• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

j
ରାଜସ୍ଥାନ ବିଧାନସଭାରେ ସିଏଏ ବିରୋଧରେ ପ୍ରସ୍ତାବ ପାରିତ

ଜୟପୁର: କେରଳ ଓ ପଞ୍ଜାବ ପରେ ଏବେ ରାଜସ୍ଥାନରେ ସିଟିଜେନ୍ସିପ୍‌ ଆମେଣ୍ଡମେଣ୍ଟ ବିଲ୍ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି। ଏହି ଆଇନ୍‌କୁ ବିରୋଧ କରିବା ସହିତ ଏହାକୁ ଉଠାଇ ନେବାକୁ ଶନିବାର ରାଜସ୍ଥାନ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟ ବିଧାନସଭାର ବଜେଟ୍‌ ଅଧିବେଶନରେ ଶାସକ ଦଳ କଂଗ୍ରେସ...

cocorona
ଭୟଙ୍କର କରୋନା ଭୂତାଣୁ ଭୟ; ସାରା ବିଶ୍ୱକୁ ବ୍ୟାପୁଛି

ନୂଆଦିଲ୍ଲୀ: ଧୀରେ ଧୀରେ କାୟା ବିସ୍ତାର କରୁଛି କରୋନା ଭୂତାଣୁ। ଚୀନରେ ଏହାର ପ୍ରଭାବରେ ୪୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଚୀନ ସହ ଆମେରିକା, ଏସିଆ ଓ ୟୁରୋପର ବିଭିନ୍ନ ଦେଶରେ ଏହାର ଭୂତାଣୁ ଦେଖିବାକୁ ମିଳିଛି। ଏଥିଯୋଗୁ ସେଠାରେ ବ୍ୟାପକ ପ୍ରତିଷେଧକ...

police
ଓଡ଼ିଶାରୁ ୨୯ ଜଣ ପୁଲିସ୍‌ ମେଡାଲ୍‌ ପାଇବେ

ଭୁବନେଶ୍ୱର: ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ପୁଲିସ ମେଡାଲ ଘୋଷଣା ହୋଇଛି। ୩ଟି ବର୍ଗରେ ଓଡ଼ିଶାରୁ ମୋଟ ୨୯ ଜଣ ଏହି ମେଡାଲ ପାଇବେ। ସାହସିକତା ପାଇଁ ୧୬ ଜଣ ପୁଲିସ କର୍ମଚାରୀ ଏହି ମେଡାଲ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିଭଳି ବିଶିଷ୍ଟ ସେବା କ୍ଷେତ୍ରରେ ୨...

sivs
ପାକିସ୍ତାନ ଓ ବାଂଲାଦେଶୀ ମୁସଲିମ୍‌ଙ୍କୁ ଦେଶରୁ ବାହାର କରିଦେବା ଦରକାର : ଶିବସେନା

ମୁମ୍ବାଇ: ସିଏଏକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରୁଥିବା ଶିବସେନା ବିଜେପି ସହିତ ସମ୍ୟକ ସ୍ୱର ମିଳାଇଛି। ପାକିସ୍ତାନ ଓ ବାଂଲାଦେଶରୁ ଆସିଥିବା ମୁସଲମାନଙ୍କୁ ଦେଶରୁ ବାହାର କରିଦେବା ଦରକାର ବୋଲି ଶିବସେନା କହିଛି। ଶନିବାର ଶିବସେନାର ମୁଖପାତ୍ର ଭଳି କାର୍ଯ୍ୟ କରୁଥିବା ଖବରକାଗଜ ‘ସାମ୍ନା’ରେ ଏଭଳି ରିପୋର୍ଟ...

d
ନିର୍ଭୟା ଦୋଷୀକୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମର ଦୋଷୀ ବିନୟ ଶର୍ମାର ଓକିଲ ଶନିବାର କୋର୍ଟରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ତାଙ୍କ ମହକିଲ ବିନୟକୁ ଜେଲ୍‌ରେ ସ୍ଲୋ ପଏଜନ୍‌ ଦିଆଯାଇଥିବା ସେ କୋର୍ଟରେ ଅଭିଯୋଗ କରିଛନ୍ତି। ଏଥିପାଇଁ ତାଙ୍କୁ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଯାଇଥିଲେ ବି ଡାକ୍ତରୀ ରିପୋର୍ଟ ଏପର୍ଯ୍ୟନ୍ତ ହସ୍ତଗତ ହୋଇପାରିଲା...

icc
ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ୍‌; ଭାରତର କ୍ରମାଗତ ତୃତୀୟ ବିଜୟ

ବ୍ଲୋଏମଫୋଣ୍ଟେନ୍‌: ଚଳିତ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପରେ ଭାରତୀୟ ଯୁବ ଦଳ କ୍ରମାଗତ ତୃତୀୟ ବିଜୟ ସହ ସୁପରଲିଗରେ ସ୍ଥାନ ପକ୍କା କରିନେଇଛି। ଶୁକ୍ରବାର ଭାରତ ଗ୍ରୁପ୍‌-ଏ’ରେ ତା’ର ଶେଷ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡକୁ ଡିଏଲ୍ ନିୟମରେ ୪୪ ରନରେ ପରାସ୍ତ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ପ୍ରଥମେ...

jhiahebata-emiti
ଏହି ଝିଅମାନଙ୍କ ବିଷୟରେ ଜାଣିଲେ ଗର୍ବରେ ଫୁଲି ଉଠିବ ଛାତି

ଭୁବନେଶ୍ୱର: “ହମ୍ ଭି କିସି ସେ କମ୍ ନେହିଁ।” ସବୁ କ୍ଷେତ୍ରରେ ଆଜି ଏ ଉକ୍ତିକୁ ପ୍ରମାଣିତ କରିଛନ୍ତି କନ୍ୟାରତ୍ନ। କିଏ ସମାଜର ରୁଢ଼ିବାଦୀ ମାନସିକତା ସହ ଲଢ଼ି ନିଜ ପାଇଁ ଜାଗାଟିଏ ତିଆରି କରିଛନ୍ତି ତ ଆଉ କିଏ ପୁଣି ପରିବାରରୁ ପୂରା ସହଯୋଗରେ ସଫଳତାର ଶିଖର...

khurda-railway
ଖୋର୍ଦ୍ଧା-ବଲାଙ୍ଗିର ରେଳ ପଥ ନିର୍ମାଣରେ ବିଳମ୍ବକୁ ଉଦ୍‌ବେଗ ପ୍ରକାଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଖୋର୍ଦ୍ଧା-ବଲାଙ୍ଗିର ରେଳ ପଥ ନିର୍ମାଣରେ ବିଳମ୍ବକୁ ନେଇ ପ୍ରଧାନମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି ନରେନ୍ଦ୍ର ମୋଦି। ଦେଶର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଦିଲ୍ଲୀରେ ଆୟୋଜିତ ମାସିକିଆ ବୈଠକ ପ୍ରଗତିରେ ସମୀକ୍ଷା କରିବା ସହ ଜଂଗଲ, ପରିବେଶ ଓ ରେଳ ବିଭାଗକୁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ...

pm
କାହିଁକି ପ୍ରଧାନମନ୍ତ୍ରୀଙ୍କ ଚେହେରା ଏତେ ଉଜ୍ଜ୍ୱଳ; କାରଣ କହିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେହେରାର ଔଜଲ୍ୟତା ପଛର ରାଜ୍ କଣ ? କେମିତି ସେ ଏତେ ଫିଟ୍‌ ରୁହନ୍ତି। ଏହି ସମସ୍ତ କଥାର ଗୁମର ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦିଲ୍ଲୀରେ ପ୍ରାଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ବିଜେତାଙ୍କୁ  ଭେଟିବା ଅବସରରେ ଏହି ରହସ୍ୟ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ।...

srum
ଚେତିଲା ଶ୍ରୀମନ୍ଦିର ପ୍ରଶାସନ; ୪ ଦ୍ୱାରରେ ସୁରକ୍ଷାକର୍ମୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ପୁରୀ:  ବାହାରୁ ଆସିଥିବା ଅଙ୍ଗାରରେ ପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ରୋଷେଇ ହେଉଥିବା ନେଇ ଓଟିଭିରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଚେତିଛି ଶ୍ରୀମନ୍ଦିର ନୀତି ପ୍ରଶାସକ। ବାହାରୁ ଯେପରି କୌଣସି ଅଙ୍ଗାର ନଯିବ, ସେଥିପ୍ରତି ୪ ଦ୍ୱାରରେ ସତର୍କ ଦୃଷ୍ଟି ରଖିବାକୁ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଶ୍ରୀମନ୍ଦିର...

manri
ଡିଗ୍ରୀ କଲେଜ ଗଭର୍ଣ୍ଣିଂ ବଡି ଭାଙ୍ଗିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଡିଗ୍ରୀ କଲେଜ ଗଭର୍ଣ୍ଣିଂ ବଡି ଭାଙ୍ଗିଲେ ରାଜ୍ୟ ସରକାର। ଏନେଇ ବିଜ୍ଞପ୍ତି ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ। ଏଥିରେ କୁହାଯାଇଛି ଯେ, ଜିଲ୍ଲା ମୁଖ୍ୟାଳୟରେ ଥିବା କଲେଜର ସଭାପତି ହେବେ ଏଡିଏମ୍ ବା ଆଡିସନାଲ ଡିଷ୍ଟ୍ରିଟ ମାଜିଷ୍ଟ୍ରେଟ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏଡିଏମ୍ ହିଁ କଲେଜ...

imf
ଖୁବ୍‌ଶୀଘ୍ର ସୁଧୁରିବ ଭାରତର ଅର୍ଥନୀତି; ଆଇଏମ୍‌ଏଫ୍‌ ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ସାମୟିକ ବୋଲି ଆଇଏମ୍‌ଏଫ୍‌(ଇଣ୍ଟର୍‌ ନ୍ୟାସ୍‌ନାଲ୍ ମନିଟାରୀ ଫଣ୍ଡ ବା ଅନ୍ତର୍ଜାତୀୟ ଅର୍ଥିକ ପାଣ୍ଠି) ମୁଖ୍ୟ କ୍ରୀଷ୍ଟାଲିନା ଜର୍ଜିଭା କହିଛନ୍ତି। ଏଥିସହ ସେ କହିଛନ୍ତି ଖୁବଶୀଘ୍ର ଅର୍ଥନୀତିକ ସ୍ଥିତି ସୁଧୁରିବା ଆରମ୍ଭ କରିବ। ୱାର୍ଲ୍ଡ ଇକୋନୋମିକ୍‌ ଫୋରମ୍‌ରେ ସେ ଏପରି କହିଛନ୍ତି। ସେ...

f
ପାନ୍‌- ଆଧାର ତଥ୍ୟ ନଦେଲେ ଦରମାରୁ କଟିବ ୨୦% ଟିଡିଏସ୍

ନୂଆଦିଲ୍ଲୀ: ଯଦି ଆପଣ ବର୍ଷକୁ ୨.୫ ଲକ୍ଷ ଟଙ୍କା ଆୟ କରୁଛନ୍ତି, କିନ୍ତୁ ନିଯୁକ୍ତି ଦାତାଙ୍କୁ ପାନ୍‌ କିମ୍ବା ଆଧାର ତଥ୍ୟ ଦେଇ ନାହାଁନ୍ତି ତେବେ ସାବଧାନ। ଦରମାରୁ ୨୦% ଟଙ୍କା ନେବେ ନିଯୁକ୍ତି ଦାତା।  କାରଣ ତଥ୍ୟ ଦେଇନଥିବା କର୍ମଚାରୀଙ୍କ ଆୟରୁ ୨୦% ଟ୍ୟାକ୍ସ କାଟିବାକୁ ଆୟକର...

burning
ଘରୁ ଡାକିଆଣି ଯୁବକଙ୍କ ଦେହରେ ନିଆଁ ଲଗାଇ ଦେଲେ

ଭଞ୍ଜନଗର: ଘରୁ ଡାକି ଆଣି ଜଣେ ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁଇ ଦୁର୍ବୃତ୍ତ। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ପୂର୍ବ ଶତ୍ରୁତାରୁ ଏପରି ଘଟଣା ଘଟିଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଆଜି ଦିନ ଦି’ ପ୍ରହରରେ ବେଲଗୁଣ୍ଠା ଫାଣ୍ଡି...

lll
ପୁଣି ନମ୍ବର ୱାନ୍‌ ବିରାଟ; ଷଷ୍ଠରେ ବୁମ୍ରା

ଦୁବାଇ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଷଷ୍ଠ ସ୍ଥାନରେ ସୁରକ୍ଷିତ ରହିଥିବା ବେଳେ ଆଜିଙ୍କ୍ୟ ରାହାଣେ ଗୋଟିଏ ସ୍ଥାନ ଉଠି ଅଷ୍ଟମରେ ପହଞ୍ଚିଛନ୍ତି। କୋହଲିଙ୍କର ବର୍ତ୍ତମାନ ରେଟିଂ...