ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ସାରା ଦେଶରେ ବିରୋଧ ଓ ଆନ୍ଦୋଳନ ଚାଲୁ ରହିଥିବା ବେଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ପୁଣି ଥରେ ସ୍ପଷ୍ଟ କରି ଦେଇଛନ୍ତି ଯେ କୌଣସି ପରିସ୍ଥିତିରେ କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରିବେ ନାହିଁ।...
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ମଙ୍ଗଳବାର ଭାରତୀୟ ଦିନିକିଆ ସ୍କ୍ୱାଡର ଘୋଷଣା କରାଯାଇଛି। ଆହତ କାରଣରୁ ଟି-୨୦ ଓ ଦିନିକିଆ ସିରିଜରୁ ଶିଖର ଧୱନ୍ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ସାମିଲ୍ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚରେ...
ସିଡନୀ: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ୱେଷ୍ଟଇଣ୍ଡିଜର ପୂର୍ବତନ ମହାନ୍ ବୋଲର କର୍ଟନୀ ୱାଲ୍ସ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମକୁ କୋଚିଂ ଦେବେ। କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ । ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଥିବା ନିଆଁରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ...
ବଲାଙ୍ଗିର: କୌନ ବନେଗା କରୋଡ଼ପତି ନାଁରେ ଠକେଇ। ପ୍ରାୟ ୭୦ ହଜାର ଠକେଇର ଶିକାର ହେବା ପରେ ଆତ୍ମହତ୍ୟା କରିଛନ୍ତି ଠାକାମୀରେ ଶିକାର ହୋଇଥିବା ଯୁବକ। ତେବେ ଏହା ପୂର୍ବରୁ ଠକାମୀ ପଛର ଗୁମର ଖୋଲିଛନ୍ତି। ମୃତ୍ୟୁ ପୂର୍ବରୁ ବଖାଣିଛନ୍ତି କିପରି ହୋଇଥିଲା ତାଙ୍କ ସହ ଅନ୍ଲାଇନ୍ ଠକେଇ।...
ଭୁବନେଶ୍ୱର: ବାଂଲାଦେଶୀ ଯୁବତୀଙ୍କୁ ଆଣି ଭୁବନେଶ୍ୱରରେ ଖୁଲମଖୁଲ୍ଲା ସେକ୍ସ କାରବାର ଚଳାଉଥିବା କୁଖ୍ୟାତ ଦେହ ବ୍ୟବସାୟ ରାକେଟର ମୁଖ୍ୟ କାର୍ପଟଦାର ଗିରଫ। ଗଲା କିଛି ଦିନ ଧରି ପୁଲିସ ସ୍କାନରରେ ଥିବା ରାକେଟର କିଙ୍ଗିପିନ୍ ଅଞ୍ଜଳି ଓ ଇବ୍ରାହିମକୁ ଆଜି ଗିରଫ କରିଛି କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ । ପିପିଲି...
“ଭାଇ…ରେ ମଦ ପିଇବି ନାଇଁ… ନାଇଁ ନାଇଁ ମଦ ପିଇବି ନାହିଁ… ମଦୁଆ ହେବି ନାଇଁ, ମଦୁଆ ହେବି ନାଇଁ… ଚାଳରେ ଛଣ ନାହିଁ… ଚୁଲି ମୁଣ୍ଡେ ଲୁଣ ନାହିଁ… ଚୁଲିରେ ବିଲେ ଶୋଇଛି, ଚାଳ ପଟେ ଯହ୍ନ ଦିଶୁଛି… ଚୁଲିରେ ବିଲେ ଶୋଇଛି, ଚାଳ ପଟେ ଯହ୍ନ...
ଭୁବନେଶ୍ୱର: ରାଜନୈତିକ ଚେସ୍ ପାଲିରେ ଏବେ ପଛୁଆବର୍ଗ ଗୋଟି ଚାଲିଛି। ଏହି ବର୍ଗର ସମର୍ଥନ ହାତେଇବାକୁ କେନ୍ଦ୍ର-ରାଜ୍ୟ ପ୍ରତିଯୋଗିତା ହେଉଛି। ଜାତିଭିତ୍ତିକ ଜନଗଣନା ଦାବି କରି ମାଇଲେଜ୍ ନେବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ କରୁଥିବା ବେଳେ ତେଣେ ପଛୁଆବର୍ଗଙ୍କ ବିକାଶ ଲାଗି ନିଆଯାଇଥିବା ପଦକ୍ଷେପ ସଂପର୍କରେ ତଥ୍ୟ ଦେବାକୁ...
ଭୁବନେଶ୍ୱର: ଭୁବନେଶ୍ୱରରେ ଶିଖ ବ୍ୟକ୍ତି ପରବିନ୍ଦର ସିଂହଙ୍କୁ ମାଡ଼ ମାମଲାକୁ ନେଇ ଏଡିଜିଙ୍କୁ ଭେଟିଛି ଶିଖ୍ ସଂପ୍ରଦାୟ। ପରବିନ୍ଦର ସିଂହଙ୍କୁ ମାଡ଼ ମାମଲାରେ ଡିଜିପି ଅଭୟଙ୍କୁ ଭେଟିବାକୁ ଯାଇଥିଲେ ଶିଖ୍ ସଂପ୍ରଦାୟ। ହେଲେ ଡିଜିପିଙ୍କ ଅନୁପସ୍ଥିତିରେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି...
ନୂଆଦିଲ୍ଲୀ: ଆତଙ୍କବାଦୀ ଅଫଜଲ୍ ଗୁରୁକୁ ଫାଶୀ ଦେବା ନେଇ ପ୍ରଶ୍ନ ଉଠାଇ ବିବାଦରେ ଫଶିଛନ୍ତି ଆଲିଆ ଭଟ୍ଟଙ୍କ ମା ତଥା ଅଭିନେତ୍ରୀ ସୋନି ରାଜଦାନ୍। ୨୦୦୧ ସଂସଦ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଅଫଜଲ୍କୁ ୨୦୧୩ ମସିହା ଫେବୃଆରୀରେ ଫାଶୀ ଦିଆଯାଇଥିଲା। ତେବେ ବର୍ତ୍ତମାନ ଏହି ବିବାଦ...
ସିକନ୍ଦରାବାଦ: ଏଆଇଏମ୍ଆଇଏମ୍ ନେତା ଆକବରୁଦ୍ଦିନ୍ ଓୱେସି ମଙ୍ଗଳବାର କହିଛନ୍ତି, ମୁସଲିମ୍ଙ୍କୁ କେହି ମଧ୍ୟ ନାଗରିକତା ପ୍ରମାଣ ପାଇଁ କାଗଜ ମାଗିବାର ଅଧିକାର ନାହିଁ। ତାଙ୍କ ପୂର୍ବ ପୁରୁଷ ଭାରତକୁ ଶାସନ କରିଥିବାରୁ ଏପରି କେହି କରିପାରିବେ ନାହିଁ ବୋଲି ଓୱେସି କହିଛନ୍ତି। ସେ ଏକ ଶୋଭାଯାତ୍ରାରେ ସିଏଏକୁ ଟାର୍ଗେଟ୍...
ଭୁବନେଶ୍ୱର: ଧରା ହେଲା ସେକ୍ସ କାରବାରର କିଙ୍ଗପିନ୍। ବାଂଲାଦେଶୀ ଯୁବତୀଙ୍କୁ ଅଣି ସେକ୍ସ କାରବାର ଚଳାଉ ଥିବା କିଙ୍ଗପିନ୍ ଦିଦି ଓ ତାର ସ୍ୱାମୀ ଧରାପଡ଼ିଛନ୍ତି। କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ସେମାନଙ୍କୁ ଭୁବନେଶ୍ୱର ଉପକଣ୍ଠ ପିପିଲି ଅଞ୍ଚଳରୁ ଗିରଫ କରାଯାଇଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ଏମାନଙ୍କ ପାଖରେ...
ଭୁବନେଶ୍ୱର: ସିଏଏ ସପକ୍ଷରେ ବିଜେପିର ଚାଲିଥିବା ଜନ ଜାଗରଣ ଅଭିଯାନ ପାଇଁ ଆଜି ଓଡ଼ିଶା ଆସିଛନ୍ତି ବିଜେପି ନେତ୍ରୀ ରୁପା ଗାଙ୍ଗୁଲି। ନବରଙ୍ଗପୁର ଜିଲ୍ଲା ରାଇଘର ମିନି ଷ୍ଟାଡିୟମରେ ନାଗରିକତା ସଂଶୋଧିତ ଆଇନ ନେଇ ଲୋକଙ୍କୁ ସଚେତନତା କରାଯାଉଛି। ସେ କହିଛନ୍ତି ଯେ, କଂଗ୍ରେସ ସମେତ ଅନ୍ୟ କିଛି...
ଭୁବନେଶ୍ୱର: ରାସ୍ତାରେ ଟ୍ରାଫିକ୍ ନିୟମ ପାଳନ କରନ୍ତୁ। ସରକାର ଧାର୍ଯ୍ୟ କରିଥିବା ସବୁ ଆଇନକୁ ସମ୍ମାନ ଦିଅନ୍ତୁ। ଏହି ବାର୍ତ୍ତା ନେଇ ନୟାଗଡ଼ର ନୋଟାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏକ ସୁମଧୁର ସଙ୍ଗୀତ। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ...
ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତା ମୂଳକ ହେବାପରେ ରାଜ୍ୟରେ ବିଭିନ୍ନ କଲେଜରେ ଆନ୍ଦୋଳନ ଚାଲିଛି। ଏହାକୁ ଦେଖି ନରମ ମନଭାବ ପୋଷଣ କରିଛନ୍ତି ସରକାର। ଏନେଇ ଆଜି ଛାତ୍ରଛାତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସରକାର...
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଆଜି ୬୩ତମ ଜାତୀୟ ସାହସିକତା ପୁରସ୍କାର ନେଇ ICCW(Indian Council for Child Welfare) ପକ୍ଷରୁ ସାହସୀ ପିଲାଙ୍କର ନାଁ ଘୋଷଣା ହୋଇଛି। ଭାରତୀୟ ବାଳ କଲ୍ୟାଣ ପରିଷଦ ପକ୍ଷରୁ ହୋଇଥିବା ଏହି ତାଲିକାରେ ଓଡ଼ିଶାରୁ ୩ଜଣ ସାମିଲ ହୋଇଛନ୍ତି। ସେମାନେ ହେଲେ...
ଭୁବନେଶ୍ୱର: ବରଗଡ଼ରେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନିକିଆ ବରଗଡ଼ ଗସ୍ତରେ ଆସିଥିବା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ ବରଗଡ଼ ଜିଲ୍ଲା ମେଡିକାଲ୍କୁ ୩୦୦ ଶଯ୍ୟା ବିଶିଷ୍ଟ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ବରଗଡ଼ରେ ଏକ...
ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ନାଁକୁ ଭୁଲ୍ ଅନୁବାଦ କରି କ୍ଷମା ମାଗିଲା ଫେସବୁକ୍। ସି ଜିନ୍ପିଙ୍ଗଙ୍କୁ ‘ମିଷ୍ଟର ଶିଥୋଲ୍’ (Mr Shithole) ଲେଖିଥିଲା ଫେସ୍ବୁକ୍। ମିଆଁମାରର କଥିତ ଭାଷା ବର୍ମିସ୍ରୁ ଏହାକୁ ଇଂରାଜୀରେ ଅନୁବାଦ କଲାବେଳେ ଫେସ୍ବୁକ୍ ଦ୍ୱାରା ଏଭଳି ଭୁଲ୍ ହୋଇଥିଲା। ଆଉ ଏହାର...