• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

JGN
ଗୋଟିଏ ନୁହେଁ ଏଣିକି ଆନ୍ଧ୍ରପ୍ରଦେଶରେ ୩ଟି ରାଜଧାନୀ ହେବ !

ହାଇଦ୍ରବାଦ: ଆନ୍ଧ୍ରପ୍ରଦେଶରେ ଏଣିକି ୩ଟି ରାଜଧାନୀ ହେବ। ଆଜି ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ପ୍ରସ୍ତାବକୁ ଆନ୍ଧ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। କ୍ୟାବିନେଟ୍‌ ବୈଠକ ପରେ ସକାଳ ୧୦ଟା ବେଳେ ବିଧାନସଭା ବ୍ୟବସାୟ ଉପଦେଷ୍ଟା କମିଟିର ବୈଠକ ହୋଇଥିଲା। ଏହାପରେ...

fv
ମହିଳା ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କରୁଥିବା ମଦୁଆ ଯୁବକଙ୍କୁ ଗୋଡ଼ାଇ ପିଟିଲା ପୁଲିସ୍

କଟକ: ପିକ୍‌ନିକ୍ ପାଇଁ ଯାଇଥିବାବେଳେ ମଦ ପିଇ ମହିଳା ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୁଲିସ। ବାଙ୍କୀ ଅଂଶୁପା ପର୍ଯ୍ୟଟନସ୍ଥଳୀରେ ଏହି ଘଟଣା ଘଟିଛି। ସ୍ଥାନୀୟ ଅଂଚକଳର କିଛି ଯୁବକ ଗତକାଲି ଅଂଶୁପାକୁ ପିକ୍‌ନିକ୍ ପାଇଁ ଯାଇଥିଲେ। ସେଠାରେ ଭୋଜିଭାତ କରିବା ସହିତ...

fg
ପରୀକ୍ଷା ପାଇଁ ଚର୍ଚ୍ଚା ; ପିଏମ୍‌ କହିଲେ, ବିଫଳତାରୁ ସଫଳତାର ରାସ୍ତା ମିଳେ

ନୂଆଦିଲ୍ଲୀ: ବିଫଳତାରୁ ସଫଳତାର ରାସ୍ତା ମିଳେ। ବିଫଳ ହୋଇ ନିରାଶ ନହେବା ଅପେକ୍ଷା ଏଥିରୁ ଶିକ୍ଷା ନେଇ ସଫଳତା ହାସଲ କରନ୍ତୁ। ଏପରି କିଛି ଢଙ୍ଗରେ ଆଜି ଛାତ୍ରଛାତ୍ରୀଙ୍କୁ ଟିପସ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦିଲ୍ଲୀ ତାଲକଟୋରା ଷ୍ଟାଡିୟମ୍‌ରେ ଛାତ୍ରଛାତ୍ରୀଙ୍କ ୱାନ୍ ଟୁ ୱାନ୍ କାର୍ଯ୍ୟକ୍ରମ ‘ପରୀକ୍ଷା...

Untitled-1
ସୁଇମରରୁ ବିଜେପି ମୁଖ୍ୟ: ଏମିତି ଥିଲା ଜେପି ନଡ୍ଡାଙ୍କ କାହାଣୀ

ନୂଆଦିଲ୍ଲୀ: ସ୍କୁଲ ଜୀବନର ସୁଇମରରୁ(ପହଁରାଳି) ଏବେ ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳର ଅଧ୍ୟକ୍ଷ ହେଲେ ଜଗତ ପ୍ରକାଶ ନଡ୍ଡା ଓରଫ୍‌ ଜେପି ନଡ୍ଡା। ୨ ଡିସେମ୍ବର ୧୯୬୦ରେ ବିହାର ପାଟନାରେ ଜନ୍ମ ହୋଇଥିବା ଜେପି ନଡ୍ଡା ପାଟନା ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ପରେ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରୁ ଆଇନ...

fail
ଫାଶୀରୁ ବଞ୍ଚିବା ପାଇଁ ନିର୍ଭୟା ଦୋଷୀ ପବନର ଚାଲ୍‌ ଫେଲ୍‌

ନୂଆଦିଲ୍ଲୀ: ଫାଶୀରୁ ବର୍ତ୍ତିବା ପାଇଁ ଉଦ୍ୟମ କରିଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ କୁମାର ଗୁପ୍ତାର ଯୋଜନା ଫେଲ୍। ୨୦୧୨ରେ ଦୁର୍ଘଟଣା ଘଟାଇଲା ବେଳେ ପବନ ନାବାଳକ ଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଫାଶୀ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିଥିଲା। କିନ୍ତୁ କୋର୍ଟ ଆଜି ତାର...

kaha
ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଡରିଲା ମ୍ୟାଲେସିଆ: କହିଲା ଆମେ ଛୋଟ ଦେଶ

ନୂଆଦିଲ୍ଲୀ: ଭାଙ୍ଗିଲା ମ୍ୟାଲେସିଆର ଗର୍ବ। ଖାଇବା ତେଲ ବୟକଟ୍‌ ନେଇ ଭାରତ ବିରୋଧରେ କୌଣସି ବାଣିଜ୍ୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି କହିଲେ ମ୍ୟାଲେସିଆ ପ୍ରଧାନମନ୍ତ୍ରୀ ମହମଦ ମହାଥିର। ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତ ମ୍ୟାଲେସିଆଠାରୁ ଅଧିକ ଖାଇବା ତେଲ ଆମଦାନି କରିଥାଏ। କିନ୍ତୁ ମ୍ୟାଲେସିଆ...

jp
ଶାହଙ୍କ ହାତରୁ ଦାୟିତ୍ୱ ନେଇ ବିଜେପି ମୁଖ୍ୟ ହେଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା। ଆଜି ଅମିତ ଶାହଙ୍କୁ ଏହି ଦାୟିତ୍ୱରୁ ବାଦ୍‌ ଦେଇ ଜେପି ନଡ୍ଡାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରିଛି ବିଜେପି। ନଡ୍ଡା ପୂର୍ବରୁ ଦଳ ପାଇଁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ...

indiN
କମିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର

  ନୂଆଦିଲ୍ଲୀ: ପୁଣି କମିଲା ଡିଜେଲ୍‌ ଓ ପେଟ୍ରୋଲ୍‌ ଦର। ଦେଶର ସବୁ ବଡ଼ ବଡ଼ ସହରରେ ଆଜିକୁ ଲଗାତାର ପଞ୍ଚମଥର ପାଇଁ ତେଲ ଦର କମିଛି। ପେଟ୍ରୋଲ୍‌ ଲିଟର ପିଛା୧୦ରୁ ୧୨ ପଇସା କମିଥିବା ବେଳେ ଜିଡେଲ୍‌୧୯-୨୦ ପଇସା କମିଛି। ବଡ଼ ସହରରେ ପେଟ୍ରୋଲ୍ ଦର: ତେଲ...

Untitled-1
ଆହ୍ଲାବାଦକୁ ପ୍ରୟାଗରାଜ ନାମକରଣ ପାଇଁ ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ୨୦୧୮ରେ ଉତ୍ତର ପ୍ରଦେଶର ଯୋଗୀ ସରକାର ଆଲ୍ଲାହବାଦର ନାଁ ପରିବର୍ତ୍ତନ କରି ପ୍ରୟାଗରାଜ ରଖିଥିଲେ। ଏବେ ଏହାକୁ ନେଇ ସୁପ୍ରିମକୋର୍ଟ ଯୋଗୀ ସରକାରଙ୍କୁ ନୋଟିସ୍‌ କରିଛନ୍ତି। ଯୋଗୀ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନର ଶୁଣାଣି କରି କୋର୍ଟ ୟୁପି ସରକାରଙ୍କୁ...

hudda
ସିଏଏକୁ ନେଇ ଦୁଇ ଭାଗ ହେଲା କଂଗ୍ରେସ ! ଶିବଲଙ୍କ ପରେ ଏବେ ହୁଡା କହିଲେ ଏମିତି

ନୂଆଦିଲ୍ଲୀ: ସିଏଏକୁ ନେଇ ଦୁଇ ଭାଗରେ ବିଭକ୍ତ ହେଲା କି କଂଗ୍ରେସ ? ପ୍ରଥମେ କପିଲ ଶିବଲ ଆଉ ଏବେ କଂଗ୍ରସର ଆଉ ଜଣେ ବରିଷ୍ଠ ନେତା ତଥା ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡା ସିଏଏକୁ ନେଇ ବିରୋଧୀ ରାଜ୍ୟମାନଙ୍କୁ ପାଠ ପଢ଼ାଇଛନ୍ତି।  କୌଣସି ରାଜ୍ୟ...

pratap
‘ବନ୍ଦେ ମାତରମ’କୁ ଗ୍ରହଣ ନ କଲେ ଭାରତରେ ରହିବାର ଅଧିକାର ନାହିଁ: ପ୍ରତାପ ଷଡ଼ଙ୍ଗୀ

ସୁରତ: ଯେଉଁମାନେ ବନ୍ଦେ ମାତରମ୍‌ ନାରାକୁ ଗ୍ରହଣ କରିବେ ନାହିଁ ସେମାନଙ୍କର ଭାରତରେ ରହିବା କୌଣସି ଅଧିକାର ନାହିଁ ବୋଲି କହିଛନ୍ତି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସୁରତର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତାପ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି। ଏଥିସହିତ ସିଏଏକୁ ନେଇ ପ୍ରତାପ...

kudeep
ଏଇଠି ଶେଷ ହେବ କି କେଦାରଙ୍କ କ୍ୟାରିୟର ?

ନୂଆଦିଲ୍ଲୀ: ସୀମିତ ଓଭର କ୍ରିକେଟରେ ଟିମ୍‌ ଇଣ୍ଡିଆର ମଧ୍ୟକ୍ରମରେ ମ୍ୟୁଜିକାଲ ଚେୟାର ଚାଲିଛି। କେତେବେଳେ କିଏ ବାଦ ପଡ଼ୁଛି ତ ଆଉ କେତେବେଳେ ନୂଆ ମୁହଁଙ୍କୁ ସୁଯୋଗ ଦିଆଯାଉଛି। ଏବେ ଏହି ମ୍ୟୁଜିକାଲ ଚେୟାର ନିଆଁରେ କେଦାର ଯାଦବଙ୍କ ପାଳି ପଡ଼ିବାକୁ ଯାଉଛି। ୩୪ ବର୍ଷୀୟ କେଦାରଙ୍କ ପ୍ରଦର୍ଶନକୁ...

mohan
ରାଜନୀତି ସହ ଆର୍‌ଏସ୍‌ଏସ୍‌ର କୌଣସି ସମ୍ପର୍କ ନାହିଁ: ମୋହନ ଭାଗବତ

ମୁରାଦାବାଦ: ଆର୍‌ଏସ୍‌ଏସ୍‌(ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ)ର ରାଜନୀତି ସହିତ କୌଣସି ସମ୍ପର୍କ ନାହିଁ। ଏହା କେବଳ ଦେଶର ସଂସ୍କୃତି, ନୈତିକତା ଓ ମାନବୀୟ ମୂଲ୍ୟବୋଧ ପାଇଁ କାର୍ଯ୍ୟ କରିଥାଏ। ଶନିବାର ଉତ୍ତର ପ୍ରଦେଶର ମୁରାଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ। ସଂଘ ଦ୍ୱାରା...

car
ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜ୍‌ମୀଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌

ମୁମ୍ବାଇ: ମୁମ୍ବାଇରେ ସଡ଼କ ଦୁର୍ଘଟଣାର ଶିକାର ହେଲେ ବଲିଉଡ୍‌ ଅଭିନେତ୍ରୀ ତଥା ଲେଖକ ଜାବେଦ୍‌ ଆଖତରଙ୍କ ପତ୍ନୀ ଶବାନା ଆଜ୍‌ମୀ। ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି ଶବାନା। ଖବର ଅନୁସାରେ, ପୁଣେ-ମୁମ୍ବାଇ ଏକ୍ସପ୍ରେସ୍‌ ରାସ୍ତାରେ ଯାଉଥିବା ବେଳେ କୋହ୍ଲାପୁର ଟୋଲ୍‌ ପ୍ଲାଜା ନିକଟର ଏକ ଟ୍ରକ୍‌ ତାଙ୍କ କାର୍‌କୁ...

avrkar
ସବରକରଙ୍କୁ ଭାରତରତ୍ନ ଦେବା ପାଇଁ ଯିଏ ବିରୋଧ କରୁଛନ୍ତି ସେମାନଙ୍କୁ ଆଣ୍ଡାମାନ୍‌ ଜେଲ୍‌ ପଠାଅ; ସଞ୍ଜୟ ରାଉତ

ମୁମ୍ବାଇ: ନିଜ ବିସ୍ଫୋରକ ମନ୍ତବ୍ୟ ପାଇଁ ପରିଚିତ ଶିବସେନା ନେତା ସଞ୍ଜୟ ରାଉତ୍ ଆଜି ପୁଣି ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ବୀର ସବରକରଙ୍କୁ ଭାରତ ରତ୍ନ ଦେବାରେ ବିରୋଧ କରୁଛନ୍ତି ସେମାନଙ୍କୁ ଆଣ୍ଡାମାନର ସେହି ସେଲୁଲାର ଜେଲ୍‌ର କାଳ କୋଠରୀକୁ ଦୁଇ ଦିନ...

jammu
ଜାମ୍ମୁ-କାଶ୍ମୀର ପ୍ରିପେଡ୍ ୟୁଜର୍‌ଙ୍କ ପାଇଁ କଲ୍ ଓ ଏସ୍‌ଏମ୍‌ଏସ୍‌ ସୁବିଧା ଚାଲୁ

ଶ୍ରୀନଗର: ଇଣ୍ଟର୍‌ନେଟ୍‌ ପରେ ଏବେ ଜାମ୍ମୁ-କାଶ୍ମୀର ମେସେଜ୍‌ ଓ ଭଏସ୍‌ କଲ୍‌ ସେବାକୁ ଚାଲୁ ହୋଇଛି। ଭଲଭାବେ ନିରିକ୍ଷଣ ପରେ ଏହି ସେବା ଚାଲୁ କରାଯାଇଛି। ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଜାମ୍ମୁ ଓ କାଶ୍ମୀରର ସରକାରୀ ପ୍ରବକ୍ତା ଓ ପ୍ରମୁଖ ସଚିବ ରାହୁଲ୍...

wh
ରିଲାକ୍ସ ହ୍ୱାଟ୍ସଆପ୍‌ ୟୁଜର୍‌; ଏବେ ଆଉ ଏମିତି ହେବନି !

ନୂଆଦିଲ୍ଲୀ: ହ୍ୱାଟ୍‌ସଆପ୍‌ରେ ବିଜ୍ଞାପନ ଆସିବା ନେଇ ଯେଉଁମାନେ ଚିନ୍ତିତି ଥିଲେ, ଏବେ ସେମାନେ ଟିକେ ରିଲାକ୍ସ ହୋଇଯାଆନ୍ତୁ। କାରଣ ଏବେ ଫେସ୍‌ବୁକ ଏହାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଥିବା ଖବର ମିଳିଛି । ଆମେରିକୀୟ ଖବର କାଗଜ ୱାଲ୍‌ ଷ୍ଟ୍ରିଟ୍ ଜର୍ନାଲ୍‌ର ଏକ ରିପୋର୍ଟ ଅନୁସାରେ, ହ୍ୱାଟ୍‌ସଆପ୍‌ରେ...

kngan
ଦୀପିକାଙ୍କ ଜେଏନ୍‌ୟୁ ଗସ୍ତ ବିବାଦ: କଙ୍ଗନା କହିଲେ, ଦେଶ ବିଭାଜନକାରୀଙ୍କୁ ସମର୍ଥନ କରେ ନାହିଁ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍ ନିଜ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ, ସାମାଜିକ ଘଟଣାବଳି ଉପରେ ନିଜର ଦୃଢ଼ ଓ ସାହସିକ ମନ୍ତବ୍ୟ ପାଇଁ ମଧ୍ୟ ସେ ସେତିକି ଜଣାଶୁଣା। କଙ୍ଗନା ଅନେକ ସମୟରେ କାହାକୁ ଭୟ ନକରି ସାମାଜିକ ଘଟଣାବଳି ଉପରେ ବେଶ୍‌ ଦୃଢ଼ତାର ସହ...

kuldeep
ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଏହି ରେକର୍ଡ କଲେ କୁଲଦୀପ

ରାଜକୋଟ୍‌: ଅନ୍ତର୍ଜାତୀୟ ଦିନିକିଆରେ ନୂଆ ମାଇଲଖୁଣ୍ଟ ଛୁଇଁଲେ ଟିମ୍ ଇଣ୍ଡିଆର ସ୍ପିନର୍ କୁଲଦୀପ ଯାଦବ। ସେ ଭାରତୀୟ ସ୍ପିନର୍ ଭାବେ ଦ୍ରୁତ ୧୦୦ ୱିକେଟ୍ ନେଇଛନ୍ତି। ରାଜୋକଟରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ଏହି ରେକର୍ଡ କରିଛନ୍ତି କୁଲ୍‌ଦୀପ। ଗତବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ପ୍ରଥମ...