ନୂଆଦିଲ୍ଲୀ: ସିଏଏ ଓ ଏନ୍ଆର୍ସି ପାଇଁ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରୁଥିବା ସନ୍ଦେହରେ ଦେଶର ଦୁଇଭିନ୍ନ ଭିନ୍ନ ସ୍ଥାନରେ ମହିଳାଙ୍କ ଉପରେ ଆକ୍ରମଣ ହେଉଛି। ରାଜସ୍ଥାନର କୋଟାରେ ନ୍ୟାଶନାଲ ଇକୋନୋମିକ ସେନସସ୍ ବିଭାଗର ମହିଳା କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ନାଜିରାନ ବାନୋ ନାମକ ଏହି କର୍ମଚାରୀ ୨୦୧୯–୨୦...
ଭଦ୍ରକ(ପାର୍ଥ ସାରଥୀ ନାୟକ): ଏ କି ବିଚିତ୍ର ନିୟମ ? ଗୋଟିଏ ହତା ଭିତରେ ଦୁଇଟି ବିଦ୍ୟାଳୟ ଅଛି। ହେଲେ ଗୋଟିଏ ପାଇଁ ସରକାରଙ୍କର ସମସ୍ତ ନିୟମ ଲାଗୁଥିବାବେଳେ ଅନ୍ୟଟି ପାଇଁ କୌଣସି ବ୍ୟବସ୍ଥା ନାହିଁ। ଡ୍ରେସ, ମଧ୍ୟାହ୍ନ ଭୋଜନ, ଶ୍ରେଣୀ ଗୃହ, ଶୌଚାଳୟ ବ୍ୟବସ୍ଥା ନାହିଁ। ଗୋଟିଏ...
ରାୟଗଡ଼ା: ସାବଧାନ ! ଗାଁ ଭିତରକୁ ପ୍ରବେଶ କଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ହେବେ। ଅଜଣା ବାହାର ଲୋକ ଅଜାଣତରେ ପ୍ରବେଶ କଲେ ଗଣିବାକୁ ପଡ଼ିବ ତଣ୍ଡ। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଖୁଣ୍ଟବାଡ଼ି ଗାଁର ପ୍ରବେଶ ପଥରେ ଦେଖିବାକୁ ମିଳିଛି ଏଭଳି ପୋଷ୍ଟର। ଆଦିବାସୀ...
ଭୁବନେଶ୍ୱର: ଡିଗ୍ରୀ କଲେଜ୍ ପରିଚାଳନାରେ ଶିକ୍ଷାବିତ୍ଙ୍କୁ ମିଳିବ ଗୁରୁତ୍ୱ। ଏବଂ ନେତା ଓ ବିଧାୟକଙ୍କ ପ୍ରଭାବ କମିବ। କ୍ୟାମ୍ପସକୁ ରାଜନୀତିରୁ ମୁକ୍ତ ରଖିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପରିଚାଳନା କମିଟିରୁ ଏବେ ବିଧାୟକ ଓ ନେତାଙ୍କୁ ବାଦ୍ ଦିଆଯିବ। ଭୁବନେଶ୍ୱରରେ ଅଭିଭାବକ ମହାସଂଘ ପକ୍ଷରୁ ଆୟୋଜିତ...
ବଲାଙ୍ଗିର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚାଲୁଛି। ଆଇନ୍ଜୀବୀମାନେ ଆନ୍ଦୋଳନରେ ସାମିଲ ହେଉଥିବାରୁ ସମସ୍ତ କାର୍ଯ୍ୟ ଠପ୍ ହୋଇଯାଉଛି। ପଶ୍ଚିମ ଓଡ଼ିଶାର ଆଇନ୍ଜୀବୀଙ୍କ ଏପରି ଆନ୍ଦୋଳନକୁ ବିରୋଧ କରିଛି ରାଜ୍ୟ ଓକିଲ ସଂଘ। ଆନ୍ଦୋଳନ କରୁଥିବା ଆଇନ୍ଜୀବୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ...
କୋଣାର୍କ: ପର୍ଯ୍ୟଟନ ଶିଳ୍ପର ବିକାଶ ନେଇ କୋଣାର୍କରେ ଆଜିଠୁ ଦୁଇ ଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ୮ଟି ରାଜ୍ୟର ପର୍ଯ୍ୟଟନମନ୍ତ୍ରୀ ଯୋଗଦେଉଛନ୍ତି। ସନ୍ଧ୍ୟା ୬ଟା ୩୦ରୁ ୭ଟା୧୫ ମଧ୍ୟରେ ଏହି ସମ୍ମିଳନୀକୁ ଉଦ୍ଘାଟନ କରାଯିବ। ଆଜି କୋଣାର୍କ ବୁଲି ଦେଖିବେ ପ୍ରତିନିଧି। ଏଥିରେ ଏଏସଆଇ...
ଭଦ୍ରକ: ମୋଟର ଯାନ ଆଇନ ଉଲ୍ଲଂଘନ ଅଭିଯୋଗରେ ଟ୍ରକ୍ ଉପରେ ୫୮ ହଜାର ଟଙ୍କାର ଫାଇନ୍ ହୋଇଛି। ଭଦ୍ରକ ତିହିଡ଼ିରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏକ ଟ୍ରକକୁ ଅଟକ ରଖିବା ସହ ଏତେ ଟଙ୍କାର ଚାଲାଣ କଟାଯାଇଛି। ମହାରାଷ୍ଟ୍ର ରେଜିଷ୍ଟ୍ରେସନ ନମ୍ବର ଥିବା ଏ ଟ୍ରକଟି ଭଦ୍ରକ...
ନୂଆଦିଲ୍ଲୀ: ଗଣତନ୍ତ୍ର ସୂଚକାଙ୍କ(ଡେମୋକ୍ରାସି ଇନ୍ଡେକ୍ସ)ରେ ଏକାଥରେ ୧୦ ପଏଣ୍ଟ ତଳକୁ ଖସିଲା ଭାରତ। ବର୍ତ୍ତମାନ ଏହି ତାଲିକାରେ ୧୫୭ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୫୧ ରହିଛି। ଇକୋନୋମିକ ଇଣ୍ଟେଲିଜେନ୍ସ ୟୁନିଟ୍(EIU) ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି। ୨୦୧୭ରେ ଏହି ସୂଚୀରେ ଭାରତ ୪୨ ତମ ସ୍ଥାନରେ...
କଟକ: କଟକ ଟାଙ୍ଗୀରେ ପୁଣି ନକଲି ଖାଇବା ତେଲ କାରଖାନା ଠାବ। ମଙ୍ଗୁଳି ଛକ ନିକଟରେ ଏକ ଗୋଦାମ ଉପରେ ଚଢ଼ାଉ କରିଛି ଟାଙ୍ଗୀ ପୁଲିସ। ରେଡ୍ ବେଳେ ଶହଶହ ଲିଟର ନକଲି ସୂର୍ଯ୍ୟମୁଖୀ ଓ ପାମୋଲିନ୍ ତେଲ ମିଳିଛି। ଗଜାନନ ଇଣ୍ଡଷ୍ଟ୍ରି ନାଁରେ ଥିବା ଏହି କମ୍ପାନୀ...
ଭୁବନେଶ୍ୱର: ଧୀରେ ଧୀରେ ଖୋଲୁଛି ରାଜଧାନୀରେ ବାଂଲା ସେକ୍ସ ରାକେଟର ଗୁମର। ଜାଲ ଡକ୍ୟୁମେଣ୍ଟ କରି ବାଂଲା ରୂପଜୀବୀ ନିଜକୁ ଭାରତୀୟ ପରିଚୟ ଦେବା ସହ ଚଳାଇଛନ୍ତି ଦେହ ବ୍ୟବସାୟ। ଗତକାଲି ରାକେଟର କିଙ୍ଗପିନ୍ ପିପିଲିରୁ ଗିରଫ ହେବା ପରେ ଏସଟିଏଫ୍ ହାତରେ ଲାଗିଛି ନୂଆ ନୂଆ ତଥ୍ୟ।...
କୋଟା: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ) ପାଖରେ ୮୨ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କ ଜାତୀୟତା ବାବଦରେ କୌଣସି ତଥ୍ୟ ନାହିଁ। ଅର୍ଥାତ ମୋଟ ୩୦୧ ବିଦେଶୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୨ ଜଣ କେଉଁ ଦେଶରୁ ଆସିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣିନାହାନ୍ତି। ଆରଟିଆଇ ଯୋଗେ ଏଭଳି ତଥ୍ୟ ମିଳିପାରିଛି। ଏକ...
ଡାଭୋସ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ପୁଣିଥରେ ମଧ୍ୟସ୍ଥି କରିବାକୁ ଇଚ୍ଛା ପ୍ରକାଶ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତ ଦୃଢ଼ ଜବାବ ଦେଇଛି। କଶ୍ମୀର ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଦୁଇ ପକ୍ଷ ଏହାକୁ ଆପୋଷ ସମାଧାନ କରିବେ ବୋଲି ଭାରତ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ସ୍ୱିଜରଲ୍ୟାଣ୍ଡର ଓ୍ୱାର୍ଲଡ...
ବେଙ୍ଗାଲୁରୁ: ସଂଖ୍ୟା ଲଘୁ ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦେବା ପାଇଁ ମୋଦି ସରକାର ଆଣିଥିବା ସିଏଏ ଆଇନ୍କୁ ନେଇ ସାରା ଦେଶରେ ବିକ୍ଷୋଭ ଜାରି ରହିଛି। ଆଉ ଏବେ ଏମିତି ଏକ ରିପୋର୍ଟ ଆସିଛି ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି। ଡିସେମ୍ବର ୨୦୧୪ ପରଠାରୁ ସରକାର ଧୀରେ ଧୀରେ...
ନୂଆଦିଲ୍ଲୀ: ଦୀର୍ଘ ଦିନ ହେଲା ନିଜର ତୁଣ୍ଡ ପାଇଁ ବିବାଦରେ ଫସି ଲୋକଲୋଚନରୁ ଦୂରେଇ ରହିଥିବା ନବଜୋତ ସିଂହ ସିଦ୍ଧୁ ପୁଣି ମଇଦାନକୁ ଓହ୍ଲାଇବେ। ସିଦ୍ଧୁଙ୍କୁ ଶେଷରେ କଂଗ୍ରେସ ପକ୍ଷରୁ ଦଳ ପାଇଁ ପ୍ରଚାର କରିବାକୁ ଅନୁମତି ମିଳିଛି। ଆସନ୍ତା ୮ ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟ...
ନୂଆଦିଲ୍ଲୀ: ପୁଣି ଘୁଞ୍ଚିପାରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ। କୋର୍ଟ ଆସନ୍ତା୧ ତାରିଖକୁ ଫାଶୀ ଦେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏଥିରେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। କାରଣ ଏଯାଏ ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ମଧ୍ୟରୁ କେବଳ ମୁକେଶ କୁମାର ସିଂହ ଓ...