ମୁମ୍ବାଇ: ଦୀର୍ଘ ୨୦ ବର୍ଷ ହେବ ଫେରାର୍ ଥିବା ଗ୍ୟାଙ୍ଗଷ୍ଟାର୍ ଶେଷରେ ଧରାପଡ଼ିଲା। ପଳାତକ ଘୋଷିତ ଗ୍ୟାଙ୍ଗଷ୍ଟାର ଏଜାଜ ଲକଡ଼ୱାଲାକୁ ମୁମ୍ବାଇ ପୁଲିସ୍ର ଲୁଟେରା ବିରୋଧୀ ଶାଖା(ଏଇସି) ଗିରଫ କରିଛି। ଏଜାଜ୍ ନାଁରେ ୨୭ଟି ମାମଲା ରହିଛି। ଗତକାଲି ରାତିରେ ଏଇସି ତାକୁ ବିହାର ରାଜଧାନୀ ପାଟଣାରୁ ଗିରଫ...
ନୂଆଦିଲ୍ଲୀ: ଜେଲ୍ରେ ପ୍ରତି ରାତି ଭୟରେ କଟୁଛି। ଆସିଛି ମୃତ୍ୟୁ ପରୱାନା। ମୁଣ୍ଡ ଉପରେ ଝୁଲୁଛି ଫାଶୀର ଫନ୍ଦା। ଖାଇବା ପିଇବା ମଧ୍ୟ ଭୁଲିଗଲେଣି ଦୋଷୀ। ଏମିତିରେ ବଞ୍ଚିବାକୁ ଶେଷ ପ୍ରୟାସ କରିଛି ନିର୍ଭୟା ଦୋଷୀ ବିନୟ ଶର୍ମା। ଆଜି ବିନୟ ତା ଓକିଲଙ୍କ ଜରିଆରେ କୋର୍ଟରେ କ୍ୟୁରେଟିଭ୍...
ନୂଆଦିଲ୍ଲୀ: ପୁଣିଥରେ ବିଶ୍ୱରେ ନମ୍ବର୍ ୱାନ୍ ହେଲେ କୋହଲି। ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଆଇସିିସି ଟେଷ୍ଟ ରାଙ୍କିଙ୍ଗରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ୯୨୮ ପଏଣ୍ଟ ସହ କୋହଲି ପ୍ରଥମ ସ୍ଥାନରେ ମଜଭୁତ୍ ଅଛନ୍ତି। ତେବେ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟା ରାହାଣେଙ୍କୁ...
ନୂଆଦିଲ୍ଲୀ: ଇରାନ– ଆମେରିକା ଯୁଦ୍ଧ ଭିତରେ ତେଲ, ସୁନା ଓ ରୂପା ଦର ହୁହୁ ହୋଇ ବଢ଼ି ଚାଲିଛି। ଦେଶର ରାଜଧାନୀରେ ଦିଲ୍ଲୀରେ ସୁନା ଦର ୧୦ ଗ୍ରାମ ପ୍ରତି ୪୮୫ ଟଙ୍କା ବଢ଼ିଥିବା ବେଳେ ରୂପା କିଲୋପ୍ରତି ୮୫୫ ଟଙ୍କା ବୃଦ୍ଧି ହୋଇଛି। ବୁଧବାର ଦିଲ୍ଲୀରେ ସରଫା...
ଜେରୁଜେଲମ: ଇରାନର ଆକ୍ରମଣତ୍ମାକ ରୂପ ଦେଖି ଏବେ ଇସ୍ରାଏଲରେ ମଧ୍ୟ ଆକ୍ରମଣର ଭୟ ସୃଷ୍ଟି ହୋଇଛି। ଆମେରିକା ଭଳି ଇସ୍ରାଏଲ ଉପରେ ମଧ୍ୟ ଇରାନ ମିସାଇଲ ମାଡ଼ କରିପାରେ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନହୁ ଇରାନକୁ ଧମକ ଦେଇଛନ୍ତି। ଜେରୁସେଲମ୍ରେ...
ବାଗଦାଦ: ଇରାକ ଓ ଇରାନ ସହ ମିଶି ଆଇଏସ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରୁଥିବା ମିଲିଶିଆ ବି ଆମେରିକା ଡ୍ରୋନ ଷ୍ଟ୍ରାଇକର ବଦଲା ନେବାକୁ ଆହ୍ୱାନ ଦେଇଛି। ଇରାକର ସୈନ୍ୟମାନେ ଆମେରିକା ଉପରେ ପ୍ରତିଶୋଧ ନେବା ଦରକାର ବୋଲି ମିଲିଶିଆ କମାଣ୍ଡର କାସି ଅଲ ଖାଜାଲି କହିଛନ୍ତି। ସେ...
ତେହରାନ: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ଇରାନର ମିସାଇଲ ମାଡ଼ରେ ୨୦ ଜଣ ଆମେରିକୀୟଙ୍କ ସମେତ ୮୦ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଇରାନ ମିସାଇଲ ମାଡ଼ କରିବା ପରେ ଆମେରିକାକୁ ପରମ ଶତ୍ରୁ ବୋଲି ଘୋଷଣା କରିଛି।...
ମୁମ୍ବାଇ: ସହ କଳାକାରଙ୍କୁ ଭଲ ପାଇବାରେ ଟିକେ ବି ଉଣା କରନ୍ତି ନାହିଁ ବଲିଉଡ୍ର ଦବଙ୍ଗ ଖାନ୍ ସଲମାନ। କେବଳ ସେତିକି ନୁହେଁ, କୋ-ଷ୍ଟାର୍ଙ୍କୁ ଦାମୀ ଗିଫ୍ଟ ଦେବାରେ ବି ବଲିଉଡ୍ରେ ସଲ୍ମାନଙ୍କ ତୁଳନା ନାହିଁ। ଏଥିପାଇଁ ସେ ଟାଉନ୍ରେ ବେଶ୍ ଚର୍ଚ୍ଚିତ ମଧ୍ୟ। ଏଥର ଭାଇଜାନଙ୍କ ଠାରୁ...
ନୂଆଦିଲ୍ଲୀ: ମେଜର ଜେନେରାଲ କାସିମ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଯାଇ ଆଜି ଇରାନ ଇରାକରେ ଥିବା ଆମେରିକା ଏୟାରବେସ୍ ଉପରେ ଏକାଧିକ ମିସାଇଲ ମାଡ଼ କରିଛି। ଏଥିରେ ଆମେରିକାର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ଏହି ଆକ୍ରମଣରେ ଆମେରିକାର ଫାଇଟର୍ ହେଲିକପ୍ଟର ସହିତ ବିଭିନ୍ନ ଯୁଦ୍ଧ...
ନୂଆଦିଲ୍ଲୀ: ଇରାକ୍ର ମିସାଇଲ୍ ଆଟାକ୍ରେ ୮୦ ଆମେରିକୀୟ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଇରାନ୍ର ସରକାରୀ ଗଣମାମଧ୍ୟମ ଏଭଳି ଖବର ପ୍ରକାଶ କରିଥିବା ଆନ୍ତର୍ଜାତୀୟ ଗଣମଧ୍ୟମ ସଂସ୍ଥା ରୟଟର୍ସ କହିଛି। ଇରାକ ସ୍ଥିତ ଆମେରିକାର ଏୟାର୍ ବେସ୍ ଉପରେ ଇରାନ୍ର ମିଶାଇଲ୍ ଆକ୍ରମଣ କରିଥିଲା। ଏଥିରେ ୮୦ ଜଣ ଆମେରିକୀୟ...