• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

dekhiba
ସୁରଙ୍କ ଭଳି ତାଙ୍କ ବଡ଼ ପୁଅ ସିଦ୍ଧାର୍ଥ ବି କହିଲେ ମାଡ଼ିଚାଲ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ଟାଣୁଆ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ। ତାଙ୍କ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ୧୦ ବର୍ଷ ପରେ ତାଙ୍କର ଦୁଇ ଝିଅ ସହିତ ଓଡ଼ିଶାକୁ ଫେରିଛନ୍ତି। ଆସୁ ଆସୁ ତାଙ୍କୁ କଂଗ୍ରେସର ୧୩୪ ତମ ଦିବସରେ ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଥିଲା। ସିଦ୍ଧାର୍ଥ...

jhintika
ଭାରତ ଚାଷୀର ନିଦ ହଜାଇଲାଣି ପାକିସ୍ତାନୀ ପଙ୍ଗପାଳ

ନୂଆଦିଲ୍ଲୀ: ଭାରତୀୟ ସୀମାରେ ପାକିସ୍ତାନୀ ଯବାନ ଅଶାନ୍ତି ସୃଷ୍ଟି କରୁଥିବାବେଳେ, ଗୁଜରାଟ ଓ ରାଜସ୍ଥାନରେ ଚାଷୀଙ୍କ ନିଦ ହଜାଇ ଦେଲେଣି ପାକିସ୍ତାନୀ ପଙ୍ଗପାଳ। ଦୁଇ ସପ୍ତାହ ଧରି ଦକ୍ଷିଣ-ପୂର୍ବ ଭାଗକୁ ପବନ ବହିବା ଯୋଗୁଁ ପାକିସ୍ତାନରୁ ଶହ ଶହ କୋଟି ପଙ୍ଗପାଳ ମାଡ଼ି ଆସି ଗୁଜରାଟରେ ଉପଦ୍ରବ କରୁଛନ୍ତି।...

b-9087-4-750x430
ଘର ଖାଦ୍ୟ ଖାଇ ୩ ଭଉଣୀଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଦିଗପହଣ୍ଡିରେ ଅଭାବନୀୟ ଘଟଣା। ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିବା ୩ ଭଉଣୀଙ୍କ ମୃତ୍ୟୁ। ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ତିନି ଭଉଣୀ। ଏହି ୩ ଭଉଣୀ ହେଲେ ଶୁଭଲକ୍ଷ୍ମୀ, ପ୍ରୀତି ଏବଂ ବର୍ଷା ରେଡ୍ଡୀ। ଏହି ସମସ୍ତଙ୍କ ବୟସ ୬,...

appllo
ଭୁବନେଶ୍ୱର ଆପୋଲୋ ହସ୍‌ପିଟାଲ୍‌ ରେଜିଷ୍ଟ୍ରେସନ୍ ରଦ୍ଦ କରିବାକୁ ପୁଣି ନିର୍ଦ୍ଦେଶ

ଭୁବନେଶ୍ୱର: କିଡନୀ ଚୋରି ମାମଲାରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ ପାଇଁ ଅଡ଼ୁଆ ବଢ଼ିଲା। ଆପୋଲୋର ରେଜିଷ୍ଟ୍ରେସନ୍ ରଦ୍ଦ କରିବାକୁ ପୁଣି ଥରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ୍। ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ହୋଇଥିବା ଆପୋଲର ଯୁକ୍ତିକୁ ଖାରଜ କରିଛନ୍ତି କମିଶନ୍। ୨୦୧୩ରେ...

bd
ଜିଲ୍ଲାପାଳଙ୍କ ପି.ଏ.ଙ୍କୁ ମାରିଲା କିଏ ?

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ଅଫିସରଙ୍କ ଚାପ ଯୋଗୁ ଜିଲ୍ଲାପାଳଙ୍କ ପିଏ ଦେବନାରାୟଣଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି କହିଛନ୍ତି ତାଙ୍କ ପତ୍ନୀ ବନଜା ପଣ୍ଡା। ମୃତ୍ୟୁ ପୂର୍ବରୁ ଘରେ କୌଣସି ପ୍ରକାର କଳହ ହୋଇନଥିବା ସେ କହିଛନ୍ତି। ଅଫିସରଙ୍କ...

sura
ରାଜନୀତିକୁ ଆସିବେକି ସୁରଙ୍କ ପୁଅ ?

ଭୁବନେଶ୍ୱର: ସୁଦୂର ଆମେରିକାରୁ ପ୍ରାୟ ଦଶ ବର୍ଷ ପରେ ଆସିଛନ୍ତି ଜଟଣି ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ। କଂଗ୍ରେସର ୧୩୪ ତମ ପ୍ରତିଷ୍ଠା ଦିବସ ପାଳନ ବେଳେ  ସିଦ୍ଧାର୍ଥଙ୍କୁ ଦେଖିବାକୁ ମିଳିଥିଲା। ସେ ତାଙ୍କର ଦୁଇ ଝିଅଙ୍କ ସହିତ କଂଗ୍ରେସ ଅଫିସ୍‌ ଆସିଥିଲେ। ସିଦ୍ଧାର୍ଥ ଆମେରିକାରେ...

pdp
AICCକୁ ସ୍ପଷ୍ଟୀକରଣ ଦେଲେ ପ୍ରଦୀପ; ନିରଞ୍ଜନ ପଚାରିଲେ ଏମିତି ପ୍ରଶ୍ନ

ଭୁବନେଶ୍ୱର: ନବରଙ୍ଗପୁରରେ ବନ୍ଦ ଡାକରା ବେଳେ ପ୍ରଦୀପ ମାଝୀଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ AICCକୁ ସ୍ପଷ୍ଟୀକରଣ ଦେଇଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ। ପିସିସି ଜରିଆରେ ସେ AICCକୁ ସ୍ପଷ୍ଟୀକରଣ ଦେଇଥିବା ସୂଚନା ମିଳିଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ନାରୀମାନଙ୍କ ଇଜ୍ଜତ ଲୁଟ ହେଉଛି। ତେଣୁ ଧୈର୍ଯ୍ୟଚ୍ୟୁତି ହେବାରୁ...

ajaya
ଝିଅ ପାଇଁ ରାଗିଗଲେ ଅଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ସାଧାରଣତଃ ଶାନ୍ତ ସ୍ୱଭାବର ଦେଖାଯାଆନ୍ତି। ସୋଶାଲ୍‌ ମିଡିଆରେ ଯେତେ ଟ୍ରୋଲ୍‌ କଲେ କି କେହି କମେଣ୍ଟ କଲେ କୌଣସି ପ୍ରତିକ୍ରିୟା ଦିଅନ୍ତି ନାହିଁ ଅଜୟ। କିନ୍ତୁ ଏଥର ବିଲଉଡ୍‌ର ଏହି ସିଂଘମ ଖୁବ୍‌ ରାଗିଯାଇଛନ୍ତି।  ନିକଟରେ ଅଜୟ ନିଜ ଅପକମିଂ ଫିଲ୍ମ...

sports
ଓଡ଼ିଶା ଏଫସିର ବିଜୟ ଶୁଭାରମ୍ଭ

ଭୁବନେଶ୍ୱର: ଚଳିତ ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ)ରେ ଓଡ଼ିଶା ଏଫସି ଘରୋଇ ଭେନ୍ୟୁରେ ତା’ର ପ୍ରଥମ ମ୍ୟାଚରେ ଜାମଶେଦପୁର ଏଫସିକୁ ୨-୧ ଗୋଲରେ ପରାସ୍ତ କରିଛି। ଏଥିସହ ଘରୋଇ ଭେନ୍ୟୁ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ବିଜୟରୁ ଶୁଭାରମ୍ଭ କରିଛି। ଓଡ଼ିଶା ବିଜୟରେ ଆରିଡେନ୍ ସାଣ୍ଟାନା ମୁଖ୍ୟ ଭୂମିକା ବହନ...

baod
ଦଶନ୍ଧିରେ ସର୍ବାଧିକ ୱିକେଟ୍‌ ନେଇଥିବା ଦ୍ୱିତୀୟ ବୋଲର୍‌ ହେଲେ ଷ୍ଟୁଆର୍ଟ ବ୍ରଡ୍

ସେଞ୍ଚୁରିୟନ୍‌: ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର ଷ୍ଟୁଆର୍ଟ ବ୍ରଡ୍ ଦଶନ୍ଧିରେ ୪୦୦ ୱିକେଟ୍ ନେବାରେ ବିଶ୍ୱର ଦ୍ୱିତୀୟ ବୋଲର ହୋଇଛନ୍ତି। ବ୍ରଡଙ୍କ ପୂର୍ବରୁ ତାଙ୍କ ଦେଶର ଜେମ୍ସ ଆଣ୍ଡରସନ୍ ଦଶନ୍ଧିରେ ଏହି କାରନାମା କରିସାରିଛନ୍ତି। ସୁପର ସ୍ପୋର୍ଟ ପାର୍କରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର...

gabguly
ଗାଙ୍ଗୁଲିଙ୍କ ପ୍ରସ୍ତାବକୁ ସମର୍ଥନ କଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଦ୍ୱାରା ଦିନିକିଆ ‘ସୁପର୍ ସିରିଜ୍‌’ ପ୍ରସ୍ତାବକୁ କ୍ରିକେଟ୍ ଅଷ୍ଟ୍ରେଲିଆ ସମର୍ଥନ କରିଛି। କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ)ର ମୁଖ୍ୟ କାର୍ଯ୍ୟକାରୀ କେଭିନ୍ ରବର୍ଟ୍ସ ଗାଙ୍ଗୁଲିଙ୍କ ଚତୁର୍ଦ୍ଦେଶୀୟ ଦିନିକିଆ ସିରିଜକୁ ସମର୍ଥନ କରିଛନ୍ତି, କିନ୍ତୁ କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି। ଗାଙ୍ଗୁଲି କହିଥିଲେ, ୨୦୨୧ ଆରମ୍ଭ...