ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ ପିଟିସନ୍ ଖାରଜ୍ କଲେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ। ଫଳରେ ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ଦୋଷୀଙ୍କୁ ଫାଶୀ ଦଣ୍ଡ ସୁନିଶ୍ଚିତ ହୋଇଛି। ଦୋଷୀ ବିନୟ ଓ ମୁକେଶଙ୍କ ପକ୍ଷରୁ କ୍ୟୁରେଟିଭ ପିଟିସନ ଦାଖଲ କରାଯାଇଥିଲା। ଯାହାକୁ ସୁପ୍ରିମକୋର୍ଟର ୫ ଜଣିଆ...
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି ମାଇକେଲ ଦେବବ୍ରତ ପାତ୍ର। ମଙ୍ଗଳବାର ମଧ୍ୟାହ୍ଣରେ କେନ୍ଦ୍ର ସରକାର ତାଙ୍କ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଓଡ଼ିଶାରେ ଜନ୍ମ ହୋଇଥିବା ଏହି ଅଫିସର୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। Congratulate #Odisha...
ନୂଆଦିଲ୍ଲୀ: କୈଫୀ ଆଜ୍ମୀ, ଗୀତ ଓ ଗଜଲ ଦୁନିଆର ବେତାଜ୍ ବାଦ୍ଶାହ। ଆଜି ତାଙ୍କର ୧୦୧ ତମ ଜୟନ୍ତୀ ଅବସରରେ ଗୁଗଲ ଡୁଡଲ୍ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ଗୁଗଲ୍ର ଡୁଡଲ୍ରେ କୈଫୀ ଆଜମୀ ମାଇକ୍ ସାମ୍ନାରେ କିଛି କହୁଥିବାର ଦେଖାଯାଉଛି। କୈଫୀ ଆଜ୍ମୀଙ୍କ ଜନ୍ମ ୧୯୧୯...
ଶ୍ରୀନଗର: ପୁଲିସ୍ ଅଫିସର୍, ସିଆର୍ପିଏଫ୍ ଡାକ୍ତର ଓ ଜଣେ ଲେଖକଙ୍କ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା କୁଖ୍ୟାତ ଆତଙ୍କବାଦୀ। ଏବେ ଭାରତୀୟ ସେନା ତାର ଖେଳ ଖତମ କରିଛି। ଭୟଙ୍କର ଆତଙ୍କବାଦୀ ଆଦିଲ ଗୁଲଜାର ଶେଖକୁ ଏନ୍କାଉଣ୍ଟର କରିଛି ସେନା। ଜାମ୍ମୁ-କାଶ୍ମୀରର ବୁଡଗାମ ଅଞ୍ଚଳରେ ହୋଇଥିବ ଏନକାଉଣ୍ଟରରେ ଆଦିଲ...
ମୁମ୍ବାଇ: ବଲିଉଡ୍ ହିରୋଇନ୍ ତଥା ଷ୍ଟାର୍ ସୈଫ ଅଲୀ ଖାନଙ୍କ ଝିଅ ସାରା ଅଲୀ ଖାନ୍ଙ୍କ ହାତକୁ ଟାଣି ଆଣି ଚୁମା ଦେବାକୁ ଚେଷ୍ଟା କରୁଥିବା ବେଳେ… ଅଭିନେତ୍ରୀ ସାରା ଅଲୀ ଖାନଙ୍କର ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ ଥିବା ଦୃଶ୍ୟ ଅନୁସାରେ,...
ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କୁ କେଉଁ ଆଡ଼େ ଯିବାକୁ ହେଲେ ଟିକେଟ୍ ସୁନିଶ୍ଚିତ ହେଲାକି ନାହିଁ ସେଇ ଚିନ୍ତାରେ ସେମାନଙ୍କୁ ଘାରିଥାଏ। ରେଳାଯାତ୍ରୀଙ୍କ ପାଇଁ ଏହା ଗୋଟେ ସବୁଠାରୁ ବଡ଼ ସମସ୍ୟା ହୋଇଥାଏ। ତେବେ ଏହି ମସ୍ୟାର ସମାଧାନ ଆଣିଛି ଭାରତୀୟ ରେଳବାଇ। ତାହା କଣ ଜାଣନ୍ତୁ। ରିଜର୍ଭେସନ କନଫର୍ମ...
ମୁମ୍ବାଇ: ‘ବିଗ୍ବସ୍ ୧୩’ର ଏଥର ‘ୱିକେଣ୍ଡ କା ବାର୍’ ଜବରଦସ୍ତ ହୋଇଛି। କାରଣ ବିଗ୍ବସ୍ ହାଉସ୍ରେ ଏଣ୍ଟ୍ରି କରିଥିଲେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍। ‘ଛପାକ୍’ର ପ୍ରମୋସନ୍ ପାଇଁ ତାଙ୍କ ସହ ଫିଲ୍ମର ଲିଡ୍ ଆକ୍ଟର ବିକ୍ରାନ୍ତ ମେସି ଓ ଏସିଡ୍ ଆକ୍ରମଣ ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲ୍...
ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ। ଏହି ଟିମ୍ରେ ନୂଆ ମୁହଁ ଭାବେ ବେଙ୍ଗଲର ଧୂଆଁଧାର ବ୍ୟଟ୍ସ ଓମ୍ୟାନ୍ ରିଚା ଘୋଷଙ୍କୁ ଦେଖିବାକୁ ମିଳିବ। ବିଶ୍ୱକପ୍ରେ ହରମନପ୍ରୀତ କୌର ଅଧିନାୟକ ହେବେ। ଏହି ବିଶ୍ୱକପ୍ ଫେବ୍ରୁଆରୀ ୨୧ ତାରିଖରେ...
କୋଲକାତା: ବଦଳିଲା କୋଲକାତା ପୋର୍ଟ ଟ୍ରଷ୍ଟର ନାମ। ବନ୍ଦରର ୧୫୦ ତମ ପ୍ରତିଷ୍ଠା ଦିବସରେ ଅବସରରେ ଏହାକୁ ଭାରତୀୟ ଜନସଂଘ ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାଁରେ ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦୀ କହିଛନ୍ତି,...
ଭୁବନେଶ୍ୱର: ଅନ୍ଲାଇନ୍ ବ୍ୟବସାୟିକ ୱେବ୍ସାଇଟ୍ ଆମାଜନ୍କୁ ନେଇ ଲୋକଙ୍କ ରାଗ ପଞ୍ଚମରେ ପହଞ୍ଚିଲାଣି। ଆମାଜନ୍ ସାଇଟ୍କୁ ବର୍ଜନ କରିବା ପାଇଁ ବର୍ତ୍ତମାନ ଇଣ୍ଟର୍ନେଟ୍ରେ ବୟକଟ୍ ଆମାଜନ (#BoycottAmazon)ର ହ୍ୟାସ୍ଟ୍ୟାଗ୍ ଟ୍ରେଣ୍ଡ କରୁଛି। ଆମାଜନ୍ ପ୍ରତି ଲୋକଙ୍କର ଏହି ଅସନ୍ତୋଷର କାରଣ ହେଲା, ଏଥିରେ ଭଗବାନ ଗଣେଶ, ଧର୍ମୀୟ ଚିହ୍ନ...
କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତା ସ୍ଥିତ ବେଲୁର ମଠ ପରିଦର୍ଶନ କରିଛନ୍ତି। ମଠ ପରିଦର୍ଶନ ଅବସରରେ ସେ ପୁଣିଥରେ ସିଏଏ (ସିଟିଜେନ୍ସିପ ଆମେଣ୍ଡମେଣ୍ଟ ଆକ୍ଟ)କୁ ନେଇ ଲୋକଙ୍କୁ ଅଯଥା ଭୟଭିତ ନ ହେବାକୁ ପରାମର୍ଶ ଦେଇଛନ୍ତି। ଏନେଇ ଗତକାଲି ମୋଦୀଙ୍କୁ କୋଲକାତାରେ ଜନ ଅସନ୍ତୋଷର ସାମ୍ନା...
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫସିର ପ୍ରଭାବ ଜାରି ରହିଛି। ଯେଉଁ ମୁମ୍ବାଇ ସିଟି ଏଫସିକୁ ତା’ ଘରୋଇ ମାଟିରେ ହରାଇ ଓଡ଼ିଶା ପଏଣ୍ଟ ଖାତା ଖୋଲିଥିଲା ଆଜି କଳିଙ୍ଗରେ ପୁଣିଥରେ ସେହି ଦଳକୁ ହରାଇଛି ଦଳ। ମୁମ୍ବାଇକୁ ୨-୦ରେ ହରାଇ ଓଡ଼ିଶା ଏଫସି କେବଳ ମ୍ୟାଚ୍ ଜିତି...
ମୁମ୍ବାଇ: ମହାରାଷ୍ଟ୍ରର ବୋଇସାର୍ଠାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଏକ ବଡ଼ ଧରଣର ବିସ୍ଫୋରଣ କାରଣରୁ ୮ ଜଣଙ୍କର ମୃତ ହୋଇଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲା ବୋଇସାରଠାରେ ଆଜି ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ବୋଇସାର ମୁମ୍ବାଇଠାରୁ ମାତ୍ର ୧୦୦ କିଲୋମିଟର ଦୂରରେ ରହିଛି। ବିସ୍ଫୋରଣ ହୋଇଥିବା ଆଙ୍କ...
ସୁନ୍ଦରଗଡ଼ : ବାହାରେ ତାଲା ଝୁଲୁଛି ଓ ଭିତରେ ପଡ଼ିଛି ମୃତଦେହ। ଜଣେ କି ଦୁଇ ଜଣ ନୁହଁ, ଦୁଇ ପିଲା ଏବଂ ବାପା, ମାଆଙ୍କ ମରଶରୀର ପଡ଼ିଛି ବନ୍ଦ ଘରେ। ଗୋଟିଏ ପଲଙ୍କରେ କମ୍ବଳ ଘୋଡ଼ାଇ ଶୋଇଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିବା ଏହି ୪ ଜଣ ହେଲେ...