ଭୁବନେଶ୍ୱର: ପଞ୍ଚଦଶ ଅର୍ଥ କମିଶନଙ୍କ ପାଖରେ କେତେ ପାଣ୍ଠି ପ୍ରଦାନ ପାଇଁ ଦାବି ରଖିବେ ରାଜ୍ୟ ସରକାର? ୨୦୨୦-୨୧ରୁ ୨୫-୨୬ ପର୍ଯ୍ୟନ୍ତ ରାଜ୍ୟକୁ କେତେ ଅର୍ଥ ଦରକାର ପଡ଼ିବ? କମିଶନଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ିବା ଓ ମାର୍ଚ୍ଚ ୩୧ ସୁଦ୍ଧା ସଂଶୋଧିତ ଦାବିପତ୍ର ଦେବାକୁ କମିଶନ୍ କହିବାପରେ ପୁଣି...
ଭୁବନେଶ୍ୱର: ରାଜ୍ୟରେ ଜନଗଣନା ସହ ସାମାଜିକ, ଆର୍ଥିକ ଓ ଜାତିଗତ ଜନଗଣନା ହେବ। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଏକ ସଂକଳ୍ପ ଗୃହୀତ ହୋଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ମାନବ ବିକାଶ ସୂଚକାଙ୍କରେ ଉଲ୍ଲେଖନୀୟ ପ୍ରଗତି ହୋଇଥିଲେ ମଧ୍ୟ...
ନୂଆଦିଲ୍ଲୀ: ପୁଣି ବିବାଦରେ ବୁକର ପ୍ରାଇଜ ପାଇଥିବା ଲେଖିକା ଅରୁନ୍ଧତୀ ରାୟ। ସିଏଏ ଓ ଏନ୍ଆରସି ପ୍ରସଙ୍ଗରେ ମତ ଦେଉ ଅରୁନ୍ଧତୀ କହିଛନ୍ତି ଯେ, ଆମେ ନୁହେଁ, ଦିନେ ଏ ସରକାର ଡିଟେନସନ ସେଣ୍ଟରରେ ଥିବ। ସେତେବେଳେ ଲୋକେ ଆଜାଦ ଥିବେ ବୋଲି କହିଛନ୍ତି ଅରୁନ୍ଧତୀ। ଜାମିଆ ମିଲିଆ...
ସମ୍ବଲପୁର: ପୁଣି ଥରେ ନିଜ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଆଜି ସମ୍ବଲପୁରରେ ବିଜେପିର ଆୟୋଜିତ ଜନ ଜାଗରଣ କାର୍ଯ୍ୟକ୍ରମରେ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି ଗିରିରାଜ। ଦେଶ ସ୍ୱାଧୀନ ହେବା ପରେ ପାକ୍ରେ ୨୨ ପ୍ରତିଶତ ସଂଖ୍ୟାଲଘୁ ଥିଲେ। ହେଲେ ଏବେ...
ୱାଶିଂଟନ: ହଲିଉଡ୍ ଅଭିନେତାଙ୍କ ମୁହଁରେ ବିଶ୍ୱ କବି ରବିନ୍ଦ୍ରନାଥ ଟାଗୋରଙ୍କ କବିତା। ଆମେରିକାର ଏକ ମଞ୍ଚରେ ଭାଷଣ ଦେଉଥିବା ବେଳେ ରବିନ୍ଦ୍ରନାଥ ଟାଗୋରଙ୍କ କବିତା ପଢ଼ି ଶୁଣାଇଲେ ହଲିଉଡ୍ ଷ୍ଟାର୍ ମାର୍ଟିନ ସିନ୍। ଗତକାଲି ଆମେରିକାର ୱାଶିଂଟନ ଡିସିରେ ଜଳବାୟୁ ପରିବର୍ତ୍ତନ ନେଇ ଆୟୋଜିତ ହୋଇଥିବା ‘ଫାୟାର ଡ୍ରିଲ୍...
କୋଲକାତା: ପଶ୍ଚିମବଙ୍ଗରେ ସିଏଏକୁ କଡ଼ା ବିରୋଧ ଭିତରେ ଆଜି ରାଜଧାନୀ କୋଲକତାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବୈଠକ ହୋଇଛି। କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ ବର୍ଷ ପୂର୍ତ୍ତି ଅବସରରେ ମୋଦୀ ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ଆଜି ରାଜଭବନଠାରେ ମମତାଙ୍କ...
କଟକ: ପ୍ରେମିକାକୁ ଜୀବନଠାରୁ ଅଧିକ ଭଲ ପାଉଥିଲେ। ବାହାହୋଇ ଘର ସଂସାର କରିବେ ବୋଲି ସ୍ୱପ୍ନ ଦେଖିଥିଲେ। ହେଲେ ଯାହା ଭାଗ୍ୟରେ ନଥିଲା ତାହା ହୋଇଥାନ୍ତା କେମିତି? ଯାହାକୁ ଏତେ ଭଲ ପାଉଥିଲେ, ଶେଷରେ ସିଏ ହିଁ ଧୋକା ଦେଲା। ୩ ବର୍ଷର ପ୍ରେମ ସମ୍ପର୍କକୁ ତୁଟାଇ ଦେଇ...
ନୂଆଦିଲ୍ଲୀ: ଜାନୁଆରୀ ୧୪ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଫାଶି ପାଇବାକୁ ଥିବା ୪ ଦୋଷୀଙ୍କ ମଧ୍ୟରୁ ୨ ଜଣଙ୍କ କ୍ୟୁରେଟିଭ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ। ଜଷ୍ଟିସ ଏନ୍. ଭି. ରମନ୍ନା, ଅରୁଣ ମିଶ୍ର, ଆର. ଏଫ୍. ନରିମାନ, ଆର. ବାନୁମତି ଏବଂ ଅଶୋକ...
ସମ୍ବଲପୁର : CAA ସପକ୍ଷରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଆଜି ସମ୍ବଲପୁରରେ ବିଶାଳ ରାଲି କରିଛି ବିଜେପିର। ଏହି ରାଲିରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସ୍ଥାନୀୟ ସାଂସଦ ନିତେଶ ଗଙ୍ଗଦେବ ଓ ବିଧାୟକ ଜୟନାରାୟଣ ମିଶ୍ର ସାମିଲ ହୋଇଛନ୍ତି।...
ନୂଆଦିଲ୍ଲୀ: ଲଞ୍ଚ୍ ହେଲା ବିଶ୍ୱର ସବୁଠାରୁ କୁନି ୩ଜି ମୋବାଇଲ୍ ଫୋନ୍ Zanco tiny t2 । ଏହାର ସାଇଜ୍ ଗୋଟିଏ ଆଙ୍ଗୁଳି ଠାରୁ ବି ଛୋଟ। ପୁର୍ବରୁ କମ୍ପାନୀ Zanco tiny t1 ମୋବାଇଲ୍ ଫୋନ୍ ଲଞ୍ଚ୍ କରି ବେଶ୍ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଏଥିରେ କେବଳ...
ନୂଆଦିଲ୍ଲୀ: ରବିବାର ଜେଏନ୍ୟୁ ଜେଏନ୍ୟୁରେ ହୋଇଥିବା ହିଂସାକୁ ଘଟଣାରେ ୯ଜଣଙ୍କ ନା ସହିତ ଫଟୋ ପ୍ରକାଶ କରିଛି ଦିଲ୍ଲୀ ପୁଲିସ। ଏହି ୯ ଜଣଙ୍କ ମଧ୍ୟରେ ଜେଏନ୍ୟୁଏସ୍ୟୁ ସଭାପତି ଆଈଶି ଘୋଷ ଏବଂ ଅନ୍ୟ ବାମପନ୍ଥୀ ଛାତ୍ରଛାତ୍ରୀମାନେ ମୁଖ୍ୟତଃ ହିଂସାରେ ଜଡ଼ିତ ଥିବା ପୁଲିସ୍ ଅଭିଯୋଗ କହିଛି। ଦିଲ୍ଲୀ...
ମୁମ୍ବାଇ: ସବୁ ସଫଳତା ପଛରେ ଥାଏ ଏକ ସଂଘର୍ଷର କାହାଣୀ। ଏହି କାହାଣୀ ବଲିଉଡ୍ର ଏଭରଗ୍ରୀନ ହିରୋ ହ୍ରିତିକ୍ ରୋଶନଙ୍କ ଜୀବନରୁ ବି ବାଦ୍ ଯାଇନି। କେବଳ ହ୍ରିତିକ ନୁହଁନ୍ତି, ତାଙ୍କ ବାପ ରାକେଶ ରୋଶନଙ୍କ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିବା ପୂର୍ବରୁ ଅନେକ ଝଡ଼କୁ ସାମ୍ନା କରିଛନ୍ତି।...
ନୂଆଦିଲ୍ଲୀ: ଜେଏନ୍ୟୁ ଛାତ୍ର ବିକ୍ଷୋଭକୁ ସମର୍ଥନ ନେଇ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି, “ଦୀପିକା ଜାଣିବା ଦରକାର ଥିଲା ଯେ, ସେ ଯେଉଁମାନଙ୍କ ସମର୍ଥନରେ ବାହାରୁଛନ୍ତି ସେମାନେ ଭାରତକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି।” ଏଥିସହିତ ଦୀପିକାଙ୍କୁ ତେର୍ଛା ଟାର୍ଗେଟ...
ଭୁବନେଶ୍ୱର: ପୂର୍ବଥର ଭଳି ଏଥର ମଧ୍ୟ ଓଟିଭି(ଓଡ଼ିଶା ଟେଲିଭିଜନ ନେଟ୍ୱାର୍କ) ରସଗୋଲା ମହୋତ୍ସବ୨୦୨୦ ଆୟୋଜନ କରିବାକୁ ଯାଉଛି। କିନ୍ତୁ ଚଳିତ ଥର ଏହି ମହୋତ୍ସବ ଭୁବନେଶ୍ୱରରେ ନ ହୋଇ କଟକର ବାଲିଯାତ୍ରା ଉପର ପଡ଼ିଆରେ ହେବ। ଜାନୁଆରୀ ୧୫ ତାରିଖ ସନ୍ଧ୍ୟା ୫ଟା ସମୟରେ ଏହି ଉତ୍ସବ ଆରମ୍ଭ...
ମୁମ୍ବାଇ: ବଲିଉଡ୍ର ଡାସିଂ ହିରୋ ହ୍ରିତିକ ରୋଶନ ଆଜି ତାଙ୍କର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୭୪ ଜାନୁଆରୀ ୧୦ ତାରିଖ ମୁମ୍ବାଇରେ ଜନ୍ମ ହୋଇଥିଲେ ହ୍ରିତିକ୍। ୨୦୦୦ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘କହୋନା ପ୍ୟାର୍ ହେ’ ରେ ସେ ହିରୋ ଭୂମିକାରେ ଡେବ୍ୟୁ କରିଥିଲେ।...
ମୁମ୍ବାଇ: ଆସନ୍ତାକାଲି ଫିଲ୍ମି ଫ୍ରାଇଡେ ରିଲିଜ୍ରେ ପରଦାକୁ ଆସିବ ଦୁଇଟି ହିଟ୍ ଓ ଚର୍ଚ୍ଚିତ ଫିଲ୍ମ। ଗୋଟିଏ ହେଲା ଦୀପିକାଙ୍କର ଛପାକ୍ ଓ ଅନ୍ୟଟି ଅଜୟ ଦେବଗନଙ୍କର ତାନାଜୀ। ସବୁଠାରୁ ବଡ଼କଥା ହେଲା ଏହି ଦୁଇଟି ଫିଲ୍ମ ଜୀବନୀ ଉପରେ ଆଧାରିତ। ଗୋଟିଏ ମହାପୁରୁଷଙ୍କ ଜୀବନୀ ଉପରେ ନିର୍ମାଣ...
ଭୋପାଳ: ଦୀପିକାଙ୍କ ଫିଲ୍ମ ‘ଛପାକ୍’କୁ ବୟକଟ୍ କରିବା ନେଇ ଟ୍ୱିଟର୍ରେ ଟ୍ରେଣ୍ଡ ଚାଲିଥିବା ବେଳେ କଂଗ୍ରେସ ଶାସିତ ରାଜ୍ୟ ମଧ୍ୟପ୍ରଦେଶର ଫିଲ୍ମକୁ ଆଶ୍ୱସ୍ତି ମିଳିଛି। ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି କମଲନାଥ ସରକାର। କେବଳ ମଧ୍ୟପ୍ରଦେଶ ନୁହେଁ ଛତିଶଗଡ଼ରେ ମଧ୍ୟ ଫିଲ୍ମକୁ...
କୋଲକାତା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ରଦ୍ଦ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହେବାକୁ ଯୋଜନା କରିଥିଲେ। ଏଥିପାଇଁ ଅଣ ବିଜେଜପି ଦଳଗୁଡ଼ିକୁ ଏକାଠି କରିବାକୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏକ ବୈଠକ ମଧ୍ୟ ଡାକିଥିଲେ। ହେଲେ ବିରୋଧୀଙ୍କ ଏହି ମହାମେଳିରେ ଯୋଗ ଦେବାକୁ...
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ସରକାର ତଥା ବିଜେପି ଦଳ ଦୀପିକା ପାଦୁକୋନ୍ ପିଲ୍ମ ଛପାକର ବୟକଟ୍ ନାରାକୁ ସପୋର୍ଟ କରୁନାହିଁ। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ଏପରି ମନ୍ତବ୍ୟ ରଖିଛନ୍ତି। ‘ଛପାକ’ ମୁକ୍ତିଲାଭ କରିବା ପୂର୍ବରୁ ବିଭିନ୍ନ ଦକ୍ଷିଣପନ୍ଥୀ ସଂଗଠନ ଓ କେତେକ...