• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

nabeen
ସହିଦ ଓଡ଼ିଆ ଯବାନଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ସହିଦଙ୍କ ପରିବାର ପ୍ରତି  ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟେଲିଫୋନ୍‌ରେ ଉଭୟ ସହିଦ ପ୍ରସନ୍ନ ସାହୁ ଏବଂ ମନୋଜ ବେହେରାଙ୍କ ପରିବାର ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ଆଜି ସଚିବାଳୟ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ସହିଦଙ୍କ ସ୍ମୃତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା ମଧ୍ୟ...

congress
ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ଦୁଃଖ ପ୍ରକାଶ କଲା କଂଗ୍ରେସ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଆଜି କଂଗ୍ରେସ ପକ୍ଷରୁ ଡକାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଏଥିସହିତ ଆତଙ୍କ ବିରୋଧରେ ଦେଶବାସୀ ଏକାଠି ହୋଇ ଲଢ଼ିବା ପାଇଁ ଆହ୍ୱାନ ଦେଇଛନ୍ତି...

kalpa-news
ବଡ଼ ଭୁଲ୍‌ କରିଦେଲେ ଆତଙ୍କବାଦୀ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଥିବା ଆତଙ୍କବାଦୀଙ୍କୁ ବରଦାସ୍ତ କରାଯିବନି। ଏଥିପାଇଁ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଆଜି ଖୋଲାଖୋଲି ପାକିସ୍ତାନକୁ ଚେତାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆହୁରି ମଧ୍ୟ କହିଛନ୍ତି,...

internet
ପାକିସ୍ତାନକୁ ଏକଘରିକିଆ କରାଯିବ: ଅରୁଣ ଜେଟ୍‌ଲୀ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ ପଛରେ ଯିଏ ଥିବ, ତାକୁ ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ିବ। ଆଜି ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହା କହିଛନ୍ତି ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକ ସମ୍ପର୍କରେ...

kngna
ନିର୍ମାଣ ହେବ ବଲିଉଡ୍‌ ଅଭିନେତ୍ରୀ କଙ୍ଗନାଙ୍କ ବାୟୋପିକ୍

ମୁମ୍ବାଇ: ଫିଲ୍ମି ପରିବାରରୁ ନ ଆସି ମଧ୍ୟ ଖୁବ କମ୍‌ ବୟସରେ ସଫଳତା ଛୁଇଁ ପାରିଥିବା  ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରନାୱତ୍‌ଙ୍କ ବାୟୋପିକ୍ ନିର୍ମାଣ ହେବାକୁ ଯାଉଛି। ବାହୁବଲି ନିର୍ମାତା ଏସ୍ଏସ୍ ରାଜମୌଲିଙ୍କ ବାପା କେ.ବି ବିଜୟନ୍ଦ୍ର ଏହି ଫିଲ୍ମର ସ୍କ୍ରିପ୍ଟ ଉପରେ କାମ କରୁଛନ୍ତି। କଙ୍ଗନାଙ୍କ ଅଭିନୀତ...

cabinate
ପୁଲୱାମା ଆକ୍ରମଣ: ଚାଲିଛି କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାରେ ଆଜି ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେଉଛି। ଆତଙ୍କବାଦୀ ଆକ୍ରମଣ ପରେ କ’ଣ ହେବ ଭାରତର ଆଭିମୁଖ୍ୟ। କ’ଣ ହେବ ଆଗାମୀ ରଣନୀତି ସେ ନେଇ ଏହି ବୈଠକରେ...

saha
ଶାହଙ୍କ ଓଡ଼ିଶା ଗସ୍ତ ବାତିଲ୍

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ୍ ହୋଇଛି। ଏଥିସହିତ ତାଙ୍କର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମକୁ ବାତିଲ୍ କରିଦିଆଯାଇଛି। ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଯୋଗୁ କାର୍ଯ୍ୟକ୍ରମ ବାତିଲ୍ ହୋଇଥିବା ଜଣାପଡ଼ିଛି। ଆଜି ଶାହ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରରେ ହେବାକୁ ଥିବା କର୍ମୀ ସମ୍ମିଳନୀରେ...

ARUN
ସିସିଏସ୍ ବୈଠକରେ ଯୋଗଦେବେ ଜେଟ୍‌ଲୀ ଓ ନିର୍ମଳା ସୀତାରମଣ !

ନୂଆଦିଲ୍ଲୀ: ଅସୁସ୍ଥ ହୋଇ ଆମେରିକାରେ ଚିକିତ୍ସା ହେଉଥିବା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ ପୁଣିଥରେ ତାଙ୍କ ଦାୟିତ୍ୱକୁ ଫେରିବେ। ପୁଲ୍‌ୱାମା ଆକ୍ରମଣରେ ସୁରକ୍ଷା ବ୍ୟବସ୍ଥା ନେଇ ଆଜି ହେବାକୁ ଥିବା ସିସିଏସ୍ (କ୍ୟାବିନେଟ୍ କମିଟି ଅନ୍‌ ସିକ୍ୟୁରିଟି) ବୈଠକରେ ସେ ଯୋଗଦେବ ବୋଲି ଜଣାପଡ଼ିଛି। ସେହିଭଳି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା...

kalia
କାଳିଆ ଯୋଜନାରେ ଭୂମିହୀନ ଚାଷୀଙ୍କୁ ସହାୟତା

କେନ୍ଦ୍ରାପଡ଼ା: କାଳିଆ ଯୋଜନାରେ ଏଥର ଭୂମିହୀନ ଚାଷୀଙ୍କୁ ମିଳିବ ସହାୟତା। ଆଜି କେନ୍ଦ୍ରାପଡ଼ାରେ ୩ ଲକ୍ଷରୁ ଅଧିକ ଭୂମିହୀନ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ସହାୟତା ଆରମ୍ଭ କରିବେ ରାଜ୍ୟ ସରକାର। ପ୍ରତି ଭୂମିହୀନ ଚାଷୀଙ୍କୁ ସରକାର ୩ଟି ପର୍ଯ୍ୟାୟରେ ୧୨ ହଜାର ୫ଶହ ଟଙ୍କା ପ୍ରଦାନ କରିବେ। ପ୍ରଥମ...

amit
ଆଜି ପୁଣି ଓଡ଼ିଶା ଆସିବେ ଶାହ

ଭୁବନେଶ୍ୱର: ଆଜି ପୁଣିଥରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସମ୍ବଲପୁରରେ ହେବାକୁ ଥିବା କର୍ମୀ ସମ୍ମିଳନୀରେ ୪ଟି ଲୋକସଭା କ୍ଷେତ୍ର ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଢେଙ୍କାନାଳ ଏବଂ ବୁଥସ୍ତରୀୟ କର୍ମୀଙ୍କୁ ମନ୍ତ୍ର ଦେବେ ଶାହ। ତେବେ ମାସକ ମଧ୍ୟରେ ତିନି ତିନି ଥର ଗସ୍ତ...

modi
ପୁଲୱାମା ଆକ୍ରମଣକୁ ନିନ୍ଦା କଲା ସାରା ବିଶ୍ୱ

ଶ୍ରୀନଗର: ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ବିଶ୍ୱବ୍ୟାପୀ ନିନ୍ଦା। ଆକ୍ରମଣ ନେଇ କଡ଼ା ନିନ୍ଦା କରିଛି ଜାତିସଂଘ। ହମଲାରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ସମବେଦନା ଜଣାଇବା ସହ ଭାରତ ସରକାରଙ୍କ ପ୍ରତି ମଧ୍ୟ ସମବେଦନା ଜଣାଇଛି। ଏଥିସହିତ ଆକ୍ରମଣରେ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛି ଜାତିସଂଘ। Israel’s Ambassador...

rajnath
ଆତଙ୍କବାଦୀ ଅକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ଶ୍ରୀନଗର: ଜମ୍ମୁ ଓ କଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାର ତଦନ୍ତ କରିବ ନ୍ୟାସନାଲ୍ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି-ଏନ୍‌ଆଇଏ। ଏଥିପାଇଁ ଏନ୍‌ଆଇଏର ୧୨ ଜଣିଆ ଟିମ୍‌ ଆଜି ଘଟଣାସ୍ଥଳରେ ପହଞ୍ଚିବ। ଏଥିସହ ଆଜି ଗୃହମନ୍ତ୍ରୀ ରାଜନାଥ ସିଂହ ଶ୍ରୀନଗର ଯାଇ ସ୍ଥିତିର ସମୀକ୍ଷା କରିବେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ...

kash
ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣକୁ ବିଶ୍ୱବ୍ୟାପୀ ନିନ୍ଦା

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମା ଜିଲ୍ଲା ଅବନ୍ତିପୋରାରେ ସିଆରପିଏଫ୍ ଯବାନଙ୍କୁ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣ ଘଟଣାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ଦେଶର ଘଟଣାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମେତ ବହୁ ବ୍ୟକ୍ତି କଡ଼ା ଭାଷାରେ ନିନ୍ଦା କରିଛନ୍ତି। Strongly condemn the terrorist attack in Pulwama, J&K....

nasir
ସିବିଆଇ କୋର୍ଟରେ ହାଜର ହେଲେ ବଲିଉଡ୍ ଅଭିନେତା ଓ ପ୍ରଯୋଜକ ନାସିର ଖାନ୍

ଭୁବନେଶ୍ୱର: ସିବିଆଇ କୋର୍ଟରେ ହାଜର ହୋଇଛନ୍ତି ବଲିଉଡ୍ ଅଭିନେତା ତଥା ପ୍ରଯୋଜକ ନାସିର ଖାନ୍। ଓଡ଼ିଶାରେ ଫାଇନ୍ ଇଣ୍ଡିଆ ଚିଟ୍‌ଫଣ୍ଡ୍‌ ମାମଲାରେ ଫସିଥିବା ନାସିରଙ୍କୁ ପଚରାଉଚରା ପାଇଁ ସିବିଆଇ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।   ଫାଇନ୍ ଇଣ୍ଡିଆ ଚିଟ୍‌ଫଣ୍ଡ୍‌ ସଂସ୍ଥାର ଅନେକ ଶାଖା ଥିଲା। ନାସିର...

exam
ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ କେନ୍ଦ୍ରରେ ଲାଗିବ ସିସିଟିଭି

ଭୁବନେଶ୍ୱର: ଚଳିତ ବର୍ଷ ପ୍ରଥମ ଥର ପାଇଁ ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ କେନ୍ଦ୍ରଗୁଡ଼କରେ ସିସିଟିଭି ଲାଗିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ ସମସ୍ତ ମୂଲ୍ୟାୟନ ଜୋନ୍‌ର ସୁପରଭାଇଜରଙ୍କୁ ଚିଠି ଲେଖିଛନ୍ତି। ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ୍ କେନ୍ଦ୍ରରେ ସିସିଟିଭି ଲାଗିବ।...

kostal w
କୋଷ୍ଟାଲ୍ ହାଇୱେ ବିବାଦ: ବିଜେଡିର ଦୁଇ ନେତାଙ୍କୁ ବିଜେପିର ଟାର୍ଗେଟ୍

ଭୁବନେଶ୍ୱର: ଭୁବନେଶ୍ୱର: ଓଡ଼ିଶାରେ ପ୍ରସ୍ତାବିତ କୋଷ୍ଟାଲ୍‌ ହାଇେଓ୍ୱ ପ୍ରକଳ୍ପରେ କେଁ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ବା ଏନ୍‌ଏଚ୍‌ଏଆଇ ପ୍ରସ୍ତୁତ କରିଥିବା ଗତିପଥକୁ ନେଇ ରାଜ୍ୟ ସରକାର ଆପତ୍ତି ଉଠାଇବା ପରେ ପ୍ରକଳ୍ପକୁ ନେଇ ଦେଖାଦେଇଛି ବିବାଦ। ତେବେ ଏପରି ସ୍ଥିତିରେ ଓଡ଼ିଶାରେ କୋଷ୍ଟାଲ୍ ହାଇେଓ୍ୱ କାମ ଆଗେଇବା ନେଇ...

fd
ପ୍ରାର୍ଥୀ ଚୟନ ଲାଗି କଂଗ୍ରେସ ସ୍କ୍ରିନିଂ କମିଟିର ଟିକିନିଖି ତର୍ଜମା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ଫୋକସ୍‌ରେ ୧୧ ଲୋକସଭା ଆସନ ରହିଛି। ଖାସ୍ ସେଥିପାଇଁ ନୂଆଦିଲ୍ଲୀ ବଦଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ତର୍ଜମା କରୁଛି ସ୍କ୍ରିନିଂ କମିଟି। ପ୍ରାର୍ଥୀ ଚୟନ ଲାଗି କଂଗ୍ରେସରେ ଛୁଞ୍ଚି ମାଛି ପରୀକ୍ଷା ହେଉଛି। ନେତା ହୁଅନ୍ତୁ, କି କର୍ମୀ, ଆଶାୟୀ ହୁଅନ୍ତୁ କି  ଲବିଷ୍ଟ...

indiatoday
ଚିହ୍ନଟ ହେଲା ୪୦ ଯବାନଙ୍କ ହତ୍ୟାକାରୀ

ଶ୍ରୀନଗର: ଆତ୍ମଘାତୀ ଆକ୍ରମଣ ଘଟାଇ ଥିବା ଆତଙ୍କବାଦୀକୁ ଚିହ୍ନଟ କରାଯାଇଛି। ସେ ହେଉଛି, ଜୈଶ-ଏ-ମହମ୍ମଦ ସଂଗଠନର ସଦସ୍ୟ ଆଦିଲ୍ ଅହମ୍ମଦ ଦର। ଅଦିଲ୍ ଆକ୍ରମଣରେ ବ୍ୟବହୃତ ଗାଡ଼ି ଚଳାଉଥିବା ସେନା ପକ୍ଷରୁ କୁହାଯାଇଛି। ତେବେ ଆକ୍ରମଣ ପୂର୍ବରୁ ଅଦିଲ୍ ଏକ ଭିଡିଓ ପ୍ରସ୍ତୁତ କରିଥିଲା, ଯେଉଁଥିରେ ତାକୁ କେମିତି...