ଅକଲ୍ୟାଣ୍ଡ୍: ନ୍ୟୁଜିଲାଣ୍ଡ ଗସ୍ତରେ ବିଜୟରୁ ଯାତ୍ରା ଆରମ୍ଭ କଲା ଭାରତ। ଆଜି ଅକ୍ଲ୍ୟାଣ୍ଡରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଘରୋଇ ନ୍ୟୁଜିଲାଣ୍ଡକୁ ଭାରତ ୬ ଓ୍ୱିକେଟରେ ପରାସ୍ତ କରିଛି। ୨୦୪ ରନ୍ ପିଛା କରୁଥିବା ଭାରତୀୟ ଦଳ ଶେଷ ଗୋଟିଏ ଓଭର ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରି...
ଖୋର୍ଦ୍ଧା: ଫିଲ୍ମ ଷ୍ଟାଇଲରେ ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା। ଲକ୍ଷେ କି ଦି ଦୁଇ ଲକ୍ଷ ନୁହେଁ ଏକାଥରକେ ୨୩ ଲକ୍ଷ ଟଙ୍କା ଲୁଟି ନେଲେ ୪ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଟାଉନ୍ରେ। ଏକ ଘରୋଇ ସଂସ୍ଥାର ଏଜେଣ୍ଟ ନିକଟସ୍ଥ ବ୍ୟାଙ୍କକୁ...
ଭୁବନେଶ୍ୱର: ଏପ୍ରିଲ ପହିଲାରୁ ଘଣ୍ଟାକରେ ମିଳିବ ଜମି କାଗଜପତ୍ର। ସବରେଜିଷ୍ଟ୍ରାର ଅଫିସରେ ପଞ୍ଜୀକରଣ କରିବା ପରେ ସେହିଦନ ଅପରାହ୍ନରେ ହିଁ ଆପଣଙ୍କୁ ଆପଣଙ୍କର ଜମି କାଗଜପତ୍ରର ସମସ୍ତ ତଥ୍ୟ ମିଳିଯିବ। ଫେବ୍ରୁଆରୀ ୧୦ରେ ‘ମୋ ସରକାର’ ଅଧୀନକୁ ଆସିବ ରାଜସ୍ୱ ବିଭାଗ। ଏଥିସହିତ ଓଡ଼ିଶା ରାଇଟ୍ ଟୁ ପବ୍ଲିକ...
ନୂଆଦିଲ୍ଲୀ : ଦେଶର ୩୪% ଜନତା ବିଶ୍ୱାସ କରନ୍ତି ଯେ ନରେନ୍ଦ୍ର ମୋଦି ଭାରତର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ। ଇଣ୍ଡିଆ ଟୁଡେ ‘ଗ୍ରୁପ୍- କାର୍ଭି ଇନ୍ସାଇଟ୍ସ ମୁଡ୍ ଅଫ୍ ଦି ନେସନ୍ର’ର ମିଳିତ ସର୍ଭେରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନ୍ଦିରା ଗାନ୍ଧିଙ୍କୁ ପଛରେ...
ଭୁବନେଶ୍ୱର: ଭୁବନେଶ୍ୱରରେ କେମିତି ଚେର ମେଲାଇଥିଲା ବାଂଲାଦେଶୀ ସେକ୍ସ୍ ରାକେଟ୍ ? କେମିତି ତିଆରି ହେଉଥିଲା ନକଲି ଡକ୍ୟୁମେଣ୍ଟ, କେମିତି ଯୋଗାଡ଼ ହେଉଥିଲେ ଗରାଖ ? କିଙ୍ଗପିନ୍ ଅଞ୍ଜଳି ଓ ଇବ୍ରାହିମ ଧରାପଡ଼ିବା ପରେ ଏସବୁର ଗୁମର ଖୋଲିବାକୁ ଜୋରଦାର ଚେଷ୍ଟା ଚଳାଇଛି କ୍ରାଇମବ୍ରାଞ୍ଚ । ସେପଟେ ଏହି...
ଭୁବନେଶ୍ୱର: “ମୋ ଆଖି ବନ୍ଦ କରି ତାଙ୍କ ଦିଦିଙ୍କ ଘରକୁ ନେଇଗଲେ। ତାଙ୍କ ଭଉଣୀ ଘର କଟକରେ। ମୋତେ ମିଠା ଖାଇବାକୁ ଦିଅନ୍ତି, ନଖାଇଲେ ମାରନ୍ତି। ମିଠା ଖାଇବା ପରେ କଣ ହୁଏ ଜାଣିପାରେନି, ମୁଣ୍ଡ ବୁଲାଏ ଓ ସକାଳ ହେଲେ ଜାଣିପାରେ। ମୋ ଦେହରେ ଡ୍ରେସ୍ ନଥାଏ।...
ପୁରୀ: ସ୍ୱତନ୍ତ୍ର ନୀତି ଓ ପରମ୍ପରାରେ ଚାଲୁଥିବା ଶ୍ରୀମନ୍ଦିରରେ ବି ହେଉଛି ନିୟମ ଉଲ୍ଲଂଘନ। ଯାହାର ପୁଣି ଏକ ଜୀବନ୍ତ ପ୍ରମାଣ ସାମ୍ନାକୁ ଆସିଛି। ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହେଉଥିବା ରୋଷଶାଳାକୁ ଜାଳେଣି ପାଇଁ ବାହାରୁ ଯାଉଛି ଅଙ୍ଗାର। ସୁଆର ସେବକ ଏହାକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରୁଥିବା...
ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ବର୍ଷକୁ ଦୁଇ ଥର ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଉଥିବା ‘ଫୁଲ୍ ପଇସା ଅସୁଲ ସେଲ୍’ ଏବେ ଆରମ୍ଭ ହୋଇଛି। ଏଥର ଏହା ବଡ଼ ଆକାରରେ ହେଉଛି। ଏହି ମେଗା ରିଟେଲ୍ ସପିଙ୍ଗ ଉତ୍ସବ ଜାନୁଆରୀ ୨୨ରୁ ଜାନୁୟାରୀ ୨୬ ତାରିଖ ପୂରା ୫ ଦିନ...
ଭୁବନେଶ୍ୱର: ବେଆଇନ ଘର ନିର୍ମାଣକାରୀଙ୍କ ପାଇଁ ସତର୍କ ଘଣ୍ଟି। ବିନା ଅନୁମୋଦନ ଓ ଆଇନ ବହିର୍ଭୂତ ନିର୍ମାଣ କରି ସର୍ବକ୍ଷମାରେ ଆବେଦନ କରିନଥିଲେ ଭୋଗିବାକୁ ପଡ଼ିବ ଚରମ ପରିଣାମ। କାରଣ ଆସନ୍ତାମାସ ୫ ତାରିଖରେ ସରିଯାଉଛି ଆବେଦନର ଅବଧି। ଏହାପରେ ବେଆଇନ ଭାବେ ନିର୍ମାଣ ହୋଇଥିବା ବ୍ୟାବସାୟିକ ପ୍ରତିଷ୍ଠାନ,...
ପଟନା: ସିଏଏ ପ୍ରସଙ୍ଗକୁ ନେଇ ଜେଡିୟୁରେ କଳି ବଢ଼ିଛି। ମୁହାଁମୁହିଁ ହୋଇଛନ୍ତି ଦଳ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏବଂ ବରିଷ୍ଠ ନେତା ପବନ ବର୍ମା। ଦିଲ୍ଲୀରେ ବିଜେପି ସହ ଜେଡିୟୁ ମେଣ୍ଟ କରିବା ନିଷ୍ପତ୍ତିକୁ ନେଇ ନୀତୀଶକୁ ଚିଠି ଲେଖିଥିଲେ ପବନ। ସିଏଏ, ଏନଆରସି ଓ...
ଭୁବନେଶ୍ୱର: ଓଡ଼ିଶାରେ କୌଣସି ଗରିବ ଭୋକରେ ରହିବେ ନାହିଁ। ସେହି ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ହଙ୍ଗର ଫ୍ରି ଓଡ଼ିଶା। ବିବାହ-ଭୋଜିରୁ ବଳି ପଡ଼ୁଥିବା ଖାଦ୍ୟର ସଦ୍ବିନିଯୋଗ ପାଇଁ ଏପରି ପ୍ରୟାସ ଆରମ୍ଭ କରିଛି “ସୋ ଆମ୍ ଆଇ ଫାଉଣ୍ଡେସନ” ଓ “ରୋଟାରୀ ଇଣ୍ଟରନ୍ୟାସନାଲ୍”। ହଙ୍ଗର ଫ୍ରୀ ଓଡ଼ିଶା ପାଇଁ...
ରାଉରକେଲା: ରାଉରକେଲାରେ ପୁଣି ବଡ଼ ଧରଣର ଜିଏସଟି ଠକେଇ ରାକେଟର ପର୍ଦ୍ଦାଫାସ ହୋଇଛି। ଜାଲ୍ କାଗଜପତ୍ର ଓ ବ୍ୟାଙ୍କ୍ ପାସବୁକ୍ ମାଧ୍ୟମରେ ପ୍ରାୟ ୧୦୦ କୋଟି ଟଙ୍କାର ଇନପୁଟ୍ ସବ୍ସିଡି ହାତେଇଥିବା ଦୁଇ ଜଣ ଠକଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଜିଏସଟି କମିଶନର ସୁଶୀଲ କୁମାର ଲୋହାନୀ।...
ଭବାନୀପାଟଣା: ଦୁର୍ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ଆଭିମୁଖ୍ୟ। ଆଗରୁ ବାବୁ ଏବେ ନବୀନଙ୍କ ନଜରରେ ନେତା। ଦୁର୍ନୀତି ମାମଲାରେ ଆଜି ପୂର୍ବତନ ବିଧାୟକ ଅନାମ ନାଏକ ଗିରଫ ହୋଇଛନ୍ତି। । ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି...