• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

sulemani
ଗରିବ ଚାଷୀ ପୁଅରୁ ଇରାନର ସୁପ୍ରିମ୍‌ ପାୱାର୍‌ ହୋଇଥିଲେ କ୍ୱାସିମ ସୁଲେମାନୀ

ବାଗଦାଦ: ଗିରବ ଚାଷୀ ପରିବାରର ପୁଅ ମେଜର ଜେନେରାଲ କ୍ୱାସିମ ସୁଲେମାନୀଙ୍କ ପିଲାବେଳେ ଗରିବୀରେ କଟିଛି।ନାବାଳକ ସମୟରେ ଅନ୍ୟର ମୂଲ ଲାଗି ପରିବାରର ପେଟ ପୋଷିଛନ୍ତି। ପିଲାବେଳେ କାମ କରି ପରିବାର ଲୋକଙ୍କୁ ଆର୍ଥିକ ସହଯୋଗ କରୁଥିଲେ। ହେଲେ ସମୟକ୍ରମେ ସେ ଇରାନର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିଲେ।...

sangita
୧୫ ଘଣ୍ଟାରେ ଦୁଇଥର ଭୂମିକମ୍ପ

ଶିମଲା: ହିମାଚଳର ଲାହଉଲ ଓ ସ୍ପିତି ଜିଲ୍ଲାରେ ୧୫ ଘଣ୍ଟା ମଧ୍ୟରେ ଦୁଇଥର ଭୂମିକମ୍ପ ହୋଇସାରିଲାଣି। ଗୁରବାର ରାତି ୭.୩୮ରେ ଏହି ସ୍ଥାନରେ ୩.୭ ପ୍ରତିଶତ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଆଉ ଏବେ ଦ୍ୱିତୀୟ ଭୂମିକମ୍ପ ଶୁକ୍ରବାର ସକାଳ ପ୍ରାୟ ୧୦:୪୬ ରେ ହୋଇଛି। ରିକ୍ଟର୍‌ ସ୍କେଲ୍‌ରେ...

petroll
ଇରାକ୍‌ ଉପରେ ଆମେରିକାର ଏୟାର୍‌ ଷ୍ଟ୍ରାଇକ୍ ପରେ ବଢ଼ିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର

ନୂଆଦିଲ୍ଲୀ: ଇରାନ୍‌ ଉପରେ ଆମେରିକା ଏୟାର୍‌ ଷ୍ଟ୍ରାଇକ୍ କରିବା ପରେ ସାରା ବିଶ୍ୱରେ ମହଙ୍ଗା ମାଡ଼ ପଡ଼ିଛି। ଏବେ ଏବେ ସୁନା ଓ ରୂପା ଦର ବଢ଼ିଥିବା ବେଳେ ଏବେ ପୁଣି ତୈଳ ଦର ବୃଦ୍ଧି ହୋଇଛି। ଅଶୋଧିତ ତୈଳଦର ୪% ବୃଦ୍ଧି ହୋଇଛି। ଏହାପରେ ଦେଶର ତୈଳ...

SU
ରେକର୍ଡ ଭାଙ୍ଗିଲା ସୁନା ଦର; ଗୋଟିଏ ଦିନରେ ବଢ଼ିଲା ଏତିକି, ରୂପା ବି ବଢ଼ିଲା

ନୂଆଦିଲ୍ଲୀ: ସୁନାର ରେକର୍ଡ ଦର ବୃଦ୍ଧି ହୋଇଛି। ବିଶ୍ୱ ବଜାରରେ ସୁନାର ଦର ବଢ଼ିବାରୁ ଭାରତରେ ବି ସୁନାର ଦର ଆକାଶ ଛୁଆଁ ହୋଇଛି। MCX ( ମଲ୍‌ଟି କମ୍ୟୁଡିଟି ଏକ୍ସଚେଞ୍ଜ୍)ରେ ପ୍ରତି ଦଶ ଗ୍ରାମ ୨୪ କ୍ୟାରେଟ୍‌ ସୁନାର ଦାମ ୩୯ ହଜାର ୬୮୦ ଟଙ୍କା ଟପିଛି।...

mimicry
କଟକର ମିମିକ୍ରି ମ୍ୟାନ୍; କଅଁଳା ଛୁଆ, କାଉ, ମୟୂର ସବୁର ନକଲ କରିପାରନ୍ତି

କଟକ: କାର୍ଟୁନ ଶୋ’ର ଅନେକ ଚରିତ୍ର ସହ ସହିତ ବିଭିନ୍ନ ପଶୁପକ୍ଷୀଙ୍କ ଅବିକଳ ନକଲ। ଏହି ମିମିକ୍ରି କରି ଏବେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କଟକର ଦେବଦତ୍ତ ସାମଲ। ଅବିକଳ ନକଲ କରି ମିମିକ୍ରି ମ୍ୟାନ୍‌କ ମଧ୍ୟ ଆଖ୍ୟା ପାଇଛନ୍ତି। ଅନେକ ଫିଲ୍ମଷ୍ଟାରଙ୍କ ମଧ୍ୟ ସେ ମିମିକ୍ରି...

high-court
ବିନା ହେଲ୍‌ମେଟ୍‌ରେ ବାଇକ୍‌ ରାଲିକୁ ନେଇ ଜବାବ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର: ବିଭିନ୍ନ ରାଲି, ଧାରଣା ଓ ବିକ୍ଷୋଭ ସମୟରେ ରାଜ୍ୟ ପୁଲିସର ପଦକ୍ଷେପ ପ୍ରସଙ୍ଗରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ଖାସ କରି ଗତ ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ମୋଟରସାଇକେଲ ରାଲି ପ୍ରସଙ୍ଗରେ ପୁଲିସରେ ସଂସ୍କାର ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି...

OTV
ଯାତ୍ରୀଙ୍କ ପାଇଁ ୧୩୯ ହେଲ୍‌ପ୍‌ ଲାଇନ୍‌ ନମ୍ବର୍‌ ଜାରି କଲା ରେଳବାଇ

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ରେଳ ଯାତ୍ରା ସମ୍ପର୍କିତ ସହାୟତା କିମ୍ବା କୌଣସି ପଚରାଉଚରା ବା ଅଭିଯୋଗ ପାଇଁ ଯାତ୍ରୀଙ୍କୁ ଆଉ ଭିନ୍ନ ଭିନ୍ନ ନମ୍ବର୍‌ରେ ଫୋନ୍‌ କରିବାକୁ ପଡ଼ିବ ନାହିଁ। ଏଥିପାଇଁ ରେଳବାଇ ତରଫରୁ ଗୋଟିଏ ମାତ୍ର ହେଲ୍‌ପ ଲାଇନ୍‌ ନମ୍ବର୍‌ ୧୩୯...

sabarakar
ବିବାଦରେ କଂଗ୍ରେସ ବୁକ୍‌ଲେଟ୍‌: ଗଡସେଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ସବରକର

ଭୋପାଳ: ବିନାୟକ ଦାମୋଦର ସବରକର ଓ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ) ନାଁରେ ବିବାଦୀୟ ବୁକଲେଟ ଛାପିଛି ମଧ୍ୟପ୍ରଦେଶ କଂଗ୍ରେସ। ସବରକର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେ ସହ ଶାରିରୀକ ସମ୍ପର୍କ ରଖିଥିବା ଏହି ବୁକଲେଟରେ ଦାବି କରିଛି କଂଗ୍ରେସ। ବୁକଲେଟ୍‌ର ନାଁ “କେତେ...

airline
ଆମେରିକାର ସତର୍କବାଣୀ; ପାକିସ୍ତାନ ଆକାଶରେ ବିମାନ ଉଡ଼ାଇଲା ବେଳେ ସାବଧାନ

ନୂଆଦିଲ୍ଲୀ: ଆତଙ୍କବାଦର ନିପାତ ନେଇ ପାକିସ୍ତାନ ନିଜ ଚେହେରା ଯେତେ ସ୍ୱଚ୍ଛ କରିବାକୁ ଚେଷ୍ଟା କଲେ ବି ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି କୌଣସି ଦେଶ। ଅନ୍ୟ ଦେଶ କଥା ଛାଡ଼ନ୍ତୁ, ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ବି ପାକିସ୍ତାନ ଉପରେ ଆଦୌ ବିଶ୍ୱାସ କରେନାହିଁ। ତାହା ବାରମ୍ବାର...

i
ନିମନ୍ତ୍ରଣ ମିଳିଲାନି ବୋଲି କ୍ଷୋଭ ପ୍ରକାଶ କଲେ ପୂର୍ବତନ ଡିଜିପି

ଭୁବନେଶ୍ୱର: କମିଶନରେଟ ପୁଲିସ ପ୍ରତିଷ୍ଠା ଦିବସକୁ ନିମନ୍ତ୍ରଣ ମିଳିନଥିବାରୁ କ୍ଷୋଭ ପ୍ରକାଶ କଲେ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର। ଏ ନେଇ ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି “ଅନେକ ଅବସରପ୍ରାପ୍ତ ଅଫିସରଙ୍କୁ ନିମନ୍ତ୍ରଣ କରାଯାଇଥିବା ଶୁଣିଲି କିନ୍ତୁ ମୋତେ କୌଣସି ନିମନ୍ତ୍ରଣ ମିଳିନାହିଁ। ଜାଣି ଖୁସି ଲାଗିଲା...

tata
ସାଇର୍‌ସଙ୍କ ପୁନଃ ନିଯୁକ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କଲା ଟାଟା

ନୂଆଦିଲ୍ଲୀ: ଟାଟା ଗ୍ରୁପରେ ସାଇରସ ମିସ୍ତ୍ରୀଙ୍କ ପୁନଃନିଯୁକ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲା ଟାଟା ସନ୍ସ। ଟାଟା ସନ୍ସ ପକ୍ଷରୁ ଦାଖଲ ପିଟିସନରେ ମିସ୍ତ୍ରୀଙ୍କ ପୁନଃ ନିଯୁକ୍ତି ଉପରେ ରହିତାଦେଶ ପାଇଁ ଆବେଦନ କରାଯାଇଛି। ଗତମାସରେ ସାଇରସ ମିସ୍ତ୍ରୀଙ୍କୁ ଟାଟା ଗ୍ରୁପର ଏକଜିକ୍ୟୁଟିଭ୍ ଚେୟାରମ୍ୟାନ ଭାବେ ନିଯୁକ୍ତି ଦେବା ପାଇଁ...

rain
ଆସନ୍ତା ୨୪ ଘଣ୍ଟାରେ ବର୍ଷା; ଘଡ଼ଘଡ଼ି ବି ହୋଇପାରେ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ୮ ଜିଲ୍ଲା ସହ ଅଉପକୂଳ ଓଡ଼ିଶାର କିଛି ସ୍ଥାନରେ ଘଡ଼ିଘଡ଼ି ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସମୟରେ ସୁନ୍ଦରଗଡ଼,କେନ୍ଦୁଝର ଓ ଝାରସୁଗୁଡ଼ା...

arun-sahoo-750x420
ଓଡ଼ିଶାକୁ ପୁରସ୍କାର ଦେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଖାଦ୍ୟଶସ୍ୟ ଉତ୍ପାଦନରେ ପାରଦର୍ଶିତା ପାଇଁ ଓଡ଼ିଶାକୁ ମିଳିଛି ପ୍ରଶଂସା ପତ୍ର।  ୨୦୧୬-୧୭ ବର୍ଷ ପାଇଁ ଓଡ଼ିଶାକୁ ସମ୍ମାନୀତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଜ୍ୟର କୃଷି ମନ୍ତ୍ରୀ ଅରୁଣ ସାହୁ ଆଜି ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ଅନ୍ୟପଟେ ପିଏମ୍‌ କିଷାନ ସମ୍ମାନ ନିଧିର ତୃତୀୟ କିସ୍ତି...

ff
ବଳି ପଡ଼ିବ ଜଙ୍ଗଲ ! ଭୂଇଁରେ ଲୋଟିବ ଲକ୍ଷ ଲକ୍ଷ ପୁରୁଣା ଗଛ

ସମ୍ବଲପୁର: କୋଇଲା ଖଣି ପାଇଁ ବଳି ପଡ଼ିବ ତଳାବିରା ଜଙ୍ଗଲ। ଭୂଇଁରେ ଲୋଟିବ ଲକ୍ଷ ଲକ୍ଷ ଗଛ ହେଲେ ଗ୍ରାମସଭାର ବିନା ଅନୁମତିରେ ଗଛ କଟା ନେଇ ଉଠିଛି ବିବାଦ। ଅନୁମତିଠୁ ତିନିଗୁଣା ଅଧିକ ଗଛ କାଟିବାକୁ ଯୋଜନା ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବେଶବିତ୍। ଖାଲି ସେତିକି ନୁହେଁ...