍ମ କଲା ବାପା। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବ୍ରହ୍ମପୁର ଜରଡ଼ା ଅଞ୍ଚଳରେ। ବାପା ନିଜ ନାବାଳିକା ଝିଅକୁ ଦୀର୍ଘ ୫ବର୍ଷ ହେଲା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ଅଭିଯୁକ୍ତ ବାପାକୁ ଗିରଫ କରିଛି ପୁଲିସ୍। ଗତକିଛି ଦିନ ତଳେ ଝିଅ...

Capture
ଓବିସି କାର୍ଡ଼ ଖେଳିଲେ କେନ୍ଦ୍ରମନ୍ତ୍ରୀ

ବଲାଙ୍ଗିର: କଣ୍ଟାବାଞ୍ଜିରେ ବିଜେପିର ପଛୁଆ ବର୍ଗ ମହାସମ୍ମିଳନୀ ଅବସରରେ ଓବିସି କାର୍ଡ ଖେଳିଛନ୍ତି କେନ୍ଦ୍ରମନ୍ତ୍ରୀ ରାମକ୍ରିପାଳ ଯାଦବ। ଏଥିସହିତ ବିନା ପିସିରେ ରାଜ୍ୟରେ କୌଣସି ଉନ୍ନୟନମୂଳକ କାମ ହେଉନାହିଁ ବୋଲି ଅଭିଯୋଗ କରିବା ସହ ନବୀନଙ୍କୁ ପିସି ବାବୁ ବୋଲି ଆକ୍ଷେପ କରିଛନ୍ତି ରାମକ୍ରିପାଳ। ତେବେ ଏହି ଅବସରରେ...

3
ଖଲ୍ଲିକୋଟ କନ୍ଧିଗାଁର କୁକୁଡ଼ିଆ ପୋଖରୀ ଲୁଟ୍ ଘଟଣାରେ ୩ ଗିରଫ

ବ୍ରହ୍ମପୁର: ଖଲ୍ଲିକୋଟ କନ୍ଧିଗାଁର କୁକୁଡ଼ିଆ ପୋଖରୀ ଠାରୁ ଏକ ଡକାୟତ ମାମଲାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୯ କିଲୋ ୩ଶହ ଗ୍ରାମ ରୂପା, ୧୨୬ ଗ୍ରାମ ସୁନା ଓ ୧୯ହଜାର ଟଙ୍କା, ୨ ଟି ବାଇକ, ୬ଟି ମୋବାଇଲ ଜବତ ହୋଇଛି। ଗିରଫ...

gujjar
୬ ଦିନର ଆନ୍ଦୋଳନ ପରେ ମିଳିଲା ସଂରକ୍ଷଣ

ଜୟପୁର: ୬ ଦିନର ଆନ୍ଦୋଳନ ପରେ ମିଳିଲା ସଂରକ୍ଷଣ। ରାଜସ୍ଥାନର ଗୁଜ୍ଜର୍ ସମ୍ପଦ୍ରାୟଙ୍କୁ ମିଳିଛି ୫ ପ୍ରତିଶତ ସଂରକ୍ଷଣ। ଆଜି ଏନେଇ ଆଗତ ଗୁଜ୍ଜର୍ ସଂରକ୍ଷଣ ବିଲ୍‌କୁ ବିଧିବଦ୍ଧ ଭାବେ ରାଜସ୍ଥାନ ବିଧାନସଭାରେ ମଞ୍ଜୁରୀ ମିଳିଛି। ଏଣିକି ଶିକ୍ଷା, ନିଯୁକ୍ତି ଓ ବିଭିନ୍ନ ସରକାରୀ ଯୋଜନାରେ ଗୁଜ୍ଜରଙ୍କୁ ଅଧିକ...

national
ୟୁପିରେ ମହାନ ଦଳ ସହ ମିଶି ନିର୍ବାଚନ ଲଢ଼ିବ କଂଗ୍ରେସ

ଲକ୍ଷ୍ନୌ: ସାଧାରଣ ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶରେ ମେଣ୍ଟ ଷ୍ଟ୍ରାଟେଜି ଆପଣାଇଛି କଂଗ୍ରେସ। ମହାନ ଦଳ ସହ କଂଗ୍ରେସ ମେଣ୍ଟରେ ୟୁପିରେ ନିର୍ବାଚନ ଲଢ଼ିବ ଦଳ। ଆଜି ଏନେଇ ବିଧିବଦ୍ଧ ଭାବେ ନିଷ୍ପତ୍ତି ହୋଇଛି। ଉତ୍ତର ପ୍ରଦେଶ ଦାୟିତ୍ୱ ମିଳିବା ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀକୁ...

nabeen
ବାଲେଶ୍ୱରରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ବାଲେଶ୍ୱର ଗସ୍ତରେ ଯାଇ ବିଭିନ୍ନ ଜନକଲ୍ୟାଣମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି ବାଲିଆପାଳ ଚୌମୁଖଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଟାଟା ଷ୍ଟିଲ୍‌ର ମିଳିତ ସହଯୋଗରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ମୋଟ ୫ ହଜାର...

pm
ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶେଷ ଅଭିଭାଷଣ

ନୂଆଦିଲ୍ଲୀ: ଷୋଡ଼ଶ ଲୋକସଭାର ଶେଷ ଅଧିବେଶନର ଶେଷ ଦିନରେ ବିଦାୟୀ ଭାଷଣ ଦେଇ ସଂସଦର ଉଭୟ ଗୃହର ସଦସ୍ୟଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ଧନ୍ୟବାଦ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ତାଙ୍କ ଶେଷ ଭାଷଣରେ ଚଳିତ ସରକାରଙ୍କ ସଫଳତା ବଖାଣିବା ସହ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍‌ କରିବାକୁ...

formula1
ବିଜେଡି ପାଇଁ ଅଡ଼ୁଆ ହେଲା ମହିଳା କାର୍ଡ

ଭୁବନେଶ୍ୱର: ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ଚୟନ ନେଇ ଟେନ୍‌ସନ୍‌ରେ ଥିବା ବିଜେଡି ପାଇଁ ଅଡୁଆ ହୋଇଛି ମହିଳା କାର୍ଡ। ମହିଳାଙ୍କ ପାଇଁ  ୩୩ ପ୍ରତିଶତ ସଂରକ୍ଷଣ କାର୍ଡ ଖେଳି ସାରିଥିବା ବିଜେଡି, ଟିକଟ୍ ବଣ୍ଟନ କ୍ଷେତ୍ରରେ ଖୋଦ୍ ନିଜେ କେତେ ଦୂର ଏହାକୁ କାର୍ଯ୍ୟକାରୀ କରିପାରିବ ତାକୁ ନେଇ...

1
ଅନିଶ୍ଚିତତା ଭିତରେ ଚିଟ୍‌ଫଣ୍ଡ୍ କ୍ଷତିଗ୍ରସ୍ତଙ୍କ ଟଙ୍କା

ଭୁବନେଶ୍ୱର: ଅନିଶ୍ଚିତତା ଭିତରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା। ଫେରସ୍ତର ପ୍ରକିୟା ଚିଟ୍‌ଫଣ୍ଡ କମିଶନଙ୍କ ଗତକାଲି ମନ୍ତବ୍ୟ ପରେ ଜମାକାରୀ ଚିହ୍ନଟ ପ୍ରକିୟା ଶେଷ ହେବାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କମିଶନଙ୍କ କହିବାନୁସାରେ କେବଳ ଯୁଦ୍ର ଜମାକାରୀ ଚିହ୍ନଟ ହେବାକୁ ଆହୁରି  ଦୁଇରୁ ତିନି ବର୍ଷ...

monir
୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡ଼ା: ରାଜ୍ୟରେ ଥୁମୁନି ଦୁଷ୍କର୍ମ ଘଟଣା। ଯୁବତୀ ହୁଅନ୍ତୁ କିମ୍ବା ଶିଶୁ ଦୁଷ୍କର୍ମ ଶିକାର ହେଉଛନ୍ତି। ଏବେ ପୁଣି ଏକ ନାବାଳିକା ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ରାଜକନିକା ଥାନା ଅଞ୍ଚଳରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଘରପାଖ ବାଡ଼ିକୁ ଯାଇଥିବାବେଳେ ରଞ୍ଜନ ରାଉତ ନାମକ...

cutACK
ପଞ୍ଚାୟତକୁ ନିଶାମୁକ୍ତ କରିବାକୁ ଗ୍ରାମବାସୀଙ୍କ ଅଭିନବ ପ୍ରୟାସ

କଟକ: ନିଶା ନିବାରଣ ଉଦ୍ଦେଶ୍ୟରେ କଟକ ଜିଲ୍ଲା କୁଷ୍ପଙ୍ଗୀ ପଞ୍ଚାୟତର ଗ୍ରାମବାସୀ ଅଭିନବ ପ୍ରୟାସ। ସ୍ଥାନୀୟ ଭାଗବତ ଘର ପ୍ରାଙ୍ଗଣରେ ଏକତ୍ରିତ ହୋଇ ଶପଥ ନେଲେ ଗ୍ରାମବାସୀ। ଗାଁର ଜଣେ ବ୍ୟକ୍ତି ଚୋରା ମଦବିକ୍ରୀ କରୁଥିବା ନେଇ ଗ୍ରାମବାସୀଙ୍କ ତରଫରୁ ଲିଖିତ ଅଭିଯୋଗ ଥାନାରେ କରାଯାଇଥିଲା। ମାତ୍ର ସ୍ଥାନୀୟ...

Capture 5
ସାହୁକାର ପାଖରେ ବନ୍ଧା ପଡ଼ିଛି ଖାଉଟି କାର୍ଡ

କୋରାପୁଟ: ଖାଦ୍ୟ ନିରାପତ୍ତା ଅଭିଯାନ ମାଧ୍ୟମରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ଯୋଜନା ରହିଛି । ହେଲେ କୋରାପୁଟ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ସରକାରଙ୍କ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଫେଲ୍ ମାରିଥିବା ଦେଖିବାକୁ ମିଳିଛି ।...

Capture 4
୪ ବଦଳରେ ଜଣେ ଡାକ୍ତରରେ ଚାଲିଛି ଚିକିତ୍ସା

ଗଜପତି: ଗଜପତି ଜିଲ୍ଲା ଆର.ଉଦୟଗିରିର ଉପାନ୍ତ ଅଞ୍ଚଳରେ ବିପର୍ଯ୍ୟସ୍ତ ହୋଇ ପଡିଛି ସ୍ୱାସ୍ଥ୍ୟ ସେବା। ଏଠାରେ ୪ ଡାକ୍ତରଙ୍କ ସ୍ଥାନରେ ମାତ୍ର ଜଣେ ଡାକ୍ତରଙ୍କ ଦ୍ୱାରା ଚାଲିଛି ରୋଗୀ ସେବା। ଫଳରେ ଏହି ମେଡିକାଲ ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକେ ସେବା ନ ପାଇ ନିରାଶ...