• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

u
କେମିତି ହେବ ପ୍ରମୁଖ ରାଜନୈତିକ ଦଳଙ୍କ ପାଇଁ ଟ୍ୱେଣ୍ଟି ଟ୍ୱେଣ୍ଟି ଚ୍ୟାଲେଞ୍ଜ ?

ଭୁବନେଶ୍ୱର: ନମ୍ବର ଓ୍ୱାନ୍‌ର ମୁକୁଟ ପିନ୍ଧି ୨୦ ବର୍ଷ ଧରି ରାଜ କରୁଥିବା ବିଜେଡି ବର୍ଷ ୨୦୨୦ରେ ବି ଆହୁରି ବଳ ବଢ଼ାଇବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି। ଦଳ କୋଟିଏ ସଭ୍ୟ ସଂଗ୍ରହ କରିଛି ବୋଲି ଦାବି କରୁଛି। ନିର୍ବାଚନ ପୂର୍ବରୁ ଦଳର ନେତାଙ୍କୁ ଥଇଥାନ କରିବାର...

rd
'ମଦ ପିଇଲେ ବେଆଇନ୍‌ ଗାଡ଼ି ଚଳାଇବେ ଓ ଫାଇନ୍ ବି ଦେବେ, ସବୁଆଡ଼ୁ ଫାଇଦା ହେବ'

ଭୁବନେଶ୍ୱର: ନୂଆବର୍ଷରେ ରାତି ଗୋଟାଏ ଯାଏ ମଦ ଦୋକାନ ଖୋଲା ରଖିବା ନିଷ୍ପତ୍ତିକୁ ରାଜ୍ୟବ୍ୟାପୀ ଜୋରଦାର ବିରୋଧ ହୋଇଛି। ଛାତ୍ର କଂଗ୍ରେସ ଓ ନିଶାମୁକ୍ତି ଅଭିଯାନ ପକ୍ଷରୁ ଆଜି ରାଜଧାନୀରେ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗାନ୍ଧୀଙ୍କ ନୀତି ଆଦର୍ଶ କଥା କହୁଥିବା ରାଜ୍ୟ ସରକାର କେମିତି...

kansha
ବରଗଡ଼ ଧନୁଯାତ୍ରା; ଆଜି ବାପାଙ୍କୁ ଗାଦିଚ୍ୟୁତ କରି ସିଂହାସନରେ ବସିବେ କଂସ

ବରଗଡ଼: ବରଗଡ଼ରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇଛି। ମଥୁରାନଗରୀ ପାଲଟିଥିବା ବରଗଡ଼ରେ ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି। ଗୋପପୁର ପାଲଟିବ ଅମ୍ବାପାଲି। ଧନୁଯାତ୍ରା ପାଇଁ ସାରା ସହରକୁ ଆଲୋକ ମାଳାରେ ସଜାଯାଇଥିବା ବେଳେ ହାଟପଦାରେ କଂସଙ୍କ ରାଜ ଦରବାର ଓ ନିଶାମଣି ପଡ଼ିଆରେ...

singha
ନୂଆ ବର୍ଷ ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍। ୨୦୨୦କୁ କିଏ କେମିତି ସ୍ୱାଗତ କରିବେ, ସେନେଇ ସମସ୍ତେ ତତ୍ପର। ନୂଆବର୍ଷର ପ୍ରଥମ ଦିନରେ ଠାକୁରଙ୍କୁ ଦର୍ଶନ କରି ବର୍ଷଯାକର ମଙ୍ଗଳ ମନାସିବାକୁ ରାତି ଅଧରୁ ଲାଗିବ ଶ୍ରୀମନ୍ଦିରରେ ଭିଡ଼। ସେଥିପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି।...

ch
ଖୋଲୁଛି ଓଲିଉଡ୍ ଅଭିନେତ୍ରୀ ଚିନ୍ମୟୀଙ୍କ ଚିଟିଂ ପେଡ଼ି; ଏହି ହିରୋ ବି ଠକେଇରେ ସାମିଲ୍

ଭୁବନେଶ୍ୱର : ବଲିଉଡ୍‌ ଫିଲ୍ମ ‘ବଣ୍ଟି ଔର ବବ୍‌ଲୀ’। ଏହି ଫିଲ୍ମରେ ବଣ୍ଟି ଓ ବବ୍‌ଲୀ ଆଖି ପିଛୁଳାକେ ଲୁଟ୍‌ କରି ନେଇଯାଇଥିଲେ ଧନ ସମ୍ପତ୍ତି। ଏବେ ସେହି ଷ୍ଟାଇଲ୍‌ରେ ଓଲିଉଡ୍‌ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶୀନୀ ଓ ତାଙ୍କ ପୁରୁଷ ବନ୍ଧୁ ଦେବରାଜ କରୁଥିଲେ ଲୁଟ୍‌। ଓଲିଉଡ୍‌ ଅଭିନେତ୍ରୀଙ୍କର...

sanjaya-rout
ଉଦ୍ଧବଙ୍କ ମନ୍ତ୍ରିମଣ୍ଡଳ ଗଠନକୁ ନେଇ ତେଜୁଛି ଅସନ୍ତୋଷ

ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବଙ୍କ ମନ୍ତ୍ରିମଣ୍ଡଳ ଗଠନକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଶିବସେନାର ବରିଷ୍ଠ ନେତା ଓ ମେଣ୍ଟ ସରକାର ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସଂଜୟ ରାଉତ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସିଧାସଳକ ନ ହେଲେ ବି ଦଳର ମୁଖପତ୍ର ସାମନାରେ ସେ...

dd
ନୂଆବର୍ଷ ପାଇଁ ସଜେଇ ହୋଇଛି ଓଡ଼ିଶାର କାଶ୍ମୀର

କନ୍ଧମାଳ: ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ବର୍ଷର ଶେଷ ସୂର୍ଯ୍ୟୋଦୟ ବେଶ୍‌ ନୂଆ ନୂଆ ଲାଗୁଛି। କାରଣ ଆଉ କେଇ ଘଣ୍ଟାର ବଦଳିଯିବ କ୍ୟାଲେଣ୍ଡର, ଆସିବ ନୂଆ ବର୍ଷ ୨୦୨୦। କଅଁଳ ଖରାରେ ସତେଜ ଦିଶୁଛି ଦାରିଙ୍ଗିବାଡ଼ି। ପାହାଡ, ଝରଣା, ଦିଗନ୍ତବ୍ୟାପୀ ସବୁଜିମାରେ ସ୍ୱର୍ଗ ପରି ମନେହେଉଛି ଏହି ଅଞ୍ଚଳ।...

jagannath-temple
ନୂଆ ବର୍ଷ ପାଇଁ ଚମକୁଛି ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର

ପୁରୀ: ଆଜି ହେଉଛି ବର୍ଷର ଶେଷ ଦିନ। କାଲିଠୁ ଆରମ୍ଭ ହେବ ବର୍ଷ ୨୦୨୦। ନୂଆ ବର୍ଷ ପାଇଁ ଆପଣ ଯଦି ପୁରୀ ଜିବାକୁ ମନ କରିଛନ୍ତି ତେବେ ନିଶ୍ଚିତ ଯାଆନ୍ତୁ। ନୂଆ ବର୍ଷରେ କିଭଳି ସଜେଇ ହେଇଛି କାଳିଆର ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ଦେଖିବେ। ୨୦୧୯କୁ ବିଦାୟ...

kd
ରାଜ୍ୟ ବିଜେପିରେ କିଏ ହେବେ ପରବର୍ତ୍ତି ସଭାପତି ?

ଭୁବନେଶ୍ୱର: ରାଜ୍ୟ ବିଜେପିରେ କିଏ ହେବେ ପରବର୍ତ୍ତି ସଭାପତି ? କାହାକୁ ମିଳିବ ରାଜ୍ୟ ସଭାପତି ଦାୟିତ୍ୱ ? ତାକୁ ନେଇ ରାଜ୍ୟ ବିଜେପିରେ କସରତ ଆରମ୍ଭ ହୋଇଛି। ଏନେଇ ଆଜି ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ ଓ ରାଷ୍ଟ୍ରୀୟ ସମ୍ପାଦକ ଆର୍.ପି...

rape
କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗର ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ନବରଙ୍ଗପୁର: କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲା ଭିନ୍ନ ମୋଡ଼ ନେଇଛି। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ଦୁଷ୍କର୍ମ ପ୍ରମାଣ ନାହିଁ ବୋଲି ପୁଲିସ୍ ଜଣାଇଥିବା ପରିବାର ଲୋକେ କହିଛନ୍ତି। ପୀଡ଼ିତାଙ୍କ ଦାଦା ଓ ପିଉସୀଙ୍କ ସୂଚନା ଅନୁଯାୟୀ, ଗତକାଲି DIG ସତ୍ୟବ୍ରତ ଭୋଇ ଓ ନବରଙ୍ଗପୁର...

pan
ପାନ୍‌ କାର୍ଡ ସହ ଆଧାର କାର୍ଡକୁ କେମିତି ଲିଙ୍କ୍ କରିବେ, ଜାଣନ୍ତୁ

ଭୁବନେଶ୍ୱର : ଯଦି ଆପଣ ପାନ୍‌ କାର୍ଡ ସହିତ ଆଧାର କାର୍ଡକୁ ଲିଙ୍କ୍‌ କରି ନାହାନ୍ତି, ତେବେ ତୁରନ୍ତ କରିଦିଅନ୍ତୁ। ଫଳରେ ଆପଣ ପାନ କାର୍ଡ ସମ୍ପର୍କିତ କୌଣସି ଆର୍ଥିକ କାରବାର କରିପାରିବେ ନାହିଁ। ଟ୍ୟାକ୍ସ ଫାଇଲ୍‌ ସମୟରେ ମଧ୍ୟ ସମସ୍ୟା ହୋଇପାରେ। ଯଦିଓ ଏନ୍‌ଆର୍‌ଇଙ୍କ ପାଇଁ ଆଧାର...

bimana
ଭୁବନେଶ୍ୱରରୁ ସୁରତକୁ ଉଡ଼ିବ ବିମାନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ସିଧାସଳଖ ସୁରତକୁ ଉଡ଼ିବ ବିମାନ। ଆସନ୍ତା ୨୦ ତାରିଖରୁ ଏୟାର ଇଣ୍ଡିଆ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ସଚିବ ଉଷା ପାଢ଼ୀ। ସପ୍ତାହକୁ ଚାରି ଦିନ ଚାଲିବ ଏହି...