ନୂଆଦିଲ୍ଲୀ: ନିର୍ଭୟା ଦୋଷୀମାନଙ୍କୁ ଫାଶୀ ନେଇ ଥମୁନି ତାରିଖ ସସ୍ପେନ୍ସ। ଫାଶୀ ତାରିଖର ୫ଦିନ ପୂର୍ବରୁ ଦିଲ୍ଲୀର ତିହାର ଜେଲ କର୍ତ୍ତୃପକ୍ଷ ଆଉ ଏକ ତାରିଖ ପାଇଁ ଆବେଦନ କରିଛନ୍ତି। ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ ସିଂ, ବିନୟ ଶର୍ମା, ଅକ୍ଷୟ ସିଂ ଓ...
କେପ୍ ଟାଉନ୍: ଆଇସିସି ଅଣ୍ଡର୍-୧୯ ବିଶ୍ୱକପର ୧୩ଶ ଶୁକ୍ରବାରଠାରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳକୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ଗ୍ରୁପ୍ ପର୍ଯ୍ୟାୟରେ ପ୍ରତି ଦଳ ତିନୋଟି ଲେଖାଏ ମ୍ୟାଚ୍ ଖେଳିବେ। ପ୍ରତି ଗ୍ରୁପରୁ...
ନୂଆଦିଲ୍ଲୀ: ସରିଗଲା କି ମହେନ୍ଦ୍ର ସିଂ ଧୋନିଙ୍କ ଅନ୍ତର୍ଜାତୀୟ କ୍ୟାରିୟର। ଯେଉଁ ଟିମକୁ ସେ ଦୁଇଥର ବିଶ୍ୱ ବିଜେତା କରାଇଥିଲେ, ସେହି ଟିମକୁ ଆଉ ଲୋଡ଼ା ନାହିଁ ମହେନ୍ଦ୍ର ସିଂ ଧୋନିଙ୍କ ଅଭିଜ୍ଞତା। ତେବେ ଏଭଳି କହିବାର ଯଥାର୍ଥତା ରହିଛି। ଗୁରୁବାର ବିସିସିଆଇ ତା’ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ...
ଭୁବନେଶ୍ୱର: ସମୀର ମହାନ୍ତି ହେଲେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ। ଆଜି ଦଳୀୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ସମୀର ମହାନ୍ତି। ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ରେସ୍ରେ ଥିଲେ ବି ଶେଷ ମୁହୂର୍ତ୍ତରେ ସମୀରଙ୍କ ନାଁରେ ମୋହର ମାରିଥିଲା ଦଳ।...
ଭୁବନେଶ୍ୱର: ରାତି ଅଧରେ ପରବିନ୍ଦରଙ୍କ ଘର ଆଗରେ ପୁଲିସ ଅଧିକାରୀଙ୍କ ସହ ବିଧାୟକ ଅନନ୍ତ ନାରାୟଣ ଜେନା କାହିଁକି? ପରବିନ୍ଦରଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ମିଳିବାର ଠିକ୍ ପରେ ତାଙ୍କ ଘରକୁ ବିଧାୟକଙ୍କ ଅନ୍ଧାରି ବିଜେକୁ ନେଇ ତେଜିଛି ରାଜନୀତି। କଂଗ୍ରେସ ଏନେଇ ବିଧାୟକଙ୍କ ନାଁରେ ମାମଲା...
ବ୍ରହ୍ମପୁର: ଜୀବନ୍ତ ଜଳିଗଲେ ବ୍ରହ୍ମପୁର ସହର ଲୋଚାପଡ଼ା ସ୍ଥିତ ସେବା ସମିତି ସମ୍ପାଦକ ଜଗନ୍ନାଥ ପାତ୍ର। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଏହି ଅଘଟଣ ଘଟିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ପୁଲିସ ମୃତଦେହ ଜବତ କରି...
ଭୁବନେଶ୍ୱର: LV ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଓ ଓଏମ୍ସି ମିଳିତ ଉଦ୍ୟମରେ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା ଯାନର ଶୁଭାରମ୍ଭ କରାଯାଇଛି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ଚକ୍ଷୁ ଯାନର ଶୁଭାରମ୍ଭ କରିଛନ୍ତି। ଏହି ଯାନରେ ଅତ୍ୟାଧୁନିକ ସରଞ୍ଜାମ ରହିଛି। ସବୁବର୍ଗ ଲୋକଙ୍କୁ ଚିକିତ୍ସା...
ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) କେନ୍ଦ୍ରରେ କ୍ଷମତା ଦଖଲ କରିଛି। ୨୦୧୪ ତୁଳନାରେ ଦଳ ଅଧିକ ଆସନ ମଧ୍ୟ ଜିତିଛି। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିଥିଲା ଜାଣିଛନ୍ତି କି? ମୁଖ୍ୟ...
ଚଣ୍ଡୀଗଡ଼: ଗତ ୧୦ ବର୍ଷରେ ୨ ଜଣ ମହିଳାଙ୍କୁ ହତ୍ୟା କରିଥିବା ଜଣେ ବ୍ୟକ୍ତି ନ୍ୟୁଜ୍ ଚ୍ୟାନେଲରେ ସିଧାପ୍ରସାରଣ ସମୟରେ ସ୍ୱୀକାର କରି ଗିରଫ ହୋଇଛନ୍ତି। ଚଣ୍ଡୀଗଡ଼ରେ ଏଭଳି ଘଟଣା ଘଟିଛି। ଏକ ଲାଇଭ୍ ଟିଭି କାର୍ଯ୍ୟକ୍ରମରେ ଚଣ୍ଡୀଗଡ଼ର ଜଣେ କ୍ୟାବ୍ ଡ୍ରାଇଭର ମନିନ୍ଦର ସିଂହ ଏଭଳି ନିଜ...
ପୁରୀ: ଭିଣୋଇଙ୍କ ଦେହାନ୍ତ ଯୋଗୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଯାଇପାରିନଥିଲେ। କିନ୍ତୁ ଭୁବନେଶ୍ୱରରେ ରହି ଶ୍ରୀମନ୍ଦିରରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାମକୁ ନିୟମିତ ଅନୁଧ୍ୟାନ କରୁଥିଲେ। ତଥାପି ଶ୍ରୀମନ୍ଦିରର ବାସ୍ତବ ଚିତ୍ର ଦେଖିବା ପାଇଁ ଆଜି ଖୋଦ୍ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ର ଯାଇ ସୌନ୍ଦର୍ଯ୍ୟକରଣ କାମର...
ମୟୂରଭଞ୍ଜ: ଗଣପର୍ବ ମକର ପାଇଁ ରାଜ୍ୟର ଅନେକ ସ୍ଥାନରେ ମେଳା ମହୋତ୍ସବ ଲାଗି ରହିଛି। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ଉଦଳା ନାବରା ଗାଁରେ ଟୁସୁ ପର୍ବ ଜାକଜମକରେ ପାଳନ କରୁଛନ୍ତି ମହାନ୍ତ ସଂପ୍ରଦାୟ ଲୋକେ। ନିତ୍ୟକର୍ମ ସାରିବା ପରେ କୁମାରୀ ଓ ମହିଳାମାନେ ପାଦରେ ଅଳତା ନାଇ...
ଭୁବନେଶ୍ୱର: ଓଡ଼ିଶା ଫେରିବ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅତି ପ୍ରିୟ ସାଥୀ ‘ଡାକୋଟା’। ଏଥିପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଚିଠି ଲେଖାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ...
ନୂଆଦିଲ୍ଲୀ: ଆଇସିସି ଆୱାର୍ଡ୨୦୧୯ରେ ବାଜି ମାରିଛନ୍ତି ଭାରତୀୟ କ୍ରିକେଟର୍। ରୋହିତ ଶର୍ମାଙ୍କୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଘୋଷଣା କରାଯାଇଥିବାବେଳେ ଟିମ୍ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ସ୍ପିରିଟ୍ ଅଫ୍ କ୍ରିକେଟ ଆୱାର୍ଡ ଦିଆଯିବ। ଅନ୍ୟପକ୍ଷରେ ଯୁବ କ୍ରିକେଟର ଦୀପକ ଚହରଙ୍କୁ ଟି-୨୦ ପରଫରମାନ୍ସ ଅଫ୍ ଦି ଇଅର ଆୱାର୍ଡ...