ଇନ୍ଦୋର: ବିଜୟରୁ ନୂଆବର୍ଷର ଶୁଭାରମ୍ଭ କରିଛି ଟିମ୍ ଇଣ୍ଡିଆ। ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ଧୋଇ ହୋଇଯିବା ପରେ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ୮ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ସ୍ଥାନୀୟ ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ...
ମୁମ୍ବାଇ: ୨୦୦୦ ମସିହାରେ ବଲିଉଡ୍ର ଖ୍ୟାତନାମା ଫିଲ୍ମ ନିର୍ଦ୍ଦେଶକ ଓ ପ୍ରଯୋଜକ ବିଧୁ ବିନୋଦ ଚୋପ୍ରା ହ୍ରିତ୍କ ରୋଶନଙ୍କୁ ନେଇ କାଶ୍ମୀର ଉପରେ ଏକ ଫିଲ୍ମ “ମିସନ୍ କାଶ୍ମୀର।” ତିଆରି କରିଥିଲେ। ଆଉ ଆଜି କୋଡ଼ିଏ ବର୍ଷ ପରେ ପୁଣି କାଶ୍ମୀରକୁ ନେଇ ‘ଶିକାରା’ ନାମକ ଏକ ଫିଲ୍ମ...
ବ୍ରହ୍ମପୁର: ଗୋଷାଣୀ ନୂଆଗାଁ ଉତ୍କଳ ବାଳାଶ୍ରମରୁ ୧୩ ଛାତ୍ରୀ ଚମ୍ପଟ ମାରିବା ଘଟଣାରେ ୭ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦରୁ ଜଣେ, ଚିକିଟିରୁ ଜଣେ ଏବଂ ଭୁବନେଶ୍ୱରରୁ ୫ ନାବାଳିକାଙ୍କୁ ଉଦ୍ଧାର କରିଛି ବ୍ରହ୍ମପୁର ପୁଲିସ। ଉଦ୍ଧାର ନାବାଳିକାଙ୍କ ଜରିଆରେ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା...
ଭୁବନେଶ୍ୱର: ଆସନ୍ତା ଏପ୍ରିଲ୍ ମାସ ସୁଦ୍ଧା ଖାଲି ହେବାକୁ ଯାଉଛି ୪ ରାଜ୍ୟସଭା ଆସନ। ଆଉ ଏହି ଆସନକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୈତକ ଛକାପଞ୍ଝା। ସଂଖ୍ୟାଦୃଷ୍ଟିରୁ ୩ଟି ଆସନ ବିଜେଡି ସପକ୍ଷରେ ଯାଉଥିବାବେଳେ ଆଉ ଗୋଟିଏ କାହା ଭାଗକୁ ଯିବ ସେ ନେଇ ସ୍ଥିତି ଅସ୍ପଷ୍ଟ...
ଭୁବନେଶ୍ୱର: କାଲି ଭାରତ ବନ୍ଦ। ଟ୍ରେଡ୍ ୟୁନିୟନର ଡାକରାରେ ଗଡ଼ିବନି ଚକ-ଅଖ। କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତିର ପ୍ରତିବାଦ କରି ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛନ୍ତି ବ୍ୟାଙ୍କ, ବୀମା କେନ୍ଦ୍ର ଓ ରାଜ୍ୟ କର୍ମଚାରୀ ଶ୍ରମିକ ସଂଗଠନ ସମୁହ। ତେବେ ଆମ୍ବୁଲାନ୍ସ, ପରୀକ୍ଷାର୍ଥୀ,...
ନୂଆଦିଲ୍ଲୀ: ଜାନୁଆରୀ ୨୨ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବେ ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀ। ମୁକେଶ, ପଓ୍ୱନ ଗୁପ୍ତା, ବିନୟ ଶର୍ମା ଓ ଅକ୍ଷୟ କୁମାରକୁ ତିହାର ଜେଲରେ ଫାଶୀ ଦେବା ଲାଗି ଆଜି ଦିନ ଓ ସମୟ ଧାର୍ଯ୍ୟ ସହ ଡେଥ୍ ଓ୍ୱାରେଣ୍ଟ...
ଭୁବନେଶ୍ୱର: ରାଜ୍ୟରେ ଅସୁରକ୍ଷିତ ଚତୁର୍ଥ ସ୍ତମ୍ବ। ବେଆଇନ୍ କାର୍ଯ୍ୟ ବିଷୟରେ ରିପୋର୍ଟିଂ କଲେ ସାମ୍ବାଦିକଙ୍କ ଉପରେ ହେଉଛି ମରଣାନ୍ତକ ଆକ୍ରଣ। ନିକଟରେ ବେଆଇନ୍ ପାର୍କିଂ ଫିକୁ ନେଇ ରିପୋର୍ଟିଂ କଲାବେଳେ ଅର୍ଗସ୍ ରିପୋର୍ଟର ସ୍ୱାତୀ ଜେନାଙ୍କୁ ଆକ୍ରମଣ ହୋଇଥିଲା। ଆଉ ଏବେ ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା...
ବ୍ରହ୍ମପୁର: ବାଳାଶ୍ରମରୁ ୧୩ ନାବାଳିକା ଅନ୍ତେବାସିନୀ ଚମ୍ପଟ୍ ମାରିଛନ୍ତି। ଗୋଷାଣୀ ନୂଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମରୁ ବିଳମ୍ବିତ ରାତିରେ ନାବାଳିକାମାନେ ଚମ୍ପଟ ମାରିଥିବା ସୂଚନା ମିଳିଛି। ଆବଶ୍ୟକ ସୁରକ୍ଷା ନଥିବାରୁ ଅନ୍ତେବାସିନୀ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି। ଉପଜିଲ୍ଲାପାଳ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ତେବେ କ’ଣ...
ସତ ହେବ କି ଫ୍ରାନ୍ସର ପ୍ରସିଦ୍ଧ ଭବିଷ୍ୟବକ୍ତା ନଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ? କାରଣ ୨୦୨୦ ଆରମ୍ଭରୁ ହିଁ ତାର ଆଭାସ ବାରି ହୋଇପଡ଼ିଲାଣି। ଆମେରିକା ଇରାକ୍ ଉପରେ ଆକ୍ରମଣ କରି ତାର ସେନା କମାଣ୍ଡର ଅବୁ ମେହଦୀ ଅଲ୍ ମୁହାନ୍ଦିସ୍ଙ୍କୁ ହତ୍ୟା କରିବା ସହିତ ଇରାନର ସୁପ୍ରିମ ପାୱାର୍ କୁହାଯାଉଥିବା...