ପୁରୀ: ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ତାଙ୍କ ପରିବାର। ଗଜପତି ମହାରାଜଙ୍କ ଝିଅ, ଜ୍ୱାଇଁ, ନାତୁଣୀ, ସମୁଦି ଓ ସମୁଦୁଣୀଙ୍କ ସହ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇଥିଲେ ସମସ୍ତେ। ପ୍ରଥମେ ବଟ ଗଣେଶଙ୍କୁ ଦର୍ଶନ କରିବା ପରେ ଗରୁଡ଼ ସ୍ତମ୍ଭ ଦେଇ...
ଝାରସୁଗୁଡ଼ା: ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ଝାରସୁଗୁଡ଼ାରେ ମୁଣ୍ଡ ଗୁଞ୍ଜିବାକୁ ଘର ନଥିବାରୁ ପ୍ରବଳ ଥଣ୍ଡା ସତ୍ତ୍ୱେ ଅନେକ ଲୋକ ଖୋଲା ଆକାଶ ତଳେ ଆଶ୍ରୟ ନେଉଛନ୍ତି। ଏ ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି। ଅସହାୟ ଲୋକମାନଙ୍କୁ...
ମାଲ୍କାନଗିରି: ମାଲକାନଗିରିର ଗୁରୁପ୍ରିୟା ସେତୁ ଓ ସ୍ୱାଭିମାନ ଅଞ୍ଚଳ, ଦିନେ ଏହି ସ୍ଥାନରେ ଚାଲିଥିଲା ମାଓବାଦୀଙ୍କ ରକ୍ତର ହୋଲି ଖେଳ। ସଞ୍ଜ ନଇଁଲେ କାହାର ନା କାହାର ମୁଣ୍ଡ ଗଡ଼ୁଥିଲା ଏଠି। ଆଉ ପରେ ପାହାଡ଼ ଜଙ୍ଗଲ ଘେରା ଆଦିବାସୀର ଛୋଟ କୁଡ଼ିଆ ଘରୁ ଶୁଭୁଥିଲା କରୁଣ ରାଗିଣୀ।...
ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ସଙ୍ଗୀତ ପରିଚଳାକ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆଙ୍କ ପରଲୋକ ହୋଇଛି। ଆଜି ଭୋର୍ ୩ଟା ସମୟରେ ହୃଦ୍ଘାତରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ମିଳିଥିବା ଖବର...
ନୂଆଦିଲ୍ଲୀ: ସୀମାରେ ହେଉ କିମ୍ବା ସାଧାରଣ ସ୍ଥାନରେ ସୁରକ୍ଷା ଦେବାକୁ ଯବାନ ସବୁବେଳେ ଆଗଭର। ସେଥିପାଇଁ ତ ସାରା ଦେଶ ଯବାନଙ୍କୁ ସଲ୍ୟୁଟ୍ କରେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ହାୱଡ଼ା ଏକ୍ସପ୍ରେସ୍ରେ। ଦୁଇ ଜଣ ସେନା କ୍ୟାପଟେନ୍ ହାୱଡ଼ା ଏକ୍ସପ୍ରେସ୍ରେ ଯାତ୍ରା କରୁଥିବାବେଳେ ଜଣେ ମହିଳା...
ଥିରୁଭନନ୍ଥପୁରମ: ପ୍ରେମ ମାନେ ନି ବୟସ। ସୀମା ସରହଦ। ଆଉ ପ୍ରେମ ଯଦି ସଚ୍ଚା ହୁଏ ତେବେ ତାଙ୍କୁ ଏକ କରିବାକୁ ଲାଗି ପଡ଼ନ୍ତି ସାରା ବିଶ୍ୱ। ଏଭଳି କିଛି ଘଟଣା କେରଳ ଥିସୁର୍ରେ। ଏଠାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି, ୬୭ ବର୍ଷୀୟ କୋଚାନିଆନ୍ ଓ ୬୫...
ବାଲେଶ୍ୱର: ନିର୍ମାଣାଧୀନ ଓଭରବ୍ରିଜ୍ରୁ ଖସିପଡ଼ିଲା ବିମ୍। ଶୋଭରାମପୁର ନିକଟରେ ରେଲେଓ୍ୱ ଓଭରବ୍ରିଜ୍ ନିର୍ମାଣ ଚାଲିଥିବାବେଳେ ବିମ୍ ଖସି ରେଳ ଧାରଣାରେ ପଡ଼ିରହିଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇନି। ଦୁର୍ଘଟଣାରେ ରେଲୱେର ଇଲେକ୍ଟ୍ରିକ୍ ତାର ଛିଣ୍ଡି ଯାଇଛି। ତେବେ ଏହି ବ୍ରିଜ୍ କେଉଁ କଂପାନୀ ତିଆରି କରୁଥିଲା...
ସମ୍ବଲପୁର: ମହଙ୍ଗା ପଡ଼ିଲା ଜାଲ୍ ଦସ୍ତଖତରେ ଟଙ୍କା ଉଠାଇବା। ସମ୍ବଲପୁର ବୋମାଲଇ ICICI ବ୍ୟାଙ୍କ ଶାଖାର ୩ କର୍ମଚାରୀଙ୍କୁ ପୁଲିସ ଗିରଫ କରିଛି। ଗିରଫ ତିନିଜଣ ହେଲେ ମ୍ୟାନେଜର ଅନିର୍ବାଣ ଦେ, କ୍ୟାସିଅର ସୁଧୀର ମେହେର ଓ ପୂର୍ବତନ କ୍ୟାସିଅର ପ୍ରବୀଣ ଭାରତୀ। ଏମାନେ ରେଙ୍ଗାଳି ବିଡିଓଙ୍କ ଦସ୍ତଖତ...
କଟକ: ଆଜି ଆମେ ଓଡ଼ିଶାର ଏମିତି ଜଣେ ରାଜାଙ୍କ ବିଷୟରେ କହିବୁ ଯାହାଙ୍କର ଦିନେ ହାତ ଲେଉଟିଲେ ପୃଥି ଲେଉଟୁଥିଲା ବୋଲି ଲୋକେ କହନ୍ତି। ଆଖି ଝଲସିଲା ଭଳି ରାଜ ପ୍ରାସାଦ। ୨୫ଟି ବିଳାସପୂର୍ଣ୍ଣ କାର, ୩୦ ଦାସୀ ପରିବାର ତାଙ୍କର ରାଜମହଲରେ କାମ କରୁଥିଲେ। କିନ୍ତୁ ଶେଷ...
ନୂଆଦିଲ୍ଲୀ: ଝାରଖଣ୍ଡରେ ବିଜେପି କ୍ଷମତାଚ୍ୟୁତ ହେବାପରେ ଆଦିବାସୀଙ୍କ ମଧ୍ୟ ଏହି ଦଳର ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠିଛି। ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ସୃଷ୍ଟି କରାଇଥିବା ବିଜେପି ଏବେ ବିଭିନ୍ନ ବିଧାନସଭା ନିର୍ବାଚନରେ ଆଦିବାସୀଙ୍କ ମନ ଜିଣିପାରୁନଥିବା ସ୍ପଷ୍ଟ ହେବାରେ ଲାଗିଛି। ଝାରଖଣ୍ଡରେ ୨୬% ଆଦିବାସୀ ହୋଇଥିବାବେଳେ ୮୧ରୁ ୨୮ଟି...
ଭୁବନେଶ୍ୱର: ପୁଣି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ ଅଭିଯୋଗ। ଭୁବନେଶ୍ୱରରେ ଜଣେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ରସୁଲଗଡ଼ରେ ଥିବା ଏକ ସପିଂ ମଲ୍ରେ ୱେବ୍ ଚ୍ୟାନେଲ ଅର୍ଗସର ସାମ୍ବାଦିକା ସ୍ୱାତୀ ଜେନା ଓ ତାଙ୍କ କ୍ୟାମେରାମ୍ୟାନ୍ ବେଆନ୍ ପାର୍କିଂ ଫି...
ଭୁବନେଶ୍ୱର: ଏଣିକି ମୋବାଇଲ ଆପ୍ ମାଧ୍ୟମରେ ଘରେ ବସି ଜମିଜମା ଖଜଣା ପୈଠ କରି ପାଉତି ହାସଲ କରିହେବ। ତହସିଲ ଅଫିସ୍ ନଦୌଡ଼ି ସ୍ୱଘୋଷିତ(ସେଲଫ୍ ସାର୍ଟିଫିକେସନ) ତଥ୍ୟ ମାଧ୍ୟମରେ ମାଗଣାରେ ଆୟ ଓ ବାସସ୍ଥାନ ସାଟିଁଫିକେଟ୍ ମଧ୍ୟ ମିଳିପାରିବ। ଏହାସହିତ ସଲଭେନ୍ସି ସାର୍ଟିଫିକେଟ୍ ବ୍ୟବସ୍ଥାକୁ ମଧ୍ୟ ରାଜ୍ୟ ସରକାର...
ଭୁବନେଶ୍ୱର: ବିନା ହେଲମେଟ୍ରେ ବାଇକ୍ ଶୋଭାଯାତ୍ରା କରିବା ବିଜେଡି କର୍ମୀଙ୍କୁ ମହଙ୍ଗା ପଡ଼ିପାରେ। ସିସିଟିଭି ଫୁଟେଜ୍ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ୍ ପୁଲିସ୍ କହିଛି। ଭୁବନେଶ୍ୱରରେ ଶାସକ ଦଳର ବାଇକ୍ ରାଲି ବେଳେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ଘଟଣା ସାମ୍ନାକୁ ଆସିଛି। ଯାହାର...
ଭୁବନେଶ୍ୱର: ନବରଙ୍ଗପୁର କୋଷାଗୁମୁଡ଼ା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ତଦନ୍ତାଧୀନ ଥିବାବେଳେ, ସଞ୍ଜୟ ଦାସବର୍ମା କେମିତି ଜାଣିଲେ ଯେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇନି। କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବିବାଦୀୟ ଫୋନ୍ କଲ୍ରୁ ଉଠିଥିବା ଝଡ଼, ସଞ୍ଜୟ ଦାସବର୍ମାଙ୍କ ମନ୍ତବ୍ୟ ପରେ ଏବେ ଦିଗ ବଦଳାଇ...
ଭୁବନେଶ୍ୱର: କଥାରେ ଅଛି ତାତି ସହିହେବ କିନ୍ତୁ ମାତି ସହି ହେବନି। ଆଉ ଏବେ ଶୀତ ଏମିତି ମାତିଛି ଯେ ପୂରା ଓଡ଼ିଶା ଥରହର ହେଉଛି। ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ୧୧ଟି ଜିଲ୍ଲାରେ ୧୦ ଡିଗ୍ରୀ ତଳକୁ ଖସିଲାଣି ରାତିର ତାପମାତ୍ରା। ପାଣିପାଗ ବିଭାଗ କହୁଛି,...
ବଲାଙ୍ଗିର: ନିଜ ୧୨ ବର୍ଷର ଭଉଣୀକୁ ବଳି ଦେଇଥିବା ନେଇ ଭାଇ ନାଁରେ ସାଂଘାତିକ ଅଭିଯୋଗ ଆସିଛି। ଏହାକୁ ନେଇ ବଲାଙ୍ଗୀର ସିନ୍ଧେକେଲା ଥାନାଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଶହ ଶହ ଲୋକ ଥାନା ଘେରାଉ କରି ଅଭିଯୁକ୍ତ ବିରୋଧରେ ତୁରନ୍ତ ଦଣ୍ଡବିଧାନ ଦାବି କରିଛନ୍ତି। ସ୍ଥାନୀୟ ସାଲେବରଟ...
ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ଚିନ୍ମୟୀଙ୍କ ନାଁରେ ପୁଣି ଠକେଇର ନୂଆ ଷ୍ଟୋରୀ। ପ୍ରେମ ଜାଲରେ ଫସାଇ ଚିନ୍ମୟୀ ଏଥର ଝାରସୁଗୁଡ଼ାର ଜଣେ ବ୍ୟବସାୟୀଙ୍କୁ ଲଗାଇଛନ୍ତି ୨ଲକ୍ଷ ୭୦ହଜାର ଟଙ୍କାର ଚୂନା। ଏମିତିକି ସଂପୃକ୍ତ ବ୍ୟବସାୟୀ, ଅଭିନେତ୍ରୀ କରିଥିବା ପ୍ରେମବୋଳା ବାର୍ତ୍ତାଳପର ପ୍ରମାଣ ବି ଦେଖାଇଛନ୍ତି। କଥା ଏଇଠି ସରିନି...